କେନ୍ଦୁଝରରୁ ଚୋରି ବୋଲେରୋ କୋଲକାତାରୁ ଜବତ, ଜଣେ ଗିରଫ
କେନ୍ଦୁଝର,୧୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜଗନ୍ନାଥପୁରରୁ ବୋଲେରୋ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ତାଙ୍କଠାରୁ ଚୋରି ବୋଲେରୋ ଜବତ ହୋଇଥିବା ଶନିବାର ଏକ ପ୍ରେସ୍ମିଟ୍ରେ ପୋଲିସ କହିଛି। ଗିରଫ ଅଭିଯୁକ୍ତଙ୍କ ନାମ…
ରାଜସ୍ଥାନରେ ଲଜ୍ଜା: ଚାରି ବର୍ଷର ନାବାଳିକାକୁ ବଳାତ୍କାର କଲେ ସବ୍-ଇନ୍ସପେକ୍ଟର, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
ନୂଆଦିଲ୍ଲୀ,୧୧।୧୧: ମଣିଷପଣିଆକୁ ଲଜ୍ଜାନ୍ବିତ କଲା ଭଳି ଏକ ଘଟଣା ରାଜସ୍ଥାନରୁ ସାମ୍ନାକୁ ଆସିଛି। ଜଣେ ସବ-ଇନ୍ସପେକ୍ଟର ଏକ ଚାରି ବର୍ଷର ଝିଅକୁ ଫୁସୁଲା ଫୁସୁଲି ନିଜ ରୁମକୁ ଡାକିଥିଲେ ପରେ ତାର ବଳାକ୍ତାର କରିଥିଲେ। ଘଟଣା ରାଜସ୍ଥାନର ଦୋଷାରେ ଘଟିଛି। ଏହି…
ଏହି ଅଭିନେତ୍ରୀଙ୍କୁ ମା’ହୋଇପାରିବେ ନାହିଁ ବୋଲି କହିଥିଲେ…
ପଞ୍ଜାବୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ନୀରୁ ବାଜୱା ଏକ ସାକ୍ଷାତକାର ରେ କହିଥିଲେ ଏପରି ଏକ ସମୟ ଥିଲା ଯେତେବେଳେ ଡାକ୍ତରମାନେ ତାଙ୍କୁ କଦାପି ମା’ ହୋଇପାରିବେ ନାହିଁ ବୋଲି କହିଥିଲେ। କିନ୍ତୁ ଇଶ୍ବରଙ୍କ ଇଚ୍ଛା ଆଗରେ ସବୁକିଛି ଫେଲ ଭଳି…
କ’ଣ ଏହି ଫ୍ରାଇଡ ରାଇସ ସିଣ୍ଡ୍ରୋମ, ଯାହାଦ୍ୱାରା ଚାଲିଗଲା ଜଣେ ଯୁବକଙ୍କ ଜୀବନ
ସୋସିଆଲ ମିଡିଆରେ ପ୍ରତିଦିନ କିଛି ଟ୍ରେଣ୍ଡ କରୁଥାଏ। ଯାହାକୁ ନେଇ ସୋସିଆଲ ମିଡିଆରେ ଏସମ୍ପର୍କିତ ବିଭିନ୍ନ ପୋଷ୍ଟ ଦେଖିବାକୁ ମିଳିଥାଏ। ଶନିବାର ଫ୍ରାଇଡ ରାଇସ ସିଣ୍ଡ୍ରୋମ ସୋସିଆଲ ମିଡିଆରେ ଖୁବ୍ ଟ୍ରେଣ୍ଡ କରିବାରେ ଲାଗିଛି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଲାଗି…
ଭବିଷ୍ୟବାଣୀ: ୨୦୨୪ରେ ବାରମ୍ବାର ଥରିବ ପୃଥିବୀ, ସବୁଠୁ ଭୟଙ୍କର କ୍ଷତି ହେବ ଏହି ଦେଶରେ
ଆପଣ ଭବିଷ୍ୟବାଣୀରେ ବିଶ୍ୱାସ କରନ୍ତି କି? ଯଦି ହଁ, ତେବେ ଏହି ଖବର ପଢ଼ିବା ପରେ ଆପଣଙ୍କ ମନରେ ନିଶ୍ଚିତ ଭୟ ଜାତ ହେବ। ନିକଟରେ ଜଣେ ଜ୍ୟୋତିଷ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଆସନ୍ତାବର୍ଷ ବିଶ୍ୱ ଏକ ବଡ଼ ବିପଦର…
ସ୍ବାମୀଙ୍କୁ ଏତେ ପ୍ରେମ ଯେ କପାଳରେ ନାଁର ଟାଟୁ କଲେ ମହିଳା, ଭିଡିଓ ଦେଖିଲେ ଚକିତ ହେବେ…
କିଛି ଦିନ ତଳେ ଜଣେ ପ୍ରେମିକା ପ୍ରେମିକଙ୍କ ଲାଗି କପାଳରେ ଟାଟୁ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ଜଣେ ମହିଳା ସ୍ବାମୀଙ୍କ ଲାଗି ମୁଣ୍ଡରେ ସେଭଳି ଟାଟୁ କରିଥିବାର ଭିଡିଓ ଭାଇରାଲ ହେଉଛି। ସ୍ବାମୀଙ୍କୁ ବହୁତ ଭଲ ପାଉଥିବାରୁ ସେ ତାଙ୍କ…
