ମନ୍ଦିରରୁ ପଡ଼ି ରଙ୍ଗ କାରିଗରଙ୍କ ଜୀବନ ଗଲା
କୋକସରା,୧୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆସନ୍ତା ନଭେମ୍ବର ୪ ତାରିଖରେ ପ୍ରଭୁ ବୁଢ଼ାରଜା ଠାକୁରଙ୍କ ବାର୍ଷିକ ଦଶହରା ଥିବାରୁ ମନ୍ଦିର ଉପରେ ସାଥୀ ଶ୍ରମିକଙ୍କ ସହ ରଙ୍ଗ ମାରୁଥିବା ବେଳେ ଅସାବଧାନତା କାରଣରୁ ମନ୍ଦିର ଉପରୁ ଖସି ପଡ଼ି ଜଣେ ରଙ୍ଗ କାରିଗରଙ୍କ…
ପଶ୍ଚିମ ଏସିଆରେ ବଢୁଥିବା ବିବାଦ ମଧ୍ୟରେ ବୃଦ୍ଧି ପାଇଲା ଅଶୋଧିତ ତୈଳ ଦର, ୯୩ ଡଲାରରେ ପହଞ୍ଚିଲା ପ୍ରତି ବ୍ୟାରେଲ
ନୂଆଦିଲ୍ଲୀ ୧୮।୧୦: ପଶ୍ଚିମ ଏସିଆରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୀଷଣ ରୂପ ନେବାରେ ଲାଗିଛି। ଏଭଳି ସ୍ଥିତିରେ ବଢୁଥିବା ବିବାଦକୁ ନଜରରେ ରଖି ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ୩.୩୬ ପ୍ରତିଶତ ବୃଧି…
ଘାଟିରେ ଓଲଟିଲା କାଠବୋଝେଇ ଟ୍ରକ୍
ବାଲିଗୁଡ଼ା,୧୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଗୋପାଳପୁରଠାରୁ ରାୟପୁର ଦେଇ ଯାଇଥିବା ୫୯ ନଂ. ଜାତୀୟ ରାଜପଥ ଗଦ୍ରିଙ୍ଗିଆ ଘାଟିରେ ଏକ କାଠବୋଝେଇ ଟ୍ରକ୍ ନଂ. ୟୁପି-୬୭-ଟି- ୮୮୫୧ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଟ୍ରକ୍ଟିର ବିଶେଷ…
ଅକୁହା ଯନ୍ତ୍ରଣା ବଖାଣିଲେ ଶିଳ୍ପାଙ୍କ ସ୍ବାମୀ
ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବାୟୋପିକ ୟୁଟି ୬୯ର ଟ୍ରେଲର ରିଲିଜ ହୋଇଛି। ସେ ନିଜେ ଏହି ଫିଲ୍ମରେ ଅଭିନୟ କରୁଛନ୍ତି। ଜଣେ ଅଭିନେତା ଭାବରେ ଏହା ତାଙ୍କର ପ୍ରଥମ ଫିଲ୍ମ। ତାଙ୍କର ଫିଲ୍ମ ୟୁଟି୬୯ ରାଜ କୁନ୍ଦ୍ରାଙ୍କ…
ବିଜୁଳି ସମସ୍ୟା ସମାଧାନ ଦାବି ନେଇ ଏସ୍ଡିଓ ଅଫିସ ସମ୍ମୁଖରେ ବିକ୍ଷୋଭ
ସିଂହପୁର,୧୮ା୧୦(ଅନଙ୍ଗ ଉଦୟ ବେଉରିଆ): ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କନ୍ଜ୍ୟୁମର ଆସୋସିଏଶନ ଆଞ୍ଚଳିକ କମିଟି ଜରୀ-ଛନ୍ଦାମୁଣ୍ଡ କମିଟିର ସମ୍ପାଦକ ବ୍ରହ୍ମାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ବାଳମୁକୁଳି ଇଲେକ୍ଟ୍ରିକାଲ ଏସ୍ଡିପିଓ ଅଫିସ୍ ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ କରାଯାଇଛି। ଘନଘନ ବିଜୁଳି କାଟ୍ ବନ୍ଦ, ପ୍ରସ୍ତାବିତ…
ଏକେ-୪୭ରୁ ନିଜ ଉପରେ ଫାୟାରିଂ କରି ଦାନ୍ତରେ ଗୁଳି ରୋକି ଦେଲେ, ଚମକାଇବ ଯବାନଙ୍କ ଏହି ଲୋମ ଟାଙ୍କୁରା ଭିଡିଓ…
ନିଜର ଗୁଳିଭର୍ତ୍ତି ଏକେ-୪୭ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ। ହେଲେ ତାଙ୍କର କ୍ଷତି ହେବା ତ ଦୂରର କଥା ସାମାନ୍ୟ ଆଘାତ ଟିକିଏ ବି ହେଲା ନାହିଁ। କାରଣ ସେ ସମସ୍ତଙ୍କୁ ଚକିତ କରି ଗୁଳିଟିକୁ ନିଜ ଦାନ୍ତ ମଝିରେ…
ଓକିଲାତି ପେଶାକୁ ଫେରିଲେ ଓଡ଼ିଶା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି, ବରିଷ୍ଠ ଓକିଲ ମାନ୍ୟତା ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୧୮।୧୦: ଓଡ଼ିଶା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡା. ଏସ. ମୁରଲୀଧର ପୁଣିଥରେ ଓକିଲାତି ପେଶାକୁ ଫେରିବେ। ୧୬ ଅକ୍ଟୋବରରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏବଂ ଅନ୍ୟାନ୍ୟ ବିଚାରପତି ମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏସ. ମୁରଲୀଧରଙ୍କୁ ବରିଷ୍ଠ ଓକିଲ…
ଆଫଗାନିସ୍ତାନକୁ ୨୮୯ ରନ୍ର ଟାର୍ଗେଟ୍
ଚେନ୍ନାଇ,୧୮।୧୦:ବିଶ୍ୱକପ୍ର ୧୬ତମ ମ୍ୟାଚ ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଚେନ୍ନାଇ ଏମ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଖେଳାଯାଉଛି। ଆଫଗାନିସ୍ତାନ ଅଧିନାୟକ ହାଶମତୁଲ୍ଲା ଶାହିଡି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ…
ଆଜମ ଖାନ୍ ମୁସଲମାନ ହେତୁ ତାଙ୍କ ବିରୋଧରେ ଚାଲିଛି ଷଡଯନ୍ତ୍ର: ଅଖିଳେଶ
ଲକ୍ଷ୍ନୌ,୧୮।୧୦: ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ରାମପୁର (ଏମ୍ପି-ବିଧାୟକ) କୋର୍ଟ ଅଜମ ଖାନ, ତାଙ୍କ ପତ୍ନୀ ତଞ୍ଜିମ ଫାତିମା ଏବଂ ପୁଅ ଅବଦୁଲ୍ଲା ଆଜମଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଆଜମ ଖାନଙ୍କ ପରିବାରକୁ ଦିଆଯାଇଥିବା ଦଣ୍ଡ ଉପରେ ଏସପି…
ଅମିତାଭଙ୍କୁ ଭେଟିଲେ ଧୋନୀ, ସୋସିଆଲ ମିଡିଆରେ ଫଟୋ ଭାଇରାଲ
ମୁମ୍ବାଇ,୧୮।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ଭେଟିଛନ୍ତି। ଏବେ ମହେନ୍ଦ୍ର ସିଂ ଧୋନି ଏବଂ ଅମିତାଭ ବଚ୍ଚନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଉଭୟ କିମ୍ବଦନ୍ତୀଙ୍କୁ…
ଅର୍ଡର ନ ଦେଇ ଆସିଲା ପାର୍ଶଲ, ଭିତରୁ ବାହାରିଲା…
ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ଯୁବକ ଅନ୍ଲାଇନ୍ ଠକେଇର ଶିକାର ହୋଇଛନ୍ତି। ସେ ଜଣେ ପ୍ରତିଷ୍ଠିତ ପେଟ୍ରୋଲ ପମ୍ପ୍ ମାଲିକ ଓ ହୋଟେଲ ବ୍ୟବସାୟୀ ହୋଇଥିବା ବେଳେ ସଦାବେଳେ ନିଜ ବ୍ୟବସାୟକୁ ନେଇ ବ୍ୟସ୍ତ ରୁହନ୍ତି। ଏହାର…
ବାଂଲାଦେଶ କ୍ରିକେଟର୍ଙ୍କୁ ଅଫର୍ ଦେଲେ ପାକିସ୍ତାନ ଅଭିନେତ୍ରୀ: ଭାରତକୁ ହରାଇଲେ ମିଳିବ…
ଅକ୍ଟୋବର ୧୪ ଦିନିକିଆ ବିଶ୍ୱକପ ୨୦୨୩ରେ ପାକିସ୍ତାନକୁ ଭାରତ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ ଇଣ୍ଡିଆ ୭ ଉଇକେଟ ନେଇ ପାକିସ୍ତାନକୁ ପରାସ୍ତ କରିଛି। ଏହି ପରାଜୟ ପରେ ଅଭିନେତ୍ରୀ ସେହେର ସିନୱାରୀଙ୍କ…
Archives


