ଇଣ୍ଡିଆର ଅଂଶ ହୋଇ ରହିବ ନାହିଁ ଏଏପି, ସୁଖପାଲ ସିଂ ଖେରାଙ୍କ ଗିରଫଦାରୀ ପରେ ଏଏପି ଏମ୍ପିଙ୍କ ଜବାବ
ନୂଆଦିଲ୍ଲୀ,୨୮।୯: ବିଧାୟକ ସୁଖପାଲ ସିଂ ଖେରା ଗିରଫ ହେବା ପରେ ପଞ୍ଜାବରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି(ଏଏପି)ମଧ୍ୟରେ ବିବାଦ ବୃଦ୍ଧି ପାଇଛି। କଂଗ୍ରେସ ଏଏପି ସରକାରଙ୍କୁ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ କରିଛି।ଯାହା ଉପରେ ଏଏପି ଏମ୍ପି ସୁଶୀଲ ଗୁପ୍ତା…
ସିଦ୍ଧାନ୍ତଙ୍କୁ ଡେଟ କରୁଛନ୍ତି ନବ୍ୟା: ପ୍ରକାଶ କଲେ ନିଜ ବିବାହ ଯୋଜନା…
ମୁମ୍ବାଇ : ବିଗ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ନାତୁଣୀ ନବ୍ୟା ନନ୍ଦା ନଭେଲି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ରହିଛନ୍ତି। ସେ ଖବର ପାଇଛନ୍ତି ଯେ ସେ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ…
ଟ୍ରୁଡୋଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ଭାରତୀୟ-କାନାଡିୟ ବ୍ୟବସାୟୀ, ଭାରତ ବିରୋଧରେ ଅଭିଯୋଗକୁ କହିଲେ ଦାୟିତ୍ୱହୀନ
ଓଟାଓ୍ବା,୨୮।୯: କାନାଡାରେ ରହୁଥିବା ଭାରତୀୟ ପ୍ରବାସୀମାନେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦ୍ୱାରା ଭାରତ ବିରୋଧରେ ଆସିଥିବା ଅଭିଯୋଗକୁ ନିନ୍ଦା କରିଛନ୍ତି। ଏହାକୁ ଦାୟିତ୍ୱହୀନ ବୋଲି କହିଛନ୍ତି । ଖାଲିସ୍ତାନୀ ଆତଙ୍କବାଦୀ…
ସହରରେ ବଢୁଛି ସାଇବର ଅପରାଧ, ରୋକିବା ପାଇଁ ପୋଲିସର ପ୍ରୟାସ ଆରମ୍ଭ
ଛତ୍ରପୁର,୨୮ା୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଦିନକୁ ଦିନ ସହରରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା-୨୦୨୩ ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୨ରୁ ୧୫ ପର୍ଯ୍ୟନ୍ତ ସାଇବର ସୁରକ୍ଷା ନେଇ ସଚେତନତା ରଥ ଗଞ୍ଜାମ ପୋଲିସ…
ୟୁପି ଏସ୍ଟିଏଫ୍କୁ ବଡ଼ ସଫଳତା, ଅତିକ୍ ଅହମ୍ମଦଙ୍କ ଭାଇ ଅଶ୍ରଫ୍ଙ୍କ ଶଳା ସଦ୍ଦାମ ଦିଲ୍ଲୀରୁ ଗିରଫ
ଲକ୍ଷ୍ନୌ,୨୮।୯: ଉତ୍ତରପ୍ରଦେଶ ଏସ୍ଟିଏଫ୍ ଆଜି ଏକ ବଡ଼ ସଫଳତା ପାଇଛି । ମାଫିଆ ଅତିକ୍ ଅହମ୍ମଦଙ୍କ ଭାଇ ଅଶ୍ରଫ୍ଙ୍କ ଶଳା ସଦ୍ଦାମଙ୍କୁ ଗୁରୁବାର ଏସ୍ଟିଏଫ୍ ଦିଲ୍ଲୀରୁ ଗିରଫ କରିଛି। ସଦ୍ଦାମଙ୍କ ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ସେ…
ଉତ୍ପିଡନର ଅଭିଯୋଗ କରିଥିଲେ ଆଣ୍ଟାର୍କଟିକାର ମହିଳା, ଏବେ ବାରରୁ ମଦ କିଣି ପାରିବେ ନାହିଁ ଶ୍ରମିକ
ଓ୍ବେଲିଂଗଟନ,୨୮।୯: ବିଶ୍ୱର ସବୁଠାରୁ ଥଣ୍ଡା ସ୍ଥାନ ହେଉଛି ଆଣ୍ଟାର୍କଟିକା । ତୁଷାର ଚାଦରରେ ଆବୃତ ଏହି ସ୍ଥାନଟି ମଧ୍ୟ ଏହାର ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ଆଣ୍ଟାର୍କଟିକାରେ ରହିବା ସହଜ ନୁହେଁ କାରଣ ଏଠାରେ ପାଗ ବହୁତ ଦୁର୍ଲଭ। ତେବେ ବରଫ ଆଚ୍ଛାଦିତ…
