ପଡ଼ିଆରେ ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ୍
କାମାକ୍ଷାନଗର, ୧୧।୧୦(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା କୁଟୁରିଆ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପଡ଼ିଆରେ ଶୋଇଥିବା ଏକ ଆଦିବାସୀ ମଲ୍ଲାର ପରିବାରର ୨ ସଦସ୍ୟଙ୍କ ଉପରେ ଏକ ଟ୍ରକ୍ ଚଢ଼ିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଛି।…
ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧।୧୦ (ଅନିଲ ଦାସ): ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ ଓ ଗାଁ। ଭୁବନେଶ୍ବରରୁ ଭିଡିଓ କନ୍ଫରେନ୍ସ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଓ ଭଦ୍ରକ ଜିଲାରେ…
ବିଏସ୍ଏଫ୍ ଯବାନଙ୍କ ଦ୍ୱାରା ୫ ଟିଫିନ୍ ବୋମା ଜବତ
ମାଲକାନଗିରି, ୧ ୧।୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ସଦର ବ୍ଲକରେ ଥିବା ୧୪୨ ବାଟାଲିୟନ ବିଏସ୍ଏଫ୍ ଯବାନଙ୍କ ଦ୍ୱାରା ୫ ଟିଫିନ ବୋମା ଜବତ କରାଯାଇଛି। ପ୍ରକାଶ ଯେ, ମଙ୍ଗଳବାର ସକାଳେ ପଡ଼ିଆସ୍ଥିତ ୧୪୨ ବାଟାଲିୟନ ବିଏସ୍ଏଫ୍ ଯବାନମାନେ ଦୁର୍ଗମ…
ନିଜକୁ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି କହିଲେ ଅଜିତ ପାୱାର
ମୁମ୍ବାଇ,୧୧।୧୦: ଜାତୀୟତାବାଦୀ କଂଗ୍ରେସ ପାର୍ଟିର ବିଭାଜନ ଉପରେ ନିର୍ବାଚନ ଆୟୋଗଙ୍କ ଶୁଣାଣି ମଧ୍ୟରେ ବିଦ୍ରୋହୀ ଦଳର ମୁଖ୍ୟ ଅଜିତ ପାୱାର ମଙ୍ଗଳବାର ନିଜକୁ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି ଘୋଷଣା କରିଛନ୍ତି। ଶିବସେନା-ଭାରତୀୟ ଜନତା ପାର୍ଟି (ଭାଜପା) ସରକାରରେ ଯୋଗଦେବା ପରେ…
ନିର୍ବାଚିତ ହୋଇଛନ୍ତି ଜଣେ ମାତ୍ର ବିଧାୟିକା
ବ୍ରହ୍ମପୁର,୧୧।୧୦(ନରସିଂହ ସାହୁ): ଭାରତ ସ୍ବାଧୀନତା ପରେ ୧୯୫୧-୧୯୫୨ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୧୬ ବିଧାନସଭା ନିର୍ବାଚନ ହୋଇଛି। ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ଜଣେ ମାତ୍ର ବିଧାୟିକା ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ମହୁରୀ ରାଣୀ ରତ୍ନ ମଞ୍ଜରୀ ଦେବୀ। ୧୯୭୭ ନିର୍ବାଚନରେ…
୨୫ ପୌରସଂସ୍ଥାରେ କାର୍ଯ୍ୟକାରୀ ହେବ ‘ମୁକ୍ତା ସଫ୍ଟ ୧.୦’
ଭୁବନେଶ୍ୱର, ୧୧।୧୦(ଅସମାପିକା ସାହୁ): ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ଗୋଷ୍ଠୀ ଦ୍ୱାରା ସଞ୍ଚାଳିତ ତଥା ସମାଜର ସାଧାରଣ ସ୍ତରରୁ ଯୋଜନା ପ୍ରସ୍ତୁତ କରୁଥିବା ‘ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ-ମୁକ୍ତା’ ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ରୂପେ ଆଦୃତ ହୋଇଛି।…
ଶହ ଶହ ଲୋକଙ୍କ ମୃତ୍ୟୁ, ୪,୬୦୦ ଆହତ…
ଜେରୁଜେଲମ,୧୧।୧୦: ଇସ୍ରାଏଲର କାଉଣ୍ଟର ଆଟାକ ହମାସ ଉପରେ ଭାରି ପ୍ରଭାବ ପକାଉଛି। ୨.୩ ନିୟୁତ ଜନସଂଖ୍ୟା ବିଶିଷ୍ଟ ଗାଜାରେ ଇସ୍ରାଏଲର ଆକ୍ରମଣରେ ଏ ପର୍ଯ୍ୟନ୍ତ ୯୦୦ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୪,୬୦୦ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨୬୦ ଶିଶୁ…
‘ଛାଡ଼ପତ୍ରକୁ ସ୍ବୀକାର କରନ୍ତୁ ବର୍ଷା’
କଟକ,୧୧।୧୦(କାର୍ତ୍ତିକ ସାହୁ): କୌଣସି ପ୍ରକାର ଚରିତ୍ର ସଂହାର କରିବାର ଉଦ୍ଦେଶ୍ୟ ମୋର ନାହିଁ। ଏ ଭିଡିଓ ମୁଁ ସମ୍ମାନର ସହ ସୁଟ୍ କରୁଛି। ମୋ ବାପା ବହୁତ କଷ୍ଟରେ ଅଛନ୍ତି। ପରିବାରର କେହି ଶୋଇବି ପାରୁ ନାହାନ୍ତି। ଆମ ପରିବାର ତରଫରୁ…
ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା
ନିଶା କବଳରେ ପ୍ରଭାବିତ ହୋଇ ଜୀବନ ଧାରାକୁ ଭୁଲିଯାଇଥିବା ଲୋକମାନଙ୍କୁ ଠିକ୍ ରାସ୍ତାକୁ ଆଣିବା ନିଶା ନିବାରଣ କେନ୍ଦ୍ରର କାମ। ଏଠାରେ ରହୁଥିବା ଅନ୍ତେବାସୀଙ୍କୁ ନିଶା ବର୍ଜନର ମାର୍ଗ ଦେଖାଇ ସେମାନେ କିପରି ଏକ ସୁସ୍ଥ ଜୀବନ ଜିଇଁ ପାରିବେ ସେନେଇ…
ସମସ୍ତ ନେପାଳୀ ଛାତ୍ରଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି, ମୃତଦେହ ଫେରାଇ ଆଣିବା ପାଇଁ ସାହାଯ୍ୟ ମାଗିଲେ ବୈଦେଶିକ ମନ୍ତ୍ରୀ
କାଠମାଣ୍ଡୁ,୧୧।୧୦: ଇସ୍ରାଏଲରେ ଥିବା ସମସ୍ତ ନେପାଳୀ ଛାତ୍ରଙ୍କୁ ମଙ୍ଗଳବାର ସୁରକ୍ଷିତ ସ୍ଥାନକୁ ପଠାଯାଇଛି ବୋଲି ନେପାଳ ସରକାର କହିଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀ ଏନପି ସାଉଦ ତାଙ୍କ ଇସ୍ରାଏଲର ପ୍ରତିପକ୍ଷ ଏଲି କୋହେନଙ୍କୁ ଫୋନ କରି ହମାସ ଆକ୍ରମଣରେ ନିହତ ହୋଇଥିବା…
ଆଫଗାନିସ୍ତାନରେ ଭୂକମ୍ପ ଝଟକା…
କାବୁଲ,୧୧।୧୦: ଆଫଗାନିସ୍ତାନରେ ବୁଧବାର ସକାଳ ୬.୧୧ରେ ଉତ୍ତର-ପଶ୍ଚିମ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଛି। ପ୍ରକାଶ ଯେ, ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଥିଲା। ଗତ ସପ୍ତାହରେ ଆଫଗାନିସ୍ତାନରେ ଘଟିଥିବା ଏହି ଭୂକମ୍ପ…
ଶେରାଓ୍ବତ ସବୁଠାରୁ ଦାମୀ ଖେଳାଳି
ମୁମ୍ବାଇ, ୧୧ା୧୦(ପି.ଟି.): ଭାରତର ପଓ୍ବନ ଶେରାଓ୍ବତ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପ୍ରୋ-କବାଡ଼ି ଲିଗ୍ର ସବୁଠାରୁ ଦାମୀ ଖେଳାଳି ବିବେଚିତ ହୋଇଛନ୍ତି। ତେଲୁଗୁ ଟାଇଟାନ୍ସ ତାଙ୍କୁ ୨.୬୦ କୋଟି ଟଙ୍କାରେ କ୍ରୟ କରିଛି। ଚଳିତବର୍ଷର ନିଲାମିରେ ମୋଟ ୬୦୧ ଖେଳାଳି ଭାଗ…
Archives


