ଦୃଷ୍ଟିହୀନ ସ୍ବାମୀଙ୍କୁ ଧରି ଭିକ ମାଗୁଛନ୍ତି ଚନ୍ଦ୍ରମଣି
ଖଇରା,୬।୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅମରିଆ ଗ୍ରାମର ଚନ୍ଦ୍ରମଣି ମୁଖୀଙ୍କ ଗୋଟିଏ ପରେ ଗୋଟିଏ ଦୁଃଖ ଭୋକ ଶୋଷ ଛଡାଇନେଇଛି। ସେହି ଦୁଃଖକୁ ଏବେ ସେ କାନ୍ଧ ଗାମୁଛା କରି ୪ ପେଟ ପାଇଁ ଦାନା, ଦୃଷ୍ଟିହୀନ ସ୍ବାମୀଙ୍କ…
ବିଷାକ୍ତ ପାରାକ୍ବେଟ୍ର ବ୍ୟବହାର ନିଷିଦ୍ଧ
ଭୁବନେଶ୍ୱର,୬।୧୦(ଅସମାପିକା ସାହୁ): ତୃଣନାଶକ ଭାବେ ବ୍ୟବହୃତ ହେଉଥିବା ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ୍ ପାରାକ୍ବେଟ୍କୁ ରାଜ୍ୟ ସରକାର ନିଷିଦ୍ଧ କରିଛନ୍ତି। ସାର୍ବଜନୀନ ନିରାପତ୍ତାକୁ ଦୃଷ୍ଟିରେ ରଖି ଏବଂ ମଣିଷ ଓ ପ୍ରାଣୀ ଉପରେ ଏହାର ରାସାୟନିକ କୁପ୍ରଭାବକୁ ରୋକିବା ପାଇଁ ଏହି ପଦକ୍ଷେପ…
ଏୟାର ଇଣ୍ଡିଆ ବିମାନରେ କ୍ୟାବିନ କ୍ର୍ୟୁଙ୍କୁ ଗାଳି ଘଟଣା, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ,୬।୧୦: ଏୟାର ଇଣ୍ଡିଆ ବିମାନର କ୍ର୍ୟୁ ସଦସ୍ୟଙ୍କ ପ୍ରତି ଅଶାଳୀନ ବ୍ୟବହାର କରିବା ଓ ଅଶ୍ଳୀଳ ଭାଷା ବ୍ୟବହାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି…
ଆଜି ରିଲିଜ୍ ହେବ ‘ମାଇଣ୍ଡ୍ ଗେମ୍’
ଭୁବନେଶ୍ୱର,୬।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଏଥର ଫିଲ୍ମ ଫ୍ରାଇଡେ’ରେ ଦର୍ଶକଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ କାହାଣୀର ୪ଟି ସିନେମା। ଓଡ଼ିଆ ଚଳଚ୍ଚିତ୍ର ‘ମାଇଣ୍ଡ୍ ଗେମ୍’ ଓ ‘କାଇଁଚମାଳି’କୁ ଟକ୍କର ଦେବ ବଲିଉଡ୍ର ‘ମିଶନ୍ ମଙ୍ଗରାଜ୍’ ଓ ‘ଥ୍ୟାଙ୍କ୍ ୟୁ ଫର୍ କମିଙ୍ଗ’। ବହୁ…
ରାସ୍ତା ସମ୍ପ୍ରସାରଣରେ ବିଦ୍ୟୁତ୍ ଖୁଣ୍ଟ, ଜବରଦଖଲ ବାଧକ
ଅସ୍ତରଙ୍ଗ,୬।୧୦ (ମମତା ଜେନା): ପୁରୀ ଜିଲାର ଅସ୍ତରଙ୍ଗ ଠାରୁ ପର୍ଯ୍ୟଟନ କ୍ଷେତ୍ର ପିର ଜହାନିଆ ବେଳାଭୂମି ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ବାଧକ ସାଜିଛି ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟ ଓ ଜବରଦଖଲ। ବିଦୁତ ଖୁଣ୍ଟ ଉଠାଇବା…
ରାସ୍ତାରେ ଖାଲଖମା, ଲୋକେ ହଇରାଣ
କୃଷ୍ଣପ୍ରସାଦ,୬।୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ରାମଲେଙ୍କା ପଞ୍ଚାୟତ ପାଇକେରାପୁରଠାରୁ ଜହ୍ନିକୁଦା ଘାଟ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇପଡିଛି। ବିଶେଷକରି ବ୍ରାହ୍ମଣଦେଓ ହାଡ଼ି ପୋଖରୀ, ପିଟିଶାଳ ବିଟ ହାଉସ, ବଜ୍ରକୋଟ ବାଙ୍କ ଓ ପୋଖରୀ,…
ସୁଧୁରୁନି ପରିମଳ, ଡ୍ରେନେଜ ବ୍ୟବସ୍ଥା
ଜଟଣୀ,୬।୧୦(ରବୀନ୍ଦ୍ର ନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ପୌରପରିଷଦ ୨୩ ଓ୍ବାର୍ଡକୁ ନେଇ ଗଠିତ। ସେଥିମଧ୍ୟରୁ ୬ଟି ଓ୍ବାର୍ଡ ରେଲଓ୍ବେ ପ୍ରଶାସନ ଅଧୀନରେ ଥିବା ବେଳେ ଅନ୍ୟ ଓ୍ବାର୍ଡ ପୌର ପ୍ରଶାସନ ଅଧୀନରେ ରହିଛି। ସହରର ବିକାଶ ନଁାରେ କୋଟି କୋଟି…
ସଞ୍ଜୟଙ୍କ ୨ ଘନିଷ୍ଠ ସହଯୋଗୀଙ୍କୁ ସମନ ପଠାଇଲା ଇଡି
ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି (ଏଏପି)ର ରାଜ୍ୟ ସଭା ଏମ୍ପି ସଞ୍ଜୟ ସିଂଙ୍କ ଘନିଷ୍ଠ ସହଯୋଗୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ଜାରି କରିଛି। ସଞ୍ଜୟ ସିଂଙ୍କୁ ଗୁରୁବାରଠୁ ୫ ଦିନିଆ ଇଡି ହେପାଜତକୁ ପଠାଯାଇଛି। ଏଭଳି ପରିସ୍ଥିତିରେ ଇଡିକୁ ଏହି ମାମଲାରେ…
ଜଳବାୟୁ ପରିବର୍ତ୍ତନ ଯୋଗୁ ୪୪ ଦେଶରୁ ୪.୩ କୋଟି ଅଧିକ ପିଲା ହୋଇଛନ୍ତି ବିସ୍ଥାପିତ: ୟୁନିସେଫ୍
ନୁୟର୍କ,୬।୧୦: ଜଳବାୟୁ ପରିବର୍ତ୍ତନର ଖରାପ ପ୍ରଭାବ ବିଶ୍ୱରେ ଦୃଶ୍ୟମାନ ହେଉଛି। ପାଶ୍ଚାତ୍ୟ ଦେଶଗୁଡିକରେ ତାପମାତ୍ରା ବୃଦ୍ଧି ଏବଂ ଛୋଟ ଦ୍ୱୀପପୁଞ୍ଜରେ ବନ୍ୟା ହେବାର ଆଶଙ୍କା ସୂଚାଇ ଦେଉଛି ଯେ ମାନବଜାତି ଉପରେ ଜଳବାୟୁ ପରିବର୍ତ୍ତନର ପ୍ରତ୍ୟକ୍ଷ ପ୍ରଭାବ ଦେଖାଯାଉଛି। ଏହି ସମୟରେ…
ରୁଷିଆ ଉପରେ ପରମାଣୁ ବିପଦକୁ ନେଇ ଦୁନିଆକୁ ଚେତାବନୀ ଦେଲେ ପୁଟିନ
ମସ୍କୋ,୬।୧୦: ରୁଷିଆ ଏକ ଶକ୍ତିଶାଳୀ ନୂତନ ରଣନୈତିକ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷା କରିଛି।ଗୁରୁବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ସୂଚନା ଦେଇଛନ୍ତି। ତିନି ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ରୁଷିଆ ପ୍ରଥମ ଥର ପାଇଁ ଆଣବିକ ବିସ୍ଫୋରକ ଅସ୍ତ୍ର…
ଭାରତ ସହିତ ଏକ ଦୃଢ ପ୍ରତିରକ୍ଷା ସହଭାଗୀତା ଜାରି ରଖିବ ଆମେରିକା: ପେଣ୍ଟାଗନ
ଓ୍ବାଶିଂଟନ,୬।୧୦: ଆମେରିକା ଭାରତ ସହ ଏକ ଦୃଢ ପ୍ରତିରକ୍ଷା ସହଭାଗୀତା ଜାରି ରଖିବ। ପେଣ୍ଟାଗନ ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ପେଣ୍ଟାଗନର ପ୍ରେସ ସେକ୍ରେଟାରୀ ପ୍ୟାଟ ରାଇଡର୍ ଏକ ଖବରଦାତା ସମ୍ମିଳନୀରେ ସମ୍ବୋଧିତ କରି କହିଛନ୍ତି ଯେ, ପ୍ରତିରକ୍ଷା ସ୍ତରରେ…
୨୦ ବର୍ଷ ପରେ ବିଶ୍ୱକପ୍ରେ ନେଦରଲାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବ ପାକିସ୍ତାନ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
ହାଇଦ୍ରାବାଦ୍,୬।୧୦: ଦିନିକିଆ ବିଶ୍ୱକପ୍ର ଦ୍ୱିତୀୟ ମ୍ୟାଚ ଶୁକ୍ରବାର ପାକିସ୍ତାନ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ୧୯୯୨ରେ ବିଶ୍ୱକପ ଜିତିଥିବା ପାକିସ୍ତାନୀ ଦଳ ଟୁର୍ନାମେଣ୍ଟରେ ଅଭିଯାନ ଆରମ୍ଭ କରିବ। ବାବର…
Archives