ଗୀଟାର ବଜାଇଲେ ଆମେରିକା ବୈଦେଶିକ ସଚିବ
ଓ୍ବାଶିଂଟନ,୨୮ା୯: ଗ୍ଲୋବାଲ୍ ମ୍ୟୁଜିକ୍ ଡିପ୍ଲୋମାସି ଇନିସିଏଟିଭ୍ର ଲଞ୍ଚ ଇଭେଣ୍ଟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଗୀଟାର ବଜାଇଛନ୍ତି। ଶାନ୍ତି ଏବଂ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବା ତଥା ଆମେରିକାର ବ୍ୟାପକ ବୈଦେଶିକ ନୀତି ଲକ୍ଷ୍ୟକୁ ସମର୍ଥନ କରିବା ପାଇଁ କୂଟନୈତିକ ଉପକରଣ…
ଲତା ମଙ୍ଗେଶକରଙ୍କ ଜନ୍ମ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୮।୯: ୨୮ ସେପ୍ଟେମ୍ବର ଅର୍ଥାତ୍ ଆଜି ହେଉଛି ଲତା ମଙ୍ଗେଶକର ୯୪ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସଂଗୀତ ଜଗତରେ ଅବଦାନ ପାଇଁ କିମ୍ବଦନ୍ତୀ ଗାୟକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…
ବୈଠକରେ ନେତାଙ୍କ ଉପରେ ବର୍ଷିବା ସହ ଉପଦେଶ ବି ଦେଲେ ନଡ୍ଡା-ଶାହା, ୪୮ ଘଣ୍ଟା ଭିତରେ ଜାରି ହୋଇପାରେ ପ୍ରଥମ ସୂଚୀ
ଜୟପୁର,୨୮।୯: ପରିବର୍ତ୍ତନ ସଂକଳ୍ପ ଯାତ୍ରାର ମହାସଭା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପରେ ଭାଜପା ବିଧାନସଭା ନିର୍ବାଚନକୁ ନେଇ ସକ୍ରିୟ ହୋଇଛି। ବୁଧବାର ଠାରୁ ଦଳର ଦୁଇ ପ୍ରମୁଖ ନେତା ଜେପି ନଡ୍ଡା ଏବଂ ଅମିତ ଶାହା ଏବେ ରାଜସ୍ଥାନର ଜୟପୁରରେ…
ବାର୍ହା ଶିକାର କରି ମାଂସ ଭାଗବଣ୍ଟା ବେଳେ ଧରିଲା ବନ ବିଭାଗ, ୨ କୋର୍ଟ ଚାଲାଣ
ପାଟଣା,୨୮ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବୋମା ପକାଇ ବାର୍ହା ଶିକାର କରି ବଣମହୁଲଡିହା ଗ୍ରାମର ଲିତୁ ମୁଣ୍ଡାଙ୍କ ଘରେ ମାଂସ କାଟି ଭାଗବଣ୍ଟା କରୁଥିବା ସମୟରେ ବନ ବିଭାଗ କର୍ମଚାରୀ ଖବର ପାଇ ଚଢ଼ାଉ…
ନୀତୀଶଙ୍କୁ ଭେଟିଲେ ଲାଲୁ ଯାଦବ
ପାଟନା,୨୮।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ଗୁରୁବାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ନିଜେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଆରଜେଡି ସୁପ୍ରିମୋ ନୀତୀଶ କୁମାରଙ୍କୁ ଭେଟି ପ୍ରାୟ ୩୦ ମିନିଟ୍ ଆଲୋଚନା କରିଛନ୍ତି। ନୀତୀଶ କୁମାର ବାରମ୍ବାର ରାବ୍ରି…
ବଳାତ୍କାର ଅଭିଯୋଗରୁ କ୍ରିକେଟର୍ଙ୍କୁ ମିଳିଲା ଆଶ୍ୱସ୍ତି
କଲମ୍ବୋ,୨୮।୯: ନିକଟରେ ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁନାଥିଲାକାଙ୍କ ବିରୋଧରେ ବଳାତ୍କାରର ଗୁରୁତର ଅଭିଯୋଗ ଆସିଥିଲା। କିନ୍ତୁ ବର୍ତ୍ତମାନ ଦାନୁଷ୍କାଙ୍କୁ ଏହି ପ୍ରସଙ୍ଗରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଦାନୁଷ୍କାଙ୍କୁ କ୍ଲିନ୍ଚିଟ୍ ମିଳିଛି। ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ମିଥ୍ୟା ବୋଲି ଜଣାପଡିଛି।…
Archives


