Home Left

ଛାତ୍ରଙ୍କୁ ସହପାଠୀଙ୍କ ଦ୍ୱାରା ମାଡ଼ ମରାଇବା ମାମଲା: ତଦନ୍ତ ଲାଗି ବରିଷ୍ଠ ଆଇପିଏସ୍‌ ଅଫିସର ନିଯୁକ୍ତ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫ା୯): ଉତ୍ତରପ୍ରଦେଶର ମୁଜାଫରନଗରସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଜଣେ ୮ ବର୍ଷର ମୁସଲମାନ ଛାତ୍ରଙ୍କୁ ସହପାଠୀମାନଙ୍କ ଦ୍ୱାରା ଶିକ୍ଷୟିତ୍ରୀ ମାଡ଼ ମରାଇବା ଘଟଣା ଅତ୍ୟନ୍ତ ସାଂଘାତିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର…

କେରଳରେ ସେନା ଯବାନଙ୍କୁ ଆକ୍ରମଣ ପିଠିରେ ‘ପିଏଫ୍‌ଆଇ’ ଲେଖିଲେ

କୋଲାମ୍‌,୨୫ା୯: କେରଳରେ କେତେଜଣ ଦୁର୍ବୃତ୍ତ ଭାରତୀୟ ସୈନ୍ୟବାହିନୀର ଜଣେ ଯବାନଙ୍କୁ ରବିବାର ରାତିରେ ଆକ୍ରମଣ କରିବା ସହ ତାଙ୍କ ପିଠିରେ ‘ପିଏଫ୍‌ଆଇ’ ଲେଖିଛନ୍ତି। କୋଲାମ ଜିଲା କଡକ୍କଲ ସହର ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।…

ବିପର୍ଯ୍ୟସ୍ତଙ୍କୁ ସହାୟତାର ହାତ ବଢ଼ାଇଲେ ଆମୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମୀର ଖାନ୍‌ କିଛି ସମୟ ଧରି ପରଦାରୁ ଦୂରରେ ଅଛନ୍ତି। କୁହାଯାଉଛି ସେ ଏବଂ ନିଜ ପରିବାର ଓ ପିଲାଙ୍କ ସହ ସମୟ ବିତାଉଛନ୍ତି। ଏଥିସହ ସେ ଝିଅର ବିବାହ ପାଇଁ ମଧ୍ୟ ବ୍ୟସ୍ତ ରହିଛନ୍ତି। ଏସବୁ…

୨୧ବର୍ଷ ଧରି ବନ୍ଦ ପଡ଼ିଛି ପାର୍କ

ବର୍ଲିନ୍‌: ବିଭିନ୍ନ ଅଞ୍ଚଳରେ ଲୋକଙ୍କ ପାଇଁ ଅନେକ ପାର୍କ ରହିଥାଏ। ହେଲେ ବର୍ଲିନ୍‌ରେ ଏପରି ଏକ ପାର୍କ ରହିଛି, ଯାହା ଦୀର୍ଘ ୨୧ ବର୍ଷ ଧରି ବନ୍ଦ ପଡ଼ିଛି। ପାର୍କର ନାମ ସ୍ପ୍ରି ପାର୍କ ଏବଂ ଏହା ଏକ ମନୋରଞ୍ଜନ ଭିତ୍ତିକ…

ଘାସ, ନଡ଼ା ଖାଇ ଗାଁ ସାଥୀଙ୍କ ବିକ୍ଷୋଭ

ଭୁବନେଶ୍ୱର,୨୫।୯(ଅନୁରାଧା ମହାରଣା): ଗାଁ ସାଥୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଗାଇଡ୍‌ଲାଇନ କାର୍ଯ୍ୟକାରୀ କରାଯାଉନାହିଁ। ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ୨୦୨୧ରେ ତତ୍‌କାଳୀନ ପଞ୍ଚାୟତିରାଜ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ବର୍ତ୍ତମାନ ଯାଏ ପ୍ରଦାନ…

ମା’ଙ୍କ ପାଇଁ ପୂଜାମଣ୍ଡପରେ ପ୍ରସ୍ତୁତି ଜୋରଦାର

କଟକ,୨୫ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଗଣେଶ ପୂଜାଠାରୁ କଟକ ସହରରେ ବାରି ହୋଇପଡ଼ିଲାଣି ପାର୍ବଣର ପରିବେଶ। ଦଶହରା ଲାଗି କଟକ ସହରର ସାହିବସ୍ତି, ସବୁଠାରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତିପର୍ବ। ପୁରୁଣା ପୂଜାମଣ୍ତପଗୁଡ଼ିକରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଗଲାଣି। କେତୋଟି…

ଜାନବିଲି ଆନିକଟରୁ ବ୍ୟକ୍ତିଙ୍କ ମୃତଦେହ ଜବତ

ଧରାକୋଟ,୨୫ା୯(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ନିକଟସ୍ଥ ଜାନବିଲି ଆନିକଟରୁ ଋଷିକୁଲ୍ୟା ନଦୀରେ ଭାସି ଆସିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସୋମବାର ମଧ୍ୟାହ୍ନରେ ଜବତ କରାଯାଇଛି। ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଋଷିକୁଲ୍ୟା ନଦୀରେ ସୋରଡ଼ା ପଟରୁ ଭାସି ଆସି ଆନିକଟ ଗେଟରେ…

ରାଜ୍ୟ ହକି ଚାମ୍ପିୟନଶିପ୍‌ରେ ସ୍ଥାନ ପାଇଲେ ପ୍ରୀତି

କୋକସରା,୨୫।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଓଡ଼ିଶା ରାଜ୍ୟ ହକି ଆସୋସିଏଶନ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଆୟୋଜିତ ହେଉଛି ରାଜ୍ୟ ହକି ଚାମ୍ପିୟନଶିପ୍‌। ଟୁର୍ନାମେଣ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ୧୮ ବର୍ଷରୁ କମ୍‌ ବାଳିକା ବର୍ଗରେ କଳାହାଣ୍ଡି ହକି ଦଳ…

ରୋଇଂରେ ଭାରତକୁ ମିଳିଲା ୨ ବ୍ରୋଞ୍ଜ ପଦକ

ହାଙ୍ଗଝୋ,୨୫।୯: ଏସିଆନ ଗେମ୍ସର ରୋଇଂ ଇଭେଣ୍ଟରେ ସୋମବାର ଭାରତକୁ ଆଉ ୨ଟି ବ୍ରୋଞ୍ଜ ପଦକ ମିଳିଛି। ଫଳରେ ଓ୍ବାଟରସ୍ପୋର୍ଟରେ ଭାରତୀୟ ରୋୟର ୫ ପଦକ ସହ ଅଭିଯାନ ଶେଷ କରିଛନ୍ତି। ମେନ୍ସ ଫୋର୍‌ସ ଇଭେଣ୍ଟରେ ଯଶବିନ୍ଦର ସିଂ, ଭୀମ ସିଂ, ପୁନିତ…

୬ ଫୁଟର ଅଜଗର ଉଦ୍ଧାର

ଉଦଳା,୨୫ା୯(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ନୟାରଙ୍ଗାମାଟିଆ ଗ୍ରାମରୁ ଏକ ୬ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି। ଗ୍ରାମର ଆଶାରାମ ବିନ୍ଧାଣୀଙ୍କ ଘର ବାଡ଼ିରେ ଥିବା ଏକ ଜାଲରେ ଅଜଗର ଛନ୍ଦି ହୋଇଥିବା ଦେଖିବାକୁ ମିଳିଥିଲା।…

ମା’ ହେଲେ ସ୍ବରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ମା’ ହୋଇଛନ୍ତି। ଅଭିନେତ୍ରୀ ସେପ୍ଟେମ୍ବର ୨୩ ଅର୍ଥାତ୍‌ ଶନିବାର ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଅଭିନେତ୍ରୀ ନିଜେ ପ୍ରଶଂସକଙ୍କୁ ଏହି ଖୁସିଖବର ଦେଇଛନ୍ତି। ଫଟୋରେ ସ୍ବରା ତାଙ୍କୁ…

ଗୋରୁ ବୋଝେଇ ଗାଡ଼ି ଛାଡି ଚମ୍ପଟ ମାରିଲେ ଅଭିଯୁକ୍ତ

କେନ୍ଦୁଝର,୨୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ-କାଞ୍ଜିପାଣି ମୁଖ୍ୟ ରାସ୍ତା ଦେଇ ବେଆଇନ ଭାବେ ଗୋରୁ ଚାଲାଣ ଦିନିକୁ ଦିନ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ତେଲକୋଇ ବଜରଙ୍ଗ ଦଳ ପକ୍ଷରୁ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri