‘ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ହେଲେ ୧୦କେଜି ଓଜନ କମାଇବାକୁ ପଡିବ’
ନୂଆଦିଲ୍ଲୀ,୨୩।୨: ପୂର୍ବତନ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କୁ ମୁମ୍ବାଇ ଯୁବ କଂଗ୍ରେସ ସଭାପତି ପଦରୁ ହଟାଇ ଦିଆଯାଇଛି। ଗୁରୁବାର ଜିଶାନ ସିଦ୍ଦିକି ଦାବି କରିଛନ୍ତି ଯେ, ମହାରାଷ୍ଟ୍ରର ନାନ୍ଦେଡରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ…
ବାହାଘର ହେଉ ନ ଥିବାରୁ ରିକ୍ସାବାଲା କଲେ ଏମିତି: ଏବେ ଲାଗୁଛି ଯୁବତୀଙ୍କ ଲମ୍ବା ଲାଇନ୍
ଭାରତରେ ବିବାହର ବିଶେଷ ଗୁରୁତ୍ୱ ରହିଛି। ପ୍ରତ୍ୟେକ ଝିଅ ଏବଂ ପୁଅ ବିବାହ କରିବାକୁ ଚାହାଁନ୍ତି। ଉଭୟଙ୍କ ବିବାହ ପାଇଁ ଏକ ବୟସ ମଧ୍ୟ ସ୍ଥିର କରାଯାଇଛି। ଯଦି କେହି ବିବାହ ନ କରନ୍ତି, ପଡ଼ୋଶୀ ତଥା ସମ୍ପର୍କୀୟମାନେ ଥଟ୍ଟା କରିବା…
ଆନ୍ଦୋଳନ ସମୟରେ ଜୀବନ ହରାଇଥିବା କୃଷକଙ୍କୁ ମିଳିବ ୧ କୋଟି ଟଙ୍କା, ଘୋଷଣା କଲେ ସରକାର
ନୂଆଦିଲ୍ଲୀ,୨୩।୨: କୃଷକଙ୍କ ଆନ୍ଦୋଳନ ମଧ୍ୟରେ ପଞ୍ଜାବର ଆମ୍ ଆଦମୀ ପାର୍ଟି (ଏଏପି) ସରକାର ଏକ ବଡ଼ ଘୋଷଣା କରିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ କହିଛନ୍ତି ଯେ କୃଷକ ଆନ୍ଦୋଳନରେ ମୃତ୍ୟୁ ବରଣ କରିଥିବା କୃଷକ ଶୁଭକରନଙ୍କ ପରିବାରକୁ ସେ ୧…
ଲୋକ ସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ଝଟକା, ଦଳ ଛାଡିବେ ୧୦ ଏମ୍ପି
ଲକ୍ଷ୍ନୌ,୨୩।୨: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୧୦ ଜଣ ଏମ୍ପି ବିଏସପି ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି। ସୂଚନାନୁସାରେ – ସେଥିମଧ୍ୟରୁ ୪ ଜଣ ଏମ୍ପି ଭାଜପା ସହ ଯୋଗାଯୋଗରେ ଥିବା ବେଳେ ୩ ଏମ୍ପି କଂଗ୍ରେସ ଏବଂ ୩ ଏମ୍ପି…
ଜୀବନର ପ୍ରଥମ ଉଇକେଟ୍ ନେଲେ ଆକାଶଦୀପ, କିନ୍ତୁ ଭାଗ୍ୟ ଦେଲାନି ସାଥ୍
ରାଞ୍ଚି,୨୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ଆସିଛି।…
କ୍ୟାବିନେଟ ନିଷ୍ପତ୍ତି: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଦୋନ୍ନତି ସୁବିଧା
ଭୁବନେଶ୍ୱର,୨୩।୨: ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଖୁସି କରିବାକୁ ରାଜ୍ୟ କ୍ୟାବିନେଟ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ପ୍ରଣାଳୀ)ର ପୁନର୍ଗଠନକୁ କ୍ୟାବିନେଟ ମଞ୍ଜୁରୀ…
କିଏ ସେହି ଆକାଶଦୀପ, ଯାହାଙ୍କୁ ମିଳିଲା ଟିମ୍ ଇଣ୍ଡିଆରେ ଡେବ୍ୟୁ କ୍ୟାପ୍
ରାଞ୍ଚି,୨୩।୨: ପ୍ରଥମ ଶ୍ରେଣୀ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ଆକାଶ ଦୀପ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ହାସଲ କରିଛନ୍ତି। ବଙ୍ଗଳା ପାଇଁ ପ୍ରଥମ ଶ୍ରେଣୀ ଖେଳିଥିବା ଆକାଶ ଦୀପ ରଣଜୀ ଟ୍ରଫି ୨୦୨୩-୨୪ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ କେରଳ…
ଡେବ୍ୟୁ କ୍ୟାପ୍ ପାଇବା ମା’ଙ୍କୁ ଆଲିଙ୍ଗନ କରି କାନ୍ଦିଲେ ଆକାଶ ଦୀପ
ରାଞ୍ଚି,୨୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ଆସିଛି।…
ରାଞ୍ଚି ଟେଷ୍ଟରେ ଟସ୍ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ
ରାଞ୍ଚି,୨୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ଆସିଛି।…
ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଆକାଶ ଦୀପଙ୍କୁ ମିଳିଲା ଡେବ୍ୟୁ ସୁଯୋଗ, କ୍ୟାପ୍ ଦେଲେ କୋଚ
ରାଞ୍ଚି, ୨୩।୨: ରାଞ୍ଚିରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ମାଧ୍ୟମରେ ଆକାଶ ଦୀପ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ଭାରତୀୟ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଆକାଶ ଦୀପଙ୍କୁ ଡେବ୍ୟୁ ଟେଷ୍ଟ କ୍ୟାପ୍ ଦେଇଛନ୍ତି। ଜସପ୍ରୀତ…
ବେଳାଭୂମିରେ କୁଆ ଖାଦ୍ୟ ପାଲଟିଛନ୍ତି ଅଲିଭ ରିଡ୍ଲେ
କେନ୍ଦ୍ରାପଡ଼ା, ୨୩ା୨(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ବିଶ୍ୱ ପ୍ରସିଦ୍ଧ ଗହୀରମଥା ଅନ୍ତୁଡିଶାଳରେ ଅଲିଭ ରିଡ୍ଲେ କାଇଁଛଙ୍କ ମୃତ୍ୟୁ ବଢ଼ିବାରେ ଲାଗିଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବିକ୍ଷିପ୍ତ ଭାବେ ମୃତ କଇଁଛଙ୍କୁ ଦେଖିବାକୁ ମିଳୁଛି। ବନ ବିଭାଗ ରିପୋର୍ଟରେ ମାତ୍ର ୯୯ଟି ଅଲିଭ ରିଡ୍ଲେ…
ପନ୍ତଙ୍କୁ ନେଇ ଆସିଲା ବଡ଼ ଅପ୍ଡେଟ୍: ଏହି ଦିନ ପଡ଼ିଆକୁ ଫେରିବେ
ନୂଆଦିଲ୍ଲୀ,୨୩।୨: ଭାରତୀୟ ଦଳର ଷ୍ଟାର ଉଇକେଟ୍କିପର ରିଷଭ ପନ୍ତ ପ୍ରଶଂସକମାନେ ଉତ୍ସାହର ସହିତ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି। ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ, ଯାହା ପରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବୃତ୍ତିଗତ କ୍ରିକେଟକୁ ଫେରିପାରି…

