ପୁରୀରେ ମୁଖ୍ୟମନ୍ତ୍ରୀ
ପୁରୀ,୨୩।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ଶ୍ରୀ ସେତୁ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କଲାପରେ ସେଠାରୁ ସେ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିଥିଲେ। ପରେ ସେଠାରୁ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ସାରି…
ଚାଲାଣ କରୁଥିଲେ ଶୁଆ: ମାଡ଼ିବସିଲା ବନ ବିଭାଗ
ରାଉରକେଲା, ୨୩।୧: ରାଉରକେଲା ସହରର ନାଲା ରୋଡ଼ ଅଞ୍ଚଳରୁ ଏକ ଘରେ ବେଆଇନ ଶୁଆ ରଖି ବିଭିନ୍ନ ଜାଗାକୁ ବସ ଯୋଗେ ଚାଲାଣ ହେଉଥିବା ବେଳେ ବନ ବିଭାଗ ବହୁ ପରିମାଣର ଶୁଆ ଉଦ୍ଧାର କରିଛି । ଏହି ମାମଲାରେ ଦୁଇ…
କ୍ରିକେଟ ବ୍ୟାଟରେ ପିଟି ଯୁବକଙ୍କୁ କରିଥିଲେ ହତ୍ୟା: ମୁଖ୍ୟ ଆସାମୀଙ୍କ ସମେତ ୬ ଅଭିଯୁକ୍ତ ଗଲେ ଜେଲ୍
ତରଭା,୨୩ା୧(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ଥାନା ମେଣ୍ଡା ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମୁଖ୍ୟ ଆସାମୀ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ…
ମା’ ସମଲେଇଙ୍କୁ ଗୁହାରୀ କରିବାର ଭିନ୍ନ ତରିକା, ଚିଠି ଲେଖି ଜଣାଇଲେ ମନର ମଣିଷ ମିଳିଗଲେ …
ସମ୍ବଲପୁର,୨୩।୧: ମା’ ସମଲେଇ ଭକ୍ତଙ୍କ ଡାକ ଶୁଣେ, ସମସ୍ତଙ୍କର ମା’ ଉପରେ ପ୍ରଘାଡ଼ ବିଶ୍ୱାସ। ମାନସିକ ପୂରଣ ପାଇଁ କିଏ କେତେ ମା’କୁ କାକୁତି ମିନତି କରନ୍ତି। ତେବେ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ଙ୍କ ହୁଣ୍ଡି ଖୋଲାଯାଇଛି। ଭିନ୍ନ…
ପୋଲିସ କର୍ମଚାରୀଙ୍କୁ ମାଡ଼ ମାରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ : ୮ଜଣଙ୍କ ନାମରେ ରୁଜୁ ହେଲା ମାମଲା
ବାଲିକୁଦା,୨୩।୧(ତାପସ ସ୍ବାଇଁ): ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ପୋଲିସକୁ ମାଡ଼ ଖାଇବାକୁ ପଡ଼ିଛି। ଏପରିକି ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ପୋଲିସ ହାତରୁ ଛଡ଼ାଇ ନେଇଛନ୍ତି। ବାଲିକୁଦା ଥାନା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଏହି ଘଟଣାରେ ଏସ୍ଆଇ…
ଜାତୀୟ ରାଜପଥରେ ସିରଜ୍ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର
ବଡବିଲ,୨୩।୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ଥାନା ଅଧୀନ ୫୨୦ ନମ୍ବର ଜାତୀୟ ରାଜପଥ ଟଣ୍ଟୋ-କାଶିଆ ଛକନିକଟରେ ମଙ୍ଗଳବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଟ୍ରକ ଭିତରେ ଚାପି ହୋଇ ଜଣେ ଚାଳକଙ୍କୁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଟ୍ରକ…
ସର୍ଜରୀ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସୈଫ ଅଲି ଖାନ
ମୁମ୍ବାଇ: ସର୍ଜରୀ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ ଅଭିନେତା ସୈଫ ଅଲି ଖାନ। ୫୩ ବର୍ଷୀୟ ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦେବରା’ର ଶୁଟିଂ ସମୟରେ ଆହତ ହୋଇଥିଲେ। ଯାହା ପରେ ତାଙ୍କୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…
ପ୍ରାଣ ପ୍ରତିଷ୍ଠା ସମୟର ଭିଡିଓ ଶେୟାର କରି ଏମିତି କହିଲେ ମୋଦି
ନୂଆଦିଲ୍ଲୀ,୨୩।୧: ରାମନଗର ଅଯୋଧ୍ୟାରେ ରାମ ମନ୍ଦିର ପ୍ରସ୍ତୁତ। ଗତକାଲି ଅର୍ଥାତ୍ ୨୨ ଜାନୁଆରୀରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଥିଲା। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାରତର ବଡ ଚେହେରା ଅଂଶଗ୍ରହଣ କରିଥିଲେ। ପ୍ରାଣ…
ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ୱାର୍ଡରେ ଲାଗିଲା ନିଆଁ
ଭବାନୀପାଟଣା,୨୩।୨୪ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ମହିଳା ଓ ଶିଶୁ ୱାର୍ଡରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ଡାକ୍ତର ଖାନାର ଚତୁର୍ଥ ମହଲାରେ ଏହି ନିଆଁ ଲାଗି ଥିବା ବେଳେ…
‘ଏମରଜେନ୍ସି’ର ରିଲିଜ ଡେଟ ଘୋଷଣା କଲେ କଙ୍ଗନା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’ ପାଇଁ କିଛି ସମୟ ପାଇଁ ଚର୍ଚ୍ଚାରେ ଥିଲେ। ଏବେ ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ତାଙ୍କ ମୁଭିର ରିଲିଜ ଡେଟ ଘୋଷଣା କରିଛନ୍ତି। ‘ଏମରଜେନ୍ସି’ ଚଳିତ…
ମା’ଙ୍କୁ ହତ୍ୟା କରିଥିଲେ ପୁଅ: ଆଜୀବନ ଜେଲଦଣ୍ଡ ଶୁଣାଇଲେ କୋର୍ଟ
କେନ୍ଦୁଝର,୨୨ା୧(ଦୀପକ ମିଶ୍ର): କେନ୍ଦୁଝର ଏଡିଜେ କୋର୍ଟରେ ଏକ ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଜଜ ମମିତା ଦାସ ମା’ଙ୍କୁ ହତ୍ୟା କରିଥିବା ପୁଅକୁ ଦୋଷୀ ସାବସ୍ତ୍ୟ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର…
ଚାଇନା ସହ ସମ୍ପର୍କ ବଢାଉଛି ମାଲଦ୍ୱୀପ, ମାଲେରେ ଡ୍ରାଗନର ଗୁଇନ୍ଦା ଜାହାଜ
ବେଜିଂ,୨୩।୧: ଭାରତ ସହିତ ତିକ୍ତତା ବଢିବା ପରେ ଚାଇନା ସହିତ ମାଲଦ୍ୱୀପର ବନ୍ଧୁତା ବୃଦ୍ଧି ପାଉଛି। ଫଳାଫଳ ହେଉଛି ଚାଇନାର ଗୁଇନ୍ଦା ଜାହାଜ ମାଲଦ୍ୱୀପ ଆଡକୁ ଗତି କରୁଛି। ଚାଇନାର ଏହି ଜାହାଜ ‘ଜିଆଙ୍ଗ ୟାଙ୍ଗ ହଙ୍ଗ ୦୩’ ମାଲଦ୍ୱୀପର ରାଜଧାନୀ…

