ଇସ୍ତଫା ଦେଲେ ‘ଏକ୍ସ’ର ଭାରତ-ଦକ୍ଷିଣ ଏସିଆ ପଲିସି ମୁଖ୍ୟ
ନୂଆଦିଲ୍ଲୀ, ୨୩। ୯: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ'(ପୂର୍ବରୁ ଟୁଇଟର) ର ଭାରତ ଏବଂ ଦକ୍ଷିଣ ଏସିଆର ପଲିସି ମୁଖ୍ୟ ସମୀରନ୍ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାକୁ ଦେଶରେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କମ୍ପାନୀର ବଡ ଅଧିକାରୀଙ୍କ…
ଖଲିସ୍ତାନ ଆତଙ୍କବାଦୀ ଗୁରପତଓ୍ବନ୍ତ ପନ୍ନୁଙ୍କ ବିରୋଧରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ, ସମ୍ପତ୍ତି ଜବତ
ନୂଆଦିଲ୍ଲୀ,୨୩।୯: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ପନ୍ନୁଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଚଣ୍ଡିଗଡ଼ରେ ପନ୍ନୁଙ୍କ ସମ୍ପତ୍ତି ଜବତ କରିଛି ଏନଆଇଏ। ପନ୍ନୁ ଅମୃତସରର ବାସିନ୍ଦା ଏବଂ ଏନଆଇଏ ମଧ୍ୟ ପନ୍ନୁଙ୍କ ଉପରେ ପୁରସ୍କାର ଘୋଷଣା କରିଛି। କାନାଡାରେ ରହୁଥିବାବେଳେ ପନ୍ନୁ…
ରାସ୍ତା କଡରୁ ମିଳିଲା ନବଜାତ ଶିଶୁର ମୃତଦେହ
ସୁବର୍ଣ୍ଣପୁର,୨୩।୯: ଅଲୋଡ଼ା ନବଜାତ ଶିଶୁ। ରାସ୍ତା କଡ଼ରୁ ମିଳିଲା ମୃତଦେହ। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲାରେ। ଶିଶୁଟି ଜନ୍ମ ହେବାର କିଛି ଘଣ୍ଟା ପରେ ତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶନିବାର ସକାଳେ ଶିଶୁଟିରୁ ମୃତଦେହ ସେଲେଡି ଗ୍ରିଡ୍ ନିକଟ…
ଗଲ୍ଫ ବଲ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ୫ ମୃତ, ଶହେରୁ ଅଧିକ ଆହତ
ବେଜିଂ,୨୩।୯: ଦକ୍ଷିଣ ତାଇଓ୍ବାନରେ ଏକ ବଡ ଦୁର୍ଘଟରା ହୋଇଛି। ଏଥିରେ କେତେଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଗଲ୍ଫ ବଲ ଫ୍ୟାକ୍ଟ୍ରିରେ ହଠାତ ନିଆଁ ଲାଗି ଯାଇଛି, ଆଉ ଏହାପରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୫ ଜଣଙ୍କ ମୃତ୍ୟୁ…
ରଣବୀରଙ୍କ ସହ ରୋମାନ୍ସ କରିବେ ରଶ୍ମିକା
ମୁମ୍ବାଇ: ରଣବୀରଙ୍କ ସହ ରୋମାନ୍ସ କରିବେ ଅଭିନେତ୍ରୀ ରଶ୍ମିକା ମନ୍ଧାନା। ସୂଚନା ଅନୁଯାୟୀ, ସାଉଥ ଅଭିନେତ୍ରୀ ରଶ୍ମିକା ଖୁବ ଶୀଘ୍ର ଏକ ବଲିଉଡ ମୁଭିରେ ନଜର ଆସିବେ। ଏଥର ରଶ୍ମିକା ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ ସ୍କ୍ରିନ ସେୟାର କରିବାକୁ…
ମହିଳା ସଂରକ୍ଷଣ ବିଲ୍କୁ ନେଇ ଭାଜପାକୁ କଂଗ୍ରେସ ଏମପି କେସି ଭେନୁଗୋପାଳଙ୍କ ପ୍ରଶ୍ନ, ଆରଏସଏସରେ କେତେ ମହିଳା ଅଛନ୍ତି
ନୂଆଦିଲ୍ଲୀ,୨୩।୯: ସଂସଦର ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଅନ୍ୟପକ୍ଷରେ ବିରୋଧୀ ଦଳ ଏହି ଆଇନ ବିରୋଧରେ କିଛି କହୁନାହାଁନ୍ତି, ବରଂ ଏହାର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇ ଭାଜପା ଉପରେ କ୍ରମାଗତ ଭାବେ ଆକ୍ରମଣ କରୁଛନ୍ତି। ଏହି…
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଳା ହାରିସଙ୍କୁ ମିଳିଲା ନୂଆ ଦାୟିତ୍ୱ
ଓ୍ବାଶିଂଟନ୍,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଏକ ବଡ଼ ଦାୟିତ୍ୱ ଦିଆଯାଇଛି। ୫୮ ବର୍ଷିୟ ହାରିସ ବନ୍ଧୁକ ହିଂସା ନିବାରଣର ନୂତନ ହ୍ବାଇଟ ହାଉସ କାର୍ଯ୍ୟାଳୟର ନେତୃତ୍ୱ ନେବେ, ଯାହା ଏହି ପ୍ରସଙ୍ଗରେ ସମନ୍ବୟ ପ୍ରଦାନ କରିବ।…
ରାଧାଅଷ୍ଟମୀ ଦର୍ଶନବେଳେ ୨ ଶ୍ରଦ୍ଧାଳଙ୍କୁ ମୃତ୍ୟୁ, ଦୁଃଖ ପ୍ରକାଶ କଲେ ଯୋଗୀ
ଲକ୍ଷ୍ନୌ,୨୩।୯: ରାଧା ଜନ୍ମୋତ୍ସବରେ ବର୍ସାନାରେ ରାଧାରାଣୀଙ୍କୁ ଦେଖିବାକୁ ଆସିଥିବା ୨ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଉତ୍ତେଜନା ଖେଳିଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଶନିବାର ସକାଳେ ରାଧାରାଣୀ ମନ୍ଦିରରେ ଅଭିଷେକର ଦର୍ଶନ…
ଭଉଣୀଙ୍କ ବିବାହରେ ସାମିଲ ହେବେନି ପ୍ରିୟଙ୍କା! ପରିଣୀତିଙ୍କ ପାଇଁ କଲେ ଖାସ୍ ପୋଷ୍ଟ
ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ରବିବାର ଅର୍ଥାତ୍ ସେପ୍ଟେମ୍ବର ୨୪ରେ ବିବାହ କରିବାକୁ ଯାଉଛନ୍ତି। ବର୍ତ୍ତମାନ ବିବାହର ରୀତିନୀତି ଆରମ୍ଭ ହୋଇଯାଇଛି। ବିବାହରେ ଯୋଗଦେବା ପାଇଁ ସମସ୍ତ ସମ୍ପର୍କୀୟ ଉଦୟପୁରରେ ପହଞ୍ଚିଛନ୍ତି। ଜଣେ ଅଛନ୍ତି ଯାହାକୁ ସମସ୍ତେ…
ଝିଅ ମାଳତି ସହ ଆନିମଲ ପାର୍କରେ ଏଞ୍ଜୟ କରୁଛନ୍ତି ପିସି
ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ସିଙ୍ଗର ନିକ ଜୋନାସ ତାଙ୍କ ଝିଅ ମାଳତି ମେରିଙ୍କର ଭଳ ମାତାପିତା। ଗତବର୍ଷ ଜାନୁୟାରୀରେ ଏହି ଯୋଡି ମାଳତିଙ୍କୁ ସ୍ବାଗତ କରିଥିଲେ। ଆଉ ଏମାନେ ସବୁବେଳେ ଇନଷ୍ଟାଗ୍ରାମରେ ତାଙ୍କ ନହ୍ନି…
ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍ ‘ଏ’ ଗ୍ରେଡ ମାନ୍ୟତା
ବାଲେଶ୍ୱର,୨୩|୯(ମାନସ ବିଶ୍ୱାଳ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ଜାତୀୟ ମୂଲ୍ୟାୟନ ଓ ଅଧିସ୍ୱୀକୃତି ପରିଷଦ (ନାକ୍) ‘ଏ’ ଗ୍ରେଡ ମାନ୍ୟତା ମିଳିଛି। ସିଜିପିଏରେ ଫକୀରମୋହନ ଓଡ଼ିଶାର ଅନ୍ୟ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟକୁ ପଛରେ ପକାଇଛି। ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ୩.୧୮ ସିଜିପିଏ ମିଳିଥିବା ବେଳେ…
ଉଦୟନିଧିଙ୍କ ସପକ୍ଷରେ ବାହାରିଲେ କମଲ ହାସନ
ଚେନ୍ନାଇ,୨୩।୯: ନିକଟରେ ତାମିଲନାଡୁର ସରକାରୀ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ବର୍ତ୍ତମାନ ପ୍ରସିଦ୍ଧ ଅଭିନେତା ତଥା ରାଜନେତା କମଲ ହାସନ ଉଦୟାନିଧିଙ୍କ ସପକ୍ଷରେ କହିଛନ୍ତି ଯେ ସନାତନ ବିବାଦରେ ଜଣେ ଶିଶୁଙ୍କୁ ଟାର୍ଗେଟ…
Archives


