ନିଜ ନିର୍ବାଚନ ମଣ୍ଡଳୀରେ କେବେ ହେବ ଭୋଟ୍, ଜାଣି ରଖନ୍ତୁ…
ଭୁବନେଶ୍ୱର,୧୬ା୩: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଶନିବାର ତାରିଖ ଘୋଷଣା ହୋଇଛି। ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍ମିଟ୍ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ…
Video: ହରିଣ ଛୁଆକୁ ମା’ ଭଳି ସ୍ନେହ କରୁଛି ଚିତାବାଘ, ଭାବବିହ୍ବଳ କରୁଛି ଦୃଶ୍ୟ
ଜଙ୍ଗଲର ମାଂସାହାରୀ ପ୍ରାଣୀ ମଧ୍ୟରୁ ଚିତାବାଘ ଗୋଟିଏ। ହରିଣ, ମୃଗ ଭଳି ଛୋଟ ପଶୁଙ୍କୁ ଶିକାର କରି ଏହା ପେଟ ପୁରାଇ ଥାଏ। ହେଲେ ଏହି ମାଂସାହାରୀ ପ୍ରାଣୀକୁ କେବେ କେଉଁ ଜନ୍ତୁଙ୍କୁ ସ୍ନେହ କରୁଥିବା ଦେଖିଛନ୍ତି କି? ହୁଏତ ନା।…
ସରକାରଙ୍କ ବଡ ଭେଟି, ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ ଦାମ୍
ନୂଆଦିଲ୍ଲୀ,୧୬।୩: ବଡ ଭେଟି ଦେଲେ ସରକାର। କମିଲା ପେଟ୍ରୋଲ-ଡିଜେଲ ଦାମ। ପାଖାପଖି ୧୫ଟଙ୍କା କମିଲା ତୈଳ ଦର। କହିରଖୁଛୁ ଯେ, ଗୁରୁବାର କେନ୍ଦ୍ର ସରକାର ସାରା ଦେଶରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦରରେ ୨ଟଙ୍କା ହ୍ରାସ କରିଥିଲେ। ଗଲା…
ପ୍ରଚାର ସମୟରେ ସୀମା ଅତିକ୍ରମ କରନ୍ତୁ ନାହିଁ: ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନ ଆୟୋଗଙ୍କ କଡ଼ା ଆଦେଶ
ନୂଆଦିଲ୍ଲୀ,୧୬।୩: ଶନିବାର ଭାରତୀୟ ନିର୍ବାଚନ ଆୟୋଗ ଦେଶରେ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ସମେତ ଚାରୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏଥି ସହିତ ରାଜନୈତିକ ଦଳ ଗୁଡିକ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ପାଳନ…
ଲାଞ୍ଚ ନେଇ ଉଠାଜଳସେଚନ ବିଭାଗ ଯନ୍ତ୍ରୀ, ଠିକାଦାର ଗିରଫ
ନୟାଗଡ଼,୧୬ା୩(ଲୋକନାଥ ମିଶ୍ର): ବୋର୍ଓ୍ବେଲ୍ ଖୋଳିବା ପାଇଁ ୯ ହଜାର ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଭିଜିଲାନ୍ସ ୟୁନିଟ୍ ପକ୍ଷରୁ ନୟାଗଡ଼ ଉଠାଜଳସେଚନ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇ କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ବୈତାଇ ଓ ଠିକାଦାର ଶ୍ରୀକାନ୍ତ ପତିଙ୍କୁ ଗିରଫ କରାଯାଇଛି।…
ହୋଲି ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଖୁସିଖବର ଦେଲା ଏଲ୍ଆଇସି
ନୂଆଦିଲ୍ଲୀ,୧୬।୩: ଭାରତୀୟ ଜୀବନ ବିମା ନିଗମ(ଏଲ୍ଆଇସି) କର୍ମଚାରୀଙ୍କ ପାଇଁ ଖୁସିଖବର। କେନ୍ଦ୍ର ସରକାର ହୋଲି ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛି। ସରକାର ସାର୍ବଜନିକ ଅଞ୍ଚଳରେ ଏଲ୍ଆଇସିର ୧.୧୦ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଦରମା ୧୭% ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଛନ୍ତି।…
ବିବାହ ବନ୍ଧନରେ ବାନ୍ଧିହେଲେ କ୍ରିତି-ପୁଲକିତ
ମୁମ୍ବାଇ: ବହୁ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଦା ଶେଷରେ ମାର୍ଚ୍ଚ ୧୫ରେ ବିବାହ କରିଛନ୍ତି। ପ୍ରଶଂସକମାନେ ଏହି ଦମ୍ପତିଙ୍କ ଅଫଇସିଆଲ ବିବାହ ଫଟୋ ଶେୟାର କରିବାକୁ ଅପେକ୍ଷା କରି ରହିଥିଲେ ଏବଂ…
ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମଧ୍ୟ ପ୍ରଦେଶରେ ଭାଜପାକୁ ଝଟ୍କା
ଭୋପାଳ,୧୬।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ଭାଜପାକୁ ଶକ୍ତ ଧକ୍କା ଲାଗିଛି। ରାଜ୍ୟ ସଭା ଏମପି ଅଜୟ ପ୍ରତାପ ସିଂ ଶନିବାର (୧୬ ମାର୍ଚ୍ଚ)ରେ ଦଳରୁ ଇସ୍ତଫା ଦେଇଛନ୍ତି। ଲୋକ ସଭା ଟିକେଟ ନ ପାଇ ସିଂ କ୍ରୋଧିତ ଅଛନ୍ତି।…
ଆଇପିଏଲ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଆଉ ଏକ ଝଟ୍କା
ନୂଆଦିଲ୍ଲୀ,୧୬।୩: ଖୁବ୍ଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟି୨୦ ଲିଗ୍ ଆଇପିଏଲ୍ ୨୦୨୪। ଏହାକୁ ନେଇ ସମସ୍ତ ଟିମ୍ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ହେଲେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ବଡ଼ ଝଟ୍କା। ଦଳର ଜଣେ…
ଭାରତରେ ଖେଳାଯିବ ନାହିଁ ଆଇପିଏଲ୍ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍! ଏହି ଦେଶରେ ହେବ ଆୟୋଜନ…
ନୂଆଦିଲ୍ଲୀ,୧୬।୩: ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ। ହେଲେ ଏଯାବତ ଟୁର୍ନାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଆସିନାହିଁ। ବିସିସିଆଇ କେବଳ ୨୧ ମ୍ୟାଚ୍ର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହାର କାରଣ ହେଉଛି ଚଳିତ ବର୍ଷ ହେବାକୁ ଥିବା…
ଚା’ ଖଟିରେ ମେଣ୍ଟ ଚର୍ଚ୍ଚା: ଦୋଛକିରେ ନେତା କର୍ମୀ
ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ସାଧାରଣ ନିର୍ବାଚନକୁ ନେଇ ଗାଁଠୁ ସହର ସବୁଠି ଚର୍ଚ୍ଚା। ଏହା ଭିତରେ ନିର୍ବାଚନ ତାରିଖ ଘେଷଣା ହେବାକୁ ଯାଉଥିବା ବେଳେ ସବୁଠି ସେହି ଗୋଟିଏ ଚର୍ଚ୍ଚା ମେଣ୍ଟ ହେବ ନା ନାହିଁ l ବର୍ତ୍ତମାନ ଗଞ୍ଜାମ ସହରର ବିଭିନ୍ନ…
ଅସୁସ୍ଥତା ଖବରକୁ ‘ଫେକ ନ୍ୟୁଜ’ ବୋଲି କହିଲେ ବିଗ ବି, ଟୁଇଟ କରି ଜଣାଇଲେ ସତ୍ୟତା
ମୁମ୍ବାଇ,୧୬।୩: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଅସୁସ୍ଥତାର ଗୁଜବକୁ ମିଥ୍ୟା ଖବର ବୋଲି ସ୍ପଷ୍ଟ ଭାବେ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚିନ୍ତିତ ପ୍ରଶଂସକମାନେ ବଚ୍ଚନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁ ଝିଥିଲେ ଯେ ତାଙ୍କ ରକ୍ତ…

