Home Left

ଭିଡିଓ ଭାଇରାଲ ପରେ ବାତିଲ ହେଲା ଟେଣ୍ଡର ପ୍ରକ୍ରିୟା

ମାଲକାନଗିରି,୭ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକରେ ଗତ ଫେବୃଆରୀ ୧୯ରେ ଅତିରିକ୍ତ ଶ୍ରେଣୀଗୃହ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବିଭିନ୍ନ ମୂଲ୍ୟର ମୋଟ ୧୮ କାର୍ଯ୍ୟ ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଯାହା ବୁଧବାର ୬ ତାରିଖରେ ଆବେଦନ ପ୍ରକ୍ରିୟାର…

ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ ଉପହାର, ଶସ୍ତାରେ ମିଳିବ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୭ା୩: ଆନ୍ତର୍ଜାତୀୟ ମହିଳା ଦିବସରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୋଦି ସରକାର ମହିଳା ମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ଉପରେ ଦିଆଯାଉଥିବା ସବସିଡି ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ…

ରାସ୍ତା ନାହିଁ ତ ଭୋଟ ନାହିଁ

ଆର.ଉଦୟଗିରି,୭ା୩(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନୁଗୁର ପଞ୍ଚାୟତ ଅନ୍ତର୍ଗତ ୧୦ରୁ ଊଦ୍ଧର୍‌ବ ଗାଁ ଜୟପୁର, ହାତୀକୁଦା, ତରଜସିଂ, ଜାମ୍ଭସାହି, କେଡିପଦର, ପଟେଗୁଡା, ହାରୁମା, ହୁଡାସିଂ, ଅନୁପୁର, ମାଣିକପୁର, ଜାମ୍ଭଗୁଡା ଓ ଅନ୍ୟାନ୍ୟ ଗ୍ରାମର ଶତାଧିକ ମହିଳା ଓ…

 ଛାତ୍ରୀ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ମା’

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦିମାଳ ଜବାହର ନବୋଦୟ ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଅର୍ପିତା ବେହେରାଙ୍କ ଗତ ୨ ତାରିଖରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ୫ ଦିନ ପରେ ମୃତ ଅର୍ପିତାଙ୍କ ମା’ ପୁଷ୍ପଲତା ବେହେରା ତାଙ୍କ…

ପ୍ରସାଦ ହରିଚନ୍ଦନଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୭ା୩: ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ମିଳିଛି। ୨୦୨୪ ନିର୍ବାଚନ ପୂର୍ବରୁ ପ୍ରସାଦଙ୍କୁ ଏଆଇସିସି ଏହି ନୂଆ ଦାୟିତ୍ୱ ଦେଇଛି। ତାଙ୍କୁ ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରସାଦ…

ୟୁକୋ ବ୍ୟାଙ୍କରେ ୮୨୦ କୋଟି ଟଙ୍କା ହେରଫେର ମାମଲା, ୬୭ ସ୍ଥାନରେ ସିବିଆଇ ରେଡ୍

ନୂଆଦିଲ୍ଲୀ,୭ା୩: ଦେଶରେ ପୁଣିଥରେ ବଡ ବ୍ୟାଙ୍କ ଠକେଇ ଖବର ସାମ୍ନାକୁ ଆସିଛି। ସନ୍ଦେହଜନକ ଆଇଏମପିଏସ କାରବାର ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ସିବିଆଇ ଦୁଇ ରାଜ୍ୟର ୬୭ ‘ଇ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି କାରବାର ୮୦୦ କୋଟିରୁ ଅଧିକ…

ଥରିଲା ଚାଇନା, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫

କ୍ୱିଂଘାଇ,୭।୩: ନ୍ୟାଶନାଲ ସେଣ୍ଟର ଫର ସିସମୋଲେଜି(ଏନସିଏସ) ରିପୋର୍ଟ କରିଛି ଯେ ଚାଇନାର କ୍ୱିଂଘାଇ ଅଞ୍ଚଳରେ ୫ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏ ନେଇ ଏନସିଏସ ପକ୍ଷରୁ ଏକ ଅଫିସିୟାଲ ଟୁଇଟ କରି ସତର୍କ ସୂଚନା ଜାରି କରାଯାଇଛି। ଏହାସହ…

କେଜରିଓ୍ବାଲ ସରକାରଙ୍କ ବଡ ଘୋଷଣା, ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା, ୪୦୦ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୭।୩: ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜରିୱାଲ ସରକାର ଆସିବା ପରଠାରୁ ଲୋକଙ୍କୁ ଗତ ୯ ବର୍ଷ ଧରି ବିଦ୍ୟୁତ ବିଲ ଉପରେ ରିହାତି ଦିଆଯାଉଛି। ଭବିଷ୍ୟତରେ ଏହି ରିହାତି ଜାରି ରହିବ କି ନାହିଁ ସେନେଇ ଆଜି ଦିଲ୍ଲୀ କ୍ୟାବିନେଟର ଏକ…

ରାମମନ୍ଦିରରେ ଭଜନ ଗାଇବେ ସଲମାନଙ୍କ ଗୀତ ଗାଇ ରାତାରାତି ପ୍ରସିଦ୍ଧ ହୋଇଥିବା ଏହି ଗାୟିକା

ମୁମ୍ବାଇ: ସଲମାନ ଖାନଙ୍କ ଫିଲ୍ମ ‘କିକ୍‌’ରୁ ହିଟ୍‌ ଗୀତ ‘ଜୁମେ କି ରାତ୍‌’ଗାଇ ପଲକ ମୁଚାଲ ଚର୍ଚ୍ଚାକୁ ଆସିଥିଲେ। ସେ ବର୍ତ୍ତମାନ ଅଯୋଧ୍ୟା ରାମମନ୍ଦିରରେ ଭଜନ ଗାନ କରିବେ। ମାର୍ଚ୍ଚ ୮ରେ ସେ ଏକ ଦାନ ଅଭିଯାନ ପାଇଁ ମନ୍ଦିର ପରିସରରେ…

ଆମେଠିରେ କଂଗ୍ରେସକୁ ପରାଜୟ ଭୟ ଘାରିଛି: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୭।୩: ଲୋକ ସଭା ନିର୍ବାଚନ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ। ଏହାପୂର୍ବରୁ ଭାଜପା-କଂଗ୍ରେସ ସମେତ ସମସ୍ତ ଦଳ ପ୍ରାର୍ଥୀ ବାଛିବାରେ ବ୍ୟସ୍ତ ଅଛନ୍ତି। ୧୯୫ଟି ଆସନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ଏହାର ପ୍ରାର୍ଥୀ…

ହୃଦଘାତରେ ଚାଲିଗଲା ପିଇଓଙ୍କ ଜୀବନ: ଆଖି ଦାନ କଲେ ପରିବାର

ମୋରଡ଼ା,୭।୩(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡି ଅଧୀନ ହଳଦୀପାଳ ଗ୍ରାମରେ ଜଣେ ପିଇଓଙ୍କ ଅକାଳ ବିୟୋଗ ଘଟିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ମୃତକ ଜଣକ ହେଲେ ହଳଦୀପାଳ ଗ୍ରାମର ଅଜୟ କୁମାର…

ଗୃହ ମନ୍ତ୍ରଣାଳୟର ବଡ ଆକ୍ସନ, ଲସ୍କର-ଏ-ତୋଏବାର ସଦସ୍ୟ କାସିମ ଗୁଜ୍ଜର ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ,୭।୩: ଗୃହ ବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ୧୯୬୭ରେ ପାକିସ୍ତାନ ଅଧିକୃତ କା୍ମୀରରେ ରହୁଥିବା ଲସ୍କର-ଏ-ତାଇବା ସଦସ୍ୟ ମହମ୍ମଦ କାସୀମ ଗୁଜରଙ୍କୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ବୋଲି ଘୋଷଣା କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?