Home Left

ସିବିଆଇର ଅପରେଶନ ଚକ୍ର: ଇଣ୍ଟରନ୍ୟାଶନାଲ ସାଇବର ଫ୍ରଡ ମାମଲାରେ ୧୧ ରାଜ୍ୟର ୭୬ ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୧୯।୧୦: ସାଇବର ଅପରାଧକୁ ଦମନ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ବୁଧବାର ରେ ଦେଶବ୍ୟାପୀ ଅଭିଯାନ ‘ଅପରେସନ ଚକ୍ର ୨’ ଆରମ୍ଭ କରିଛି। ଦେଶର ବିଭିନ୍ନ ରାଜ୍ୟରେ ବିଶେଷ କରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, କର୍ନାଟକ, ହରିୟାଣା, କେରଳ, ତାମିଲନାଡୁ,…

ବନ୍ଧୁକମୁନରେ ପେଟ୍ରୋଲ ପମ୍ପ୍‌ରୁ ୫ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

କେନ୍ଦୁଝର,୧୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ବନ୍ଧୁକମୁନରେ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟି ନେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ବୃତ୍ତମାନେ ୫ ରାଉଣ୍ଡ ଗୁଳି ଫୁଟାଇ ୫ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଏଭଳି ଏକ ବଡ଼ଧରଣର ଡକାୟତି ଘଟଣା ବାଂଶପାଳ ବ୍ଲକ…

‘ଗାଜାରୁ ବାହାରିବା ସାଧାରଣ ଜନତାଙ୍କ ପାଇଁ ହୋଇ ପଡିଛି ମୁସ୍କିଲ’, ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ କହିଲା ବୈଦେଶିକ ମନ୍ତ୍ରଣାଳୟ

ଇସ୍ରାଏଲ/ନୂଆଦିଲ୍ଲୀ,୧୯।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଏପର୍ଯ୍ୟନ୍ତ ପ୍ରାୟ ୧୨୦୦ ଭାରତୀୟ ନାଗରିକଙ୍କୁ ଇସ୍ରାଏଲରୁ ସ୍ଥାନାନ୍ତର କରାଯାଇଛି। ଏଥିମଧ୍ୟରେ ୧୮ ଜଣ…

ଦୁନିଆରେ ମାତ୍ର ୪ ଦିନ ବଞ୍ଚିଲେ, କିନ୍ତୁ ୬ ଜଣଙ୍କ ଜୀବନ ବଞ୍ଚାଇଲେ

ସୁରତ,୧୯।୧୦:ଗୁଜରାଟର ସୁରଟ ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ମାତ୍ର ୪ ଦିନର ଶିଶୁର ଅଙ୍ଗଦାନ କରିଛନ୍ତି। ଫଳରେ ୬ଟି ଜୀବନ ବଞ୍ଚିଯାଇଛି । ସୁରତ ସରଥାନାରେ ରହୁଥିବା ହର୍ଷଙ୍କ ସ୍ତ୍ରୀ ଚେତନା ଅକ୍ଟୋବର ୧୩ରେ ଏକ ସନ୍ତାନ ଜନ୍ମ…

୬ ବର୍ଷ ପରେ ଏମିତି କାମ କଲେ କୋହଲି

ପୁନେ,୧୯।୧୦: ବିରାଟ କୋହଲି ସବୁବେଳେ ଦଳର ଆବଶ୍ୟକତା ପାଇଁ ଛିଡା ହୁଅନ୍ତି। ଆଜି ଏହାର ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବୋଲିଂ ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ଏହା ପରେ ବିରାଟ କୋହଲି ଅଧା ଓଭର ଶେଷ କରିବାକୁ…

ଅଷ୍ଟ୍ରେଲିଆ-ପାକିସ୍ତାନ ମ୍ୟାଚ ପୂର୍ବରୁ ବେଙ୍ଗାଲୁରୁରେ ବିସ୍ଫୋରଣର ମିଛ ଖବର

ବେଙ୍ଗାଲୁରୁ,୧୯।୧୦: ବିଶ୍ୱକପ ୨୦୨୩ ମ୍ୟାଚ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହାପୂର୍ବରୁ ବେଙ୍ଗାଲୁରୁରେ ବୋମା ବିସ୍ଫୋରଣର ମିଥ୍ୟା ଖବର ପ୍ରଚାରିତ ହେଉଛି। ବିଶ୍ୱକପର ୧୮ତମ ମ୍ୟାଚ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି…

ବହୁ ଚର୍ଚ୍ଚିତ ଗାଡ଼ି ଡ୍ରାଇଭର ହତ୍ୟା ମାମଲା: କୋର୍ଟରେ ହାଜର ହୋଇ ବୟାନ ରଖିଲେ ତଦନ୍ତକାରୀ ଅଧିକାରୀ

ବ୍ରହ୍ମପୁର,୧୯।୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌-୧ ଡ. ଇନ୍ଦୁ ଶର୍ମାଙ୍କ କୋର୍ଟରେ ବହୁ ଚର୍ଚ୍ଚିତ ଗାଡ଼ି ଡ୍ରାଇଭର ହତ୍ୟା ମାମଲାର ବିଚାର ଆରମ୍ଭ ହୋଇଛି। ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଦିଗପହଣ୍ଡି ଥାନା ଏସ୍‌ଆଇ…

ଶାହାରୁଖଙ୍କ ସହ ନଜର ଆସିବେ ଝିଅ ସୁହାନା

ମୁମ୍ବାଇ: ସୁହାନା ଖାନ୍‌ ପ୍ରଥମ ଥର ପାଇଁ ଓଟିଟିରେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ବାପା ଶାହାରୁଖଙ୍କ ପରବର୍ତ୍ତୀ ଫିଲ୍ମରେ ଝିଅ ସୁହାନା ନଜର ଆସିବେ। ‘ପଠାନ’ ଏବଂ ‘ଜଓ୍ବାନ’ର ଅଦ୍ଭୁତପୂର୍ବ ସଫଳତା ପରେ ରୋମାନ୍ସ କିଙ୍ଗ୍‌ ଶାହାରୁଖ ତାଙ୍କ ଆକ୍ସନ…

ଛତିଶଗଡ଼ ପାଇଁ ଭାଜପା ଷ୍ଟାର ପ୍ରଚାରକଙ୍କ ଲିଷ୍ଟରେ ମୋଦି

ରାୟପୁର,୧୯।୧୦: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଗୁରୁବାର ଷ୍ଟାର ପ୍ରଚାରକଙ୍କ ଲିଷ୍ଟ ଜାରି କରିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜେପି ନଡ୍ଡା, ରାଜନାଥ ସିଂ ଓ ଅମିତ ଶାହାଙ୍କ ସମେତ ୪୦ ନେତାଙ୍କ ନାମ ରହିଛି।…

ଏହି ଦେଶର ବରଙ୍କୁ ମିଳୁନାହାନ୍ତି କନ୍ୟା, କୁଆଁରୀ ଝିଅଙ୍କ ସମେତ ବୃଦ୍ଧାଙ୍କୁ କିଣି କରୁଛନ୍ତି ବଳାତ୍କାର, ଜାଣନ୍ତୁ ପୂରା ଘଟଣା…

ଦୀର୍ଘ ଦିନ ଧରି ଯୁବତୀଙ୍କ କାରବାର ସମସ୍ୟା ସହ ଚାଇନା ସଂଘର୍ଷ କରିଆସୁଛି। ଏହା ପଛରେ ଦୁଇଟି ମୁଖ୍ୟ କାରଣ ଅଛି। ପ୍ରଥମ କାରଣ ହେଉଛି ଚାଇନାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ‘ଗୋଟିଏ ଶିଶୁ ନୀତି’ ଥିବାବେଳେ ଦ୍ୱିତୀୟ କାରଣ…

ଇବ୍ରାହିମଙ୍କୁ ଏହି ପଦରୁ ହଟାଇଲେ ଦେବେଗୌଡା

ବେଙ୍ଗାଲୁରୁ,୧୯।୧୦: ଜନତା ଦଳ ସେକ୍ୟୁଲାର (ଜେଡିଏସ) ବିଦ୍ରୋହୀ ଚାନ୍ଦ ମହଲ ଇବ୍ରାହିମ (ସିଏମ ଇବ୍ରାହିମ) ଙ୍କ ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳର ମୁଖ୍ୟ ଏଚଡି ଦେବେଗୌଡା ତାଙ୍କୁ ଗୁରୁବାର ଦଳର ରାଜ୍ୟ ସଭାପତି ପଦରୁ ହଟାଇ ଦେଇଛନ୍ତି। ସେ…

ଅକ୍ଷର ପଟେଲଙ୍କ ଚମକିପାରେ ଭାଗ୍ୟ: ଖେଳିପାରନ୍ତି ବିଶ୍ୱକପ୍‌

ନୂଆଦିଲ୍ଲୀ,୧୮।୧୦: ଆଇସିସି ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। କାରଣ ସେ ନୂଆ ବଲରେ ବୋଲିଂ ମଧ୍ୟ କରିପାରିବେ ଏବଂ ନିମ୍ନ କ୍ରମରେ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହିତ ମଧ୍ୟ ଧୈର୍ଯ୍ୟର ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri