Posted inଜାତୀୟ

ଦତ୍ତାତ୍ରେୟ ଆର୍‌ଏସ୍‌ଏସ୍‌ର ସରକାର୍ଯ୍ୟବାହ ପୁନଃନିର୍ବାଚିତ

ନାଗପୁର,୧୭।୩:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ମୁଖ୍ୟାଳୟ ମହାରାଷ୍ଟ୍ରର ନାଗପୁରରେ ଅନୁଷ୍ଠିତ ୩ ଦିନିଆ ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଦତ୍ତାତ୍ରେୟ ହୋସାବଲେ ଆଉ ୩ ବର୍ଷ ପାଇଁ ସରକାର୍ଯ୍ୟବାହ (ସାଧାରଣ ସମ୍ପାଦକ) ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ସେ ଆର୍‌ଏସ୍‌ଏସ୍‌ର ସରକାର୍ଯ୍ୟବାହ ଭାବେ ୨୦୨୭ ପର୍ଯ୍ୟନ୍ତ ରହିବେ। ୨୦୨୧ରୁ ଦତ୍ତାତ୍ରେୟ ଏହି ପଦବୀରେ ରହି କାର୍ଯ୍ୟ କରିଆସୁଛନ୍ତି। ସରକାର୍ଯ୍ୟବାହ ହେଉଛନ୍ତି ସଂଗଠନର କାର୍ଯ୍ୟନିର୍ବାହୀ ମୁଖ୍ୟ। ସେ ସଂଘର ସମସ୍ତ ବ୍ୟାପାର ପରିଚାଳନା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଏଥର ଗୋଟିଏ ବି ଆସନ ହାରିବୁ ନାହିଁ, ଚତୁର୍ଥ ପର୍ଯ୍ୟାୟ ଭୋଟ ପୂର୍ବରୁ କାହିଁକି ଏମିତି କହିଲେ ମୋଦି

ପାଟନା,୧୨।୫: ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ କଂଗ୍ରେସ ଏବଂ I.N.D.I.A ସହଯୋଗୀ ଦଳକୁ...

ଏଏପିକୁ ବାଛିଲେ ମୋତେ ଦ୍ୱିତୀୟ ଥର ଜେଲ ଯିବାକୁ ପଡିବ ନାହିଁ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୫: ମଧ୍ୟବର୍ତ୍ତୀକାଳୀନ ଜାମିନରେ ତିହାର ଜେଲରୁ ମୁକ୍ତ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର...

ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡ଼ିଶା. ପଶ୍ଚିମ ବଙ୍ଗରେ ଏମିତି ଫଳାଫଳ ଆସିବ ଯାହା କଳ୍ପନା କରାଯାଇ ନ ପାରେ : ମୋଦି

ପାଟନା,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି ଯେ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗରେ ଏପରି ଫଳାଫଳ ଆସିବ ଯାହାକୁ ଆପଣ କଳ୍ପନା କରିପାରିବେ ନାହିଁ।...

ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିରଙ୍କୁ ସମନ ଜାରି କଲା ଇଡି

ରାଞ୍ଚି,୧୨ା୫: ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବଙ୍କ ସହାୟକ ଘରୁ ଗତ ସପ୍ତାହରେ ୩୪ କୋଟି ଟଙ୍କା ଜବତ ହୋଇଥିଲା। ଏହି...

କଂଗ୍ରେସର ପରାଜୟକୁ ଲୁଚାଇବାକୁ ବାହାନା ଖୋଜୁଛନ୍ତି ବିରୋଧୀ: ପୀୟୁଷ

ନୂଆଦିଲ୍ଲୀ,୧୨।୫: କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ରବିବାର କହିଛନ୍ତି ଯେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ବିରୋଧରେ ଟାମ୍ପରିଂ କରୁଥିବା ଅଭିଯୋଗ...

ଇତିହାସ ରଚିଲେ ମୋଦି

ପାଟନା,୧୨।୫: ବିହାରର ରାଜଧାନୀ ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ରୋଡ ଶୋ ଆରମ୍ଭ ହୋଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ରବିବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ...

ମୋଦି କହିଲେ ରାଜକୁମାରଙ୍କୁ ତାଙ୍କ ବୟସଠାରୁ ବି ମିଳିବ କମ ଆସନ, ଜବାବ ରଖିଲେ ଶଶି ଥରୁର

ନୂଆଦିଲ୍ଲୀ,୧୨।୫: ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟସ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆରମ୍ଭ କରିଥିବା ବିତର୍କକୁ...

କଂଗ୍ରେସର ଦାବି ଶାହାଙ୍କ ରାଲିରେ ଖବରଦାତାଙ୍କୁ ମାଡ ମାରିଛନ୍ତି ଭାଜପା କର୍ମୀ

ଲକ୍ଷ୍ନୌ,୧୨।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉତ୍ତରପ୍ରଦେଶର ରାଏବରେଲି ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଠିକୁ ଅମିତ ଶାହା ସମ୍ବୋଧିତ କରିବାକୁ ଆସିଥିଲେ ସେହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri