ଡାଇବେଟିସ ଚିହ୍ନଟ ହେବ ସହଜ,ମାତ୍ର ଗୋଟିଏ ଶବ୍ଦ ଉଚ୍ଚାରଣ କଲେ ଜଣାପଡିବ…
ଓ୍ବାଶିଂଟନ,୧୯।୧୦ : ଅଗାମୀ ଦିନରେ ଡାଇବେଟିସ ଚିହ୍ନଟ କରିବା ସହଜ ହେବ। କେବଳ ଗୋଟିଏ ଶବ୍ଦ ଉଚ୍ଚାରଣ କଲେ ଜଣେ ବ୍ୟକ୍ତି ଡାଇବେଟିସରେ ପୀଡିତ କି ନାହିଁ ତାହା ଜାଣିବା ମାତ୍ର କିଛି ସେକେଣ୍ଡ ମଧ୍ୟରେ ହୋଇ ପାରିବ। ଘରେ ବସି…
ଖୁସିରେ ଥିଲେ ଦମ୍ପତି, ଗୋଟିଏ ଫୋନ୍ କଲ୍ ସାରିଦେଲା ସବୁ…
ବିବାହ ପରେ ବର-କନ୍ୟା ବହୁତ ଖୁସିରେ ଥିଲେ। ବିବାହର ୮ ମାସ ମଧ୍ୟରେ ଦୁହେଁ ଏପରି ନିଷ୍ପତ୍ତି ନେବେ ବୋଲି କେହି ଆଶା କରି ନ ଥିଲେ। ଉଭୟଙ୍କ ଦାମ୍ପତ୍ୟ ଜୀବନ ଭଲରେ ଚାଲିଥିଲା। ସ୍ତ୍ରୀ ତାଙ୍କ ଶାଶୁ ଘରେ ଥିବା…
ଆଜି ବିଶ୍ୱକପ୍ରେ ଭାରତ-ବାଂଲାଦେଶ ଲଢେଇ: ଜାଣନ୍ତୁ କେତେବେଳେ,କେଉଁଠି ଦେଖିପାରିବେ ମ୍ୟାଚ୍
ପୁଣେ,୧୮।୧୦: ୨୦୨୩ ବିଶ୍ୱକପରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। ୨୦୨୩ ଏସିଆ କପରେ ବାଂଲାଦେଶ ବିପକ୍ଷ ପରାଜୟର ପ୍ରତିଶୋଧ ନେବାକୁ ଟିମ ଇଣ୍ଡିଆ ଚାହୁଁଛି। ଏହି ବିଶ୍ୱକପରେ ଭାରତୀୟ ଦଳ ଏହାର ପ୍ରଥମ ତିନୋଟି ମ୍ୟାଚ ଜିତିଛି। ବର୍ତ୍ତମାନ…
ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଦୀପାବଳି ଭେଟି
ଲକ୍ଷ୍ନୌ,୧୮।୧୦: ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମାଗଣା ସିଲିଣ୍ଡର ମିଳିବ। ଏଥିପାଇଁ ଖୁବ ଶୀଘ୍ର ଏକ କ୍ୟାବିନେଟ ପ୍ରସ୍ତାବ ଅଣାଯିବ। ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ପ୍ରତ୍ୟେକ ହିତାଧିକାରୀଙ୍କ ଆକାଉଣ୍ଟକୁ ୬୬୦ ଟଙ୍କା ପଠାଇବେ। ଏହାସହ ୩୦୦ ଟଙ୍କା କେନ୍ଦ୍ର ସରକାରଙ୍କଠାରୁ…
ଘରୁ ଶୁଣ୍ଢରେ ଟେକିନେଇ କଚାଡ଼ି ମାରିଲା ଦନ୍ତା
ବଡ଼ଗାଁ,୧୯ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଫୁଲବାରୀ ପଞ୍ଚାୟତର ଲାଖପଡ଼ା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ହାତୀ ଜଣେ ବ୍ୟକ୍ତିଙ୍କୁ କଚାଡ଼ି ମାରିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ବିଳମ୍ବିତ ରାତିରେ ଲାଖପଡ଼ା ଗାଁରେ ପଶିଥିଲା। ଲୋକେ ହାତୀ ଆସିଥିବା ଜାଣି…
ଇଣ୍ଡିଆନ ଅଏଲରେ ନିଯୁକ୍ତି ସୁଯୋଗ: ମାଗଣାରେ ଆବେଦନ କରନ୍ତୁ ଦଶମ ପାସ୍, ଜାଣନ୍ତୁ କିଭଳି ହେବ ଚୟନ…
ନୂଆଦିଲ୍ଲୀ,୧୯।୧୦: ଦଶମ ପାସ୍ ଛାତ୍ରୀଛାତ୍ରଙ୍କ ଲାଗି ନିଯୁକ୍ତି ଖବର। ଟେକ୍ନିସିଆନ ଏବଂ ଟ୍ରେଡ୍ ଆପ୍ରେଣ୍ଟିସିପ୍ ପଦବୀରେ ନିଯୁକ୍ତି ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ କମ୍ପାନୀ (ଆଇଓସିଏଲ୍) ବିଜ୍ଞପ୍ତି ଜାରି କରିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ୨୧ ଅକ୍ଟୋବର ୨୦୨୩ରୁ…
ବାବର ଆଜମଙ୍କୁ ଅଧିନାୟକ ପାଠ ପଢାଇଲେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ,୧୯।୧୦: ଭାରତର ପୂର୍ବତନ ଓପନର୍ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ପ୍ରଶଂସା କରିଥିଲେ। ସେ ବାବରଙ୍କ ବ୍ୟାଟିଂ କୌଶଳକୁ ମଧ୍ୟ ବହୁତ ପ୍ରଶଂସା କରିଥିଲେ। କିନ୍ତୁ ନିକଟରେ ଏକ ସାକ୍ଷାତକାରରେ ଗୌତମ ଗମ୍ଭୀର ବାବର ଆଜମଙ୍କୁ ତାଙ୍କ…
ଆପଣଙ୍କ ବାଥ୍ରୁମ୍ରେ ଅଛି କି ଏହି ଜିନିଷ, ତୁରନ୍ତ ହଟାନ୍ତୁ ନଚେତ୍ ହେବ କ୍ୟାନ୍ସର
ସମସ୍ତଙ୍କର ନିଜସ୍ବ ଜୀବନଶୈଳୀ ଅଛି। ଯାହା ଅନୁଯାୟୀ ସେମାନେ ନିଜ ନିଜ ଘରକୁ ସଜାନ୍ତି। ଘରର କବାଟଠାରୁ ଆରମ୍ଭ କରି ଶୋଇବା ଘର, ଗେଷ୍ଟ୍ରୁମ୍ ଏବଂ ବାଥ୍ରୁମ୍ ଇତ୍ୟାଦି। ଏହି ସ୍ଥାନଗୁଡ଼ିକୁ ନିଜ ପସନ୍ଦ ଏବଂ ଆବଶ୍ୟକତା ଅନୁଯାୟୀ ସଜାଯାଇଥାଏ। ଜଣେ…
ଏ ଦୁନିଆର ସବୁଠାରୁ ରାଗ ଲଙ୍କା, ଛୋଟ ଖଣ୍ଡ ଖାଇଲେ ଅବସ୍ଥା ହୋଇଯିବ ବେହାଲ
ଦୁନିଆରେ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ନାମରେ ନୂଆ ରେକର୍ଡ କରିବାକୁ ଚେଷ୍ଟିତ ଥାନ୍ତି। ଏଥିପାଇଁ ସେମାନେ ଯେକୌଣସି ସ୍ତରକୁ ଯାଆନ୍ତି ଏବଂ ଅନେକ ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରନ୍ତି। ଆମେରିକାରେ ମଧ୍ୟ ଏଭଳି କିଛି ଦେଖିବାକୁ…
ସାପର ଜୋତା ପିନ୍ଧି ରାସ୍ତାରେ ଚାଲିଲେ ଯୁବତୀ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ବହୁତ ଅଜବ ଜୋତା ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଜୋତା ଏପରି ତିଆରି ହୋଇଛି ଯଦି କେହି ହଠାତ୍ ଦେଖିବେ ତେବେ ସେ ଭୟରେ ଚିତ୍କାର କରିବେ।…
ଏହି ୫ ସଂଯୋଗ କହୁଛି ଭାରତ ଏଥର ବିଶ୍ୱ ଚାମ୍ପିଅନ୍ ହେବ
ନୂଆଦିଲ୍ଲୀ,୧୯।୧୦: ଚଳିତ ବର୍ଷର ବିଶ୍ୱକପରେ ଚାମ୍ପିୟନ ହେବାକୁ ଭାରତୀୟ କ୍ରିକେଟ ଦଳ ଏକ ଦୃଢ ପ୍ରତିଯୋଗୀ ଭାବରେ ବିବେଚନା କରାଯାଏ। ଏହି ବିଶ୍ୱକପ୍ରେ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି। ଏହା ବ୍ୟତୀତ ୧୯୮୩ ବିଶ୍ୱକପ ଭଳି କିଛି ସମନ୍ବୟ ଅଛି,…
ସୁପ୍ରିୟା ମ୍ୟାଡାମ୍ଙ୍କୁ ଗାଜା ପଠାଇ ଦିଆଯାଉ
ନୂଆଦିଲ୍ଲୀ,୧୯।୧୦:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏହି ପ୍ରସଙ୍ଗରେ ଭାରତରେ ରାଜନୈତିକ ପ୍ରତିକ୍ରିୟା ଜାରି ରହିଛି। ପାଲେଷ୍ଟାଇନ ସମ୍ପର୍କରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିବୃତ୍ତିକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସମାଲୋଚନା କରିଛନ୍ତି। ସେ କହିଛନ୍ତି,…
Archives


