କମିଶନ ଟଙ୍କା ନ ଦେବାରୁ ବୁଲ୍ଡୋଜର ଲଗାଇ ରାସ୍ତା ଖୋଳିଦେଲେ
ଶାହାଜାହାନପୁର,୫ା୧୦: ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତାକାମ ଠିକା ନେଇଥିବା କମ୍ପାନୀ କମିଶନ ନେ ଦେବାରୁ ସ୍ଥାନୀୟ ଭାଜପା ବିଧାୟକଙ୍କ ପ୍ରତିନିଧି ବୁଲ୍ଡୋଜର ଲଗାଇ ନିର୍ମାଣାଧୀନ ରାସ୍ତାର ଅଧା କିଲୋମିଟର ଖୋଳିଦେଇଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…
ସମାଲୋଚନାର ଶିକାର ହେଲେ ରଣବୀର
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ନାମ ନିକଟରେ ଅନଲାଇନ ଜୁଆ ଆପ ‘ମହାଦେବ ବୁକ’ରେ ସାମ୍ନାକୁ ଆସିଥିଲା। ଏହି ମାମଲାରେ ଯାଞ୍ଚ ପାଇଁ ଇଡି ପକ୍ଷରୁ ତାଙ୍କୁ ସମନ ପଠାଯାଇଥିଲା। ଅକ୍ଟୋବର ୬ରେ ଅଭିନେତାଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ…
କଥା ଦେଲେ ପ୍ରିୟଙ୍କା, କଂଗ୍ରେସ ସରକାର ଗଠନ କଲେ ହେବ ଜାତି ଭିତ୍ତିକ ଜନଗଣନା
ରାୟପୁର,୬।୧୦: କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଘୋଷଣା କରିଛନ୍ତି ଯେ ଛତିଶଗଡରେ ପୁଣିଥରେ କଂଗ୍ରେସ ସରକାର ଗଠନ ହେବା ମାତ୍ରେ ଆମେ ଜାତିଗତ ଜନଗଣନା କରିବୁ। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। କାଙ୍କେରରେ ଏକ…
ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀଙ୍କୁ ଭେଟିଲେ ଶରଦ ପାଓ୍ବାର
ନୂଆଦିଲ୍ଲୀ,୬।୧୦: ‘ଇଣ୍ଡିଆ’ ମିଳିତ ମଞ୍ଚର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂଗଠନର ନେତାମାନେ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ଶୁକ୍ରବାର କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ସୂତ୍ରରୁ…
ଗାଁରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ: ୫୧ ମୃତ
କିଭ୍,୬ା୧୦: ୟୁକ୍ରେନ୍ ପୂର୍ବଭାଗରେ ଥିବା କୁପିଆନ୍ସ୍କ ସହର ନିକଟ ଏକ ଗାଁରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ୫୧ଜଣଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଯୁଦ୍ଧ ଆରମ୍ଭରୁ ଇତିମଧ୍ୟରେ ସାଧାରଣ ଲୋକଙ୍କ ବିରୋଧରେ…
ନ୍ୟୁଜ କ୍ଲିକ ବିରୋଧରେ ଏଫଆଇଆରରେ ଅନେକ ଗୁରୁତର ଅଭିଯୋଗ
ନୂଆଦିଲ୍ଲୀ,୬।୧୦: ଅନଲାଇନ ପୋର୍ଟାଲ ନ୍ୟୁଜ କ୍ଲିକ ବିରୋଧରେ ଦିଲ୍ଲୀ ପୋଲିସ ସ୍ପେଶାଲ ୟୁପିଏ ଏବଂ ଆଇପିସି ଧାରା ଅଧୀନରେ ଦାଖଲ ହୋଇଥିବା ଏଫଆଇଆରର ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି। ପୋଲିସ ଏଫଆଇଆରରେ କହିଛି ଯେ ବିଶ୍ୱ ତଥା ଘରୋଇ ସ୍ତରରେ ଦେଶର…
ଋତୁ ବଦଳିବା ସହ ରଙ୍ଗ ବଦଳାଏ ଏହି ନଦୀ, ନାଁ ବି ଇନ୍ଦ୍ରଧନୁ…
ଦୁନିଆରେ ଅନେକ ପ୍ରକାରର ନଦୀ ରହିଛି, ଯାହାର ନିଜର ସ୍ବତନ୍ତ୍ରତା ରହିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ନଦୀ ଏଭଳି ଅଛି, ଯାହା ବେଶ ନିଆରା। କାରଣ ଏହା ଦେଖିବାକୁ ବିଲକୁଲ୍ ଇନ୍ଦ୍ରଧନୁ ଭଳି। ଏହି ନଦୀର ନାମ ହେଉଛି କାନୋ କ୍ରିଷ୍ଟାଲ୍ସ…
ଜାତିଗତ ଜନଗଣନା ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, ନୀତୀଶ ସରକାରଙ୍କୁ ନୋଟିସ୍
ନୂଆଦିଲ୍ଲୀ,୬।୧୦: ବିହାରର ଜାତିଗତ ଜନଗଣନା ତଥ୍ୟ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏଥିସହିତ କୋର୍ଟ ବିହାର ସରକାରଙ୍କୁ ଏକ ନୋଟିସ ଜାରି କରି ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ଜବାବ ଦେବାକୁ କହିଛନ୍ତି। ନିଜ ସ୍ତରରେ ଜାତିଗତ…
ରିଲିଜ ପୂର୍ବରୁ ସଲମାନ କହିଲେ ସବୁଠୁ ଭୟଙ୍କର ହେବ ‘ଟାଇଗର’ ମିଶନ
ମୁମ୍ବାଇ: ଦୀର୍ଘ ୬ ବର୍ଷ ପରେ ପୁଣି ‘ଟାଇଗର’ ବଡ଼ ପରଦାକୁ ଫେରୁଛି। ‘ଟାଇଗର-୩’ଘୋଷଣା ହେବା ଦିନଠାରୁ ଏହି ଫିଲ୍ମକୁ ନେଇ ଏକ ବଡ଼ ଧରଣର କ୍ରେଜ୍ ଆସିଛି। ଏବେ ଏହି ଫିଲ୍ମର ଟିଜର ରିଲିଜ ହେବା ପରେ ଜୋର୍ଦାର ଚର୍ଚ୍ଚା…
ଜିଓମାର୍ଟର ବ୍ରାଣ୍ଡ ଆମ୍ବାସାଡର ହେଲେ ଧୋନି
ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସହିତ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଧୋନିଙ୍କୁ ରିଲାଏନ୍ସ ରିଟେଲର ଜିଓମାର୍ଟର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଧୋନି ପୂର୍ବରୁ ଅନେକ କମ୍ପାନୀ ସହିତ…
ଲେଖକଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଶ୍ରଦ୍ଧା
ବମ୍ବେ: ଲେଖକଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ବଲିଉଡର ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର। ଅଭିନେତା ଆଦିତ୍ୟ ରୟ କପୁରଙ୍କ ପରେ ଫଟୋଗ୍ରାଫର ରୋହିତ ଶ୍ରେଷ୍ଠଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେମାନଙ୍କଠାରୁ ବାଟ ଅଲଗା କରି ଶ୍ରଦ୍ଧା…
ସିକ୍କିମକୁ ୪୪.୮ କୋଟି ଟଙ୍କା ରିଲିଫ ରାଶି ଯୋଗାଇବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୬।୧୦: ଅକ୍ଟୋବର ୪ରେ ହୋଇଥିବା ସିକ୍କିମ ବନ୍ୟା ପରିସ୍ଥିତି କ୍ଷୟକ୍ଷତିର ଆକଳନ କରିବାକୁ ସ୍ବରାଷ୍ଟ୍ର ଏକ ଆନ୍ତ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଗଠନ କରିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ସିକ୍କିମରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ…
Archives


