Home Left

ଏହି ୪ ନାମର ଯୁବତୀ ଶାଶୁଘର ଲୋକଙ୍କ ପାଇଁ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ

ହିନ୍ଦୁ ଧର୍ମରେ ଅଧିକାଂଶ ଲୋକଙ୍କ ନାମ ତାଙ୍କର ଜନ୍ମରାଶି ଅନୁସାରେ ରଖାଯାଇଥାଏ। କାରଣଟି ହେଲା ରାଶି ଆଧାରରେ ରଖାଯାଇଥିବା ନାମର ପ୍ରଭାବ ଅଧିକ। କୁହାଯାଏ ନାମର ପ୍ରଥମ ଅକ୍ଷର ଆମ ଜୀବନକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ଏଥିଲାଗି ନା ରଖିବା…

ଗଣେଶ ଚତୁର୍ଥୀ: ସାଢେ ୫୨ ଲକ୍ଷ କଏନ, ଅଢେଇ ଲକ୍ଷ ନୋଟରେ ସଜା ହେଲା ମନ୍ଦିର

ବେଙ୍ଗାଲୁରୁ,୧୮।୯: ଗଣେଶ ଚତୁର୍ଥୀ ଉତ୍ସବ କେବଳ ମହାରାଷ୍ଟ୍ରରେ ନୁହେଁ ଦେଶର ଅନ୍ୟ ଭାଗରେ ମଧ୍ୟ ପାଳନ କରାଯାଇଥାଏ। ଏହି ବିଶେଷ ପର୍ବ ଅବସରରେ କର୍ନାଟକ ବେଙ୍ଗାଲୁରୁର ଶ୍ରୀ ସତ୍ୟ ଗଣପତି ମନ୍ଦିର ଏହାର ପରିସରକୁ ଭାରତୀୟ ଟଙ୍କା ସହିତ ସଜାଇଥିଲା। ମୁଦ୍ରା…

ମଧ୍ୟପ୍ରଦେଶରେ ଭାଜପାକୁ ଝଟକା, ଦଳରୁ ଇସ୍ତଫା ଦେଲେ ୨ ନେତା

ଭୋପାଳ,୧୮।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ଇନ୍ଦୋରରେ ଭାଜପା ନେତା ଦୀନେଶ ମହ୍ଲାର ଏବଂ ପ୍ରମୋଦ ଟଣ୍ଡନ ସେମାନଙ୍କ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଉଭୟ ନେତା କଂଗ୍ରେସ ଛାଡି କିଛି ମାସ ପୂର୍ବରୁ…

ସଂସଦର ସ୍ବତନ୍ତ୍ର ଅଧିବେଶନ ମଧ୍ୟରେ ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ସୂଚନାନୁସାରେ, ସୋମବାର ସା ୬.୩୦ରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଡକାଯାଇଛି। ସଂସଦ ଏନେକ୍ସି ବିଲଡିଂରେ ବୈଠକ ବସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ…

ଅକ୍ଷୟଙ୍କ ସହ କାମ କରିବାକୁ ଅମଙ୍ଗ ହୁଅନ୍ତି ଏସବୁ ନାୟିକା, ମୁହଁରେ କରନ୍ତି ନା’

ବମ୍ବେ: ବଲିଉଡ୍‌ର ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କ ଡିମାଣ୍ଡ କାହିଁରେ କେତେ। ସେ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ତାହା ହିଟ୍‌ ହୋଇଥାଏ ବୋଲି ନିର୍ମାତା ବିଶ୍ୱାସ କରନ୍ତି। ଏହାକୁ ନେଇ ତାଙ୍କ ସହ କାମ କରିବାକୁ ନାୟିକାମାନେ ଚାହିଁ ରହିଥାନ୍ତି।…

ଭୁଶୁଡ଼ିଲା ଗାର୍ଡ ଓ୍ବାଲ୍‌

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ଜାତୀୟ ରାଜପଥର ଗାର୍ଡଓ୍ବାଲ ଧସିପଡ଼ିଛି। ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ନିର୍ମାଣର ମାତ୍ର ୬ ମାସ ମଧ୍ୟରେ ଗାର୍ଡ ଓ୍ବାଲ ଭୁଶୁଡି ପଡ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଭଳି…

