Home Left

‘କଂଗ୍ରେସ ସହିତ ଏଏପି ମେଣ୍ଟ କଲେ କେଜ୍‌ରିଓ୍ବାଲଙ୍କୁ କରାଯିବ ଗିରଫ’

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ଲୋକ ସଭା ଆସନ ବାଣ୍ଟନକୁ ନେଇ ଦିଲ୍ଲୀରେ ଆଲୋଚନା ଚାଲିଛି। ସେପଟେ ଦିଲ୍ଲୀ ମନ୍ତ୍ରୀ ଆତିଶୀ ଏକ ବଡ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ, ଆମ ଆଦମୀ ପାର୍ଟିର…

ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏକାଠି ଆସିବେ ରାହୁଲ-ଅଖିଳେଶ, ତାରିଖ ସହ ଭେନ୍ୟୁ ହେଲା ଘୋଷଣା

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ମିଳିତ ସହଯୋଗ ପରେ ବର୍ତ୍ତମାନ ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କୁ ଏକାଠି ଦେଖିବାକୁ ମିଳିବ। ୨୫ ଫେବୃଆରୀରେ ଆଗ୍ରାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଖିଳେଶ ଯାଦବ ଅଂଶଗ୍ରହଣ କରିବେ।…

ଚାକିରିରୁ ବାହାର କରିବାରୁ ଭୁବନେଶ୍ୱରରେ ମାଲିକ ଗାଡ଼ି ପୋଡିଦେଲା ଡ୍ରାଇଭର

ଭୁବନେଶ୍ୱର,୨୨ା୨: ଚାକିରିରୁ ବାହାର କରିଦେବାରୁ ପ୍ରତିଶୋଧ ପରାୟଣ ହୋଇ ମାଲିକଙ୍କ କାର ପୋଡିଦେଲା ଡ୍ରାଇଭର। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ। ଡ୍ରାଇଭର ମାଲିକଙ୍କର କାର ଏବଂ ବାଇକକୁ ନିଆଁ ଲଗାଇ ପୋଡି ଦେଇଛି। ଘଟଣାସ୍ଥଳରେ ଥିବା…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ପୁଣି ଏକ ବିବାଦୀୟ ବୟାନ ଦେଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ନୂଆଦିଲ୍ଲୀ,୨୨।୨: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ସ୍ବାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ ନୂତନ ଦଳ ‘ରାଷ୍ଟ୍ରିୟ ଶୋଶିତ ସମାଜ ପାର୍ଟି’ ଆରମ୍ଭ କରିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ସମୟରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏହା…

କେବଳ ଦିଲ୍ଲୀ ନୁହେଁ ଆଉ ୪ ରାଜ୍ୟରେ ବି ଏକାଠି ମିଶି ନିର୍ବାଚନ ଲଢିବେ ଏଏପି-କଂଗ୍ରେସ

ନୂଆଦିଲ୍ଲୀ,୨୨।୨: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ପରେ ବର୍ତ୍ତମାନ ଆମ ଆଦମୀ ପାର୍ଟି (ଏଏପି) ଏବଂ କଂଗ୍ରେସ ମଧ୍ୟରେ ମଧ୍ୟ ଏକ ମେଣ୍ଟ ଦେଖାଯାଉଛି। ବିଶେଷ କଥା ହେଉଛି ଏହି ମେଣ୍ଟ କେବଳ ଦିଲ୍ଲୀରେ ସୀମିତ…

ସୂଚନା ଅଧିକାର ଆଇନ ଅବମାନନା କରିବା ପଡ଼ିଲା ମହଙ୍ଗା, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜରିମାନା

ଛତ୍ରପୁର,୨୨ା୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ସୂଚନା ଅଧିକାର ଆଇନକୁ ଅବମାନନା କରିବା ମହଙ୍ଗା ପଡ଼ିଛି। ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜରିମାନା ହୋଇଛି। ସୂଚନାଯୋଗ୍ୟ, ଗଞ୍ଜାମ ବ୍ଲକ ଅଧୀନ ହୁମା ପାଞ୍ଚାୟତର ଯୋଗୀ ବିଶ୍ୱାଳଙ୍କ ପୁଅ ପ୍ରଶାନ୍ତ କୁମାର ବିଶ୍ୱାଳ ୨୪.୦୬.୨୦୨୧ରେ…

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ ଆଶ୍ୱସ୍ତି

ମୁମ୍ବାଇ,୨୨।୨: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ସେ କୋର୍ଟରେ ଚକ୍କର କାଟୁଥିବା ନଜର ଆସିଥିଲେ। ଅଭିନେତାଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନର ନ୍ୟାୟିକ ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, କିନ୍ତୁ…

ଯୋରନ୍ଦା ଷ୍ଟେଶନରେ ଟ୍ରେନ୍‌ ଇଞ୍ଜିନରେ ଲାଗିଲା ନିଆଁ

ଢେଙ୍କାନାଳ,୨୨ା୨(ରତନ ନାୟାର): ଢେଙ୍କାନାଳ ଜିଲା ଗୋବିନ୍ଦପୁରସ୍ଥିତ ଯୋରନ୍ଦା ରୋଡ୍‌ ରେଳଷ୍ଟେଶନ ନିକଟରେ ଇଞ୍ଜିନ ସହ ଏକ ମେଣ୍ଟେନାନ୍ସ ଭ୍ୟାନ ଜଳିଯାଇଛି। ରାଜ ଆଠଗଡ଼ରୁ ଢେଙ୍କାନାଳ ଯାଇଥିବା ବେଳେ ଜେନେରେଟରରେ ସମସ୍ୟା ହୋଇ ନିଆଁ ଲାଗିଥିଲା। ଢେଙ୍କାନାଳରୁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ…

ଛାତ୍ରଙ୍କୁ ଶିକ୍ଷକ ପଚାରିଲେ ‘ଦ’ ଥାଇ ଶବ୍ଦଟିଏ କୁହ, ଜବାବରେ ଯାହା ଶୁଣିଲେ ଘୁରାଇଦେଲା ମୁଣ୍ଡ; ଦେଖନ୍ତୁ Video

ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେଉଛି। ଭିଡିଓଟି ଏକ କ୍ଲାସର, ଯେଉଁଥିରେ ଶିକ୍ଷକ ପିଲାଙ୍କୁ ପଢ଼ାଉଛନ୍ତି। ସେ ବ୍ଲାକ୍‌ବୋର୍ଡରେ ହିନ୍ଦୀ ବର୍ଣ୍ଣମାଳାର ଅକ୍ଷର ଲେଖି ପିଲାଙ୍କୁ ପଢ଼ିବାକୁ କହୁଛନ୍ତି। ଏପରିକି ପ୍ରତିଟି ଅକ୍ଷରରେ ଏକ ଶବ୍ଦ କହିବାକୁ କହୁଛନ୍ତି।…

କଶ୍ମୀରରେ କ୍ରିକେଟ ଖେଳିଲେ ତେନ୍ଦୁଲକର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୨।୨: ପୂର୍ବତନ ଭାରତୀୟ ଭେଟେରାନ ବ୍ୟାଟର ସଚିନ ତେନ୍ଦୁଲକର ପ୍ରାୟତଃ ଭାରତର ବିଭିନ୍ନ ସ୍ଥାନରେ ଦେଖାଯାଏ । ଏଥର ପୂର୍ବତନ ଭାରତୀୟ ଭେଟେରାନ ଖେଳାଳି କଶ୍ମୀରରେ ପହଞ୍ଚିଛନ୍ତି। ତେନ୍ଦୁଲକର କଶ୍ମୀରରେ ଏକ କ୍ରିକେଟ ମ୍ୟାଚ ଖେଳିଛନ୍ତି। ପୂର୍ବତନ ବ୍ୟାଟର ରାସ୍ତାରେ କ୍ରିକେଟ…

ବିରୁଷ୍କାଙ୍କ ପୁଅ ହେବେ ବ୍ରିଟିଶ ନାଗରିକ! ଲଣ୍ଡନରେ ଜନ୍ମ ହେବା ପରେ ବଢୁଛି ଚର୍ଚ୍ଚା, ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ପୁଣି ଥରେ ପିତାମାତା ହୋଇଛନ୍ତି। ଅନୁଷ୍କା ୧୫ଫେବୃଆରୀରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଚନ୍ତି। ଫେବୃଆରୀ ୨୦ରେ ଦମ୍ପତି ଏହି ଖବର ଶେୟାର କରି କହିଛନ୍ତି…

PM Kisan 16th Installment: ଆସିଲା ତାରିଖ, ଏହି ଦିନ କୃଷକଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଜଡ଼ିତ କୃଷକଙ୍କ ପାଇଁ ଖୁସିଖବର। ଚଳିତ ମାସରେ ୧୬ତମ କିସ୍ତି ଆକାଉଣ୍ଟକୁ ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ଶେଷ ସପ୍ତାହରେ ୨୦୦୦ ଟଙ୍କା କୃଷକଙ୍କ ଖାତାକୁ ଟ୍ରାନ୍ସଫର କରିବେ। ପିଏମ୍‌ କିଷାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?