ବଜାରରେ ଅଲ୍‌ ନ୍ୟୁ ଜାଓ୍ବା ୩୫୦

ଭୁବନେଶ୍ୱର,୨୬।୧: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ଜାଓ୍ବା ମୋଟ (ଜାଓ୍ବା ୟେଜ୍‌ଦି ମୋଟସାଇକେଲ) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଜାଓ୍ବା ୩୫୦’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ‘ମୁରଲୀ ଆଣ୍ଡ ସନ୍ସ ଅଟୋମୋଟିଭ୍‌ସ’ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା।

ଏହି ଅବସରରେ ମୁରଲୀ ଆଣ୍ଡ ସନ୍ସ ଅଟୋମୋଟିଭ୍‌ସର ଏମ୍‌ଡି ସଞ୍ଜୀବ ଅଗ୍ରଓ୍ବାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ମଡେଲର ଅନାବରଣ ସହିତ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାଓ୍ବା ମୋଟର ଏଏସ୍‌ଏମ୍‌ ଦୀପ୍ତିରଞ୍ଜନ ବିଶ୍ୱାଳ ଏବଂ ଏଏସ୍‌ଏମ୍‌ ପ୍ରଭାତ ସାହୁଙ୍କ ସମେତ ମୁରଲୀ ଆଣ୍ଡ ସନ୍ସ ଅଟୋମୋଟିଭ୍‌ସର ଜିଏମ୍‌ ମୁକ୍ତେଶ୍ୱର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଅଲ୍‌ ନ୍ୟୁ ଜାଓ୍ବା ୩୫୦ରେ ଅନେକ ଫିଚର ସାମିଲ ଥିଲାବେଳେ ଆକର୍ଷଣୀୟ ଡିଜାଇନ ଓ ୩ଟି ମନଲୋଭା କଲରଗ୍ରାହକଙ୍କୁୁ ବେଶ୍‌ ଆକୃଷ୍ଟ କରିପାରିଛି ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ଅଲ୍‌ ନ୍ୟୁ ଜାଓ୍ବା ୩୫୦ର ଦର (ଏକ୍ସ ଶୋ’ରୁମ୍‌ ଭୁବନେଶ୍ୱର) ୨,୧୭,୯୫୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

JioHotstar Plans: ଏହା ହେଉଛି ସବୁଠାରୁ ଶସ୍ତା OTT ପ୍ଲାଟଫର୍ମ, ଦିନକୁ ଖର୍ଚ୍ଚ କରିବେ ମାତ୍ର ୧.୬୬ ଟଙ୍କା

ନୂଆଦିଲ୍ଲୀ,୧୪।୨: ଦୁଇଟି ବଡ଼ OTT ପ୍ଲାଟଫର୍ମ Jio Cinema ଏବଂ Disney Plus Hotstar ଏବେ ଗୋଟିଏ ହୋଇଗଲେଣି। JioHotstar ଏକ ସୁଲଭ OTT ପ୍ଲାଟଫର୍ମ...

ଖୁସି ଖବର: ଚଳିତ ବର୍ଷ 40% ବଢିଯିବ ଏମାନଙ୍କ ଦରମା

ନୂଆଦିଲ୍ଲୀ,୧୪।୨: କର୍ପୋରେଟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ୨୦୨୫ ବର୍ଷ ପାଇଁ ଖୁସି ଖବର। ଏହି ବର୍ଷ, ଦରମା ପ୍ରାୟ ୬ ରୁ ୧୫...

RBI: ବ୍ୟାଙ୍କ ବନ୍ଦ ହୋଇଗଲେ କିମ୍ବା ଲାଇସେନ୍ସ ରଦ୍ଦ ହୋଇଗଲେ, ଫେରିପାଇବେ କି ଜମା ଟଙ୍କା, ଏବେଠୁ ଜାଣନ୍ତୁ…

ନୂଆଦିଲ୍ଲୀ,୧୪।୨: ଭାରତୀୟ ରିଜର୍ଭ ବ୍ୟାଙ୍କ New India Co-op Bank ଉପରେ କଟକଣା ଲଗାଇଛି। ଯେଉଁମାନଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି। ସେମାନେ ଟଙ୍କା ଫେରି...

New India Co-operative Bank ଲାଗିଲା ବ୍ୟାନ୍‌: ବ୍ୟାଙ୍କରେ କେତେ ଟଙ୍କା ରଖିବା ସୁରକ୍ଷିତ, ଜାଣି ନିଅନ୍ତୁ ନଚେତ ହଇରାଣରେ ପଡିବେ

ନୂଆଦିଲ୍ଲୀ,୧୪।୨: ଭାରତୀୟ ରିଜର୍ଭ ବ୍ୟାଙ୍କ, ନ୍ୟୁ ଇଣ୍ଡିଆ କୋ-ଅପରେଟିଭ ବ୍ୟାଙ୍କକୁ ୬ ମାସ ପାଇଁ ବ୍ୟାନ କରିଛି। ଆରବିଆଇର ଏହି କାର୍ଯ୍ୟାନୁଷ୍ଠାନ ପରେ, ବ୍ୟାଙ୍କର ନୂଆ...

ଏହି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା RBI, ଆଉ ଟଙ୍କା ଉଠାଇପାରିବେନି ଆକାଉଣ୍ଟଧାରୀ, ଏଥିରେ ଆପଣଙ୍କ ବ୍ୟାଙ୍କ ନାହିିଁ ତ?

ମୁମ୍ବାଇ,୧୪।୨: ବେଳେବେଳେ ଭାରତରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏପରି ଘଟଣା ଘଟେ ଯାହା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଯାଏ। ଯେତେବେଳେ ଏକ ବ୍ୟାଙ୍କ ହଠାତ୍‌...

ଏହି ସରକାରୀ ଯୋଜନାରେ ପ୍ରତିଦିନ ମାତ୍ର ୭ ଟଙ୍କା ବିନିଯୋଗ କରନ୍ତୁ, ମାସକୁ ମିଳିବ ୫୦୦୦, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୧୪।୨: ଚାକିରି ପରେ ସମସ୍ତେ ତାଙ୍କ ଜୀବନର ବାକି ସମୟ ଆରାମରେ ବିତାଇବାକୁ ଚାହାଁନ୍ତି। ଏଥିପାଇଁ ତାଙ୍କୁ ଟଙ୍କା ଦରକାର। ଏପରି ପରିସ୍ଥିତିରେ, ପେନସନ କାମରେ...

ଅନେକ ଦିନ ହେବ କ୍ରେଡିଟ କାର୍ଡ ବ୍ୟବହାର ବନ୍ଦ କରିଦେଇଛନ୍ତି କି, ହୋଇପାରେ ବଡ଼ ଅସୁବିଧା

ନୂଆଦିଲ୍ଲୀ,୧୩।୨: ଅନେକ ଥର କ୍ରେଡିଟ କାର୍ଡ ପାଇଁ ଆବେଦନ କରିବା ପରେ, ଆମେ ଏହାକୁ ବ୍ୟବହାର ନ କରି ରଖିଥାଉ। ଯଦିଓ ଆପଣଙ୍କୁ ଲାଗୁଛି ଯେ...

New Income Tax Bill 2025: ନୂତନ ଆୟକର ବିଲ ୨୦୨୫ ଲୋକ ସଭାରେ ଆଗତ: ବିଲ୍‌ରେ ୧୦ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ୧୩।୨:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ନୂତନ ଆୟକର ବିଲ ୨୦୨୫ ଆଗତ କରିଛନ୍ତି। ପୂର୍ବରୁ, ୭ ଫେବୃଆରୀ ୨୦୨୫ରେ, କେନ୍ଦ୍ର କ୍ୟାବିନେଟ ଏହି ବିଲକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri