୩୬ ବର୍ଷ ବୟସରେ ହାତକୁ ଦୁଇ ହାତ ହେବେ ଅଭିନେତା ହର୍ଷଦ, ସରିଲା ନିର୍ବନ୍ଧ

ବମ୍ବେ: ସରିଲା ନିର୍ବନ୍ଧ। ଖୁବ୍‌ଶୀଘ୍ର ପଡ଼ିବ ହାତଗଣ୍ଠି। ଆମେ କହୁଛୁ ଟେଲି ପରଦାର ଲୋକପ୍ରିୟ ଅଭିନେତା ହର୍ଷଦ ଚୋପ୍ରାଙ୍କ ବିଷୟରେ। ଧାରାବାହିକ ‘ବେଇନ୍ତହାଁ’ରେ ଉସ୍ମାନ୍‌ ଅବଦୁଲ୍ଲା ଭୂମିକାରେ ନଜର ଆସିଥିଲେ ଏହି ଅଭିନେତା। ଏବେ ସେ ନିଜର ପ୍ରେମିକା ମୁସ୍କାନ ରାଜପୁତଙ୍କ ସହ ନିର୍ବନ୍ଧ କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ଏନେଇ ଜଣାଇଛନ୍ତି। ବନ୍ଧୁ ତଥା ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

 

View this post on Instagram

 

A post shared by MUSKAAN RAJPUT (@themuskaanrajput)

ଅଭିନୟ ବିଷୟରେ କହିଲେ ‘ବେଇନ୍ତହାଁ’ରେ ଟେଲିଭିଜନଜଗତରେ ପାଦ ଥାପିଥିଲେ ହର୍ଷଦ। ଶୋ’ରେ ଅଭିନେତ୍ରୀ ପ୍ରିତିକା ରାଓଙ୍କ ସହ ତାଙ୍କ ଯୋଡ଼ିକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ଏହାପରେ ସେ ‘ଥୋଡ଼ା ସା ବାଦଲ ଥୋଡା ସା ପାନୀ’ରେ ନଜର ଆସିଥିଲେ। ଶେଷଥର ଲାଗି ତାଙ୍କୁ ‘ଗୁମ୍‌ ହେ କିସି କେ ପ୍ୟାର ମେଁ’ରେ ଡା. ସତ୍ୟା ଭାବେ ଦେଖାଯାଇଥିଲା। ସେହିଭଳି ମୁସ୍କାନ ‘ନାଗିନ ୬’ରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅଧାରୁ ରାଜନୀତି ଛାଡିଥିଲେ ଅମିତାଭ ବଚ୍ଚନ

ଗଣତନ୍ତ୍ରର ମହାନ ପର୍ବ ଅର୍ଥାତ୍‌ ନିର୍ବାଚନ ଚାଲିଛି। ନିର୍ବାଚନବେଳେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ଘଟଣା ମନେ ପଡିଯାଏ। ବିଗ ବି ରାଜନୀତି ପ୍ରବେଶ କରିଥିଲେ।...

ଅଲଗା ହେବେ ଦୀପଭିର! ଇନଷ୍ଟାରୁ ଡିଲିଟ କଲେ ବିବାହ ଫଟୋ

ମୁମ୍ବାଇ: ବଲିଉଡର ଲଭ ବାର୍ଡ ଦୀପିକା ପାଦୁକାନ ଓ ରଣଭିର ସିଂଙ୍କ ବୈବାହିକ ଜୀବନରେ ଉଠିଛି କି ଝଡ। କାରଣ ଉଭୟ ଦୀପଭିର ନିଜ ସୋସିଆଲ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କର ପୁଣିଥରେ ହେବ ପୋଷ୍ଟମର୍ଟମ

ମୁମ୍ବାଇ,୮ା୫: ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସର ହେପାଜତରେ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ଅନୁଜ ଥାପାନଙ୍କ ପୋଷ୍ଟମର୍ଟମ ପୁଣି ଥରେ...

ତିରୁପତି ମନ୍ଦିରରେ ବିବାହକୁ ନେଇ ଏମିତି କହିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛନ୍ତି। ସେ ଗତ କିଛି ଦିନ ଧରି...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri