ଫ୍ରାନ୍ସର ସବୁଠାରୁ ବଡ ବିମାନ ବନ୍ଦରରେ ନମାଜ ପଢିଲେ ମୁସଲମାନ, ଉଠିଲା ବିବାଦ
ପ୍ୟାରିସ,୭।୧୧: ବର୍ତ୍ତମାନ ସମଗ୍ର ବିଶ୍ୱର ଜନସଂଖ୍ୟା ପ୍ରାୟ ୮୦୦କୋଟି। ଏହି ୮୦୦ କୋଟି ମଧ୍ୟରେ ସର୍ବାଧିକ ଜନସଂଖ୍ୟା ଇସଲାମ ଦର୍ମକୁ ମାନୁଥିବା ଲୋକଙ୍କର। ଏମାନଙ୍କ ସଂଖ୍ୟା ପ୍ରାୟ ୨୦୦ କୋଟିରୁ ଅଧିକ। ଏହାର ପ୍ରଭାବ ହେଉଛି ନିକଟ ଅତୀତରେ, ଇଉରୋପୀୟ ଦେଶ…
ଇତିହାସ ରଚିଲା ଆଫଗାନିସ୍ତାନ, ପ୍ରଥମ ଥର ଚାମ୍ପିଅନ୍ସ ଟ୍ରଫି ପାଇଁ କଲା କ୍ୱାଲିଫାଏ
କାବୁଲ,୭।୧୧: ବିଶ୍ୱକପ ୨୦୨୩ରେ ମଙ୍ଗଳବାର ମୁମ୍ବାଇରେ ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ଦଳ ମୁହାଁମୁହିଁ ହେବ। ଆଫଗାନିସ୍ତାନ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି। ଦଳ ଗତ ତିନୋଟି ମ୍ୟାଚ ଜିତିଛି। କିନ୍ତୁ ଏଠାରେ ଜିତିବା ତାଙ୍କ ପାଇଁ କଷ୍ଟକର ହେବ। ଏଥର…
ଶତ୍ରୁତା ଭୁଲି ସାଉଦି ଆରବ ଗସ୍ତ କରିବେ ଇରାନର ରାଷ୍ଟ୍ରପତି ଇବ୍ରାହିମ, ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ହେବ ଚର୍ଚ୍ଚା
ତେହରାନ,୭।୧୧: ଦୀର୍ଘ ଦିନ ଧରି ସାଉଦି ଆରବ ଏବଂ ଇରାନ ମଧ୍ୟରେ ବିବାଦ ଲାଗି ରହିଛି। ଉଭୟ ଦେଶ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ। ହେଲେ ଏହି ସମୟରେ ଖବର ଆସିଛି ଯେ ପ୍ରାୟ ୧୧ ବର୍ଷ ପରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି…
ସମଲଙ୍ଗୀ ବିବାହ କଲେ ଦୁଇ ଭଉଣୀ
ପାଟନା,୭।୧୧: ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଭୁଲ ବୋଲି ବିବେଚନା କରିବା ସହ ଏହାକୁ ଆଇନ ମାନ୍ୟତା ଦେବାକୁ ମନା କରିଦେଇଥିଲେ। କିନ୍ତୁ ସମାଜରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ସମଲିଙ୍ଗୀ ବିବାହ କରୁଛନ୍ତି। ବିହାରର ରାଜଧାନୀ ପାଟନାରେ ଏଭଳି ଏକ…
ସ୍ବାମୀ ବିରାଟଙ୍କ ସହ ଦୀପାବଳି ପାଳନ କରିବାକୁ ବେଙ୍ଗାଲୁରୁରେ ପହଞ୍ଚିଲେ ଅନୁଷ୍କା
ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ବଲିଉଡର ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ବିରାଟ କୋହଲି ବିଶ୍ୱକପ ୨୦୨୩ ରେ ବହୁତ ବ୍ୟସ୍ତ ଅଛନ୍ତି। ନିକଟରେ କ୍ରିକେଟର ତାଙ୍କର ୩୫ ତମ ଜନ୍ମଦିନ ପାଳନ…
ବିପର୍ଯ୍ୟୟ ଘଟାଇ ସେମି ଫାଇନାଲ ଆଶାରେ ଆଫଗାନିସ୍ତାନ
ମୁମ୍ବାଇ,୭ା୧୧: ବିଶ୍ୱକପ୍ ସେମି ଫାଇନାଲ ସୁରକ୍ଷିତ କରିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ। ଏନେଇ ମଙ୍ଗଳବାର ମୁମ୍ବାଇର ଓ୍ବାଙ୍ଖ୍ଡେ ଷ୍ଟାଡିୟମରେ ଆଫଗାନିସ୍ତାନ ସହ ମୁକାବିଲା କରିବ। ଅନ୍ୟପକ୍ଷେ ୩ଟି ବିପର୍ଯ୍ୟୟ ଘଟାଇ ସାରିଥିବା ଆଫଗାନିସ୍ତାନ ମଧ୍ୟ ମ୍ୟାଚ୍ ଜିତି ସେମି ଫାଇନାଲରେ ପହଞ୍ଚିବା ଆଶା…
ଚାଉଳ ପାଇଁ ଓଡ଼ିଆ କୃଷି ବୈଜ୍ଞାନିକ ପାଇବେ ଅନ୍ତର୍ଜାତୀୟ ପୁରସ୍କାର
ଭୁବନେଶ୍ୱର, ୭।୧୧(ଅସମାପିକା ସାହୁ):ବିଶ୍ୱ ଚାଉଳ ଶିଳ୍ପରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଆ କୃଷି ବୈଜ୍ଞାନିକ ଡ. ସମରେନ୍ଦୁ ମହାନ୍ତିଙ୍କୁ ‘ଓ୍ବାର୍ଲଡ ରାଇସ୍ ଇଣ୍ଡଷ୍ଟ୍ରି ଗ୍ଲୋବାଲ ସର୍ଭିସ୍ ଆଓ୍ବାର୍ଡ’ ମିଳିବ। ଆସନ୍ତା ୨୮ରୁ ୩୦ ତାରିଖ ମଧ୍ୟରେ ଫିଲିପାଇନ୍ସର ସେବୁଠାରେ ହେବାକୁ ଥିବା…
ମାଡ଼ଖାଇ ପାଚେରି ଡେଇଁ ପଳାଇଲେ ପ୍ରଧାନ ଶିକ୍ଷକ
ଭୋଗରାଇ,୭ା୧୧(ପ୍ରଦୀପ ଦାସ):ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରଧାନଶିକ୍ଷକ। ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କୁ ମାଡ଼ ମାରିବା ଓ ଭୟରେ ପ୍ରଧାନଶିକ୍ଷକ ପାଚେରି ଡେଇଁ ପଳାଇବା ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କଖଡ଼ା ପଞ୍ଚାୟତ…
ବୁଧବାର ଶ୍ରୀଜିଉଙ୍କ ବନକଲାଗି ନୀତି: ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
ପୁରୀ,୭।୧୧: ଶ୍ରୀମନ୍ଦିରରେ ବୁଧବାର ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ । ଏହି ସ୍ବତନ୍ତ୍ର ନୀତି ପାଇଁ ଅପରାହ୍ନରୁ ପ୍ରାୟ ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନରେ ଦ୍ୱିତୀୟ…
ଫସଲ ବୀମା ନାଁରେ ଦୁର୍ନୀତି
ବଲାଙ୍ଗୀର,୭ା୧୧ (ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍ଏଫ୍ବିଓ୍ବାଇ) ନାଁରେ ଏକ ବଡ଼ଧରଣର ଅନ୍ଲାଇନ୍ ଠକେଇର ପର୍ଦ୍ଦାଫାଶ ହୋଇଛି। ଚାଷୀଙ୍କ ଜମିପଟ୍ଟା ଓ ଅନ୍ୟାନ୍ୟ କାଗଜପତ୍ର ଚଞ୍ଚକତା କରି ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫସଲ ବୀମା ହଡ଼ପ ଯୋଜନା…
ପାଟିରେ ବିଷ କାଢ଼ି ମହିଳା ଗୁରୁତର
ହାଟଡିହୀ, ୭ା୧୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ ସୋସୋ ଥାନା ଝଣଝଣା ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମାତ୍ର ସାପ ବିଷକୁ ମୁହଁ ଲଗାଇ କାଢ଼ିବାକୁ ଯାଇ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତା ହେଲେ ସୂର୍ଯ୍ୟମଣି…
ମଦ ନିଶାରେ ବିଷଧର ସାପକୁ କାମୁଡିବା ପାଇଁ ଚ୍ୟାଲେଞ୍ଜ୍ ଦେଲେ ଯୁବକ: ଆଉ ତା’ପରେ…ଦେଖନ୍ତୁ ଭିଡିଓ
ମଦ ନିଶାରେ ଅନେକ ଥର ଲୋକମାନେ ଏପରି ଅଜବ କାର୍ଯ୍ୟ କରନ୍ତି, ଯାହା ଚେତନା ପାଇବା ପରେ ସେମାନେ ଅନୁତାପ କରନ୍ତି। ଏବେ ଉତ୍ତରପ୍ରଦେଶର ଦେଓରିଆ ଜିଲାରୁ ଏକ ଏଭଳି ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଦେଓରିଆର ଜଣେ ବ୍ୟକ୍ତି ମଦ…
Archives


