ଶୀତୁଆ ରାତିରେ ଦମ୍‌ଦାର ଡାଇଲାଗର ରୋମାଞ୍ଚ

ଭୁବନେଶ୍ୱର,୨୬।୨(ଶର୍ମିଷ୍ଠା ପାଣିଗ୍ରାହୀ):ଶୀତୁଆ ରାତିରେ ଅପେରାର ମଜା। ଦେହରେ ଶୀତର ଶିହରଣକୁ ମନରେ ରୋମାଞ୍ଚ ଭରୁଛି ଦମ୍‌ଦାର ଡାଇଲଗ୍‌। କେତେବେଳେ ଦର୍ଶକ ଭାବବିହ୍ବଳ ହେଉଛନ୍ତି ତ ଆଉ କେତେବଳେ ନାଟକ ଦେଖି ବେଶ୍‌ ପ୍ରଭାବିତ ହୋଇପଡ଼ୁଛନ୍ତି। ଖଣ୍ଡଗିରି ଅପେରାର ମହାସମରକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା। ନାଟକ ଦେଖିବାକୁ କେବଳ ଭୁବନେଶ୍ୱର ନୁହଁ ଦୂରଦୂରାନ୍ତରୁ ମଧ୍ୟ ଦର୍ଶକ ଆସି ନାଟକ ଦେଖୁଛନ୍ତି। ଅନେକ ମଧ୍ୟ ଟିକେଟ ନପାଇ ନିରାଶ ହୋଇ ଫେରୁଥିବାର ଦେଖିବାକୁ ମିଳିଛି। ଦ୍ୱିତୀୟ ପର୍ଯ୍ୟାୟର ନାଟକ ଶନିବାରଠୁ ଆରମ୍ଭ ହୋଇଛି। ନୂଆ ନାଟକଗୁଡ଼ିକ ମଧ୍ୟ ରିପିଟ୍‌ ଚାଲିଛି। ରବିବାର ଛୁଟିଦିନ ଥିବାରୁ ଲୋକଙ୍କ ଭିଡ଼ ଖଣ୍ଡଗିରିଠାରେ ପ୍ରବଳ ରହିଛି। ସେହିପରି ସବୁ ପେଣ୍ଡାଲରେ ମଧ୍ୟ ହାଉସ୍‌ଫୁଲ ରହିଥିଲା। ସୂର୍ଯ୍ୟ ମନ୍ଦିର ପକ୍ଷରୁ ସନାତନ ସେବା ସମିତିରେ ତୁ ରାଜା ଝିଅ ମୁଁ ରିକ୍ସା ବାଲା, ଶିବାନୀ ଗଣନାଟ୍ୟ ପକ୍ଷରୁ ଇନ୍ଦିରା ସାଂସ୍କୃତିକ ପରିଷଦରେ ଗାନ୍ଧୀ ଭୂମିକାରେ କହ୍ନେଇ ଦାସ, ସ୍ବର୍ଣ୍ଣ ମହଲ ପକ୍ଷରୁ ମା ମଙ୍ଗଳା ଯୁବ ପରିଷଦଠାରେ କେତେ ଦୁଖ ଦେବୁ ଦେରେ କାଳିଆ, ସ୍ବପ୍ନ ମହଲ ପକ୍ଷରୁ ଜୟଦୁର୍ଗା ସାଂସ୍କୃତିକ ପରିଷଦଠାରେ କେତେ କାନ୍ଦିବୁରେ ଗୌରା ଦାସ ଓ ରଙ୍ଗ ମହଲ ପକ୍ଷରୁ ସାଇନୀଳାଦ୍ରି ଯାତ୍ରା କମିଟିର ଜହ୍ନରେ ତୋଳିବି ଘର ପରିବେଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବନ୍ୟା ମୁକାବିଲାରେ ସାହାଯ୍ୟ କରୁଛି ‘ଆରାବଳୀ’

ନୂଆଦିଲ୍ଲୀ,୨୩ା୬: ଦେଶର ରାଜଧାନୀ ଦିଲ୍ଲୀରେ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଥିବାବେଳେ ସହରକୁ ବନ୍ୟା ଓ ଜଳବନ୍ଦୀ ସମସ୍ୟାରୁ ରକ୍ଷା କରିବା ପାଇଁ ଆରାବଳୀ ବାୟୋଡାଇଭର୍ସିଟି ପାର୍କ…

ବାପୁନର ବିଚାର

ପୁଅର ରେଜଲ୍ଟ ଭଲ ହୋଇଥିବା ଖୁସିରେ ଡାକ୍ତର ବନ୍ଧୁ ସୁରେଶବାବୁ ଆୟୋଜନ କରିଥିବା ଗୋଟେ ପାରିବାରିକ ଉତ୍ସବରେ ସାମିଲ ହେବାକୁ ପହଞ୍ଚିଲା ବେଳକୁ ଦେଖିଲି ଯେ ଖୁସି…

ତ୍ରୁଟିପୂର୍ଣ୍ଣ ଉପହାର ପ୍ରତ୍ୟାହାର ହେଉ

କୋମଳମତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବଳିଷ୍ଠ, ପୁଷ୍ଟ ଓ ପ୍ରଭାବିତ କରିବାରେ ପାଠ୍ୟପୁସ୍ତକର ଅନିବାର୍ଯ୍ୟ ଭୂମିକା ସର୍ବଜନଗ୍ରାହ୍ୟ। ମାସକ ପୂର୍ବରୁ ୭ମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ତ୍ରୁଟି…

ଦାଦନ ଖଟିବାକୁ ଯାଇଥିଲେ ଗୋଆ, ୪ ମହଲା କୋଠାରୁ ଖସି ପଡ଼ି ଚାଲିଗଲା ଗଣେଶଙ୍କ ଜୀବନ

ମୋହନା, ୨୩।୬( ମନ୍ମଥ ମିଶ୍ର ): ଦାଦନ ଖଟିବାକୁ ଯାଇଥିଲେ ଗୋଆ । ହେଲେ ୪ ମହଲା ଅଟ୍ଟାଳିକାରୁ ତଳକୁ ଖସି ପଡ଼ିବାରୁ ଦାଦନ ଶ୍ରମିକଙ୍କ ମୃତ୍ୟୁ…

‘ଯଦି ଚୁକ୍ତି ବିଫଳ ହୁଏ ତେବେ ମୁଁ ଯାହା କରିବି…’, ଶାନ୍ତି ଆଲୋଚନା ମଧ୍ୟରେ ଏଥର ବଡ଼ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଲିଥିବା ଆଲୋଚନା ମଧ୍ୟରେ ପୁଣି ଥରେ ଇରାନକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଇରାନ ଆମେରିକା ସହିତ…

ଅବୈଜ୍ଞାନିକ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି : ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ…

ବଲାଙ୍ଗୀର ,୨୩।୬ (ସୁନିଲ କୁମାର ମହାନ୍ତି): ଓଡ଼ିଶା ଭଳି ଏକ ଆଦିବାସୀ ଅଧ୍ୟୁଷିତ ରାଜ୍ୟରେ ଉତ୍ତମ ସରକାରୀ ଶିକ୍ଷା ଅତ୍ୟନ୍ତ ଜରୁରୀ ଥିବା ସତ୍ତ୍ୱେ ଗତ ସରକାର…

ଚୂଡ଼ାନ୍ତ ଚୁକ୍ତିନାମାରେ ପବଞ୍ଚିବା କାର୍ଯ୍ୟପନ୍ଥାରେ ଆମେରିକା, ଇରାନ ରାଜି

ଓବୁର୍ଜେନ୍‌,୨୩ା୬: ସୁଇଜରଲାଣ୍ଡରେ ଆମେରିକା ଏବଂ ଇରାନର ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସୋମବାର ଶେଷ ହୋଇଥିବା ମଧ୍ୟସ୍ଥମାନେ କହିଛନ୍ତି। ୧୦୦ ଦିନରୁ ଊର୍ଦ୍ଧ୍ୱ ଚାଲିଥିବା…

ସାମାନ୍ୟ ବିଳମ୍ବ ପାଇଁ ବହୁ ପିଲା ଏନ୍‌ଇଇଟି ପରୀକ୍ଷାରୁ ବଞ୍ଚିତ

ନୂଆଦିଲ୍ଲୀ,୨୩ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ବାତିଲ ହେବା ପରେ ପାଖାପାଖି ୨୩ ଲକ୍ଷ ଛାତ୍ରୀଛାତ୍ର ପୁନଃ ପରୀକ୍ଷା ପାଇଁ ମାସେରୁ ଅଧିକ ସମୟ ଅପେକ୍ଷା କଲେ। ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri