Posted inଫୁରସତ

4G ନା 5G? କେଉଁ ନେଟଓ୍ବର୍କରେ ସରେ ବେଶୀ ଚାର୍ଜ

ଗତ ଦେଢବର୍ଷ ମଧ୍ୟରେ ଭାରତରେ 5G ନେଟୱର୍କ ସେବା ଦ୍ରୁତ ଗତିରେ ବୃଦ୍ଧି ପାଉଛି। 4G ଟେକ୍ନୋଲୋଜି ବର୍ତ୍ତମାନ ପୁରୁଣା ହୋଇଯାଇଛି। କିନ୍ତୁ ଅନେକ ସ୍ମାର୍ଟଫୋନ ବ୍ୟବହାରକାରୀ ଏବେ 4G ବ୍ୟବହାର କରୁଛନ୍ତି। ରିଲାଏନ୍ସ ଜିଓ ଭାରତର ଅଧିକାଂଶ ଭାଗରେ 5G ସେବା ପହଞ୍ଚାଇ ଦେଇଛି। ଏୟାରଟେଲ ମଧ୍ୟ ଏନେଇ ପଛରେ ପଡିନାହିଁ। କିନ୍ତୁ BSNL ବ୍ୟବହାରକାରୀମାନେ ଏପର୍ଯ୍ୟନ୍ତ 4G ସେବା ଉପଭୋଗ କରି ନାହାନ୍ତି। ତେବେ 4G ଠାରୁ 5G ନେଟୱର୍କର ଇଣ୍ଟରନେଟ ସ୍ପିଡ ଅଧିକ। କିନ୍ତୁ ଆପଣ ଜାଣନ୍ତି କି କେଉଁ ନେଟୱର୍କ ବ୍ୟବହାର କରିବା ସମୟରେ ଫୋନର ସର୍ବାଧିକ ବ୍ୟାଟେରୀ ସରିଥାଏ? ଜାଣନ୍ତୁ…

news18

ଇଣ୍ଟରନେଟ ସ୍ପିଡ ଯାଞ୍ଚ ପାଇଁ ବ୍ୟବହୃତ ହେଉଥିବା ଟୁଲ୍‌ ଓକଲା ନିକଟରେ ଏକ ଅଧ୍ୟୟନ କରିଛି। ଅଧ୍ୟୟନରେ ଜଣାପଡିଛି କି, ମୋବାଇଲ ବ୍ୟାଟେରୀ ପାଇଁ 4G ସେବା ଭଲ। କାରଣ 5G ରେ ମୋବାଇଲ ବ୍ୟାଟେରୀ ବେଶୀ ସରିଥାଏ। 5G ନେଟୱାର୍କର ଫୋନଗୁଡିକ ୬-୧୧ ପ୍ରତିଶତ ଅଧିକ ବ୍ୟାଟେରୀ ଖାଇଥାଏ । ଅଧ୍ୟୟନରୁ ଆହୁରି ଜଣାପଡିଛି ଯେ, କ୍ୱାଲକମ ସ୍ନାପଡ୍ରାଗନ (Qualcomm Snapdragon 8 Gen 2) ଏପରି ଏକ ପ୍ରୋସେସର ଯେଉଁଥିରେ କମ୍‌ ବ୍ୟାଟେରୀ ସରିଥାଏ।

news18

ଯେତେବେଳେ ଏହି ମୋବାଇଲର ଚିପ୍‌ 5G ନେଟୱର୍କରେ ଚାଲିଥାଏ ତାହା ୩୧ ପ୍ରତିଶତ ପାଓ୍ବର କନଜ୍ୟୁମ କରିଥାଏ। ଆଉ ଯେତେବେଳେ ଏହା 4G ରେ ଚାଲେ ତାହା ୨୫ ପ୍ରତିଶତ ପାଓ୍ବର କନଜ୍ୟୁମ କରିଥାଏ। ଅନ୍ୟ ସମସ୍ତ ଚିପ୍‌ 4G ଫୋନରେ ଅଧିକ ବ୍ୟାଟେରୀ ସରିଥାଏ। ସବୁ ସ୍ଥାନରେ 5G ଉପଲବ୍ଧ ହେଉ ନ ଥିବାରୁ ଏହି ନେଟୱର୍କ ସର୍ଚ୍ଚବେଳେ ବଫରିଙ୍ଗରେ ହିଁ ବେଶୀ ଚାର୍ଜ ସରିଯାଏ।

5G ଚାଲିବା ସମୟରେ ଫୋନରେ କିପରି କମ ଚାର୍ଜ ସରିବ ଜାଣନ୍ତୁ କିଛି ଟିପ୍ଦ:

Drain Nation: Which apps drain our batteries the most? - Uswitch | Uswitch

ଯଦି ଆପଣଙ୍କୁ 5Gରେ ଇଣ୍ଟେରନେଟ ସେବା ଦରକାର ନାହିଁ ତେବେ ନେଟୱର୍କକୁ 4G କୁ ପୋର୍ଟେବୁଲ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଚାର୍ଜ କମ୍‌ ସରିବ। 5G ଫୋନ ଆଡଭାନ୍ସ ତ ହୋଇଥାଏ ହେଲେ ପୁରୁଣା ପୁରୁଣା ସ୍କ୍ରିନ ଠାରୁ ଅଧିକ ବ୍ରାଇଟ୍‌ନେସ୍‌ ଥାଏ। ତେଣୁ ବ୍ରାଇଟ୍‌ନେସ୍‌କୁ ଅଟୋମୋଡ୍‌ରେ ରଖନ୍ତୁ। ଫୋନକୁ ଜେନରାଲରେ ରଖନ୍ତୁ କାରଣ ଭାଇବ୍ରେଟରେ ରଖିବା ଦ୍ୱାରା ଶୀଘ୍ର ଚାର୍ଜ ସରିଥାଏ। ଯେହେତୁ 5G ନେଟୱର୍କରେ ଇଣ୍ଟରନେଟ ସ୍ପିଡରେ ଚାଲିଥାଏ, ଅନେକ ଆପ ବ୍ୟାକଗ୍ରାଉଣ୍ଡରେ ସ୍ବୟଂଚାଳିତ ଭାବରେ ଚାଲୁଥାଏ। ତେଣୁ ଆବଶ୍ୟକ ନ ଥଲେ ଏହି ଆପ୍‌ଗୁଡିକୁ ବନ୍ଦ କରିଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?