Home Left

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଏମ୍‌.ରାମପୁର,୧୩।୮(ଶଶୀଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ମ. ରାମପୁର ନିକଟ ବୁରାଟ ଗ୍ରାମସ୍ଥିତ ମାଗୃହ ସମ୍ମୁଖରେ ଏକ ଗାଡ଼ି ଧକ୍କାରେ ଆମ୍ବଗାଁ ବାବୁପଡ଼ାର ବଣ୍ଟି ମହାଖୁଡ(୨୪)ଙ୍କ ମୃତ୍ୟୁ ଘଟିଛି। ଏ ନେଇ ମ. ରାମପୁର ଥାନାରେ ଏକ ମାମଲା ରୁଜୁ ହେଇଛି। ଏହା…

ଅନ୍ତିମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଫ୍ଳୋରିଡା,୧୩।୮: ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରାଉଡର୍‌ ରିଜିଓନାଲ ପାର୍କ ଷ୍ଟାଡିୟମରେ ରବିବାର ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯାଉଥିବା ଟି -୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।…

ଭାରତ-ୱେଷ୍ଟଇଣ୍ଡିଜ ନିର୍ଣ୍ଣାୟକ ଟି-୨୦: ଟସ୍‌ ଜିତିଲା ଭାରତ

ଫ୍ଲୋରିଡା,୧୩।୮:ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ ଫ୍ଲୋରିଡାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ସିରିଜ ବର୍ତ୍ତମାନ ୨-୨ ଅଛି। ଏହି…

ଭାଜପା ଏମ୍‌ପିଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର ଭଦୋହିରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ରମେଶ ବିନ୍ଦଙ୍କୁ ହତ୍ୟା ମିଳିଛି। ଏନେଇ ସେ ଗୋପିଗଞ୍ଜ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ କରିଛନ୍ତି। ଜଣେ ଅଜଣା ବ୍ୟକ୍ତି ତାଙ୍କୁ ମୋବାଇଲରେ ହତ୍ୟା କରିବାକୁ ଧମକ ଦେଇଥିବା…

ବିଶ୍ୱକପ୍‌ ପୂର୍ବରୁ ବାବରଙ୍କ ପ୍ରଶଂସାରେ ଶତମୁଖ ବିରାଟ

ନୂଆଦିଲ୍ଲୀ,୧୩।୮: କ୍ରିକେଟ ବିଶ୍ୱକପ୍‌ ୨୦୨୩କୁ ଖୁବ୍‌ କମ୍‌ ସମୟ ବାକି। ପ୍ରଥମ ଥର ଲାଗି ଭାରତର ବିଶ୍ୱକପ୍‌ ଆୟୋଜନ ହେଉଥିବାରୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ କାହିଁରେ କେତେ। ଟୁର୍ନାମେଣ୍ଟ ଲାଗି କ୍ୱାଲିଫାଇ କରିବା ଲାଗି ଦଳଗୁଡ଼ିକ ଜୋରଦାର ପ୍ରସ୍ତୁତି ମଧ୍ୟ ଚଳାଇଛନ୍ତି।…

ମୁଁ ଭାଜପା ସହ କେବେ ଯିବି ନାହିଁ: ଶରଦ ପାଓ୍ବାର

ପୁଣେ,୧୩।୮: ମହାରାଷ୍ଟ୍ରର ସାଙ୍ଗୋଲାରେ ଜାତୀୟତାବାଦୀ କଂଗ୍ରେସ ଦଳର ପ୍ରତିଷ୍ଠାତା ଶରଦ ପାୱାର ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଆୟୋଜିତ ଗୁପ୍ତ ବୈଠକ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, କିଛି ଶୁଭଚିନ୍ତକ ମୋତେ ବୁଝାଇବା ପାଇଁ…

ଉଷୁ ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବଡ଼ବିଲ,୧୩।୮(ଦେବପ୍ରିୟ ରଣା): ବିହାର ପାଟ୍‌ନାସ୍ଥିତ ପାଟଳିପୁତ୍ର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ୨୨ତମ କନିଷ୍ଠ ଜାତୀୟ ଉଷୁ ଚାମ୍ପିୟନଶିପ୍‌ରେ ଓଡ଼ିଶାକୁ ୯ ପଦକ ମିଳିଛି। ୨ ସ୍ବର୍ଣ୍ଣ ସହ ୨ ରୌପ୍ୟ ଏବଂ ୫ କାଂଶ୍ୟ ପଦକ ହାସଲ କରିଛନ୍ତି ଓଡ଼ିଶା ଖେଳାଳି।…

ଡାକ୍ତରଖାନାରେ ୨୪ ଘଣ୍ଟାରେ ୧୮ ରୋଗୀ ମୃତ, ଯାଞ୍ଚ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ

ଥାଣେ,୧୩।୮: ମହାରାଷ୍ଟ୍ରର ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ ମହିଳା ଏବଂ ୮ ପୁରୁଷ ଥିବା ବେଳେ ଘଟଣାକୁ ନେଇ ଭୟର ବାତାବରଣ ଦେଖିବାକୁ ମିଳିଛି। ଏଭଳି…

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୪ ଚାଇନା ଇଞ୍ଜିନିୟରଙ୍କ ସମେତ ୧୩ ମୃତ

ଇସଲାମାବାଦ୍‌,୧୩।୮: ପାକିସ୍ତାନର ବାଲୋଚିସ୍ତାନରେ ଚାଇନାର ଇଞ୍ଜିନିୟରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୪ ଜଣ ଚାଇନା ଇଞ୍ଜିନିୟରଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ପାକିସ୍ତାନ ସରକାର ଏବଂ ସେନା ପକ୍ଷରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ…

ବଦ୍ରିନାଥ ଦର୍ଶନ କଲେ ରଜନୀକାନ୍ତ

ଡେରାଡୁନ: ରିଲିଜ ପରଠାରୁ ଚର୍ଚ୍ଚାରେ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଯୋଗୁ ଅଭିନେତାଙ୍କ ଖୁସି ଦ୍ୱିଗୁଣିତ ହୋଇଛି। ରଜନୀକାନ୍ତ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବା ସହ ଚାରି ଧାମ ଯାତ୍ରାରେ ବାହାରିଛନ୍ତି। ନିକଟରେ…

ସରକାର ଏକଛତ୍ରବାଦୀ ଶାସନ ଆଣିବାକୁ ଚାହୁଁଛନ୍ତି: କପିଲ ସିବଲ

ନୂଆଦିଲ୍ଲୀ,୧୩।୮: କେନ୍ଦ୍ର ସ୍ବମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଲୋକସଭାରେ ଉପସ୍ଥାପିତ ହୋଇଥିବା ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ବିଲ୍‌କୁ ଅସାମ୍ବିଧାନିକ ବୋଲି କହିଛନ୍ତି ପୂର୍ବତନ ଆଇନମନ୍ତ୍ରୀ କପିଲ ସିବଲ। ସେ ଅଭିଯୋଗ କରି କହିଛନ୍ତି, ଔପନିବେଶିକ ଯୁଗର ଆଇନକୁ ଶେଷ କରିବା…

ସ୍ବାଧୀନତା ଦିବସ ପୂର୍ବରୁ ଲୋକଙ୍କୁ ସ୍ବତନ୍ତ୍ର ଅପିଲ କଲେ ପ୍ରଧାନମନ୍ତ୍ରୀ, ବଦଳାଇଲେ ଡିପି

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ପୂର୍ବରୁ ରବିବାର ନିଜର ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ପିକ୍ଚର(ଡିପି) ବଦଳାଇଛନ୍ତି। ସେ ନିଜର ଫେସବୁକ ଏବଂ ଟୁଇଟର ପୃଷ୍ଠାରେ ତ୍ରୀରଙ୍ଗାର ଫଟୋ ଥିବା ଡିପି ଲଗାଇଛନ୍ତି। ଏଥିସହ ଦେଶବାସୀଙ୍କୁ ମଧ୍ୟ ଏଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri