Home Left

ଖବରଦାତା ସାଗରିକା ଘୋଷଙ୍କୁ ରାଜ୍ୟ ସଭା ପଠାଇବ ଟିଏମସି, ୪ ଆଶାୟୀଙ୍କ ନାଁ ଘୋଷଣା କଲା ପାର୍ଟି

ନୂଆଦିଲ୍ଲୀ,୧୧।୨: ରାଜ୍ୟସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ(ଟିଏମସି) ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସୁସ୍ମିତା ଦେବଙ୍କୁ ପୁଣି ଥରେ ଟିଏମସି ରାଜ୍ୟସଭାକୁ ପଠାଇବ। ଏହା ବ୍ୟତୀତ ଖବରଦାତା ସାଗାରିକା ଘୋଷ, ମମତା ବାଲା ଠାକୁର ଏବଂ ଏମପି ନାଡିମୁଲ ହକଙ୍କ…

ଓଡ଼ିଆ ଭାଷାରେ ହେବ ସିଏପିଏଫ ପରୀକ୍ଷା, ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୧।୨: ପ୍ରଥମ ଥର ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ (ସିଏପିଏଫ) ରେ କନଷ୍ଟେବଳ ନିଯୁକ୍ତି ପାଇଁ କନଷ୍ଟେବଲ୍, ଜେନେରାଲ୍ ଡ୍ୟୁଟି (ଜିଡି) ପରୀକ୍ଷା ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଓଡିଆ ଏବଂ ଅନ୍ୟ ୧୨ ଟି ଆଞ୍ଚଳିକ ଭାଷାରେ ଅନୁଷ୍ଠିତ…

ପ୍ଲାଷ୍ଟିକ ଅଖାରେ ମହିଳାଙ୍କ ଗଳିତ ମୃତଦେହ, କିଏ ରଖିଲେ…

ଯାଜପୁର,୧୧।୮: ଯାଜପୁର ଜିଲା ଦୁଦୁରାଅନ୍ତା କୁଅଁରସାହି ଠାରେ ବୈତରଣୀନଦୀ ତୁଠରେ ଅଜଣା ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି। ଏହାକୁ ଏକ ପ୍ଲାଷ୍ଟିକ ଅଖା ମଧ୍ୟରେ ରଖାଯାଇଥିବା ଦେଖିବାକୁ ମିଳିଛି । ସୂଚନା ପାଇ ମଙ୍ଗଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ଟ୍ରେନ୍‌ରେ ଘରକୁ ପଠାଇବେ ବାଇକ୍‌, ଜାଣନ୍ତୁ କେତେ ହେବ ଖର୍ଚ୍ଚ

ନୂଆଦିଲ୍ଲୀ,୧୧।୨: ଯେତେବେଳେ ଲୋକମାନେ ଗୋଟିଏ ସହର ଛାଡି ଅନ୍ୟ ସହରକୁ ଯାଆନ୍ତି, ସେତେବେଳେ ସେମାନେ ସେମାନଙ୍କର ସବୁ ଜିନିଷ ସହିତ ନିଜର ସ୍କୁଟି କିମ୍ବା ବାଇକ୍‌ ମଧ୍ୟ ସିଫ୍ଟ କରିଥା’ନ୍ତ। ଏଥିପାଇଁ ଲୋକଙ୍କୁ ଗାଡି ବୁକ୍‌ କରି କିମ୍ବା ବହୁ ହଇରାଣ…

୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ: ଟସ୍ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ,୧୧।୨: ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସେମିଫାଇନାଲରେ ମଧ୍ୟ ଭାରତୀୟ ଦଳ ଟାର୍ଗେଟକୁ ପିଛା କରି ବିଜୟୀ ହୋଇଥିଲା। ଭାରତୀୟ ଟିମ: ଆଦର୍ଶ ସିଂ, ଅର୍ଶିନ କୁଲକର୍ଣ୍ଣି,…

ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ପରେ , ତେଜିଲା ପ୍ରଶାସନ

ଢେଙ୍କାନାଳ,୧୧।୨: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟା ବଣିଆ ଥାନା କମଳାଙ୍ଗ ଗ୍ରାମ ବ୍ରାହ୍ମଣୀ ନଦୀ କୂଳରେ ଥିବା ବେଆଇନ ନାଲି ଇଟା ଭାଟିକୁ ପ୍ରଶାସନ ରବିବାର ଭାଙ୍ଗି ଦେଇଛି। ସକାଳେ ଜିଲାପାଳ ମନୋରଞ୍ଜନ ମଲିକଙ୍କ ନିର୍ଦ୍ଦେଶରେ ଓଡ଼ାପଡ଼ା ତହସିଲଦାର ମହେଶ୍ୱର…

ଏମିତି ବାପା ଯିଏ ୫ ମାସର ଶିଶୁପୁତ୍ରକୁ କଚାଡ଼ି ମାରିଲେ

ବରଗଡ଼,୧୧।୨: ୫ ମାସର ଶିଶୁ ପୁତ୍ରକୁ କଚାଡ଼ି ମାରିଲେ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗାଁରେ। ଘଟଣାରେ ସମ୍ପୃକ୍ତ ହେମନ୍ତ ଭୁଏ ଶନିବାର ରାତିରେ ଘରକୁ ଫେରିବା ପରେ ସ୍ତ୍ରୀଙ୍କୁ…

ଏହି ଦେଶରେ ରୁହନ୍ତି ସବୁଠୁ ସୁନ୍ଦରୀ ଯୁବତୀ

ବାସ୍ତବରେ ସବୁଠାରୁ ସୁନ୍ଦରୀ ଯୁବତୀମାନଙ୍କ ବିଷୟରେ କୌଣସି ମନ୍ତବ୍ୟ ଦିଆଯାଇପାରିବ ନାହିଁ। କାରଣ ପ୍ରତ୍ୟେକ ଯୁବତୀ ନିଜ ନିଜ ଷ୍ଟାଇଲ୍‌ରେ ସୁନ୍ଦର ଅଟନ୍ତି। ଏହା ସତ୍ତ୍ୱେ ଦୁନିଆରେ କିଛି ଦେଶ ଅଛି, ଯେଉଁଠାରେ ଯୁବତୀମାନେ ସେମାନଙ୍କର ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ପାଇଁ…

ଫ୍ଲାଇଟରେ ଯାତ୍ରା ସମୟରେ ରକ୍ତବାନ୍ତି କଲେ ଯାତ୍ରୀ, ଚାଲିଗଲା ଜୀବନ

ବ୍ୟାଙ୍ଗକକ୍‌,୧୧।୨: ଥାଇଲାଣ୍ଡରୁ ଜର୍ମାନୀ ଯାଉଥିବା ଲୁଫଥାନ୍ସ ଫ୍ଲାଇଟ୍‌ରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଯାତ୍ରା କରିବା ସମୟରେ ଫ୍ଲାଇଟ ଭିତରେ ହିଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଲଗାତାର ରକ୍ତବାନ୍ତି କରି ଫ୍ଲାଇଟ ଭିତରେ ହିଁ ତାଙ୍କର ଜୀବନ ଚାଲିଯାଇଛି। ଇଣ୍ଡିଆ…

ଆଜି ହେବ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କର ଶେଷକୃତ୍ୟ

ଭୁବନେଶ୍ୱର,୧୧।୨:୧୦ ଥରର ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କର ରବିବାର ଶେଷକୃତ୍ୟ ହେବ । ଗଞ୍ଜାମ ଜିଲା ଖଲ୍ଲିକୋଟରେ ଥିବା ରାଜ ପରିବାରର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ କରାଯିବ। ଶନିବାର ମଧ୍ୟ ରାତ୍ରିରେ ତାଙ୍କ ପାର୍ଥିବ…

ରାସ୍ତାରୁ ଯାଇ ବିଲ ହିଡ଼ରେ ପିଟିହେଲା ଏମ୍‌ପିଙ୍କ କାର, ପରେ…

ନବରଙ୍ଗପୁର,୧୧।୨: ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଏମ୍‌ପି ମାଝି ଏବଂ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଉମରକୋଟ ଥାନା ଚିକଲପଦର ନିକଟରେ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାରୁ…

ଭାଲେଣ୍ଟାଇନ୍ସ ଡେରେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ଆଣିଛି ଧମାକା ଅଫର୍‌, ଜାଣନ୍ତୁ କଣ ରହିଛି….

ଭୁବନେଶ୍ୱର,୧୧।୨: ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷର ଭାଲେଣ୍ଟାଇନ୍ସ ଡେ ଅଫର୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର ପ୍ରେମ ସପ୍ତାହ (ଭାଲେଣ୍ଟାଇନ୍‌ ଓ୍ବିକ୍‌)କୁ ଦୃଷ୍ଟିରେ ରଖି ସୁନା, ରୁପା ଏବଂ ହୀରାର ସର୍ବୋତ୍କୃଷ୍ଟ ସଂଗ୍ରହ ଉପରେ ଆକର୍ଷଣୀୟ ଅଫର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?