Home Left

ବିଏମ୍‌ସିକୁ କ୍ୟାନ୍‌ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍‌ ଆଓ୍ବାର୍ଡ

ଭୁବନେଶ୍ୱର,୯।୩: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ବେଦାନ୍ତ ଗ୍ରୁପ୍‌ର ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି)କୁ ନିକଟରେ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ‘କ୍ୟାନ୍‌ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍‌ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି ଦୀର୍ଘ ବର୍ଷ ହେବ ଭାରତର ଅଗ୍ରଣୀ ଅଙ୍କୋଲୋଜି…

ବ୍ରହ୍ମପୁରରେ ଅଜନ୍ତା ଶୁଜ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୯।୩ (ଅଭୟ ଦାଶ): ଅଜନ୍ତା ଶୁଜ୍‌ସ(ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ ବା ଅଜନ୍ତା ଫୁଟ୍‌କେୟାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ବ୍ରହ୍ମପୁର ପୁରୁଣା ବସ୍‌ଷ୍ଟାଣ୍ଟ ନିକଟସ୍ଥ ଅନ୍ନପୂର୍ଣ୍ଣା ମାକେର୍ଟଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କ ସମେତ ବିଧାୟକ ବିକ୍ରମ…

କ୍ରେଡାଇ ଓଡ଼ିଶାର ନୂତନ ଚାପ୍ଟର

ଭୁବନେଶ୍ୱର,୯।୩: ଦି କନ୍‌ଫେଡେରେଶନ ଅଫ୍‌ ରିଅଲ ଇଷ୍ଟେଟ ଡେଭେଲପର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (ସିଆର୍‌ଇଡିଏଆଇ ବା କେଡ୍ରାଇ)ର ଓଡ଼ିଶା ଶାଖା ବା କ୍ରେଡାଇ ଓଡ଼ିଶାର ନୂତନ ଚାପ୍ଟର ‘କ୍ରେଡାଇ ବାଲେଶ୍ୱର ସିଟି ଚାପ୍ଟର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅବସରରେ କ୍ରେଡାଇ…

ଟିଏସ୍‌କେକୁ ସିଆଇଆଇ ଏସ୍‌ଏଚ୍‌ଇ ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୯।୩: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଟାଟା ଷ୍ଟିଲ୍‌ର ଅଗ୍ରଣୀ ୟୁନିଟ୍‌ ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌କେ)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଟିଏସ୍‌କେକୁ ଲାର୍ଜ ସ୍କେଲ୍‌ ମାନ୍ୟୁଫାକ୍‌ଚରିଂ ସେକ୍ଟର ବର୍ଗରେ…

ପ୍ରଶ୍ନବାଚୀରେ ବିଜୟଙ୍କ ଦକ୍ଷତା

ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ଗୁରୁବାର ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି। ନବୀନ ତାଙ୍କୁ କେନ୍ଦ୍ରାପଡ଼ା ଜିଲା କଥା ବୁଝିବାକୁ କହି…

ଫାଇଦା ଖୋଜୁଛି କଂଗ୍ରେସ

ଭୁବନେଶ୍ୱର,୯ା୩(ଅନିଲ ଦାସ): ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ଚର୍ଚ୍ଚା ହେବା ଦିନରୁ କଂଗ୍ରେସ ଶିବିର ଉତ୍ସାହିତ। ମନ ଊଣା କରି ବସିଥିବା ନେତାମାନେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲେଣି। ମେଣ୍ଟକୁ ଏକ ମଉକା ଭାବି ଆସନ୍ତା ନିର୍ବାଚନରେ ପ୍ରାର୍ଥୀ…

ମେଣ୍ଟ ଚର୍ଚ୍ଚା ଭିତରେ ୨ ସାମଲ

ବନ୍ତ,୯।୩(ହରି ନାରାୟଣ ମହାନ୍ତି): ରାଜ୍ୟରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ନେଇ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଯଦି ମେଣ୍ଟ ହୁଏ, ତେବେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ଆସନ କାହା ଭାଗରେ ପଡ଼ିବ ଓ…

ଏପ୍ରିଲ୍-ଜୁନ୍ ତ୍ରୈମାସିକ ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନା ପାଇଁ ସୁଧହାର ଘୋଷଣା

ନୂଆଦିଲ୍ଲୀ,୮।୩: ଏପ୍ରିଲ-ଜୁନ୍ ୨୦୨୪ ତ୍ରୈମାସିକ ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାର ସରକାର ଘୋଷଣା କରିଛନ୍ତି। ପୂର୍ବ ସୁଧହାରକୁ ସରକାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତି ନେଇଛନ୍ତି। ଆର୍ଥିକ ବର୍ଷ ୨୦୨୪-୨୫ ର ପ୍ରଥମ ତ୍ରୈମାସିକ ପାଇଁ ବିଭିନ୍ନ କ୍ଷୁଦ୍ର ସଞ୍ଚୟ…

ଉନ୍ନତ ଭାରତ ଅଭିଯାନ ସହ ଏଲ୍‌ଏମ୍‌ଆଇର ସହଭାଗିତା

ନୂଆଦିଲ୍ଲୀ,୮।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଇଭିଡି ଉତ୍ପାଦର ନିର୍ମାତା ଲର୍ଡସ ମାର୍କ ଇଣ୍ଡଷ୍ଟ୍ରିଜ (ଏଲ୍‌ଏମ୍‌ଆଇ) ଏବଂ ଭାରତ ସରକାରଙ୍କର ଜାତୀୟ ପ୍ରୋଗ୍ରାମ ଉନ୍ନତ ଭାରତ ଅଭିଯାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଇଣ୍ଡିଆନ…

ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୮।୩: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ଉଠିଛି ମହାଦୀପ। ସନ୍ଧ୍ୟାରୁ ଦୀପ ଜାଳି ବସିଥିବା ହଜାର ହଜାର ଶ୍ରଦ୍ଧାଳୁ ରାତି ୧୦ଟାରେ ମହାଦୀପ ଦର୍ଶନ କରିଛନ୍ତି। ପ୍ରକାଶ ଯେ, ମହାଶିବରାତ୍ରି ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଭୋରରୁ ଭକ୍ତଙ୍କ ଗହଳି…

‘ଲୋକ ସଭା ନିର୍ବାଚନରେ ୩୭୦ରୁ ଅଧିକ ଆସନରେ ଜିତିବ ଭାଜପା’

ନୂଆଦିଲ୍ଲୀ,୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ପଦ୍ମ ବିଭୂଷଣ ତୁଳସୀ ପୀଠାଧୀଶ୍ୱର ସ୍ବାମୀ ରାମଭଦ୍ରାଚାର୍ଯ୍ୟ ମହାରାଜ ବଡ଼ ଭବିଷ୍ୟବାଣୀ କରିଛନ୍ତି। ନିର୍ବାଚନରେ ଭାଜପା ୩୭୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସେ କହିଛନ୍ତି। ମଧ୍ୟପ୍ରଦେଶ ମେହରରେ ମା’ ଶାରଦାଙ୍କୁ…

ରୁଷିଆରେ ଚାକିରି ମିଳିବ କହି ଭାରତୀୟଙ୍କୁ ୟୁକ୍ରେନ୍‌ ସହ ଯୁଦ୍ଧ ଲଢ଼ିବାକୁ କରାଯାଉଛି ବାଧ୍ୟ !

ନୂଆଦିଲ୍ଲୀ,୮।୩: ବିଦେଶରେ ଚାକିରି କରାଇବାର ଆଶା ରଖିଥିବା ଭାରତୀୟ ଯୁବକଙ୍କୁ ପ୍ରଲୋଭନ ଦେଖାଇ ଭିନ୍ନ ଧରଣର ଠକେଇ କରାଯାଉଛି। ନିଯୁକ୍ତି ନାମରେ ଯୁବକଙ୍କୁ ରୁଷିଆ ନିଆଯାଇ ସେଠାରେ ୟୁକ୍ରେନ୍‌ ସହ ଯୁଦ୍ଧ ଲଢ଼ିବାକୁ କୁହାଯାଉଛି। ଏଭଳି ଅନେକ ମାମଲା ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?