ସମ୍ବଲପୁରବାସୀଙ୍କୁ ମିଳିବ ‘ମୋ-ବସ୍’ ସେବା: ପ୍ରଥମ ପର୍ଯ୍ୟାୟରେ ଗଡ଼ିବ ୧୫ ବସ୍, ଜାଣନ୍ତୁ କେଉଁ ନମ୍ବର ବସ୍ କେଉଁଠିକି ଯିବ…
ସମ୍ବଲପୁର,୮ା୩(ପ୍ରମୋଦ ବହିଦାର): ଶନିବାରଠାରୁ ସମ୍ବଲପୁର ମହାନଗର ଅଞ୍ଚଳରେ ‘ମୋ-ବସ୍’ ସେବା ଆରମ୍ଭ ହେବ। ଏହାକୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଏଠାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଇିତିମଧ୍ୟରେ ବସ୍ଗୁଡ଼ିକ ସମ୍ବଲପୁରରେ…
କଂଗ୍ରେସକୁ ଝଟ୍କା
ନୂଆଦିଲ୍ଲୀ,୮।୩: କଂଗ୍ରେସକୁ ଆୟକର ଅପିଲ ପ୍ରାଧିକରଣ ITAT ରୁ ଝଟକା ଲାଗିଛି। ପାର୍ଟି ତା’ର ବ୍ୟାଙ୍କ ଖାତାଉପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବା ପାଇଁ ଯାଚିକାରେ ଦାବି କରିଥିଲା ଯାହାକୁ ITAT ଖାରଜ କରି ଦେଇଛି। କହିରଖୁଛୁ କି,…
ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୫ ରନ୍ରେ ଆଗୁଆ
ଧର୍ମଶାଳା,୮ା୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟର ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ୮ ଉଇକେଟ ହରାଇ ୪୭୩ ରନ୍ କରିଛି। ଫଳରେ ଭାରତ ପ୍ରଥମ ଇନିଂସରେ ୨୫୫ ରନ୍ରେ ଆଗରେ ରହି ଦୃଢ…
ସ୍ବାମୀଙ୍କ ପାଦ ଛୁଇଁ ଟ୍ରୋଲ ହେଉଛନ୍ତି ରୁପାଲି
ବମ୍ବେ: ଟେଲିପରଦାର ଲୋକପ୍ରିୟ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ‘ଅନୁପମା’ ଜରିଆରେ ଘରେ ଘରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜର ଅଭିନୟରେ ସେ ମହିଳାସଶକ୍ତିକରଣକୁ ପ୍ରୋତ୍ସାହିତ କରିଆସିଛନ୍ତି। ଦର୍ଶକେ ତାଙ୍କର ବଳିଷ୍ଠ ଅଭିନୟକୁ ପସନ୍ଦ କରିଥାନ୍ତି। ହେଲେ ଏବେ କିଛି…
Video: ରାସ୍ତାରେ ନମାଜ କରୁଥିବା ଲୋକଙ୍କୁ ଗୋଇଠା ମାରି ପୋଲିସ ଅଧିକାରୀ ନିଲମ୍ବିତ
ନୂଆଦିଲ୍ଲୀ,୮।୩: ଦିଲ୍ଲୀର ଏକ ଅଂଚଳରେ ରାସ୍ତାରେ ନମାଜ ପଢୁଥିବାର ଲୋକମାନଙ୍କୁ ଜଣେ ପୋଲିସ ଅଧିକାରୀ ଗୋଇଠା ମାରୁଥିବାର ଭଭିଡିଓ ଭାଇରାଲ ହୋଇଛି। ନମାଜ ପଢ଼ୁଥିବା ଲୋକମାନଙ୍କୁ ବିନା କୌଣସି ଚିନ୍ତାରେ ଅତି ଅଭଦ୍ରତାର ସହିତ ଗୋଇଠା ମାରୁଥିବା ଦେଖି ଉପସ୍ଥିତ ଲୋକେ…
ଶାହାରୁଖଙ୍କୁ ‘ଅଙ୍କଲ୍’ ଡାକିଲେ ଅମ୍ବାନୀଙ୍କ ଭାବି ବୋହୂ, ଭାଇରାଲ ହେଉଛି Video
ବମ୍ବେ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ କ୍ରେଜ୍ ଆଜି ବି ରହିଛି। ମହିଳା ପ୍ରଶଂସକମାନେ ତାଙ୍କୁ ଫିଲ୍ମ ପରଦାରେ ଦେଖିବାକୁ ଅପେକ୍ଷା କରି ରହିଥାନ୍ତି। ହେଲେ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂରେ ଏକ ଭିନ୍ନ ଘଟଣା ଘଟିଛି। ଭାବି ବୋହୂ ଶାହାରୁଖଙ୍କୁ ‘ଅଙ୍କଲ’ ବୋଲି…
ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ: କାର ଧୋଇଲେ ୫ ହଜାର ଟଙ୍କା ଜରିମାନା
ବେଙ୍ଗାଲୁରୁ,୭।୩: ମାର୍ଚ୍ଚ ମାସ ଆରମ୍ଭରୁ କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ ଦେଖାଦେଇଛି। ଏହାର ସୁଯୋଗ ନେଇ ମାଫିଆମାନେ ପାଣି ଟ୍ୟାଙ୍କର ଦାମ୍ ମନଇଚ୍ଛା ବଢ଼ାଇ ଦେଇଛନ୍ତି। ୧,୦୦୦ ଟଙ୍କାରେ ପୂର୍ବରୁ ମିଳୁଥିବା ଗୋଟିଏ ଟାଙ୍କି ପାଣି ଦାମ୍ ହଠାତ୍ ବଢ଼ି…
ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା
ଭୁବନେଶ୍ୱର,୮।୩: ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଶୁକ୍ରବାର ବିଜେଡି ଛାଡ଼ିଛନ୍ତି। ସେ ଏକାଧିକ କାରଣ ଦର୍ଶାଇ ବିଜେଡି ଛାଡ଼ଥିବା ଜଣାପଡ଼ିଛି। ଜିଲା ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ତେବେ ଆଗାମୀ ନିର୍ବାଚନ ପୂର୍ବରୂ ବିଜେଡିର…
ନ୍ୟାୟ, ସୁରକ୍ଷା ଦାବିରେ ଅନଶନ
କେନ୍ଦୁଝର ୮।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ନ୍ୟାୟ ଓ ସୁରକ୍ଷା ଦାବିରେ ସନ୍ତୋଷ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅମରଣ ଅନଶନରେ ବସିଛନ୍ତି। ଏନେଇ ସେ ଗତ ୨ ତାରିଖରେ ଜିଲାପାଳଙ୍କୁ ଲିଖିତ ଭାବେ…
୫ବର୍ଷ ମଧ୍ୟରେ ଭାରତ-ଚାଇନା ମଧ୍ୟରେ ହେବ ଆଉ ଏକ ଯୁଦ୍ଧ? କାରଣ ଡ୍ରାଗନଙ୍କ ଡର
ନୂଆଦିଲ୍ଲୀ/ବେଜିଂ,୮।୩: ପାଞ୍ଚ ବର୍ଷ ମଧ୍ୟରେ ଭାରତ ଏବଂ ଚାଇନା ମଧ୍ୟରେ ଏକ ଯୁଦ୍ଧ ଆରମ୍ଭ ହୋଇପାରେ। ଜିଓ ରାଜନୀତିର ବିଶେଷଜ୍ଞମାନେ ଏ ବିଷୟରେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ୨୦୨୫ରୁ ୨୦୩୦ମଧ୍ୟରେ ହିମାଳୟରେ ଆଉ ଏକ ଭାରତ-ଚାଇନା ଯୁଦ୍ଧ…
ମହାଶିବରାତ୍ରିରେ ମହାଦେବଙ୍କ ଅଲୌକିକ ଦର୍ଶନ: ମହାନଦୀରୁ ମିଳିଲା ବୃଷଭ, ୬୦ ନାଗ ମୂର୍ତ୍ତି
ବାଙ୍କି, ୮।୩: ମହାଶିବରାତ୍ରିରେ ମହାନଦୀରୁ ୬୦ ନାଗ ମୂର୍ତ୍ତି ଉଦ୍ଧାର କରାଯାଇଛି। ବାଙ୍କି ଜାତମୁଣ୍ଡିଆ ବ୍ରିଜ୍ ନିକଟ ମହାନଦୀରୁ ନାଗ ମୂର୍ତ୍ତି ସହ ବୃଷଭ ଉଦ୍ଧାର ହୋଇଛି। ମତ୍ସ୍ୟଜୀବୀ ମାଛ ଧରିଲା ବେଳେ ପ୍ରଥମେ ତାଙ୍କ ଜାଲରେ ନାଗମୂର୍ତ୍ତି ଲାଗିଥିଲା। ପରେ…
ମହିଳା ଦିବସରେ ସଫଳତା ହାସଲ କରିଥିବା ମହିଳାଙ୍କୁ ପୁରସ୍କୃତ
ଦାରିଙ୍ଗବାଡି,୮।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ପଡ଼ିଆରେ ଶୁକ୍ରବାର ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ନାରୀମହାସଙ୍ଘର ସଭାନେତ୍ରୀ ଲୁସିମୀନ ପ୍ରଧାନ ଅତିଥିଙ୍କୁ ଆସନ ଗ୍ରହଣ କରାଇଥିଲେ। ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଠ ଅତିଥି…