ଏହି ଫିଲ୍ମରେ କାମ କରିବାକୁ ଡରୁଥିଲେ ଜୁହି, ପରେ ହୋଇଥିଲା ବ୍ଲକ୍‌ବଷ୍ଟର

ମୁମ୍ବାଇ: ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ତାଙ୍କ ପିକ୍‌ କ୍ୟାରିୟରରେ ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ୯୦ ଦଶକର ଏକ ବ୍ଲକବଷ୍ଟର ଫିଲ୍ମରେ ‘ରାଧା’ ଭୂମିକାରେ ଅଭିନୟ…

ଅଡୁଆରେ ଟିମ୍‌ ଇଣ୍ଡିଆ! ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ…

ନୂଆଦିଲ୍ଲୀ,୧୮।୯: ଏସିଆ କପ୍‌ ପରେ ଭାରତୀୟ ଟିମ୍‌ ଆଗାମୀ ଦିନରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିିନିକିଆ ସିରିଜ ଖେଳିବ। ହେଲେ ଏହା ପୂର୍ବରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ବାଲାଂଦେଶ ବିପକ୍ଷ ସୁପର ୪ ପର୍ଯ୍ୟାୟ ମ୍ୟାଚ୍‌ରେ…

ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀଙ୍କ ବଡ଼ ବୟାନ

ଓ୍ବାଶିଂଟନ,୧୮।୯: ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ୨୦୨୪ ନିର୍ବାଚନରେ ବିଜୟୀ ହୋଇ କ୍ଷମତାକୁ ଆସିଲେ ଏଚ୍‌-୧ବି ଭିଜା ବ୍ୟବସ୍ଥାର ଅନ୍ତ ଘଟାଇବେ ବୋଲି କହିଛନ୍ତି। ଏହି ଲଟେରିଭିତ୍ତିକ ବ୍ୟବସ୍ଥା ସ୍ଥାନରେ ସେ ଗୁଣାତ୍ମକ…

ଗଛ କାଟିବା ଭଳି ଚୁଟି କାଟୁଛନ୍ତି ବ୍ୟକ୍ତି, ଶୈଳୀ ଦେଖି ଲୋକେ ତାଜୁବ; ଭିଡିଓ ଦେଖିଲେ… 

ଚୁଟି କାଟିବାକୁ ଲୋକେ ସେଲୁନ୍‌କୁ ଯାଇଥାନ୍ତି। ବର୍ତ୍ତମାନ ସମୟରେ ଚୁଟିର ସାଜସଜ୍ଜା ତଥା କାଟିବା ଲାଗି ନାନାଦି ଉପାୟ ଆପଣାଯାଉଛି। ସେଥିରୁ କିଛି ଦେଖିଲେ ବେଶ ଅଜବ ଲାଗେ। ଏବେ ଏହି କ୍ରମରେ ଏକ ଚୁଟି କାଟିବା ଶୈଳୀ ସୋସିଆଲ ମିଡିଆରେ…

ଯଦି ରାଜସ୍ଥାନରେ କଂଗ୍ରେସ ନିର୍ବାଚନ ଜିତେ ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ, ପାଇଲଟ ଦେଲେ ସୂଚନା

ଜୟପୁର,୧୮।୯: ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ନେଇ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏହି ସମୟରେ ଏକ ପ୍ରଶ୍ନ ରାଜ୍ୟ ରାଜନୀତିରେ ଘୂରି ବୁଲୁଛି। ପ୍ରଶ୍ନ ହେଉଛି ଯଦି କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିବ, ତେବେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବେ ଅଶୋକ ଗେହଲଟ…

‘ନାଟୁ-ନାଟୁ’ ଗୀତର ତାଳେ ତାଳେ ନାଚିଲେ ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର୍‌; ରିଙ୍ଗ୍‌ରେ ଦେଖିବାକୁ ମିଳିଲା… 

ଦୀର୍ଘ ୬ ବର୍ଷର ଅପେକ୍ଷା ପରେ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା ଡବ୍ଲ୍ୟୁଡବ୍ଲ୍ୟୁଇ। ଏଠାରେ ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ସ୍ପେକ୍ଟାକେଲ ନାମକ ଏକ ରୋମାଞ୍ଚକ ମୁକାବିଲା ଖେଳାଯାଇଥିଲା, ଯାହାକି ଆକ୍ସନ, ଡ୍ରାମା, ଡ୍ୟାନ୍ସରେ ଭରପୂର ଥିଲା। ଏବେ ଏହି କାର୍ଯ୍ୟକ୍ରମର ଏକ ଭିଡିଓ ଭାଇରାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri