ମହୁଆ ମୋଇତ୍ର ମାମଲା: ଭାଜପା ଏମପି ନିଶିକାନ୍ତ ଦୁବେ, ଓକିଲ ଜୟ ଅନନ୍ତଙ୍କୁ ୨୬ ଅକ୍ଟୋବରରେ ସାକ୍ଷି ଦେବାକୁ ଡାକିଲା ଏଥିକ୍ସ କମିଟି
ନୂଆଦିଲ୍ଲୀ,୧୮।୧୦: ମହୁଆ ମୋଇତ୍ର ମାମଲାରେ ଏଥିକ୍ସ କମିଟି ୨୬ଅକ୍ଟୋବରରେ ବୈଠକ ଡାକିଛି। ବୈଠକରେ ନିଶିକାନ୍ତ ଦୁବେ ଏବଂ ଓକିଲ ଜୟ ଅନନ୍ତ ଦେହାଦ୍ରାଇଙ୍କୁ ମୌଖିକ ସାକ୍ଷି ଗ୍ରହଣ କରିବାକୁ ଡକାଯାଇଛି। ଏ ସମ୍ପର୍କରେ ଏକ ନୋଟିସ ମଧ୍ୟ ଜାରି କରାଯାଇଛି। ମହୁଆ…
ଭୂତିଆ ଦୁର୍ଗ: ପ୍ରବେଶ କରିବା ମାତ୍ରେ ଓଲଟା ପାଦରେ ଫେରନ୍ତି ଲୋକ
ଇଂଲଣ୍ଡ,୧୮।୧୦: ବ୍ରିଟେନର ଲେକ ଜିଲା ଅନ୍ତର୍ଗତ ରାଭେନଗ୍ଲାସ ନିକଟରେ ରହିଛି ଏକ ଦୁର୍ଗ। ଯାହା ଭୂତିଆ ଦୁର୍ଗ ଭାବରେ ବେଶ ପରିଚିତ । ଏହାକୁ ମୁନକ୍ୟାଷ୍ଟର ଦୁର୍ଗ ବୋଲି ମଧ୍ୟ କୁହାଯାଏ। ଦୁର୍ଗକୁ ନେଇ ଲୋକମାନେ କୁହାକୁହି ହୁଅନ୍ତି ଯେ, ଏହି…
ଯୁଦ୍ଧର ଟର୍ନିଂ ପଏଣ୍ଟ ହେବ ଅଲ ଅହଲି ହସ୍ପିଟାଲ!
ଜେରୁଜେଲମ,୧୮।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଗାଜାର ଅଲ ଅହଲି ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ବର୍ତ୍ତମାନ ଏହି ଯୁଦ୍ଧରେ ଏକ ପ୍ରମୁଖ ମୋଡ଼ ହୋଇପାରେ। ଏହି ଆକ୍ରମଣ ପରେ ବିଶ୍ୱ ବ୍ୟାପୀ ପ୍ରତିକ୍ରିୟା ଏବଂ ବୟାନବାଜି…
ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ୫ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ସାକେତ କୋର୍ଟ ୨୦୦୮ରେ ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୩୦ ସେପ୍ଟେମ୍ବର ୨୦୦୮ରେ ସକାଳ ପ୍ରାୟ ସାଢେ ୩ଟା ସମୟରେ ନେଲସନ ମଣ୍ଡେଲା ରୋଡରେ ଏକ ଚଳନ୍ତା ଗାଡିରେ ସମ୍ୟାଙ୍କୁ…
ବଢି ଚାଲିଛି ଚିନି ଦର, ରପ୍ତାନି ଉପରେ ପ୍ରତିବନ୍ଧକ ବଢାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ, ୧୮।୧୦: ଚିନି ରପ୍ତାନି ସମ୍ପର୍କରେ ବୁଧବାର କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି। ଅକ୍ଟୋବର ୩୧, ୨୦୨୩ ପରେ ମଧ୍ୟ ଦେଶରୁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଜାରି ରହିବ। ଏଥିରେ ଚିନି ପ୍ରସ୍ତୁତ ପାଇଁ କଞ୍ଚା ଆଖୁ,…
ଇସ୍ରାଏଲ ବିରୋଧରେ ଏକଜୁଟ ହେଉଛନ୍ତି ସମଗ୍ର ବିଶ୍ୱର ମୁସଲମାନ, ସାଉଦି ଆରବରେ ହେବ ୫୭ ଦେଶର ଜରୁରୀକାଳୀନ ବୈଠକ; ଜାଣନ୍ତୁ…
ଜେରୁଜେଲମ,୧୮।୧୦: ଗତ ୧୧ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ପରେ ସମଗ୍ର ବିଶ୍ୱର ମୁସଲମାନମାନେ ଇସ୍ରାଏଲ ବିରୋଧରେ ଏକଜୁଟ ହେଉଛନ୍ତି। ଗାଜା ଉପରେ ଲଗାତାର ଭାବେ ହେଉଥିବା ଆକ୍ରମଣକୁ ନେଇ ସାଉଦି…
