Home Left

ବାଥ୍‌ରୁମ୍‌କୁ ମୋବାଇଲ ନେଉଛନ୍ତି କି? ଭୋଗିବେ ଏସବୁ ସମସ୍ୟା…

ଆଜିକାଲି ଅଧିକାଂଶ ଲୋକଙ୍କଠାରେ ଏକ ସାଧାରଣ ଅଭ୍ୟାସ ଦେଖିବାକୁ ମିଳୁଛି। ଲୋକମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି। ବହୁତ ଲୋକ ଅଛନ୍ତି, ଯେଉଁମାନେ ସାଙ୍ଗରେ ବାଥ୍‌ରୁମକୁ ମୋବାଇଲ ନେଇଯାଇଥାନ୍ତି। ମୋବାଇଲ ନେବା ଦ୍ୱାରା ସେମାନେ ସେମାନଙ୍କର ସମୟ ଅତିବାହିତ କରନ୍ତି।…

ମହାରାଷ୍ଟ୍ରରେ ମୃତ୍ୟୁର ତାଣ୍ଡବକୁ ନେଇ ବଢୁଛି ଚିନ୍ତା, ନାଗପୁରରେ ୪ ଦିନରେ ୮୦ ରୋଗୀ ମୃତ

ମୁମ୍ବାଇ,୬।୧୦: ମହାରାଷ୍ଟ୍ରରେ ଗତ କିଛି ଦିନ ହେବ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବେଳକୁ ବେଳ ବଢିବାରେ ଲାଗିଛି। ଏହା ବନ୍ଦ ହେବା ନାଁ ନେଉନାହିଁ। ନାନ୍ଦେଡ ପରେ ବର୍ତ୍ତମାନ ୪ଦିନରେ ନାଗପୁରରେ ୮୦ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନାଗପୁର…

ରାତିରେ ଶାଳଗଛ କାଟିଲେ ମାଫିଆ, ଜଣେ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମାଦେଲେ ମହିଳା

ରୂପ୍‌ସା,୬ା୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ଅଞ୍ଚଳରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଗୁରୁବାର ରାତିରେ ୮/୧୦ ଜଣ କାଠ ମାଫିଆ ଓ ଗଛ କଟାଳି ସ୍ଥାନୀୟ ଜଙ୍ଗଲରୁ ଏକ ବୃହତ ଶାଳଗଛ…

ପୁଣି ଘର ଭାଙ୍ଗିଲା ଗୋଠଛଡ଼ା ଦନ୍ତା, ଖାଇଗଲା ଧାନଚାଉଳ

ପାଟଣା,୬ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଉଦୟପୁର ବିଟ୍‌ ଅଞ୍ଚଳ ବରବେଡ଼ା ଗ୍ରାମର ଦୟାନିଧି ନାଏକ ଓ ହଳଦୀ ବଟା ମୁଣ୍ଡା ସାହିର ଦଡେ ମୁଣ୍ଡାଙ୍କ ଖପର ଘର ଭାଙ୍ଗି ଦେଇଛି ଗୋଠଛଡ଼ା ଦନ୍ତା। ଦୟାନିଧି ଓ ଦଡେ ଘରେ…

ସଞ୍ଜୟ ସିଂଙ୍କୁ ସମର୍ଥନ କଲା କଂଗ୍ରେସ, ହେଲେ ସୁଖପାଲଙ୍କ ଗିରଫକୁ ନେଇ ଏଏପିକୁ କଲା ଟାର୍ଗେଟ

ନୂଆଦିଲ୍ଲୀ,୬।୧୦: କଂଗ୍ରେସ ଏମପି କେସି ଭେନୁଗୋପାଳ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂଙ୍କ ଗିରଫକୁ ବିରୋଧ କରିଛନ୍ତି। ଏହା ସହିତ ସେ ପଞ୍ଜାବରେ ଏଏପି ସରକାର ଅଧୀନରେ ସୁଖପାଲ ସିଂ ଖେରାଙ୍କୁ ଗିରଫ କରିବା ବିରୋଧରେ…

ରେଫର ନ କରି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରକୁ ପଠାଇଲେ, ମୃତ୍ୟୁ ପରେ ଉତ୍ତେଜନା

ନୟାଗଡ଼,୬ା୧୦(ଲୋକନାଥ ମିଶ୍ର): ରେଫର ନ କରି ଜଣେ ଦୁର୍ଘଟଣା ରୋଗୀଙ୍କୁ ଡାକ୍ତର ଘରକୁ ପଠାଇଦେଲେ। ତେବେ ଉକ୍ତ ରୋଗୀଙ୍କ ମୃତ୍ୟୁ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ସାଗେରି ମହାପାତ୍ର (୫୫)।  ନୟାଗଡ଼ ଜିଲା ଶରଣକୁଳ…

୨ ଲକ୍ଷ ପାଇଁ ପିଇଲେ ୧ ଲିଟର ମଦ

ବେଜିଂ: ଲୋକେ ପ୍ରତିଯୋଗିତା ପାଇଁ ବିଭିନ୍ନ ସ୍ତରକୁ ପାର କରିଯା’ନ୍ତି। ଏଥିପାଇଁ ସେମାନଙ୍କୁ ଅନେକ କ୍ଷତି ମଧ୍ୟ ସହିବାକୁ ପଡ଼ିଥାଏ। ନିକଟରେ ୨ ଲକ୍ଷ ପୁରସ୍କାର ପାଇଁ ଜଣେ ବ୍ୟକ୍ତି ଏକାଥରେ ୧ ଲିଟର ମଦ ପିଇଥିବା ଜଣାପଡ଼ିଛି। ପରେ ସ୍ବାସ୍ଥ୍ୟାବସ୍ଥା…

ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ

ମୁମ୍ବାଇ,୬।୧୦: ଆରବିଆଇର ମୁଦ୍ରା ନୀତି କମିଟି ପୁଣି ଥରେ ଲୋକଙ୍କୁ ଏକ ବଡ଼ ଉପହାର ଦେଇଛି। କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ରେଟ୍‌ ୬.୫ ପ୍ରତିଶତ ବଜାୟ ରହିଛି। ମୁଦ୍ରା ନୀତି କମିଟି ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ନର…

‘ମୋ ଅନ୍ତରାତ୍ମା କହିଲା…, ହାଇ କମିଶନଙ୍କ ସାମ୍ନାରେ ଖଲିସ୍ତାନୀ ଆତଙ୍କବାଦୀଙ୍କଠାରୁ ତ୍ରିରଙ୍ଗାକୁ ସୁରକ୍ଷା ଦେଇଥିବା ଛାତ୍ରଙ୍କ ବୟାନ

ଲଣ୍ଡନ,୬।୧୦: ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସମ୍ମୁଖରେ ଖାଲିସ୍ତାନୀଙ୍କ ବିରୋଧ ପ୍ରଦର୍ଶନ ସମୟରେ ଭାରତୀୟ ଜାତୀୟ ପତାକାକୁ ସୁରକ୍ଷା ଦେଇଥିବା ଛାତ୍ର ସତ୍ୟମ ସୁରାନା କହିଛନ୍ତି, ଏହା ପୂର୍ବରୁ ଭାରତୀୟ ପତାକା ବା ତ୍ରିରଙ୍ଗାକୁ ଅପମାନିତ ହୋଇଥିବାର ସେ କେବେ ଦେଖି…

୩ମାସ ହେଲା ପାନୀୟଜଳ ଯୋଗାଣ ବନ୍ଦ

ନାକଟିଦେଉଳ,୬ା୧୦(ବୈକୁଣ୍ଠ ନାଥ ସାହୁ): ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ଗ୍ରା.ପ. ଅନ୍ତର୍ଗତ କଞ୍ଚନପୁର ଗ୍ରାମକୁ ୩ମାସ ହେଲା ପାନୀୟଜଳ ଯୋଗାଣ ବନ୍ଦ ରହିଛି। ଏ ସମ୍ପର୍କରେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନାହିଁ। ଫଳରେ ପାଣି ପାଇଁ ଗ୍ରାମବାସୀ…

ନାଗାବଳୀରୁ ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ

ରାୟଗଡ଼ା,୬।୧୦ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପ୍ରବାହିତ ଚିରସ୍ରୋତା ନାଗାବଳୀ ନଦୀରୁ ବେଆଇନ ଭାବେ ବାଲି ଖନନ କରାଯାଇ ପ୍ରତିଦିନ ୫୦ରୁ ୬୦ ଟ୍ରକ୍‌ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଛି। ନଦୀ ଗର୍ଭରେ ବଡ଼ ବଡ଼ ମେଶିନ ଲଗାଇ ବାଲି ଖନନ…

୨୬/୧୧ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ରାଣାଙ୍କ ନୂଆ ଚାଲ, ଭାରତ ପ୍ରତ୍ୟର୍ପଣ ବିରୋଧରେ କୋର୍ଟ ଦେଲେ ଅତିରିକ୍ତ ସମନ

ଓ୍ବାଶିଂଟନ,୬।୧୦: ଆମେରିକାର ଏକ ଫେଡେରାଲ କୋର୍ଟ ତହବ୍ବୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ଆବେଦନ କରିବାକୁ ଅତିରିକ୍ତ ସମୟ ଦେଇଛନ୍ତି। ତହବ୍ବୁର ରାଣା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଜଣେ ଅଭିଯୁକ୍ତ ଏବଂ ପାକିସ୍ତାନୀ ମୂଳବାସିନ୍ଦା କାନାଡିୟ ବ୍ୟବସାୟୀ। ମୁମ୍ବାଇ ଆତଙ୍କବାଦୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri