Home Left

ଓଡ଼ିଶାରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର,୧୩।୧୦: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶାରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ୪ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବା ନାହିଁ।…

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ ସନ୍ଦେହ: ସ୍କୁଲରେ ପଶି କଲେ ଛୁରୀରେ ଆକ୍ରମଣ, ଶିକ୍ଷକ ମୃତ

ପ୍ୟାରିସ,୧୩।୧୦: ଫ୍ରାନ୍ସରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି। ଉତ୍ତର ଫ୍ରାନ୍ସର ଏକ ସ୍କୁଲରେ ଆକ୍ରମଣ ଯୋଗୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଆହତ ହୋଇଛନ୍ତି। ଅଭିଯୁକ୍ତ ସମସ୍ତଙ୍କୁ ଛୁରୀରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଇସ୍ରାଏଲ ଏବଂ…

ହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ

ଲେଫ୍ରିପଡ଼ା,୧୩।୧୦(ଦେଶରଞ୍ଜନ ପଟେଲ): ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ରେଞ୍ଜ ଅନ୍ତର୍ଗତ ଗୁଣ୍ଡିଆଡ଼ିହି ସେକ୍ସନରେ ହାତୀ ଆକ୍ରମଣରେ ଗୁରୁତର ଥିବା ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ଗୁଣ୍ଡିଆଡ଼ିହି ଗ୍ରାମର ପଦ୍ମିନୀ ବୈଗା(୪୫)। ମହିଳା ଜଣକ ସକାଳୁ ପାଣି…

ପେଟିଏମ୍‌ ଉପରେ ଜରିମାନା ଲଗାଇଲା ଆର୍‌ବିଆଇ, ଦେବାକୁ ହେବ ୫.୩୯ କୋଟି

ନୂଆଦିଲ୍ଲୀ,୧୩।୧୦: ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍‌ ଉପରେ ଜରିମାନା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ପେଟିଏମ୍‌ କଓ୍ବୋଇସି ସମେତ କିଛି ନିୟମ ପାଳନ ନ କରିବାକୁ ନେଇ ୫.୩୯ କୋଟି ଟଙ୍କାର ଜରିମାନା ଦେବ ବୋଲି ଜଣାପଡ଼ିଛି। ଆର୍‌ବିଆଇ କହିଛି, ବ୍ୟାଙ୍କ…

ବାଇକ୍‌ ଧକ୍କାରେ ଚାଲିଗଲା ଅଟୋ ଚାଳକଙ୍କ ଜୀବନ

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଦିଗପହଣ୍ଡି ମୁଖ୍ୟ ରାସ୍ତା ଆମ୍ବଗଡ଼ ଛକ ନିକଟରେ ଶୁକ୍ରବାର ବାଇକ୍‌ ଧକ୍କାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ବଜାରର ଅଞ୍ଚଳର ସୀମାଞ୍ଚଳ ଦଳାଇ(୨୮)। ବାଇକ୍‌ ଆରୋହୀ ୨କଲେଜ ଛାତ୍ରୀଛାତ୍ର ଗୁରୁତର ଆହତ ହୋଇଛନ୍ତି।…

ନଭେମ୍ବର ପହିଲାରୁ କର୍ମଚାରୀଙ୍କ ଦରମା ବଢ଼ାଇବ ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୧୩।୧୦: ଭାରତର ଦ୍ୱିତୀୟ ସର୍ବବୃହତ ଆଇଟି କମ୍ପାନୀ ‘ଇନ୍‌ଫୋସିସ୍‌’ ଏହାର କର୍ମଚାରୀଙ୍କ ଦରମା ବୃଦ୍ଧି କରିବ। ନଭେମ୍ବର ପହିଲାରୁ କର୍ମଚାରୀଙ୍କ ଦରମାକୁ ବଢ଼ାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଦ୍ୱିତୀୟ ତ୍ରୈମାସିକରେ କର୍ମଚାରୀଙ୍କ ସଂଖ୍ୟା ୭,୫୦୦ କମିଛି। ଫଳରେ…

ଗଜାଲବାଡି ଘାଟିରେ ଅଟକିଲା ଭାରୀଯାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ ): ଗୋପାଳପୁରରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ଗଜାଲବାଡି ଘାଟିରେ ବିଭିନ୍ନ ସମୟରେ ଭାରୀଯାନଗୁଡିକ ଦୁର୍ଘଟଣା ଗ୍ରସ୍ତ ହେଉଛି। ଏଭଳିସ୍ଥିତିରେ ଭାରୀଯାନଗୁଡିକ ରାସ୍ତାରେ ଅଟକି ରହିବାରୁ ଜନସାଧାରଣଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି। ଶୁକ୍ରବାର…

୨ କୁଇଣ୍ଟାଲର ମାଛ

ବାଲେଶ୍ୱର,୧୩।୧୦: ଦିଘା ମୁହାଣରେ ଥିବା ମାଛ ମାର୍କେଟରେ ଶୁକ୍ରବାର ଏକ ବିରାଟକାୟ କୋଇଭୋଲା ମାଛ ବିକ୍ରି ହୋଇଛି। ମାଛଟିର ଓଜନ ୨ କୁଇଣ୍ଟାଲ ହେବ। କୋଲକାତାର ଏକ ଫାର୍ମା କମ୍ପାନୀ ମାଛଟିକୁ ୧ ଲକ୍ଷ ୨୭ ହଜାର ଟଙ୍କାରେ କିଣଛି।  ପାରାଦୀପରୁ…

ଜିମ୍‌ ଯାଇ ଝାଳ ବୁହାଉଛନ୍ତି ଜେଜେ! ବୃଦ୍ଧଙ୍କ ଇଚ୍ଛାଶକ୍ତି ଦେଖି ଚକିତ ହେଉଛନ୍ତି ଲୋକେ…

ଆଜିକାଲି ଯୁବପୀଢ଼ିଙ୍କ ମଧ୍ୟରେ ଫିଟ୍‌ନେସକୁ ନେଇ କ୍ରେଜ୍‌ ଅଧିକ। ଏଥିଲାଗି ସେମାନେ ଜିମ୍‌ ଯିବାକୁ ପସନ୍ଦ କରୁଛନ୍ତି। ହେଲେ ଏବେ ଜଣେ ବୃଦ୍ଧ ଜିମ୍‌ ଯିବାର ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ବୟସାଧିକ ସତ୍ତ୍ୱେ ତାଙ୍କର ଇଚ୍ଛାଶକ୍ତି ସାଙ୍ଗକୁ…

ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତଛିଟା

ପୁରୀ,୧୩।୧୦: ପୁରୀ ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତଛିଟା ପଡ଼ିଛି। ପସରାଉଠା କର୍ମଚାରୀ ଓ ଜଣେ ସେବାୟତଙ୍କ ମଧ୍ୟରେ ମାରପିଟ୍‌ରୁ ଏଭଳି ଘଟିଛି। ସିଂହଦ୍ବାର ପୋଲିସ ପସରାଉଠା କର୍ମଚାରୀ ଓ ଉକ୍ତ ସେବାୟତଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି । ସୂଚନାଯୋଗ୍ୟ, ପିଠା ପାଇଁ…

ମହାଗୌରୀ ବେଶରେ ଦର୍ଶନ ଦେଲେ ମା’ ବନଦୁର୍ଗା

ନିରାକାରପୁର,୧୩।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତସ୍ଥିତ ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ଶାରଦୀୟ ଷୋଡ଼ଶ ଦିନାତ୍ମକ ଦୁର୍ଗା ପୂଜାର ଶୁକ୍ରବାର ଅଷ୍ଟମ ଦିନରେ ମା’ ମହାଗୌରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ସକାଳୁ ମା’ଙ୍କ ମଙ୍ଗଳ…

ପ୍ରିୟା ଲଭ୍‌ ବିକାଶ କିଭଳି ହେଲା ‘ପିଭିଆର୍‌’; ଜାଣନ୍ତୁ ଜଣେ ଟ୍ରକ ବ୍ୟବସାୟୀଙ୍କ ଗଜବ କାହାଣୀ…

ପିଭିଆର୍‌(ପ୍ରିୟା ଭିଲେଜ୍‌ ରୋଡ ଶୋ’) ଭାରତର ସବୁଠାରୁ ବଡ଼ ସିନେମା ସିରିଜରୁ ଗୋଟିଏ। ୧୯୯୭ରେ ଅଜୟ ବିଜଲୀ ଏହାକୁ ପ୍ରତିଷ୍ଠା କରିଥିଲେ। ପ୍ରଥମେ ସେ ଜଣେ ଟ୍ରକ୍‌ ଟ୍ରାନ୍ସପୋର୍ଟ ବ୍ୟବସାୟୀ ଥିଲେ। ପ୍ରିୟା ସିନେମାଜ୍‌ର ପୁରୁଣା ନାମ ପ୍ରିୟା ଲଭ୍‌ ବିକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri