ମଦୁରାଇ ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ଯୋଗୀ ଆଦିତ୍ୟନାଥ, ଜାରି ହେଲା ଟୋଲ ଫ୍ରି ନମ୍ବର, ବଢୁଛି ମୃତାହତଙ୍କ ସଂଖ୍ୟା
ମଦୁରାଇ,୨୬।୮: ମଦୁରାଇ ଟ୍ରେନ ଦୁର୍ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭିର ଦୁଃଖ ପ୍ରକାଶ କରିଛନ୍ତି। ମଦୁରାଇ ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ବୋଲି କହିବା ସହ ଯୋଗୀ ମୃତକଙ୍କ ପରିବାର ପ୍ରତି ସମବେଦନା…
ଡାକ୍ତରୀ ପଢ଼ିବା ସ୍ବପ୍ନ ପୂରଣ ହେଲା, ସହାୟତା କଲେ ୫-ଟି ସଚିବ
ବିଷମ କଟକ,୨୬।୮ (ବିଭୂତି ଭୂଷଣ ନାୟକ): ରାୟଗଡ଼ାର ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ମିଳୁ ନ ଥିବା ଦେଖି ଡାକ୍ତର ହେବାର ସ୍ବପ୍ନ ଦେଖିଥିଲେ ବିଷମକଟକ ବ୍ଲକ ଅନ୍ତର୍ଗତ ଥୁଆପାଢି ସଦର ପଞ୍ଚାୟତ ଗ୍ରାମର କୃଷ୍ଣଚନ୍ଦ୍ର ଅଟକା । ଚଳିତ ବର୍ଷ ନିଟ୍…
‘ଇଭିଏମ ହ୍ୟାକ କରି ଜିତୁଛନ୍ତି ନିର୍ବାଚନ’, ସାମନାରେ ଭାଜପାକୁ ପୁଣି ଟାର୍ଗେଟ କଲା ଶିବସେନା
ମୁମ୍ବାଇ,୨୬।୮: ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ତା’ର ମୁଖପତ୍ର ସାମନାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛି। ସାମନାର ସମ୍ପାଦକୀୟରେ ଲେଖାଯାଇଛି କି ଭାଜପା ଇଭିଏମ ହ୍ୟାକ କରି ନିର୍ବାଚନ ଜିତୁଛି। ଏହା ସହିତ ନିର୍ବାଚନ କମିଶନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି ଏବଂ ବର୍ତ୍ତମାନ…
ପ୍ରିଗୋଝିନ୍ଙ୍କ ମୃତ୍ୟୁର ପ୍ରତିଶୋଧ ନେଇକି ରହିବୁ
ମସ୍କୋ,୨୬।୮: ରୁଷିଆରେ ୟେଭ୍ଗେନି ପ୍ରିଗୋଝିନ୍ଙ୍କ ମୃତ୍ୟୁ ପରେ ୱାଗନର୍ ଗ୍ରୁପର ଯୋଦ୍ଧାମାନଙ୍କ ମଧ୍ୟରେ ଆକ୍ରୋଶ ମନୋଭାବରେ ଅଛନ୍ତି। ସେ ପ୍ରିଗୋଝିନ୍ଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ସେ ଯେକୌଣସି ମୂଲ୍ୟରେ ପ୍ରିଗୋଝିନ୍ଙ୍କ ମୃତ୍ୟୁର…
ବର୍ଷା ହେଲେ ବାରଣ୍ଡାରେ ପାଠପଢ଼ା
କଣ୍ଟିପାଳ,୨୬ା୮(ସୁଶାନ୍ତ କୁମାର ସାହୁ): ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ୫-ଟି ଜରିଆରେ ବିଦ୍ୟାଳୟର ଉନ୍ନତୀକରଣ କରି ଛାତ୍ରୀଛାତ୍ରଙ୍କ ବିକାଶ କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି। ମାତ୍ର କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍ କଣ୍ଟିପାଳ ପଞ୍ଚାୟତ…
ଇତିହାସ ରଚିଲା ରଜନିକାନ୍ତଙ୍କ ‘ଜେଲର’
ମୁମ୍ବାଇ: ରଜନିକାନ୍ତ ଷ୍ଟାରର ମୁଭି ‘ଜେଲର’ ୧୦ ଅଗଷ୍ଟ ୨୦୨୩ରେ ରିଲିଜ ହୋଇଛି। ଏହି ମୁଭି ସହ ରଜନିକାନ୍ତ ପ୍ରାୟ ୨ ବର୍ଷ ପରେ ସିଲଭର ସ୍କ୍ରିନକୁ କମବ୍ୟାକ କରିଛନ୍ତି ଓ ଫ୍ୟାନ୍ସ ତାଙ୍କ ଥଲାଇଭାଙ୍କ ଲେଉଟାଣିକୁ ଖୁବ ଉତ୍ସାହର ସହ…
ନନ୍ଦନକାନନରେ ସିଂହ ଶାବକର ମୃତ୍ୟୁ
ବାରଙ୍ଗ,୨୬।୮: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୯ ମାସର ଅଣ୍ଡିରା ସିଂହ ଶାବକର ମୃତ୍ୟୁ ଘଟିଛି । କିଛି ଦିନ ହେବ ସିଂହୀ ବିଜିଲୀର ୫ ସିଂହ ଶାବକ ଅସୁସ୍ଥ ହୋଇଯାଇଥିଲେ। ସେଥିମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି। ୯ ମାସ ତଳେ ସିଂହି…
ମସ୍କୋ ନିକଟରେ ଡ୍ରୋନ ଆକ୍ରମଣ, ୩ ପ୍ରମୁଖ ବିମାନବନ୍ଦରର ଉଡାଣ ବାତିଲ
ମସ୍କୋ,୨୬।୮: ମସ୍କୋ ଉପରେ ଏକ ନୂତନ ଡ୍ରୋନ ଆକ୍ରମଣ ହୋଇଥିବା ରୁଷିଆ ଶନିବାର ସକାଳେ ସୂଚନା ଦେଇଛି। ମସ୍କୋ ମେୟର ସର୍ଗଇ ସୋବୟାନିନ କହିଛନ୍ତି ଯେ, ମସ୍କୋ ଅଞ୍ଚଳର ଇସ୍ତରା ଜିଲା ଉପରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଏକ ଡ୍ରୋନକୁ…
ଚନ୍ଦ୍ରୟାନ-୩ ଅଭିଯାନରେ ସାମିଲ ଥିଲେ କନିକା ପୁଅ ଦେବଦତ୍ତ
ରାଜକନିକା,୨୬ା୮(ସଞ୍ଜୟ କୁମାର ଦାଶ): ଚନ୍ଦ୍ରୟାନ-୩ ସଫଳତାରେ ସାରା ଦେଶ ଉଲ୍ଲାସ ପାଳୁଛି। ସେହି ସମୟରେ ଏହି ଅଭିଯାନରେ ସାମିଲ ଥିବା ଓଡ଼ିଆ ପୁଅମାନଙ୍କର ଜ୍ଞାନକୌଶଳକୁ ନେଇ ଗର୍ବ କରୁଛି ଓଡ଼ିଶା। ଏହି ପ୍ରରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲା ରାଜକନିକା ଗିରିଆ ଗାଁର ଦେବଦତ୍ତ…
ନୌସେନାର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ୨ ଦିନ ପରେ ମିଳିଲା ପାଇଲଟଙ୍କ ମୃତଦେହ
ଓ୍ବାଶିଂଟନ୍,୨୬।୮: ଆମେରିକାର ସାମୁଦ୍ରିକ କର୍ପସ ଏଫ୍ / ଏ-୧୮ ହର୍ନେଟ ଯୁଦ୍ଧ ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ରାତିରେ ସାନ ଡିଏଗୋ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ କେବଳ ପାଇଲଟ ଥିଲେ।…
ବସୁଧା ଯୋଜନାରେ ମିଳୁନି ପାଣି
କାଏମା,୨୬ା୮(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ୍ ଅଧୀନ ବଡ଼କାଏମା ପଞ୍ଚାୟତର ଅନେକ ଗାଁ ପାଇପ୍ ଯୋଗେ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି। ପାନୀୟ ଜଳ ନ ମିଳିବାରୁ ଲୋକେ ହନ୍ତସନ୍ତ ହେଉଥିବାବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଅଞ୍ଚଳବାସୀ…
ଗୋରୁ ମକା ଖାଇଦେବାରୁ ଗାୟାଳକଙ୍କୁ ହତ୍ୟା
କନ୍ଧମାଳ,୨୬।୮: ମକା ଫସଲ ଗୋରୁ ଖାଇଦେବାରୁ ଗାୟାଳଙ୍କୁ ଗୁଳି କରି ହତ୍ୟା କଲେ ଜମି ମାଲିକ। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଖାରିଗୁଡ଼ା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ବ୍ରାହ୍ମଣୀ ଗାଁର…
Archives


