Home Left

ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସଂଶୋଧିତ ବିଜ୍ଞପ୍ତି

ଭୁବନେଶ୍ୱର, ୧୧।୯(ଅସମାପିକା ସାହୁ): ୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ୩ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିଲେ ବି ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖା ପାଇଁ ଆବେଦନ କରିପାରିବେ। ଛାତ୍ରୀଛାତ୍ରଙ୍କଠାରୁ ଅଭିଯୋଗ ପାଇବା ପରେ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପ୍ରକ୍ରିୟା…

୧,୦୬୫ ଅଧ୍ୟାପକ ପଦବୀ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର,୧୧।୯(ଅସମାପିକା ସାହୁ): ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ୧,୦୬୫ ଅଧ୍ୟାପକ ପଦବୀ ପୂରଣ ହେବ। ଏଥିପାଇଁ ସୋମବାରଠାରୁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଆବେଦନ ପ୍ରକ୍ରିୟା ଅକ୍ଟୋବର ୧୩ ରାତି ୧୧ଟା ୪୫ ଯାଏ ଚାଲିବ। ଏ ନେଇ…

ବାସ୍ତବ ପ୍ରସଙ୍ଗରେ ଧ୍ୟାନ ଦେଉ କେନ୍ଦ୍ର: ଖାର୍ଗେ

ନୂଆଦିଲ୍ଲୀ,୧୧ା୯: ଜି୨୦ ସମିଟ୍‌ ଶେଷ ହୋଇଛି। ଏବେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଲୋକଙ୍କ ବାସ୍ତବ ପ୍ରସଙ୍ଗରେ ଧ୍ୟାନ ଦେବା ଲାଗି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମନେ ପକାଇଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସତ୍ୟକୁ ଲୁଚାଇବା ପାଇଁ ଜୋର୍‌ଦାର ଉଦ୍ୟମ…

ଜି୨୦ ଘୋଷଣାନାମାକୁ ଚାଇନାର ପ୍ରଶଂସା

ବେଜିଂ,୧୧ା୯: ଜି୨୦ ସମିଟ୍‌ ଅବସରରେ ନୂଆଦିଲ୍ଲୀ ଘୋଷଣାନାମାକୁ ଚାଇନା ପ୍ରଶଂସା କରିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ବୈଶ୍ୱିକ ଚ୍ୟାଲେଞ୍ଜର ମୁକାବିଲା କରିବା ଏବଂ ଅର୍ଥନୀତିରେ ସୁଧାର ପାଇଁ ହାତ ମିଳାଇଥିବାରୁ ଏହା ଏକ ସକାରାତ୍ମକ ସଙ୍କେତ ଦେଉଛି ବୋଲି ସୋମବାର ବେଜିଂ କହିଛି।…

ଟିଡିପି ବିଧାୟକଙ୍କୁ ଗୃହବନ୍ଦୀ: ସହରରେ ୧୪୪

ହାଇଦ୍ରାବାଦ,୧୧ା୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କୁ ଦୁର୍ନୀତି ମାମଲାରେ ସିଆଇଡି ଗିରଫ ପରେ ଦଳର ୨୧ ବିଧାୟକଙ୍କୁ ଗୃହବନ୍ଦୀ ରଖାଯାଇଛି। ଆନ୍ଧ୍ରପ୍ରଦେଶର ବିଭିନ୍ନ ସହରରେ ଥିବା ବିଧାୟକଙ୍କ ଘର ବାହାରେ ବ୍ୟାପକ ପୋଲିସ ଫୋର୍ସ…

ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୭ ମହିଳା ଯାତ୍ରୀଙ୍କ ଜୀବନ

ତିରୁପାଟ୍ଟୁର,୧୧ା୯: ତାମିଲନାଡୁର ତିରୁପାଟ୍ଟୁର ଜିଲା ଅଧୀନ ନାତ୍ରାମପାଲ୍ଲୀ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ୮ ତାରିଖରେ ଜିଲାର ଅମ୍ବୁର ନିକଟବର୍ତ୍ତୀ ଏକ ଗ୍ରାମରୁ…

ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ବାପା, ସ୍ବାମୀ ଅଟକ

ଜି.ଉଦୟଗିରି,୧୧ା୯(ଶିଶିର ପଟ୍ଟନାୟକ)-ଜି.ଉଦୟଗିରି ଥାନା ଅଧୀନ କଳିଙ୍ଗା ପଞ୍ଚାୟତର ନନ୍ଦଗିରି ଗ୍ରାମରୁ ପୋଲିସ ସୋମବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ ଶୁଭଶ୍ରୀ ପ୍ରଧାନ (୨୨)। ଝିଅକୁ ହତ୍ୟା କରାଯାଇଥିବା ଶୁଭଶ୍ରୀଙ୍କ ବାପା ଜଳନ୍ଧର ପ୍ରଧାନ ଅଭିଯୋଗ କରିଛନ୍ତି।…

ଇଥାନଲ ପ୍ଲାଣ୍ଟକୁ ବିରୋଧ

ବରଗଡ଼,୧୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବ୍ଲକର ଏସ୍‌. ଡୁମ୍ବେରପାଲି ଏବଂ ସୋହେଲା ବ୍ଲକ ଅଧୀନ ଲେବିଡ଼ି ପଞ୍ଚାୟତରେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟକୁ ନେଇ ବିରୋଧ ତେଜିଛି। ଏନେଇ ସୋମବାର ଅଞ୍ଚଳବାସୀ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ…

୩୯ ବର୍ଷର ରେକର୍ଡ ଭାଙ୍ଗିବାରେ ବଞ୍ଚିତ ହେଲେ ବିଦ୍ୟା ରାମରାଜ୍‌

ଚଣ୍ଡିଗଡ଼,୧୧ା୯: ୪୦୦ ମିଟର ହର୍ଡଲ୍ସରେ କିମ୍ବଦନ୍ତୀ ପି.ଟି ଉଷାଙ୍କ ୩୯ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିବାରେ ଅଳ୍ପକେ ବଞ୍ଚିତ ହୋଇଛନ୍ତି ଏସିଆନ ଗେମ୍ସ ପାଇଁ ମନୋନୀତ ହୋଇଥିବା ତାମିଲନାଡୁର ଆର. ବିଦ୍ୟା ରାମରାଜ। ଚଳିତ ଇଣ୍ଡିଆନ ଗ୍ରାଁ ପ୍ରି-୫ରେ ବିଦ୍ୟା ୫୫.୪୩ ସେକେଣ୍ଡ…

ନାବାଳିକାଙ୍କୁ ବଳାତ୍କାର, ନାବାଳକ ଅଟକ

ଢେଙ୍କିକୋଟ,୧୧ା୯(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଘଟଗାଁ  ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସ ଜଣେ ନାବାଳକଙ୍କୁ ଅଟକ ରଖିଛି। ନାବାଳକ ଓ ନାବାଳିକା ଦୁହେଁ ଯୁକ୍ତ୨ରେ ପାଠ ପଢୁଥିବା ବେଳେ…

ଜୋକୋଭିଚ୍‌ ଚାମ୍ପିୟନ

ନ୍ୟୁୟର୍କ,୧୧ା୯: ଗ୍ରାଣ୍ଡସ୍ଲାମ ଟେନିସ୍‌ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌। ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ରୁଷିଆର ଡାନିଲ ମେଡଭେଡେଭଙ୍କୁ ୬-୩, ୭-୬(୫) ଓ ୬-୩ ସେଟ୍‌ରେ ପରାସ୍ତ କରିଥିଲେ ଜୋକୋଭିଚ୍‌। ମ୍ୟାଚ୍‌ଟି ୧…

୩ ଦଫା ଦାବିରେ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା

 ରାୟଗଡ଼ା,୧୧।୯(ଭାଗ୍ୟଶ୍ରୀ ମିଶ୍ର): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଓଡ଼ଶାଙ୍କ ନିର୍ଦ୍ଦେଶ କ୍ରମେ  ରାୟଗଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦଫା ଦାବିରେ ଶିକ୍ଷୟତ୍ରୀ ଶିକ୍ଷକ ସୋମବାର ଠାରୁ   ଗଣ ଧାରଣା ଆରମ୍ଭ କରିଛନ୍ତି। ୧୧ଟି ବ୍ଲକର ଶିକ୍ଷୟତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri