ଜନ୍ମଦିନରେ ପ୍ରଶଂସକଙ୍କୁ ଉପହାର ଦେଲେ ରଣବୀର
ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’ ଘୋଷଣା ହେବା ଦିନରୁ ଚର୍ଚ୍ଚାରେ ରହିଛି। ରଣବୀର ନିଜ ଜନ୍ମଦିନରେ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଏହି ବିଶେଷ ଦିନରେ ତାଙ୍କ ଅଭିନୀତ ଫିଲ୍ମ ‘ଆନିମଲ୍’ ଟିଜର ରିଲିଜ ହୋଇଛି। ଏହି ଫିଲ୍ମଟି ଆକ୍ସନ…
ଗୁଳିମାଡ଼ରେ ଯୁବକ ମୃତ
କାମାକ୍ଷାନଗର,୨୮ା୯(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଆଳତୁମା ଗ୍ରାମ ମାଳବନ୍ଧ ରେଲଓ୍ବେ ବ୍ରିଜ୍ ସଉରିଆ ଆମ୍ବତୋଟା ନିକଟରେ ଗୁରୁବାର ସକାଳୁ ନିରାକାର ସାହୁ(ନିର) ନାମକ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ତାଙ୍କ ଘର ତୁମୁସିଙ୍ଗା ଥାନା କନ୍ତିଓପୁଟସାହିରେ ବୋଲି…
ଘରୋଇ ଫାଇନାନ୍ସ କମ୍ପାନୀର ମୋଟରସାଇକେଲ ପୋଡ଼ିଦେଲେ ଦୁର୍ବୃତ୍ତ
ଟିକିରି,୨୮ା୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ସ୍ପନ୍ଦନା ଫାଇନାନ୍ସ ଓ ଫ୍ୟୁଜନ ଫାଇନାନ୍ସ କମ୍ପାନୀର ଅଫିସ ସାମ୍ନାରେ ଥିବା କର୍ମଚାରୀଙ୍କ ୧୨ଟି ମୋଟରସାଇକଲକୁ ରାତିରେ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ରାତିରେ କର୍ମଚାରୀମାନେ ଶୋଇଥିବା ବେଳେ ଗେଟ୍ ବାହାର…
ଶହୀଦ ଭଗତ ସିଂଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗତ ସିଂଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ, ଶହୀଦ ଭଗତ ସିଂ ସର୍ବଦା ନ୍ୟାୟ ଏବଂ ସ୍ବାଧୀନତା ପାଇଁ ଭାରତର ନିରନ୍ତର ସଂଗ୍ରାମର ପ୍ରତୀକ ହୋଇ ରହିବେ। ପ୍ରଧାନମନ୍ତ୍ରୀ…
ଏମିତି ଗାଁ, ଯେଉଁଠି ନ ଥାଏ ପୁରୁଷଙ୍କ ପ୍ରବେଶ
ଦୁନିଆରେ ଏମିତି ଏକ ଗାଁ ଅଛି, ଯେଉଁଠିକି ପୁରୁଷଙ୍କ ପ୍ରବେଶ ନିଷେଧ। ଏପରି ଅଜବ ଗାଁ କେନିଆରେ ରହିଛି। ଏହାର ନାମ ଉମୋଜା। ଏହା ଦୁନିଆର ଯେକୌଣସି ସାଧାରଣ ଗାଁ ପରି ଦେଖାଯାଏ କିନ୍ତୁ ଏଥିରେ ଏକ ବଡ଼ ପାର୍ଥକ୍ୟ ଅଛି…
ଭାରତର ଆତିଥ୍ୟ ପାଇ ଖୁସିରେ ଗଦ୍ଗଦ୍ ପାକିସ୍ତାନ ଟିମ୍
ହାଇଦ୍ରାବାଦ,୨୮।୯: ଆଇସିସି ଦିନିକିଆ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେଉଛି। ଏଥି ସହିତ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନ କ୍ରିକେଟ ଦଳ ବିଶ୍ୱକପ ପାଇଁ ଭାରତରେ ପହଞ୍ଚିଛି। ପାକିସ୍ତାନ କ୍ରିକେଟ ଦଳର ଖେଳାଳିମାନେ ବୁଧବାର ହାଇଦ୍ରାବାଦରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବା ପରେ…
ଭୋ ଭୋ ହୋଇ କାନ୍ଦିଲେ ମଣିପୁର ଖେଳାଳି
ହାଙ୍ଗଝୋ,୨୮।୯: ଭାରତୀୟ ୱଶୁ ଖେଳାଳି ରୋଶିବିନା ଦେବୀ ଏସୀୟ ଗେମ୍ସରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ୬୦ କିଲୋଗ୍ରାମ ମହିଳା ବର୍ଗରେ ରୋଶିବିନା ରୌପ୍ୟ ପଦକ ଜିତିଥିଲେ। ଯଦିଓ ରୋଶିବିନାଙ୍କୁ ସ୍ବର୍ଣ୍ଣ ପଦକ ଜିତିବାର ସୁଯୋଗ ମିଳିଥିଲା, କିନ୍ତୁ…
କଂଗ୍ରେସ ବିଧାୟକ ଗିରଫ
ଚଣ୍ଡିଗଡ,୨୮।୯: ପଞ୍ଜାବ ପୋଲିସ ପଞ୍ଜାବ କଂଗ୍ରେସ ବିଧାୟକ ସୁଖପାଲ ଖଇରାଙ୍କୁ ପୋଲିସ ଗିରଫ କରିଛି। ପଞ୍ଜାବର ଭୁଲଥାରୁ କଂଗ୍ରେସ ବିଧାୟକ ସୁଖପାଲଙ୍କୁ ଗୁରୁବାର ଦିନ ପ୍ରାୟ ୫ଟା ସମୟରେ ଜଲାଲାବାଦ ପୋଲିସ ଗିରଫ କରିଥିଲା। ତାଙ୍କୁ ଗିରଫ କରିବା ପାଇଁ ଜଲାଲାବାଦ…
ଅଜଣା ରୋଗରେ ଏକାଧିକ ଶିଶୁ, ଭୟ ଓ ଆତଙ୍କରେ ଲାଦାମାଲା ଲୋକ
ଦାରିଙ୍ଗବାଡି, ୨୮।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ ଖେଳିଯାଇଛି। ପ୍ରଥମେ ଜ୍ୱର କିଛିଦିନ ହେବା ପରେ ଦେହରେ ପାଣି ଫୋଟକା ହେବା ସହ ତାହା ଫାଟିଯାଇ ଦେହସାରା ଘା…
ଖାଲି ପ୍ରେମ ନୁହେଁ; ପୁରୁଷସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…
ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ ଦେଖନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଯେପରିକି: ନମ୍ରତା: ମହିଳାମାନେ ସାଥୀଙ୍କ ଭିତରେ ନମ୍ରତା…
ଆପଣଙ୍କ ନାମ ଏହି ୪ ଅକ୍ଷରରୁ ଆରମ୍ଭ କି? ପାଇବେ ମନଲାଖି ଜୀବନସାଥୀ, ଇର୍ଷା କରିବେ ଅନେକ
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନାମର ପ୍ରଥମ ଅକ୍ଷରର ମାନ୍ୟତା ଅଧିକ। ହିନ୍ଦୁ ଧର୍ମରେ ଜାତକ ଅନୁଯାୟୀ ନାମକରଣ କରାଯାଇଥାଏ। ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ବଭାବ, କ୍ୟାରିୟର ଏବଂ ବିବାହ ସହ ଜଡ଼ିତ ନାନାଦି ବିଷୟରେ ଜଣାପଡ଼ିଥାଏ। କିଛି ଏପରି ଅକ୍ଷର ରହିଛି,…
ଆଗାମୀ ଦିନିକିଆ ବିଶ୍ୱକପ୍ରେ ଏହି ବିଶ୍ୱରେକର୍ଡ କରିପାରନ୍ତି ହିଟ୍ମ୍ୟାନ୍
ନୂଆଦିଲ୍ଲୀ,୨୮।୯: ଭାରତୀୟ ଅଧିନାୟକ ରୋହିତ ଶର୍ମା ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ୮୧(୫୭)ରନ୍ର ଇନିଂସ ଖେଳିଛନ୍ତି। ତାଙ୍କ ଇନିଂସରେ ୫ ଚୌକା ସହ ୬ ଛକା ରହିଥିଲା। ଏହାପରେ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ମୋଟ ୫୫୦ ଛକା ମାରିଥିବାର ନୂତନ…
Archives


