ରାଜପ୍ରାସାଦଠାରୁ କମ୍‌ ନୁହେଁ ସୋନମଙ୍କ ଘର, ଭିଡିଓରେ ଭିତରର ଦୃଶ୍ୟ ଦେଖିଲେ କହିବେ…

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଷ୍ଟାଇଲିଶ୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ସୋନମ କପୁର ହେଉଛନ୍ତି ଜଣେ। ସୋନମ କେତେ ଷ୍ଟାଇଲିଶ୍‌ ତାଙ୍କ ଘରର ସୌର୍ଯ୍ୟକୁ ଦେଖିଲେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହେଉଛି। ମୁମ୍ବାଇ ବାସିନ୍ଦା ସୋନମଙ୍କ ଶାଶୁଘର ଦିଲ୍ଲୀରେ ଅଛି। ସ୍ବାମୀ ଆନନ୍ଦ ଆହୁଜା ସୋନମଙ୍କ ସହ ଲଣ୍ଡନରେ ରୁହନ୍ତି, କିନ୍ତୁ ତାଙ୍କ ଶାଶୁଘର ଦିଲ୍ଲୀର ପୋଶ ଅଞ୍ଚଳରେ। ଏଠାରେ ଥିବା ତାଙ୍କ ଘର କୌଣସି ରାଜପ୍ରାସାଦରୁ କମ୍‌ ନୁହେଁ।

ସୋନମଙ୍କ ଶାଶୁଘରେ ସୌଖୀନ ଜିନିଷର ଅଭାବ ନାହିଁ। ନିକଟରେ ଅଭିନେତ୍ରୀ ତାଙ୍କ ଦିଲ୍ଲୀ ଘରେ ଏକାଠି ଏକ ଭାରତୀୟ ଥିମ୍‌ରେ ମଧ୍ୟାହ୍ନଭୋଜନ ଆୟୋଜନ କରିଥିଲେ। ଏହି ସମୟରେ ତାଙ୍କ ଘରକୁ ଫୁଲରେ ସଜାଯାଇଥିଲା। ସାଜସଜ୍ଜାରେ ସୋନମଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତି ଅଭିନେତ୍ରୀଙ୍କ ଘରର ଭିତର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

 

 

View this post on Instagram

 

A post shared by KARAN (@__8.00am)

ସୋନମଙ୍କ ଘରର ମୁଖ୍ୟ ଦ୍ୱାର ଆଖିଦୃଶିଆ। କାରଣ ପ୍ରବେଶ ପଥରେ ଏକ ବଡ଼ ଟେବୁଲ ଉପରେ ଭଗବାନ ନନ୍ଦୀଙ୍କ ଏକ ରୂପା ମୂର୍ତ୍ତି ଅଛି, ଯାହାକୁ ଭଗବାନ ଶିବଙ୍କ ବାହକ ଭାବରେ ବିବେଚନା କରାଯାଏ। ନନ୍ଦୀଙ୍କ ପାଖରେ ବିଭିନ୍ନ ଆକାରର ରୁପା ହାତୀ ରଖାଯାଇଛି। ଏହା ସହିତ ଟେବୁଲକୁ ସୁନ୍ଦର ଫୁଲ ଏବଂ ସବୁଜ ଗଛରେ ସଜାଯାଇଛି।

ଯଦି ଆମେ ସୋନମଙ୍କ ବଙ୍ଗଳାର ଡାଇନିଂ ଆଡ଼କୁ ଯିବା ତେବେ ବଡ଼ ଡାଇନିଂ ଟେବୁଲ ଉପରେ ଏକ ସୁନ୍ଦର ଝୁମର ଲାଗିଛି। ଏହି ସମୟରେ ଟେବୁଲରେ ରୁପା ବାସନ ଏବଂ ଅନେକ ଛୋଟ ଏବଂ ବଡ଼ ପାତ୍ରରେ ରଙ୍ଗୀନ ଫୁଲ ସହିତ ସଜାଯାଇଛି। କାନ୍ଥଗୁଡ଼ିକ ସୁନ୍ଦର ଭାବରେ ସଜାଯାଇଛି।

ସୋନମ ଏବଂ ଆହୁଜାଙ୍କ ଘର ଦିଲ୍ଲୀର ଏକ ପ୍ରିୟ ଅଞ୍ଚଳ ପ୍ରୀତିରାଜ ରୋଡ୍‌ରେ ଅବସ୍ଥିତ। ଅଭିନେତ୍ରୀଙ୍କ ବଙ୍ଗଳାର ମୂଲ୍ୟ ୧୦୦ କୋଟିରୁ ଅଧିକ। ବାସ୍ତବରେ ଏହା ୧୭୩ କୋଟି ଟଙ୍କା। ସୋନମଙ୍କ ଘର ୩୧୭୦ ବର୍ଗଫୁଟ ପରିମିତ ଜାଗା ଉପରେ ରହିଛି। ଅଭିନେତ୍ରୀ ତାଙ୍କ ଦିଲ୍ଲୀ ଘରେ ପୁଅ ବାୟୁଙ୍କ ପ୍ରଥମ ଜନ୍ମଦିନ ମଧ୍ୟ ପାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?