Home Left

ସହରରେ ବଢୁଛି ସାଇବର ଅପରାଧ, ରୋକିବା ପାଇଁ ପୋଲିସର ପ୍ରୟାସ ଆରମ୍ଭ

ଛତ୍ରପୁର,୨୮ା୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଦିନକୁ ଦିନ ସହରରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା-୨୦୨୩ ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୨ରୁ ୧୫ ପର୍ଯ୍ୟନ୍ତ ସାଇବର ସୁରକ୍ଷା ନେଇ ସଚେତନତା ରଥ ଗଞ୍ଜାମ ପୋଲିସ…

ୟୁପି ଏସ୍‌ଟିଏଫ୍‌କୁ ବଡ଼ ସଫଳତା, ଅତିକ୍‌ ଅହମ୍ମଦଙ୍କ ଭାଇ ଅଶ୍ରଫ୍‌ଙ୍କ ଶଳା ସଦ୍ଦାମ ଦିଲ୍ଲୀରୁ ଗିରଫ

ଲକ୍ଷ୍ନୌ,୨୮।୯: ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଆଜି ଏକ ବଡ଼ ସଫଳତା ପାଇଛି । ମାଫିଆ ଅତିକ୍‌ ଅହମ୍ମଦଙ୍କ ଭାଇ ଅଶ୍ରଫ୍‌ଙ୍କ ଶଳା ସଦ୍ଦାମଙ୍କୁ ଗୁରୁବାର ଏସ୍‌ଟିଏଫ୍‌ ଦିଲ୍ଲୀରୁ ଗିରଫ କରିଛି। ସଦ୍ଦାମଙ୍କ ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ସେ…

ଉତ୍ପିଡନର ଅଭିଯୋଗ କରିଥିଲେ ଆଣ୍ଟାର୍କଟିକାର ମହିଳା, ଏବେ ବାରରୁ ମଦ କିଣି ପାରିବେ ନାହିଁ ଶ୍ରମିକ

ଓ୍ବେଲିଂଗଟନ,୨୮।୯: ବିଶ୍ୱର ସବୁଠାରୁ ଥଣ୍ଡା ସ୍ଥାନ ହେଉଛି ଆଣ୍ଟାର୍କଟିକା । ତୁଷାର ଚାଦରରେ ଆବୃତ ଏହି ସ୍ଥାନଟି ମଧ୍ୟ ଏହାର ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ଆଣ୍ଟାର୍କଟିକାରେ ରହିବା ସହଜ ନୁହେଁ କାରଣ ଏଠାରେ ପାଗ ବହୁତ ଦୁର୍ଲଭ। ତେବେ ବରଫ ଆଚ୍ଛାଦିତ…

ଗୀଟାର ବଜାଇଲେ ଆମେରିକା ବୈଦେଶିକ ସଚିବ

ଓ୍ବାଶିଂଟନ,୨୮ା୯: ଗ୍ଲୋବାଲ୍‌ ମ୍ୟୁଜିକ୍‌ ଡିପ୍ଲୋମାସି ଇନିସିଏଟିଭ୍‌ର ଲଞ୍ଚ ଇଭେଣ୍ଟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଗୀଟାର ବଜାଇଛନ୍ତି। ଶାନ୍ତି ଏବଂ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବା ତଥା ଆମେରିକାର ବ୍ୟାପକ ବୈଦେଶିକ ନୀତି ଲକ୍ଷ୍ୟକୁ ସମର୍ଥନ କରିବା ପାଇଁ କୂଟନୈତିକ ଉପକରଣ…

ଲତା ମଙ୍ଗେଶକରଙ୍କ ଜନ୍ମ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୯: ୨୮ ସେପ୍ଟେମ୍ବର ଅର୍ଥାତ୍‌ ଆଜି ହେଉଛି ଲତା ମଙ୍ଗେଶକର ୯୪ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସଂଗୀତ ଜଗତରେ ଅବଦାନ ପାଇଁ କିମ୍ବଦନ୍ତୀ ଗାୟକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

ବୈଠକରେ ନେତାଙ୍କ ଉପରେ ବର୍ଷିବା ସହ ଉପଦେଶ ବି ଦେଲେ ନଡ୍ଡା-ଶାହା, ୪୮ ଘଣ୍ଟା ଭିତରେ ଜାରି ହୋଇପାରେ ପ୍ରଥମ ସୂଚୀ

ଜୟପୁର,୨୮।୯: ପରିବର୍ତ୍ତନ ସଂକଳ୍ପ ଯାତ୍ରାର ମହାସଭା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପରେ ଭାଜପା ବିଧାନସଭା ନିର୍ବାଚନକୁ ନେଇ ସକ୍ରିୟ ହୋଇଛି। ବୁଧବାର ଠାରୁ ଦଳର ଦୁଇ ପ୍ରମୁଖ ନେତା ଜେପି ନଡ୍ଡା ଏବଂ ଅମିତ ଶାହା ଏବେ ରାଜସ୍ଥାନର ଜୟପୁରରେ…

ବାର୍‌ହା ଶିକାର କରି ମାଂସ ଭାଗବଣ୍ଟା ବେଳେ ଧରିଲା ବନ ବିଭାଗ, ୨ କୋର୍ଟ ଚାଲାଣ

ପାଟଣା,୨୮ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବୋମା ପକାଇ ବାର୍‌ହା ଶିକାର କରି ବଣମହୁଲଡିହା ଗ୍ରାମର ଲିତୁ ମୁଣ୍ଡାଙ୍କ ଘରେ ମାଂସ କାଟି ଭାଗବଣ୍ଟା କରୁଥିବା ସମୟରେ ବନ ବିଭାଗ କର୍ମଚାରୀ ଖବର ପାଇ ଚଢ଼ାଉ…

ନୀତୀଶଙ୍କୁ ଭେଟିଲେ ଲାଲୁ ଯାଦବ

ପାଟନା,୨୮।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ଗୁରୁବାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ନିଜେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଆରଜେଡି ସୁପ୍ରିମୋ ନୀତୀଶ କୁମାରଙ୍କୁ ଭେଟି ପ୍ରାୟ ୩୦ ମିନିଟ୍‌ ଆଲୋଚନା କରିଛନ୍ତି। ନୀତୀଶ କୁମାର ବାରମ୍ବାର ରାବ୍ରି…

ବଳାତ୍କାର ଅଭିଯୋଗରୁ କ୍ରିକେଟର୍‌ଙ୍କୁ ମିଳିଲା ଆଶ୍ୱସ୍ତି

କଲମ୍ବୋ,୨୮।୯: ନିକଟରେ ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁନାଥିଲାକାଙ୍କ ବିରୋଧରେ ବଳାତ୍କାରର ଗୁରୁତର ଅଭିଯୋଗ ଆସିଥିଲା। କିନ୍ତୁ ବର୍ତ୍ତମାନ ଦାନୁଷ୍କାଙ୍କୁ ଏହି ପ୍ରସଙ୍ଗରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଦାନୁଷ୍କାଙ୍କୁ କ୍ଲିନ୍‌ଚିଟ୍‌ ମିଳିଛି। ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ମିଥ୍ୟା ବୋଲି ଜଣାପଡିଛି।…

ଅସନ୍ତୋଷ ମଧ୍ୟରେ ଶାହା-ନଡାଙ୍କୁ ଭେଟିଲେ ବସୁନ୍ଧରା ରାଜେ

ନୂଆଦିଲ୍ଲୀ,୨୮।୯: ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ତାଲିକା ଘୋଷଣା କରିଛି। କିନ୍ତୁ ରାଜସ୍ଥାନରେ ଭାଜପା ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି ରାଜସ୍ଥାନରେ ଟିକେଟ ବଣ୍ଟନରେ ଏତେ ବିଳମ୍ବ କାହିଁକି ହେଉଛି। ନିର୍ବାଚନରେ ନିଜର…

ବୟ ଫ୍ରେଣ୍ଡ ପାଇଁ ମଝି ରାସ୍ତାରେ ହାତାହାତି ହେଲେ ୨ ଯୁବତୀ…

ପାଟନା,୨୮।୯ : ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବୁର୍ଖା ପିନ୍ଧିଥିବା କିଛି ଯୁବତୀ ମଝି ରାସ୍ତାରେ ହାତାହାତି ହେଉଥିବାର ଦେଖିବାକୁ ମିଳୁଛି। ପଛରେ ଛିଡା ହୋଇଥିବା ଅନ୍ୟ କେତେକ ଯୁବତୀ ହସୁଛନ୍ତି ଏବଂ…

ମହାନ କୃଷି ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କ ପରଲୋକ

ନୂଆଦିଲ୍ଲୀ,୨୮।୯: ଭାରତର ମହାନ କୃଷି ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କ ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୯୮ ବର୍ଷ ହୋଇଥିଲା। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ସେ ସକାଳ ୧୧.୨୦ରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ସେ ୭ ଅଗଷ୍ଟ ୧୯୨୫ରେ ଜନ୍ମଗ୍ରହଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri