ଲୁଟ୍ ଉଦ୍ଦେଶ୍ୟରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ଛୁରା ମାଡ଼
ସୁନ୍ଦରଗଡ଼,୨୪ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ତୁମୁଲିଆ ସ୍ଥିତ ଏକ ପେଟ୍ରୋଲ ପମ୍ପରେ ରବିବାର ଲୁଟ୍ ଉଦ୍ଦେଶ୍ୟରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ହତ୍ୟା ଉଦ୍ୟମ ହୋଇଛି। ମିଳିଥିବା ସୂଚନା ମୁତାବକ, ଓମ ଶ୍ରୀ ମା’ ସନ୍ତୋଷୀ ପେଟ୍ରୋଲ…
ମା’ଙ୍କ ପ୍ରତିମା ପାଇଁ ମାଟି ପୂଜା
କୋକସରା,୨୪।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): ଆସିଛି ପାର୍ବଣ। ଧରାବତାରଣ କରିବେ ମା’ ଜଗତ ଜନନୀ ଦୁର୍ଗା। କଳାହାଣ୍ଡି ଜିଲା କୋକସରା ସଦର ମହକୁମାରେ ପାଳନ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜା ପାଇଁ ରବିବାର କମିଟି ପକ୍ଷରୁ ମା’ଙ୍କ ପ୍ରତିମା ନିର୍ମାଣ ପାଇଁ ମାଟି…
ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ କଟିଗଲେ କର୍ମଚାରୀ
ତିହିଡ଼ି,୨୪ା୯(ସଞ୍ଜିତ ବଳ)- ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ମୁକୁନ୍ଦପୁର ଗ୍ରାମର ଆର୍ଏମ୍ଏସ୍ (ରେଲଓ୍ବେ ମେଲ୍ ସର୍ଭିସ) କର୍ମଚାରୀ ପ୍ରମୋଦ ନାୟକ(୫୦)ଙ୍କ ଟ୍ରେନ୍ରେ କଟି ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ପ୍ରମୋଦ କୋଲକାତାରେ ଆରଏମ୍ଏସ୍ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ସେ…
ଛେଳି ଚରାଇବା ବେଳେ ବଜ୍ରପାତ
ବୈଶିଙ୍ଗା/ବେତନଟୀ,୨୪।୯(ରତନ ଦାଶ/ଧରଣୀଧର ମହାନ୍ତି): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ନାଖରା ଗ୍ରାମରେ ରବିବାର ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ସୁଦର୍ଶନ ପାଳ(୪୮)। ସୁଦର୍ଶନ ଗାଁ ମୁଣ୍ଡରେ ଛେଳି ଚରାଉଥିଲେ। ସେତିକିବେଳେ ଘଡଘଡି…
ବାର୍ହା ଆକ୍ରମଣରେ ଚାଲିଗଲା ନାବାଳିକାଙ୍କ ଜୀବନ
କେନ୍ଦୁଝର,୨୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ଦୈତାରୀ ରେଞ୍ଜ ତାଳପଦା ଗ୍ରାମରେ ବାର୍ହା ଆକ୍ରମଣରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସାଧବ ଜୁଆଙ୍ଗଙ୍କ ଝିଅ ସୁନାରୀ ଜୁଆଙ୍ଗ(୧୬)। ବିଭାଗ ପକ୍ଷରୁ ସହାୟତା ବାବଦରେ…
ଟେନିସ ଟୁର୍ନାମେଣ୍ଟ: ଗଞ୍ଜାମ ତହସିଲଦାରଙ୍କ ସଫଳତା
ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ): ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ସର୍ବଭାରତ ସ୍ତରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟେନିସ ଟୁର୍ନାମେଣ୍ଟରେ ଭାଗନେଇ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରାଜସ୍ଥାନର ଉଦୟପୁରଠାରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଏକ ମ୍ୟାଚ୍ରେ ପଞ୍ଜାବକୁ ହରାଇ ତହସିଲଦାର ଅରୁଣ…
ଛାଡପତ୍ର ମାଗିବାରୁ ସ୍ବାମୀଙ୍କୁ ଗୁଳି ମାରିଲେ ସ୍ତ୍ରୀ
ନ୍ୟୁୟର୍କ,୨୪।୯: ଆମେରିକାର ଆରିଜୋନାରେ ଜଣେ ମହିଳା ଛାଡପତ୍ର ମାଗିବାରୁ ତାଙ୍କ ସ୍ବାମୀଙ୍କୁ ଗୁଳି କରିଛନ୍ତି। ପୋଲିସ ମହିଳାଙ୍କୁ ଗିରଫ କରିଛି। ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଅନେକ ମାସ ଧରି ଅଲଗା ରହୁଥିଲେ। ପରେ ସ୍ବାମୀ ମହିଳାଙ୍କଠାରୁ ଛାଡପତ୍ର ମାଗିଥିଲେ। ଏହି…
ଭାଜପା ମୋତେ ଧମକ ଦେଉଛି: ଦାନିଶ ଅଲୀ
ନୂଆଦିଲ୍ଲୀ,୨୪।୯: ବିଏସପି ଏମ୍ପି ଦାନିଶ ଅଲୀଙ୍କ ବିରୋଧରେ ଭାଜପା ଏମ୍ପି ରମେଶ ବିଧୁରୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ପ୍ରସଙ୍ଗ ଉଠିବା ପରେ ଭାଜପା କହିଛି ଯେ, ଦାନିଶ ଅଲୀ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ଶ୍ମଶାନରୁ ମିଳିଲା କଙ୍କାଳ: ସ୍ବାମୀ ନିଖୋଜ ଥିବା ଅଭିଯୋଗ ଆଣିଥିଲେ ସ୍ତ୍ରୀ
ହିଞ୍ଜିଳିକାଟୁ,୨୪।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମହୁଲପଲ୍ଲୀ ଗାଁ ଶ୍ମଶାନରୁ ପୋଲିସ ଜଣେ ବ୍ୟକ୍ତିଙ୍କ ନରକଙ୍କାଳ ଜବତ କରିଛି। ଏପରିକି ପୋଲିସ ଘଟଣା ସ୍ଥଳରୁ ଗୋଟିଏ ସ୍କୁଟି, ମୋବାଇଲ ଫୋନ ସହ ଗଛରେ ବନ୍ଧା ହୋଇଥିବା ଏକ ଗାମୁଛା ଜବତ…
ପ୍ରଧାନମନ୍ତ୍ରୀ ମୋଦି ସର୍ବଶ୍ରେଷ୍ଠ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି, ୨୦୨୪ର ଫଳାଫଳ ୨୦୧୯ ଅପେକ୍ଷା ଭଲ ହେବ: ହିମନ୍ତ
ନୂଆଦିଲ୍ଲୀ,୨୪।୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ତାଙ୍କର ସର୍ବଶ୍ରେଷ୍ଠ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ…
ରେକର୍ଡ ବର୍ଷା କଲେ ଶୁଭମନ ଗିଲ୍
ଇନ୍ଦୋର,୨୪।୯: ଇନ୍ଦୋରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଶୁଭମାନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ୯୨ ବଲରେ ଗିଲ ନିଜର ଶତକ ପୂରଣ କରିଥିଲେ। ତାଙ୍କ ଶତକରେ ୬ଟି ଚୌକା ଏବଂ ୪ ଟି…
ପରିଣୀତି-ରାଘବଙ୍କ ମଧ୍ୟରେ କିଏ ସବୁଠୁ ଅଧିକ ଧନୀ
ଆମ ଆଦମୀ ପାର୍ଟି ରାଜ୍ୟସଭା ଏମ୍ପି ରାଘବ ଚଢା ଏବଂ ବଲିଉଡ ଅଭିନେତ୍ରୀ ପରିଣୀତିି ଚୋପ୍ରା ବିବାହ କରିବାକୁ ଯାଉଛନ୍ତି। ଉଭୟ ରବିବାର ଅର୍ଥାତ୍ ଆଜି ଉଦୟପୁରର ଲୀଲା ପ୍ୟାଲେସରେ ବିବାହ କରୁଛନ୍ତି। ଏହି ସମୟ ମଧ୍ୟରେ ରାଜନୈତିକ ବ୍ୟକ୍ତିତ୍ୱ ଠାରୁ…
Archives