୧୪ରେ ଲଘୁଚାପ
ଭୁବନେଶ୍ୱର ୧୧।୧୧: ଆସନ୍ତା ୧୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୬ ତାରିଖ ବେଳକୁ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗର…
ଗାଈକୁ ବାଇକ୍ରେ ବସାଇ ବୁଲି ବାହାରିଛନ୍ତି ବ୍ୟକ୍ତି, ସତେଯେପରି କୁନି ପିଲା; ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ…
ଆଜିକାଲିର ସମୟରେ ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ ପାଲଟିଛି, ଯେଉଁଠାରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଥାଏ। ସେଥିରୁ କିଛି ଭିଡିଓ ମଜାଦାର ହୋଇଥିବା ବେଳେ ଆଉ କିଛିକୁ ବିଶ୍ୱାସ କରିହୁଏନା। ଏହି କ୍ରମରେ ଏବେ ଏକ…
ଜିଓ ଆଣିଲା ଜବରଦସ୍ତ ଚଷମା, ମୋବାଇଲ ସ୍କ୍ରିନ୍କୁ କରିଦେବ ହାଇଟେକ୍ ଥିଏଟର
ନୂଆଦିଲ୍ଲୀ,୧୧।୧୧: ଭାରତର ଶ୍ରେଷ୍ଠ ଟେଲିକମ୍ କମ୍ପାନୀ ଜିଓ ଏଆର୍-ଭିଆର୍ ସପୋର୍ଟ ଥିବା ମିକ୍ସଡ୍ ରିଆଲିଟି ହେଡସେଟ୍ ଜିଓ ଚଷମା ବଜାରକୁ ଆଣିଛି। ଏହାକୁ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୩ରେ ପ୍ରଦର୍ଶନ କରାଯାଇଥିଲା। ଏହି ହାଇଟେକ୍ ଚଷମାର ଏକାଧିକ ସ୍ବତନ୍ତ୍ରତା ରହିଛି। ଏହା…
ଅଷ୍ଟ୍ରେଲିଆ ଆଗରେ ୩୦୭ ରନ୍ର ବିଜୟ ଟାର୍ଗେଟ୍ ରଖିଲା ବାଂଲାଦେଶ
ପୁଣେ,୧୧।୧୧: ପୁଣେ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡ଼ିୟମରେ ଶନିବାର ଖେଳାଯାଉଥିବା ୨୦୨୩ ବିଶ୍ୱପକର ୪୩ତମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ବାଂଲାଦେଶ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ୍…
ଓଲଟିଲା ସ୍କୁଲ ବସ, ବସରେ ଥିଲେ ୧୪ଛାତ୍ରୀଛାତ୍ର
ଗୟା.୧୧।୧୧: ବିହାରର ଗୟାରେ ଓଲଟି ପଡିଲା ସ୍କୁଲ ବସ। ବସରେ ଥିଲେ ୧୪ଜଣ ଛାତ୍ରୀଛାତ୍ର। ସହରର ମଗଧ ମେଡିକାଲ ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାରେ ୧୪ଜଣ ଛାତ୍ରୀଛାତ୍ର ଗୁରୁତର ଆହତ ହୋଇଛନ୍ତି। ସୂଚନା ମିଳିବା ମାତ୍ରେ…
ଏଣିକି ଯାତ୍ରୀବାହୀ ବସ୍ରେ ବାଣ ନେଉଥିଲେ ହୋଇଯାନ୍ତୁ ସାବଧାନ
ଭୁବନେଶ୍ୱର,୧୧।୧୧: ଏଣିକି ଯାତ୍ରୀବାହୀ ବସ୍ରେ ବାଣ ନେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏ ନେଇ ଚେତାବନୀ ଦିଆଯାଇଛି। ଶନିବାର ଭୁବନେଶ୍ୱର ଡେପୁଟି ଅଗ୍ନିଶମ ଅଧିକାରୀ ଅବନୀ ସ୍ବାଇଁ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ପଶ୍ଚିମବଙ୍ଗର ଖଡ଼ଗ୍ପୁର ବସ୍ରେ ଶନିବାର ରାତିରେ ଘଟିଥିବା…
Archives


