କେତେ ସ୍ଥାନୀୟ ଲୋକଙ୍କୁ ଦେଇଛ ନିଯୁକ୍ତି ? ବହୁଦେଶୀୟ କମ୍ପାନୀକୁ ପ୍ରଶ୍ନ କଲେ ରାଜ୍ୟ ସରକାର
ନୂଆଦିଲ୍ଲୀ,୨୧।୨: ବହୁଦେଶୀୟ କମ୍ପାନୀ ଗୁଡିକ କେତେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ତାହାକୁ ନୋଟିସ ବୋର୍ଡରେ ଦର୍ଶାଇବାକୁ କହିଛନ୍ତି ରାଜ୍ୟ ସରକାର। ସମସ୍ତ କ୍ଷେତ୍ରର କମ୍ପାନୀ ଗୁଡିକ ଏକ ନୋଟିସ ବୋର୍ଡ଼ରେ ଏହାକୁ ଦର୍ଶାଇବାକୁ ପଡିବ ବୋଲି କୁହାଯାଇଛି। ତେବେ ବର୍ତମାନ…
ଦେଢ଼ ବର୍ଷ ପରେ ପନ୍ତଙ୍କ ଝଡ଼, ଟି୨୦ ମ୍ୟାଚ୍ରେ କଲେ ଚୌକା ଛକା ବର୍ଷା; ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୨୧।୨: ଭାରତୀୟ ଟିମ୍ର ଷ୍ଟାର ଉଇକେଟକିପର ଋଷଭ ପନ୍ତ କ୍ରିକେଟ ମଇଦାନକୁ ଫେରିଛନ୍ତି। ପନ୍ତ ଲଗାତର ଭାବେ ନିଜର ଫିଟ୍ନେସ୍ ସହ ଜଡ଼ିତ ଭିଡିଓ ଇନ୍ଷ୍ଟାଗ୍ରାମରେ ଶେୟାର କରୁଛନ୍ତି। ଏହି କ୍ରମରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପନ୍ତ…
ବିପଦସଂକୁଳ ଶିଳଦା ପୋଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
ମୋରଡ଼ା,୨୧ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଚିତ୍ରଡ଼ା-ମୋରଡ଼ାକୁ ସଂଯୋଗ କରୁଥିବା ଜମ୍ଭୀରା ନଦୀର ଶିଳଦା ପୋଲ ଏବେ ବିପଦସଂକୁଳ ଅବସ୍ଥାରେ ପଡ଼ି ରହିଥିବା ବେଳେ ଯାତାୟାତ ବ୍ୟବସ୍ଥା ଠପ୍ ହୋଇପଡ଼ିଛି। ଉକ୍ତ ବିପଦସଂକୁଳ ପୋଲ ଦବି ଯାଇଥିବାରୁ ଉକ୍ତ ପୋଲ…
କିଏ ସେହି ଯୁବତୀ, ଯାହାଙ୍କ ପାଇଁ ରୁଷିଆ-ଆମେରିକାର ବଢିଲା ଟେନ୍ସନ୍
ଓ୍ବାଶିଂଟନ୍/ମସ୍କୋ,୨୧।୨: ରୁଷିଆ-ଆମେରିକୀୟ କେସେନିଆ କାରେଲିନା ନାମକ ଜଣେ ୩୨ ବର୍ଷୀୟା ଯୁବତୀ ନିକଟରେ ଦେଶଦ୍ରୋହୀ ସନ୍ଦେହରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଫେଡେରାଲ ସିକ୍ୟୁରିଟି ସର୍ଭିସ (ଏଫ୍ଏସ୍ବି) ଦ୍ୱାରା ଗିରଫ ହୋଇଛନ୍ତି। ଛୋଟ ଅପରାଧ ଅଭିଯୋଗରେ କେସେନିଆଙ୍କୁ ଗିରଫ କରାଯାଇଥିଲା, କିନ୍ତୁ…
ଗୋଟିଏ ଓଭରରେ ଲଗାତର ୬ ଛକା, ଯୁବରାଜଙ୍କ ଭଳି କାରନାମା କରି ଚର୍ଚ୍ଚାରେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟର ଆଗାମୀ ପିଢ଼ିର ବ୍ୟାଟ୍ସମ୍ୟାନ୍ ଆକ୍ରାମକ ଶୈଳୀରେ ବ୍ୟାଟିଂ କରୁଥିବା ଦେଖାଯାଉଛି। ନିକଟରେ ଟେଷ୍ଟ କ୍ରିକେଟରେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଏବଂ ସରଫରାଜ ଖାନ୍ଙ୍କ ଭଳି ବ୍ୟାଟର୍ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ସେହିଭଳି ଘରୋଇ କ୍ରିକେଟରେ…
ପ୍ରଥମେ ଭାରତର ଦୋଷ ଦେଉଥିଲା, ଏବେ କାନାଡାର ମତ ବଦଳିଗଲା
ଓଟାଓ୍ବା,୨୧।୨: ଖଲିସ୍ତାନୀ ସମର୍ଥକ ନେତା ହରଦୀପ ସିଂ ନିଜ୍ଜରଙ୍କ ସହଯୋଗୀଙ୍କ ଉପରେ ହୋଇଥିବା ଆକ୍ରମଣରେ କୌଣସି ବିଦେଶୀ ହସ୍ତକ୍ଷେପ ହୋଇନାହିଁ ବୋଲି କାନାଡା ସରକାର କହିଛନ୍ତି। କାନାଡାର ଆଇନ ପ୍ରଣୟନକାରୀଙ୍କ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ପ୍ରସଙ୍ଗରେ କୌଣସି…
ଏସପି-କଂଗ୍ରେସ ମଧ୍ୟରେ ମେଣ୍ଟ ଘୋଷଣା: ଏତିକି ଆସନରେ ସନ୍ତୁଷ୍ଟ ହେଲା କଂଗ୍ରେସ
ଲକ୍ଷ୍ନୌ,୨୧।୨: ୟୁପିରେ ଲୋକ ସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି(ଏସପି) ଏବଂ କଂଗ୍ରେସ ମଧ୍ୟରେ ଏକ ମିଳିତ ମେଣ୍ଟ ଘୋଷଣା କରାଯାଇଛି। ଏହି ମେଣ୍ଟରେ ଆସନ ବୁଝାମଣା ହୋଇଛି। କଂଗ୍ରେସ ୧୭ଟି ସିଟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ଏସ୍ପି ସହଯୋଗୀଙ୍କୁ ବାକି…
୩ ଦିନ ହେଲା ନିଖୋଜ ଥିଲେ, ଆଜି ନଦୀରେ ଭାସିଲା ମୃତଦେହ
ବଡ଼ବିଲ,୨୧ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ହାୟାରପୁର ଗ୍ରାମସ୍ଥିତ କାରୋନଦୀରେ ବୁଧବାର ସକାଳେ ଭାସୁଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ଦୁଲୁ ମୁଣ୍ଡା(୪୦)। ଗତ ୪ ଦିନ ଧରି ନଦୀରେ…
ଭୁବନେଶ୍ୱରରେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
ଭୁବନେଶ୍ୱର,୨୧।୨: ଭୁବନେଶ୍ୱର ପଟିଆ ଷ୍ଟେଶନ ନିକଟରେ ଟ୍ରେନ୍ ଆଗକୁ ଡେଇଁ ଯୁବକ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ କେହି କିଛି ଭାବିବା ଆଗରୁ ଯୁବକ ଜଣକ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ। ଟ୍ରେନ୍ ଧକ୍କାରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।…
୨୦୫୦ ସୁଦ୍ଧା ପ୍ରତି ୪ ଜଣରେ ଜଣେ ହେବେ ବୁଢା: ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୨୧।୨: ଭାରତରେ ବର୍ତ୍ତମାନ ଜନସଂଖ୍ୟାର ୬୫ ପ୍ରତିଶତ ୩୫ ବର୍ଷରୁ କମ। କିନ୍ତୁ ଏହି ପରିସ୍ଥିତି ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ ନାହିଁ। ଏଭଳି ପରିସ୍ଥିତିରେ ଭବିଷ୍ୟତ ବିଷୟରେ ଚିନ୍ତା କରିବାର ସମୟ ସୃଷ୍ଟି ହେଉଛି। ଭାରତରେ ୬୦ ବର୍ଷରୁ ଅଧିକ…
ରାଜସ୍ବ କର୍ମଚାରୀଙ୍କ ଆନ୍ଦୋଳନ
ବଡ଼ବିଲ,୨୧ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ତହସିଲର ଆର୍ଆଇ(ରାଜସ୍ବ ନିରୀକ୍ଷକ) ଓ ଏଆର୍ଆଇ(ସହକାରୀ ରାଜସ୍ବ ନିରୀକ୍ଷକ) ପ୍ରମୁଖ ଧାରଣାରେ ବସିଥିବା ଜଣାପଡ଼ିଛି। ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘସାଧାରଣ ସମ୍ପାଦକ ଜାଭେଦ ଆଖତରଙ୍କ ଡାକରାରେ ହୋଇଥିବା…
ହାତକୁ ଦି’ ହାତ ହେଲେ ବଲିଉଡ୍ର ଏହି ଚର୍ଚ୍ଚିତ ଯୋଡ଼ି
ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶିଖ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମାପ୍ତ ହୋଇଛି। ପ୍ରଶଂସକମାନେ ବର୍ତ୍ତମାନ ନବ ବିବାହିତ ଦମ୍ପତିଙ୍କ ପ୍ରଥମ ଝଲକକୁ ଅପେକ୍ଷା କରିଛନ୍ତି। ଏହି ଦମ୍ପତି…