ରସୁଲପୁର ତହସିଲରେ ଚାଲିଛି ବେଆଇନ ବାଲିଘାଟ
ରସୁଲପୁର,୧୮।୧୦(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ତହସିଲ ଅଧୀନ ସମସ୍ତ ବାଲିଘାଟର ନିଲାମ ରାଜସ୍ବ ବିଭାଗ ଦ୍ୱାରା ହୋଇପାରିବ ନାହିଁ। ଆଗକୁ ତହସିଲ ପକ୍ଷରୁ ବାଲିଘାଟ ହାତେଇ ଥିବା ସମସ୍ତ ଲିଜଧାରୀମାନଙ୍କୁ ଘାଟର ନିଲାମ ପାଇଁ ଅନୁମତି ଯାଜପୁର ରୋଡସ୍ଥିତ ଲଘୁ…
ଟ୍ରଲି ଉପରେ ବନ୍ଧାପଡ଼ିଛି ଜୀବନ
ରସୁଲପୁର,୧୮।୧୦(ରଞ୍ଜିତ ରାଉତ): ବିଭିନ୍ନ ଗାଁ ଗଣ୍ଡା, ଜାତୀୟ ରାଜପଥ, ଭୋଜିଭାତ ହେଉଥିବା ଘର ଓ ମଣ୍ଡପ, ମେଳା ମହୋତ୍ସବ ପଡ଼ିଆ ବୁଲି ପଲିଥିନ, ପ୍ଲାଷ୍ଟିକ ବ୍ୟାଗ୍ ଓ ବୋତଲ ଆଦି ଗୋଟାଇ ଜୀବନ ବଞ୍ଚାନ୍ତି ସେମାନେ। ଏହା ସେମାନଙ୍କ ଜୀବିକା। କେବଳ…
ଆଫଗାନିସ୍ତାନକୁ ପଛରେ ପକାଇ ସେମିଫାଇନାଲ ଆଡକୁ ବଢିବାକୁ ଚାହୁଁଛି ନ୍ୟୁଜିଲ୍ୟାଣ୍ଡ
ନୂଆଦିଲ୍ଲୀ,୧୮।୧୦: ବିଶ୍ୱକପର ୧୬ତମ ମ୍ୟାଚରେ ଆଫଗାନିସ୍ତାନର ଟକ୍କର ନ୍ୟୁଜିଲ୍ୟାଣ୍ଡ ସହ ହେଉଛି। ଏହାର ପ୍ରଥମ ତିନୋଟି ମ୍ୟାଚ ଜିତି ନ୍ୟୁଜିଲ୍ୟାଣ୍ଡ ବାର୍ତ୍ତା ଦେଇଛି ଯେ ଏଥର ସେ ଟାଇଟଲ ଜିତିବ। ଏଥି ସହିତ, ଖରାପ ଆରମ୍ଭ ପରେ ଆଫଗାନିସ୍ତାନ ଦଳ ପୁଣିଥରେ…
ରାଜନଗରରେ ୨ ରାଜନୈତିକ ଦଳର ବିକ୍ଷୋଭ
ରାଜନଗର, ୧୮।୧୦ (ଭାସ୍କର ରାଉତରାୟ): ଆସନ୍ତା ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନଗର ରାଜନୀତିରେ ଅନେକ ରାଜନୈତିକ ଦୃଶ୍ୟ ଏବେ ଦେଖିବାକୁ ମିଳୁଛି। ମଙ୍ଗଳବାର ଦିନତମାମ ରାଜନଗର ବ୍ଲକରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଥିଲା। ଗୋଟିଏ ପଟରେ ବିଜେଡି ପକ୍ଷରୁ…
ଲାଓସ୍ରେ ଫସିରହିଥିବା ପ୍ରବାସୀଙ୍କ ଫେରିବା ବାଟକୁ ଚାହିଁଛନ୍ତି ପରିବାର
କେନ୍ଦ୍ରାପଡ଼ା, ୧୮।୧୦ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଞ୍ଚଳର ୨୫ ଶ୍ରମିକ ମ୍ୟାନ୍ମାର ଓ ଚାଇନା ମଧ୍ୟବର୍ତ୍ତୀ ଲାଓସ୍ରେ ଫସି ରହିଛନ୍ତି। ସେମାନଙ୍କ ନିର୍ଯାତନା କାହାଣୀ ଜାଣିବା ପରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଫେରି ଆସିବେ ବୋଲି ପରିବାର…
ଚାଷୀଙ୍କୁ ସାର ଚିନ୍ତା
ପଟ୍ଟାମୁଣ୍ଡାଇ,୧୮।୧୦(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବର୍ତ୍ତମାନ ଧାନ ଫସଲ ପାଇଁ ୟୁରିଆ, ଗ୍ରୋମୋର ଓ ଡିଏପି ସାରର ଆବଶ୍ୟକ ହେଉଛି। ପ୍ରାଥମିକ ସମବାୟ ସମିତି (ସୋସାଇଟି)ଗୁଡ଼ିକରେ ସାର ମିଳୁ ନ ଥିବା ବେଳେ ବଜାର ଡିଲରମାନଙ୍କ ପାଖରେ ଅଧିକ…
Archives


