ଶାଳୀନ ପୋଷାକ ବିନା ଶ୍ରୀମନ୍ଦିର ମନା
ପୁରୀ, ୧୦ା୧୦(ଅଜିତ ମହାନ୍ତି):ଏଣିକି ଶ୍ରୀମନ୍ଦିରକୁ ଯିବାକୁ ହେଲେ ଭକ୍ତଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିବାକୁ ପଡ଼ିବ। ନଚେତ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ ନାହିଁ। ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ନୀତି ସବ୍କମିଟି ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି…
୩୦ ବର୍ଷ ପରେ ମନେ ପଡ଼ିଲା ଗାଁ କଥା
ରାଜନଗର, ୯ା୧୦(ଭାସ୍କର ରାଉତରାୟ): ୩୦ ବର୍ଷ ତଳର ମର୍ମଭେଦୀ ଘଟଣାଟି ଏବେ ରାଜନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅଭାବ ଅନାଟନ ଭିତରେ ଥିବା ରାଜନଗର ବ୍ଲକ ଅନ୍ତର୍ଗତ ଢୋଲମରା ଗାଁର ଜାମିନୀ ସେଠୀ ପେଟ ପୋଷିବା ପାଇଁ ଗାଁ ଛାଡି…
ହସ୍ପିଟାଲଲେ ଗିଲ୍: ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବା ସମ୍ଭାବନା କମ
ନୂଆଦିଲ୍ଲୀ,୧୦।୧୦: ଭାରତର ଓପନର୍ ଶୁବମନ ଗିଲଙ୍କ ନୂତନ ସ୍ବାସ୍ଥ୍ୟ ଅପଡେଟ ଟିମ ଇଣ୍ଡିଆ ଏବଂ ପ୍ରଶଂସକଙ୍କ ଚିନ୍ତା ବଢାଇ ଦେଇଛି। ଡେଙ୍ଗୁରେ ପୀଡିତ ଗିଲଙ୍କୁ ପ୍ଲେଟ୍ଲେଟ୍ କାଉଣ୍ଟ କମିବାରୁ ତାଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁଧବାର ଆଫଗାନିସ୍ତାନ ବିପକ୍ଷ…
ମା’ପଞ୍ଚୁବରାହୀଙ୍କ ପୂଜକ କେବଳ ଦଳିତ ମହିଳା
କେନ୍ଦ୍ରାପଡ଼ା,୧୦ା୧୦(ଜଗନ୍ନାଥ ଧଳ): ମନ୍ଦିରର ଟ୍ରଷ୍ଟି ଭାବେ ମହିଳାଙ୍କୁ ଦେଖିବାକୁ ମିଳୁଛି। ମହିଳା ପୂଜକ ମନ୍ଦିରରେ ପୂଜା କରିବା ସାଧାରଣରେ ଦେଖିବାକୁ ମିଳେନାହିଁ। ତେବେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ପ୍ରସିଦ୍ଧ ପଞ୍ଚୁବରାହୀରେ କେବଳ ଦଳିତ ମହିଳାଙ୍କୁ ପୂଜକ ଭାବେ ସ୍ବୀକୃତି…
୧୨ ଘଣ୍ଟିଆ ତାଳଚେର ବନ୍ଦ
ତାଳଚେର,୧୦।୧୦(ମନୋଜ ନନ୍ଦ): ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ମଙ୍ଗଳବାର ୧୨ ଘଣ୍ଟିଆ ତାଳଚେର ବନ୍ଦ ପାଳନ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହୂତ ଏହି ବନ୍ଦକୁ କଂଗ୍ରେସ, ଆମ୍ ଆଦ୍ମୀ ପାର୍ଟି ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମର୍ଥନ କରାଯାଇଛି।…
ଆମ ଆଦମୀ ପାର୍ଟି ବିଧାୟକଙ୍କ ଘରେ ଇଡି ଚଢାଉ
ନୂଆଦିଲ୍ଲୀ,୧୦।୧୦: ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି ବିଧାୟକଙ୍କ ଅଡୁଆ କମିବାର ନାଁ ଧରୁନି। ମଙ୍ଗଳବାର ସକାଳେ ଇଡି ଟିମ ଏଏପି ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚି ତଦନ୍ତ କରୁଛନ୍ତି। ସୂଚନାଯୋଗ୍ୟ ଯେ ଦିଲ୍ଲୀ ୱାକଫ ବୋର୍ଡର କାର୍ଯ୍ୟରେ…
ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ବିବାହ କଲେ ସେନା ଯୋଡି
ତେଲ ଆଭିବ,୧୦।୧୦: ଇସ୍ରାଏଲ ଏବଂ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୧୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଯୁଦ୍ଧ ହେତୁ ଇସ୍ରାଏଲ ଏବଂ ପାଲେଷ୍ଟାଇନର ଦୈନନ୍ଦିନ ଜୀବନ ଅସ୍ଥିର ହୋଇପଡିଛି। ଇସ୍ରାଏଲର ସୈନିକମାନେ ହମାସ ଆତଙ୍କବାଦୀଙ୍କ ସହ ଲଢିବା…
୩ୟ ଶ୍ରେଣୀରୁ ଡ୍ରପ୍ଆଉଟ୍ ସଂଖ୍ୟା ବଢୁଛି
ଯାଜପୁର,୧୦ା୧୦(ହର୍ଷବର୍ଦ୍ଧନ ବେହେରା): ବହୁଳ ପ୍ରସାରିତ ସର୍ବଶିକ୍ଷା ଅଭିଯାନ ଯାଜପୁର ଜିଲାରେ ଛାତ୍ରୀଛାତ୍ରଙ୍କୁ ସ୍କୁଲରେ ରଖିବାରେ ସେତେଟା ସଫଳ ହୋଇ ନ ଥିବା ପ୍ରତୀୟମାନ ହୋଇଛି। ପ୍ରତିବର୍ଷ ୩ୟରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଡ୍ରପ୍ଆଉଟ୍ ସଂଖ୍ୟା ବଢ଼ିବାରେ ଲାଗିଛି। ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନଫରମେଶନ…
ବିନା ଅନୁମତିରେ ଜଙ୍ଗଲ ଜମିରୁ ମୋରମ ଚାଲାଣ
ସୁକିନ୍ଦା,୧୦।୧୦(ସତ୍ୟଜିତ ଦାଶ): ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିମ୍ପୁଡିଆ ଗ୍ରାମ ପଞ୍ଚାୟତ ଦେହୁରୀ ସାହି ନିକଟସ୍ଥ ଜଙ୍ଗଲ ଜମିରୁ ଟ୍ରାକ୍ଟର ଯୋଗେ ବେଆଇନ ଭାବେ ମୋରମ ଚାଲାଣ ଚାଲିଛି । ସ୍ଥାନୀୟ ଅଞ୍ଚଳର ଟାଣୁଆ ନେତା ସୁକାନ୍ତ ନାୟକଙ୍କ ଜରିଆରେ ଏହି ଲୁଟ୍…
୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେବା ନେଇ ପଥ ପରିଷ୍କାର
ନୂଆଦିଲ୍ଲୀ,୧୦।୧୦: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତୁତି ଚାଲିଛି। ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବ। ଏହି ଅଲିମ୍ପିକ୍ସରେ କ୍ରିକେଟ, ଫ୍ଲାଗ ଫୁଟବଲ, ବେସବଲ, ସଫ୍ଟବଲ ମଧ୍ୟ ଏଥିରେ ସାମିଲ ହେବ। ଅକ୍ଟୋବର ୧୫…
ଅଷ୍ଟ୍ରେଲିଆକୁ ଆକ୍ରମଣାତ୍ମକ ଖେଳିବାର ଥିଲା: ଫିଞ୍ଚ୍
ଚେନ୍ନାଇ, ୧୦ା୧୦ : ଭାରତର ବିଶ୍ୱ ଶ୍ରେଣୀୟ ସ୍ପିନରଙ୍କ ବିପକ୍ଷରେ ଅଷ୍ଟ୍ରେଲୀୟ ବ୍ୟାଟରମାନଙ୍କ ଆକ୍ରମଣାତ୍ମକ ଖେଳର ଅଭାବ ପରିଲକ୍ଷିତ ହୋଇଥିଲା। ଏହି କାରଣରୁ ଦଳକୁ ପରାଜୟ ବରଣ କରିବାକୁ ପଡ଼ିଲା ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ୍ ପ୍ରକାଶ କରିଛନ୍ତି।…
ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ
ଧର୍ମଶାଳା, ୧୦।୧୦: ଦିନିକିଆ କ୍ରିକେଟ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହେବା ପରେ ଇଂଲଣ୍ଡ ଦୃଢ଼ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି। ଧର୍ମଶାଳାରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଏହାର ଦ୍ୱିତୀୟ ମ୍ୟାଚ୍ରେ ବାଂଲାଦେଶକୁ ଭେଟିବ। ନ୍ୟୁଜିଲାଣ୍ଡ ବିପକ୍ଷ ଅପ୍ରତ୍ୟାଶିତ ପରାଜୟ…
Archives


