ସଚିବଙ୍କୁ ବରଖାସ୍ତ କଲେ ପାକିସ୍ତାନ ରାଷ୍ଟ୍ରପତି
ଇସଲାମାବାଦ,୨୨।୮: ରାଜକୈତିକ ଅସ୍ଥିରତା ଏବଂ ଅର୍ଥନୈତିକ ସଙ୍କଟ ମଧ୍ୟରେ ବର୍ତ୍ତମାନ ପାକିସ୍ତାନରେ କାର୍ଯ୍ୟନିର୍ବାହୀ ସରକାର ଚାଲିଛି। ଅନୱର-ଉଲ-ହକ କକରଙ୍କୁ ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ କରାଯାଇଛି। ଇତି ମଧ୍ୟରେ ମଙ୍ଗଳବାର ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ଚର୍ଚ୍ଚାରେ ଆସିଛନ୍ତି। ପାକିସ୍ତାନର ରାଷ୍ଟ୍ରପତି ତାଙ୍କ…
କୃଷକଙ୍କ ପାଇଁ ଋଣ ଛାଡ, ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର: ମଧ୍ୟପ୍ରଦେଶରେ ଖାର୍ଗେଙ୍କ ଘୋଷଣା
ଭୋପାଳ,୨୨।୮: ମଧ୍ୟପ୍ରଦେଶରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସର ନଜର ରହିଛି। ଶାସକ ଭାଜପା ବ୍ୟତୀତ କଂଗ୍ରେସ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ସତନାରେ ପହଞ୍ଚିଛନ୍ତି। ସତନାରେ…
ସମ୍ପର୍କ ପାଇଁ ସମୟ
ସ୍ବାସ୍ଥ୍ୟ ପାଇଁ ଖାଦ୍ୟ ଯେତିକି ଦରକାର ସେତିକି ଜରୁରୀ ସମ୍ପର୍କ। ହେଲେ ଏବେ ଅଧିକାଂଶ ମହିଳା କର୍ମକ୍ଷେତ୍ର ଓ ଘରକାମ ଭିତରେ ଏଭଳି ବ୍ୟସ୍ତ ରହୁଛନ୍ତି ଯେ ଅନ୍ୟ କୌଣସି ସମ୍ପର୍କ ନିଭାଇବାକୁ ସୁଯୋଗ ପାଉନାହାନ୍ତି। କିନ୍ତୁ ନିଜକୁ ସୁସ୍ଥ ରଖିବାକୁ…
ଜୀବନସାଥୀଙ୍କ ପାଇଁ ବହୁତ ଲକି ଏହି ୪ ରାଶିରେ ଜନ୍ମିତ ଯୁବତୀ; ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକେ
ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ ଧନଧାନ୍ୟରେ ପୂରି ଉଠେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଏ। ଏହାକୁ ନେଇ ଜ୍ୟୋତିଷଶାସ୍ତ୍ରରେ…
୯୦ ଟେଷ୍ଟ ଖେଳିବା ପରେ ବି ସକ୍ଷମ ବୋଲି ପ୍ରମାଣ ଦେବାକୁ ପଡ଼ୁଛି: ପୂଜାରା
ନୂଆଦିଲ୍ଲୀ,୨୨।୮: ଭାରତୀୟ ଟେଷ୍ଟ ଟିମ୍ରୁ ବାଦ୍ ପଡ଼ିବା ନିରାଶାଜନକ ଥିଲା। ଏହାଫଳରେ ନିଜ ଦକ୍ଷତା ଉପରେ ସନ୍ଦେହ ସହ ମନରେ ଆଘାତ ଲାଗିଥିଲା ବୋଲି କହିଛନ୍ତି ଅନୁଭବୀ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା। ଭାରତ ଲାଗି ସେ ୧୦୩ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି।…
ପୁଣି ଛଟେଇ କଲା ଇଣ୍ଟେଲ୍
ନୂଆଦିଲ୍ଲୀ,୨୨।୮: ପୁଣି ଛଟେଇ କରିଛି ଇଣ୍ଟେଲ କର୍ପୋରେଶନ। ଖର୍ଚ୍ଚ ହ୍ରାସ ଦର୍ଶାଇ ଆମେରିକାର ୧୪୦ଜଣ କର୍ମଚାରୀଙ୍କୁ କମ୍ପାନୀ ବାହାର କରିଛି। ଛଟେଇ ହୋଇଥିବା କର୍ମଚାରୀ କାଲିଫର୍ଣ୍ଣିଆରେ କାମ କରୁଥିଲେ। କମ୍ପାନୀ ଏନେଇ ମେ’ ମାସରେ ଘୋଷଣା କରିଥିଲା। ତେବେ ଚଳିତ ବର୍ଷ…
ଚନ୍ଦ୍ରୟାନ-୩ର ମଜା ଉଡାଇବା ଅଭିନେତାଙ୍କୁ ପଡ଼ିଲା ମହଙ୍ଗା: ମାମଲା ରୁଜୁ
ନୂଆଦିଲ୍ଲୀ,୨୨।୮: ଚନ୍ଦ୍ରୟାନ-୩ ମିଶନକୁ ନେଇ ଟୁଇଟ୍ କରି ଫସିଯାଇଛନ୍ତି ଅଭିନେତା ପ୍ରକାଶ ରାଜ। ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ ହୋଇଛି। ପ୍ରକାଶ ରାଜ ଏକ୍ସରେ ଶର୍ଟ ଏବଂ ଲୁଙ୍ଗି ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ କାର୍ଟୁନ ଶେୟାର କରିଥିଲେ। ଏଥିରେ ସେ…
ଏବେ ବି ମୁଁ ମା’ ହୋଇପାରିବି: ରାକ୍ଷୀ
ବମ୍ବେ: ଟେଲିଭିଜନ ଦୁନିଆର ସବୁଠାରୁ ଚର୍ଚ୍ଚିତ ତଥା ବିବାଦୀୟ ଅଭିନେତ୍ରୀଙ୍କ ମଧ୍ୟରୁ ରାକ୍ଷୀ ସାଓ୍ବନ୍ତ ଜଣେ। ସର୍ବଦା ନିଜର ରୋକଠୋକ ବୟାନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସେ ଖବର ଶିରୋନାମାରେ ରହିଥାନ୍ତି। ଏହି କ୍ରମରେ ଏବେ ଦ୍ୱିତୀୟ ସ୍ବାମୀ ଆଦିଲ…
ସ୍ପଷ୍ଟ କଲା ବିସିସିଆଇ: ବଦଳିବ ନାହିଁ ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ
ନୂଆଦିଲ୍ଲୀ,୨୨।୮: ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ବିସିସିଆଇ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ(ଏଚ୍ସିଏ)ର ଅନୁରୋଧକୁ ଆଧିକାରିକ ଭାବେ ଖାରଜ କରିବା ପରେ ଏନେଇ ସ୍ପଷ୍ଟ କରିଛି। ତେବେ ଏଚ୍ସିଏ ଅକ୍ଟୋବର ୫ରୁ ଆରମ୍ଭ ହେଉଥିବା…
ପୁଅର ଝଲକ ଦେଖାଇଲେ ଇଲିଆନା
ବମ୍ବେ: ପୁଅର ଝଲକ ଦେଖାଇଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ। ନିଜର ସୋସିଆଲ ମିଡିଆ ପୃଷ୍ଠାରେ ସେ ପୁଅଙ୍କ ପାଦର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଇଲିଆନା ଲାଲ ହୃଦୟ ଇମୋଜୀ ସହ ‘ପିକାବୁ’ ଲେଖିଛନ୍ତି। ଅଗଷ୍ଟରେ ପୁତ୍ର ସନ୍ତାନର…
ଟିମ ଇଣ୍ଡିଆରେ ଚହଲଙ୍କୁ ସ୍ଥାନ ନ ମିଳିବା ଉପରେ ପ୍ରଶ୍ନ କଲେ ସ୍ତ୍ରୀ ଧନଶ୍ରୀ
ନୂଆଦିଲ୍ଲୀ,୨୨।୮: ଏସିଆ କପ ପାଇଁ ଘୋଷିତ ୧୭ ଜଣିଆ ଭାରତୀୟ ଦଳରେ ଲିଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ସାମିଲ କରାଯାଇନାହିଁ। ଦଳରେ ସ୍ଥାନ ନ ପାଇବା ପରେ ଚହଲ ସୋସିଆଲ ମିଡିଆରେ ଏକ ଇମୋଜି ମାଧ୍ୟମରେ ନିଜର ନିରାଶା ପ୍ରକାଶ କରିଥିଲେ।…
‘ଗଦର ୨’ ନିର୍ଦ୍ଦେଶକଙ୍କୁ ଉପହାର ପଠାଇଲେ ପ୍ରିୟଙ୍କା-ନିକ୍
ଆଜିକାଲି ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କର୍ଷ ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଏପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ୩୦୦ କୋଟିରୁ ଅଧିକ ଆୟ କଲାଣି। ସମସ୍ତେ ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରୁଛନ୍ତି।…
Archives


