Home Left

ବାର୍‌ହା ଫାଶରେ ପଡ଼ି ମୃତ୍ୟୁ ପରେ ଶିକାରୀମାନେ ଲୁଚାଇ ଦେଇଥିଲେ ମୃତଦେହ

ସଇଁତଲା/ବଲାଙ୍ଗୀର/ଟିଟିଲଗଡ, ୧୯ା୧୦(ରାଖାଲ ପ୍ରସାଦ ଶତପଥି/ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ସଇଁତଳା ଥାନା ପୋଲିସ ନିଖୋଜ ଜବଦୁ ବଗର୍ତ୍ତୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିଛି। ଜଙ୍ଗଲ ଭିତରରେ ଶିକାରୀ ଲଗାଇଥିବା ବାର୍‌ହା ଫାଶରେ ପଡି ଜବଦୁଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ…

ବ୍ରେନ୍‌ଡେଡ୍‌ ଘୋଷଣା ପରେ ୪ ଦିନର ଶିଶୁ କଲେ ଅଙ୍ଗଦାନ

ସୁରଟ,୧୯ା୧୦: ଗୁଜରାଟର ସୁରଟରେ ଜଣେ ୪ ଦିନର ବ୍ରେନ୍‌ଡେଡ୍‌ ନବଜାତ ଅଙ୍ଗଦାନ କରିଛନ୍ତି। ଏହି ଅମୂଲ୍ୟ ଦାନ କେତେଜଣ ଶିଶୁଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି। ଡାକ୍ତର ଶିଶୁର ୨ କିଡ୍‌ନୀ, ୨ କାର୍ନିଆ, ଲିଭର…

ରାପିଡ ଏକ୍ସ ଟ୍ରେନର ନାମ ହେବ ‘ନମୋ ଭାରତ’, ମୋଦି ଦେଖାଇବେ ସବୁଜ ପତାକା

ନୂଆଦିଲ୍ଲୀ,୧୯।୧୦: ଦେଶର ପ୍ରଥମ ରାପିଡଏକ୍ସ ଟ୍ରେନ ‘ନାମୋ ଭାରତ’ ନାମରେ ପରିଚିତ ହେବ। ଅକ୍ଟୋବର ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଗାଜିଆବାଦ ଦେଇ ଦିଲ୍ଲିରୁ ମେରୁଟ ପର୍ଯ୍ୟନ୍ତ କରିଡରର କାମ ବର୍ତ୍ତମାନ…

ବିରାଟଙ୍କ ୪୮ ତମ ଶତକ ଦେଖି ଖୁସିରେ ଝୁମି ଉଠିଲେ ଅନୁଷ୍କା, ଦେଲେ ଏମିତି ରିଆକ୍ସନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ପାଇଁ ଖୁସି ହେବାର କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ବିରାଟ କୋହଲି ପଡ଼ିଆରେ ଅଛନ୍ତି ଏବଂ ଅନୁଷ୍କା ତାଙ୍କୁ ଉତ୍ସାହିତ କରୁନାହାଁନ୍ତି। ପୁଣି ଥରେ…

ପାଟଖଣ୍ଡା ଯାତ୍ରା ସମ୍ପନ୍ନ: ମାନସିକଧାରୀ ପକାଇଲେ ବଳି

କର୍ଲାମୁଣ୍ଡା:୧୯।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧୀନ ତେରେସିଂହାଠାରେ ଚାଲିଥିବା ମା’ ପାଟଖଣ୍ଡାଙ୍କ ଯାତ୍ରା ଗୁରୁବାର ସମ୍ପନ୍ନ ହୋଇଯାଇଛି। ଯାତ୍ରାରେ ମା’ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଭକ୍ତଙ୍କ ସମାଗମ ହୋଇଥିଲା । ମାନସିକ କରିଥିବା ଭକ୍ତମାନେ…

ଅଧିକାରୀଙ୍କ ଭୁଲ ପାଇଁ ହେଲମେଟ୍‌ ପିନ୍ଧିଥିବା ବାଇକ୍‌ ଚାଳକଙ୍କୁ ଜରିମାନା

କେନ୍ଦୁଝର,୧୯।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରର ଟ୍ରାଫିକ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଜାଣତରେ ହେଉ ବା ଭୁଲରେ ହେଉ ଯିଏ ହେଲମେଟ ପିନ୍ଧିଛନ୍ତି ତାଙ୍କ ବାଇକ୍‌ ନମ୍ବର’ରେ ଫାଇନ କରାଯାଉଛି। ହେଲେ ଅନ୍ୟ ଜଣେ ବ୍ୟକ୍ତି ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି।…

ଚାଇନା ପାଖରେ ୫୦୦ରୁ ଅଧିକ ପରମାଣୁ ବୋମା ଅଛି: ପେଣ୍ଟାଗନର ଦାବି

ଓ୍ବାଶିଂଟନ୍‌,୧୯।୧୦: ଚାଇନା ପାଖରେ ୫୦୦ରୁ ଅଧିକ ପରମାଣୁ ବୋମା ଥିବା ନେଇ ଗୁରୁବାର ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ଦାବି କରିଛି । ଏହା ନୂତନ ଆନ୍ତ ମହାଦ୍ୱୀପୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ବିକଶିତ କରୁଛି। ପେଣ୍ଟାଗନ ଅନୁଯାୟୀ, ୨୦୩୦ ସୁଦ୍ଧା…

ଉର୍ବଶୀଙ୍କ ଆଇ ଫୋନ ବଦଳରେ ଏମିତି ଡିମାଣ୍ଡ କଲେ ବ୍ୟକ୍ତି

ମୁମ୍ବାଇ: ଇଣ୍ଡିଆ ଭର୍ସେସ ପାକିସ୍ତାନ ଓ୍ବାର୍ଲଡ କପ ମ୍ୟାଚ ସମୟରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ୨୪ କ୍ୟାରେଟ ଗୋଲ୍ଡ ଆଇଫୋନ ହଜି ଯାଇଥିଲା। ଅଭିନେତ୍ରୀ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ଅଭିନେତ୍ରୀଙ୍କ ଫୋନର ମୂଲ୍ୟ…

ପାଣି ଡେକ୍‌ଚିରେ ପଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ରେଢ଼ାଖୋଲ,୧୯ା୧୦(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ପାଣି ଡେକ୍‌ଚିରେ ପଡ଼ି ୨ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନ ମୁତାବକ, ରେଢ଼ାଖୋଲ ସହର ଦେହୁରିସାହିର ବିବେକା ବେଉରାଙ୍କ ୨ବର୍ଷର ଶିଶୁକନ୍ୟା ନବ୍ୟା…

‘ବାକି ଅଛି ପ୍ରଜ୍ଞାନ ରୋଭର ସହ ଜଡିତ ଆଶା…’, ଇସ୍ରୋ ମୁଖ୍ୟ ସୋମନାଥଙ୍କ ବଡ ବୟାନ

ନୂଆଦିଲ୍ଲୀ,୧୯।୧୦: ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରୟାନ -୩ ସଫଳତାର ନୂଆ ଦିଗ ସୃଷ୍ଟି କରୁଛି। ଚନ୍ଦ୍ରର ସାଉଥ ପୋଲ ଉପରେ ସପ୍ଟ ଲ୍ୟାଣ୍ଡିଂ ପରେ, ଇସ୍ରୋ ଚନ୍ଦ୍ରୟାନ -୩3 ସମ୍ବନ୍ଧୀୟ ଅପଡେଟଗୁଡ଼ିକୁ ନିୟମିତ ବ୍ୟବଧାନରେ ଶେୟାର କରୁଛି। ତାଜା ଅପଡେଟ ଭାବେ…

କୋଟଗଡ଼ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ: ଜାଣନ୍ତୁ କିଭଳି ହୁଏ ଗଣନା

ବାଲିଗୁଡ଼ା,୧୯।୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ କୋଟଗଡ଼ ଅଭୟାରଣ୍ୟରେ ବାଘ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଅକ୍ଟୋବର ୧୫ରୁ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କୋଟଗଡ଼ ବନାଞ୍ଚଳ ରେଞ୍ଜର ରମାକାନ୍ତ କହଁରଙ୍କ ନେତୃତ୍ୱରେ ଏହି…

ଶର୍ଟ ବଲରେ ଆଉଟ ହୋଇ ରାଗିଗଲେ ରୋହିତ, ଭାଇରାଲ ହେଉଛି ରିଆକ୍ସନ

ପୁଣେ,୧୯।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ରାଗର ରିଆକ୍ସନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ବାଂଲାଦେଶ ବିପକ୍ଷ ମ୍ୟାଚରେ ଏକ ଶର୍ଟ ବଲରେ ଆଉଟ ହେବା ପରେ ରୋହିତ ଶର୍ମାଙ୍କଠାରୁ ଏପରି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ରୋହିତ ଏକ ଭଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri