ରୋହିତ ଶର୍ମାଙ୍କ ନାଁରେ ବଡ ସଫଳତା
ନୂଆଦିଲ୍ଲୀ,୧୯।୧୦: ରୋହିତ ଶର୍ମା ବାଂଲାଦେଶ ବିପକ୍ଷରେ ଭଲ ଆରମ୍ଭ କରିଥିଲେ। ତେବେ ଭାରତୀୟ ଅଧିନାୟକ ଅର୍ଦ୍ଧଶତକ ହାସଲ କରିବାରେ ଅସଫଳ ହୋଇଥିଲେ। ରୋହିତ ଶର୍ମା ୪୦ ବଲରେ ୪୮ ରନର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୭ ଚୌକା ଓ…
ହମାସ ବିରୋଧ ଲଢେଇରେ ଇସ୍ରାଏଲର ଅଧିକାରଙ୍କୁ ସମର୍ଥନ କରୁଛି ବିଟ୍ରେନ: ସୁନକ
ଜେରୁଜେଲମ,୧୯।୧୦: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୁରୁବାର ଇସ୍ରାଏଲ ଗସ୍ତ କରିଛନ୍ତି। ଏହି ସମୟରେ ସୁନକ ଇସ୍ରାଏଲର ଅଧିକାରକୁ ସମର୍ଥନ କରିଛନ୍ତି। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ବ୍ରିଟେନ ଇସ୍ରାଏଲର ନିଜକୁ ରକ୍ଷା…
ଚା ଦୋକାନରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ
ନିରାକାରପୁର,୧୯।୧୦(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ହରିପୁର ରେଳବାଇ ଲେଭଲ୍ କ୍ରସିଂଠାରେ ଗୁରୁବାର ଏକ ଅଘଟଣ ଘଟିଛି। ଗ୍ୟାସ୍ ଟାଙ୍କି ଫାଟି ବିସ୍ଫୋରଣରେ ଜଣେ ଦୋକାନୀ ଗୁରୁତର ହୋଇଛନ୍ତି। ସେ ହେଲେ ହରିପୁର ଗ୍ରାମର ଶିଶୁଳ…
ପ୍ରସିଦ୍ଧ ମାଲୟାଲମ ନିର୍ଦ୍ଦେଶକ ଆଦିତ୍ୟନଙ୍କ ପରଲୋକ
ମୁମ୍ବାଇ: ପ୍ରସିଦ୍ଧ ମାଲୟାଲମ ନିର୍ଦ୍ଦେଶକ ଆଦିତ୍ୟନଙ୍କର ୪୭ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି। ମିଳିଥିବା ଖବର ଅନୁଯାୟୀ, ଗୁରୁବାର ସକାଳେ ଆଦିତ୍ୟନଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଥିରୁଭାନନ୍ତପୁରମର ଏକ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ହସ୍ପିଟାଲରେ ପହଞ୍ଚିବା ବେଳକୁ ତାଙ୍କର…
ଟମାଟୋ ପରେ ବଢିଲା ପିଆଜ ଦର, ଜାଣନ୍ତୁ କେତେ…
ନୂଆଦିଲ୍ଲୀ,୧୯।୧୦: ଦେଶରେ ମୁଦ୍ରାସ୍ଫୀତି ଆକଳନ ହ୍ରାସ ପାଉଥିଲେ ମଧ୍ୟ ପନିପରିବା ମୂଲ୍ୟରେ ପରିସ୍ଥିତି ଏପରି ଜାରି ରହିଛି ଯେ ଏହା ସାଧାରଣ ଜନତାଙ୍କୁ ଚକିତ କରୁଛି। ଏହାପୂର୍ବରୁ ଜୁଲାଇ-ଅଗଷ୍ଟରେ ଟମାଟୋର ମୂଲ୍ୟ ବୃଦ୍ଧି ସମସ୍ତ ରେକର୍ଡ ଭାଙ୍ଗିଥିଲା ଏବଂ କିଲୋଗ୍ରାମ ପିଛା…
ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ବଡ଼ ଘୋଷଣା: ଦଳରେ ଯୋଗଦେବେ ଅଲ୍ରାଉଣ୍ଡର ମାଥ୍ୟୁସ ଏବଂ ପେସ୍ ବୋଲର ଚାମିରା
ନୂଆଦିଲ୍ଲୀ,୧୯ା୧୦: ଭେଟେରାନ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ଏବଂ ପେସ୍ ବୋଲର ଦୁଷ୍ମନ୍ଥ ଚାମିରା ଶୁକ୍ରବାର ଶ୍ରୀଲଙ୍କା ଦଳରେ ଯୋଗଦେବେ। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଗୁରୁବାର ଏହା ଘୋଷଣା କରିଛି। ଉଭୟ ମାଥ୍ୟୁସ ଓ ଚାମିରା ଗତଥର ଜୁନ୍ ମାସରେ ଆଫଗାନିସ୍ତାନ ବିପକ୍ଷରେ…
ପାଣି ମଡ଼ାଇବାକୁ ଯାଇଥିବା ବେଳେ ଲାଗିଲା ବିଦ୍ୟୁତ୍ ତାର
ଗଞ୍ଜାମ,୧୯ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ସୁବଳୟା ଗ୍ରାମର ଦୁଇଜଣ ଚାଷୀ ନିଜ ଚାଷ ଜମିକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ଗୁରୁବାର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ସେମାନେ ହେଲେ ଲକ୍ଷ୍ମୀ ଚରଣ ବିଶ୍ୱାଳ(…
ପାଲେଷ୍ଟାଇନକୁ ଖୋଲାଖୋଲି ଭାବେ ସମର୍ଥନ କଲେ ପାକିସ୍ତାନୀ ଅଭିନେତ୍ରୀ
ଇସଲାମାବାଦ,୧୯।୧୦: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ବିଭିନ୍ନ ଦେଶକୁ ଦୁଇ ଗୋଷ୍ଠୀରେ ବିଭକ୍ତ କରାଯାଇଛି ଯେଉଁଥିରେ କେତେକ ଇସ୍ରାଏଲର ପ୍ରଶଂସା କରୁଛନ୍ତି ଏବଂ କେତେକ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ଏହି ତାଲିକାରେ ପାକିସ୍ତାନୀ ଅଭିନେତ୍ରୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ…
ପ୍ରଶଂସକଙ୍କୁ ଝଟକା, ବିଗ୍ବସ ୧୭କୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁଣାଇଲେ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ,୧୯।୧୦: ଆଜିକାଲି ବିଗ୍ବସ ସିଜନ ୧୭ ବହୁତ ଉତ୍ସାହର ସହିତ ଚାଲିଛି। କିନ୍ତୁ ନିକଟରେ ଏହି ଶୋ’ ବିଷୟରେ ଏପରି ଖବର ଆସିଛି ଯାହା ପ୍ରଶଂସକଙ୍କୁ ଚକିତ କରିପାରେ। ନିକଟରେ ଦିଲ୍ଲୀ ହାଇକୋର୍ଟ ଏହି ଶୋ’ର ଅବୈଧ ପ୍ରସାରଣ ଉପରେ ପ୍ରତିବନ୍ଧକ…
ରାହୁଲଙ୍କୁ ଟାର୍ଗେଟ କଲେ କେଟିଆର
ହାଇଦ୍ରାବାଦ,୧୯।୧୦: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଛି। ରାହୁଲ ଗାନ୍ଧୀ ତେଲଙ୍ଗାନାର ବିଆରଏସ ସରକାରଙ୍କ ନେତୃତ୍ୱରେ କେ ଚନ୍ଦ୍ରଶେଖର ରାଓ (କେସିଆର) ଦୁର୍ନୀତିରେ ବୁଡି ରହିଥିବା ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଆରଏସ ମଧ୍ୟ ରାହୁଲ…
ଅବମାନନା ମାମଲାରେ ୪ ପୋଲିସଙ୍କୁ ଜେଲ ପଠାଇଲେ ହାଇକୋର୍ଟ
ଖେଡା,୧୯।୧୦: ଗୁଜରାଟର ଖେଡା ଜିଲାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିବା ଅଭିଯୋଗରେ କୋର୍ଟଙ୍କ ଅବମାନମା ମାମଲାରେ ହାଇକୋର୍ଟ ଗୁରୁବାର ୪ ପୋଲିସକର୍ମୀଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦେଇଛନ୍ତି। କୋର୍ଟ ଦୋଷୀଙ୍କ ଉପରେ ୨୦୦୦ଟଙ୍କାର ଜରିମାନା ବି…
ଲାପଟପ, କମ୍ପ୍ୟୁଟର ଆମଦାନୀ ପାଇଁ ବଡ ପଦକ୍ଷେପ ନେଲେ ସରକାର
ନୂଆଦିଲ୍ଲୀ,୧୯।୧୦: ଲାପଟପ ଏବଂ କମ୍ପ୍ୟୁଟର ପରି ଆଇଟି ହାର୍ଡୱେର୍ ଉତ୍ପାଦ ଆମଦାନୀ ପାଇଁ କେନ୍ଦ୍ର ସରକାର ପୁରୁଣା ଲାଇସେନ୍ସ ନିୟମକୁ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହିପରି ଉତ୍ପାଦ ଆମଦାନୀ ପାଇଁ ଏକ ଅନଲାଇନ ଅନୁମୋଦନ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି । ସରକାର…
Archives


