ଗୋରୁ ବୋଝେଇ ପିକ୍ଅପ ଭ୍ୟାନ୍ ଜବତ
ପାଟଣା,୧୪।୮(ବିର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ-କୋଲକତା ୪୯ ନମ୍ବର ଜାତୀୟ ରାଜପଥ ଡ଼ାବାରଚୁଆ ନିକଟରୁ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନକୁ ସ୍ଥାନୀୟ ଭଞ୍ଜ ସେନା କର୍ମକର୍ତ୍ତା ଧରି ପୋଲିସ ଜିମା ଦେଇଛନ୍ତି।…
ଉପକାରୀ ସଜନା ଶାଗ
ନିଜକୁ ସୁସ୍ଥ ତଥା ଫିଟ୍ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାର ଭିଟାମିନ୍ଯୁକ୍ତ ଖାଦ୍ୟ ଖାଉଥାଉ। ସେଗୁଡ଼ିକ ମଧ୍ୟରୁ ସଜନା ଶାଗ ଅନ୍ୟତମ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହାକୁ ଜଣେ ବ୍ୟକ୍ତି ନିଜର ଦୈନନ୍ଦିନ ଖାଦ୍ୟ…
ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରୟାନ-୩, ମିଶନ ଚନ୍ଦ୍ର ପାଇଁ ବଡ ଦିନ ହେବ ୧୬ ଅଗଷ୍ଟ
ନୂଆଦିଲ୍ଲୀ,୧୪।୮: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ମିଶନ ଚନ୍ଦ୍ରୟାନ-୩ ଚନ୍ଦ୍ରର ଆହୁରି ନିକଟତର ହୋଇଛି। ଉତ୍କ୍ଷେପଣର ଏକ ମାସ ପରେ ସୋମବାର ଚନ୍ଦ୍ରୟାନ-୩ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ଏବଂ ୧୫୦କି.ମି. x ୧୭୭ କି.ମି. କକ୍ଷପଥରେ ଘୂରି…
ଏସିଆ କପ ପୂର୍ବରୁ ଦିନିକିଆ ର଼୍ୟାଙ୍କିଙ୍ଗ୍ରେ ନମ୍ବର -୧ ଟିମ୍ ହୋଇପାରେ ପାକିସ୍ତାନ, ଜାଣନ୍ତୁ କିପରି…
ନୂଆଦିଲ୍ଲୀ,୧୪।୮: ସମସ୍ତ କ୍ରିକେଟ ପ୍ରେମୀ ଏସିଆ କପ ଆରମ୍ଭକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହାପୂର୍ବରୁ ବାବଆଜାମଙ୍କ ଅଧିନାୟକତ୍ୱରେ ଖେଳିବାକୁ ଥିବା ପାକିସ୍ତାନ ଦଳ ଦିନିକିଆ ର଼୍ୟାଙ୍କିଙ୍ଗ୍ରେ ନମ୍ବର -୧ ସ୍ଥାନ ହାସଲ କରିବା ପାଇଁ ଏକ ବଡ଼ ସୁଯୋଗ ରହିଛି।…
ଜେଲରେ ଇମ୍ରାନ୍ଙ୍କୁ ଦିଆଯାଉଛି ବିଷ! ଗୁରୁତର ଅଭିଯୋଗ ଲଗାଇଲା ପିଟିଆଇ
ଇସଲାମାବାଦ,୧୪।୮: ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ତୋଶାଖାନା ମାମଲାରେ ଅଟକ ଜେଲରେ ଅଛନ୍ତି। ତାଙ୍କୁ ଅଟକ ଜେଲର ସି ବର୍ଗରେ ରଖାଯାଇଛି। ସାଧାରଣ କଏଦୀମାନଙ୍କୁ ମଧ୍ୟ ଏହି ବର୍ଗରେ ରଖାଯାଏ। ଏହି ସମୟରେ, ରବିବାର ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର କୋର…
ଅଗଷ୍ଟ ୧୮ରୁ ଖେଳାଯିବ ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ସିରିଜ
ନୂଆଦିଲ୍ଲୀ,୧୪।୮: ୱେଷ୍ଟଇଣ୍ଡିଜ ବିପକ୍ଷ ଟି -୨୦ ସିରିଜ ହାରିବା ପରେ ବର୍ତ୍ତମାନ ଟିମ ଇଣ୍ଡିଆ ଆୟର୍ଲାଣ୍ଡକୁ ଭେଟିବ। ୧୮ ଅଗଷ୍ଟରୁ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯିବ। ତେବେ ଏହି ସିରିଜରେ…
‘ଇଣ୍ଡିଆ’ ମେଣ୍ଟରୁ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ଚେହେରା! ମେଗା ପ୍ଲାନ ପ୍ରସ୍ତୁତ କରିଛି ଟିଏମସି
କୋଲକାତା,୧୪।୮: ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଗଠିତ ହୋଇଥିବା ୨୬ଟି ଦଳର ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ? ଏଥିପାଇଁ ଅନେକ ନାମ ଉପରେ କଳ୍ପନାଜଳ୍ପନା…
ବିଭିନ୍ନ ସମସ୍ୟାର ସମାଧାନ ନେଇ ରାସ୍ତାକୁ ଓହ୍ଲାଇଲେ କୁନିକୁନି ପିଲା
କେନ୍ଦୁଝର,୧୪ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାହ୍ମଣୀ ଗାଁ ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସକୁ ଆସି ଛାତ୍ରୀଛାତ୍ର ଅଭିଯୋଗପତ୍ର ଦେଇ ସେମାନଙ୍କ ସମସ୍ୟା ଜଣାଇଛନ୍ତି। ଏହି ବିଦ୍ୟାଳୟଟି ୧୯୫୪ ମସିହାରେ ସ୍ଥାନୀୟ ଲୋକ ତଥା ସରକାରଙ୍କ ମିଳିତ…
ମହିଳାଙ୍କୁ ଦଳିଦେଲା ହାତୀ
ବାଣପୁର,୧୪ା୮(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ପୁଞ୍ଜିଆମା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସୋମବାର ସକାଳୁ ପାଣ୍ଡବ ପ୍ରଧାନଙ୍କ ସ୍ତ୍ରୀ ରଞ୍ଜନା ଘର ପଛପଟ ବିଲକୁ ଯାଇଥିବା ବେଳେ ହଠାତ୍ ଏକ ଦନ୍ତା…
୫-ଟି ସ୍କୁଲର ବିକଳ ଚିତ୍ର
ସୋନପୁର,୧୪।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ଉଚ୍ଚ ବିଦ୍ୟାଳୟଗୁଡିକରେ ଶତାଧିକ ଶିକ୍ଷକ ଓ କର୍ମଚାରୀ ପଦ ଖାଲି ପଡିଛି । ସରକାର ନୂତନ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପ୍ରତି ଧ୍ୟାନ ଦେଉ ନ ଥିବାରୁ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକରେ ଶିକ୍ଷା ବ୍ୟବସ୍ଥା…
ଶ୍ରାବଣରେ ବୈଶାଖ ତାତି, ଜମି ଫାଟି ଆଁ
ଗୋଲାମୁଣ୍ଡା,୧୪।୮(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ଏବେ ଶ୍ରାବଣ ମାସରେ ବୈଶାଖ ତାତି। ଏହାର ପ୍ରଭାବରେ ଜମି ଫାଟି ଥିବା ବେଳେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବ୍ଲକର ଚାଷୀ ଆଉ ଏକ ମରୁଡି ଚିନ୍ତାରେ ଅଛନ୍ତି। ଗୋଲାମୁଣ୍ଡା ବ୍ଲକ…
୬ ବର୍ଷ ହେଲା ଅନ୍ଧାରରେ ଦାନିକାପେଲ ଗାଁ
ଲାଞ୍ଜିଗଡ଼,୧୪।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବେଗାଁ ଗ୍ରାମପଞ୍ଚାୟତ ଉପାନ୍ତ ଦାନିକାପେଲ ଗ୍ରାମବାସୀ ଦୀର୍ଘ ୬ ବର୍ଷ ହେଲା ବିଦ୍ୟୁତ୍ ସେବାରୁ ବଞ୍ଚତ୍ତ। କିନ୍ତୁ ଉପଭକ୍ତାଙ୍କ ନାଁରେ ମୋଟା ଅଙ୍କର ବିଲ ଗଡୁଛି। ଗାଁକୁ ଯେବେ ବିଦ୍ୟୁତ୍…
Archives


