Home Left

ସ୍ବିଗି-ଜୋମାଟୋକୁ ୫୦୦-୫୦୦କୋଟି ଟଙ୍କାର ନୋଟିସ

ନୂଆଦିଲ୍ଲୀ,୨୨।୧୧: ଫାଷ୍ଟଷ୍ଟେ ଫୁଡ ଡେଲିଭରି ଆପ ଭାବେ ପରିଚିତ ସ୍ବିଗିି-ଜୋମାଟୋ। ବର୍ତ୍ତମାନ ଏହି ଦୁଇ କମ୍ପାନୀର ବିବାଦ ବଢିବାରେ ଲାଗିଛି। ନିକଟରେ ସ୍ବିଗି-ଜୋମାଟୋ ୫୦୦-୫୦୦ କୋଟି ଟଙ୍କାର ଜିଏସଟି ନୋଟିସ ପାଇଛନ୍ତି। ଅଭିଯୋଗ ହୋଇଛି କି,ସ୍ବିଗି-ଜୋମାଟୋ ଡେଲିଭରି ଫି ନାମରେ ଗ୍ରାହକଙ୍କ…

ପ୍ରଶଂସକଙ୍କ ସହ ଏଭଳି ବ୍ୟବହାର କଲେ ସଲମାନ୍‌, କିଛି ସେକେଣ୍ଡରେ ଭାଇରାଲ ହେଲା ଭିଡିଓ

ବମ୍ବେ: ବଲିଉଡ ଅଭିନେତା ସଲମାନ ଖାନ୍‌ ଏବେ ନିଜର ଫିଲ୍ମ ‘ଟାଇଗର ୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ଦେଶବିଦେଶରେ ଏହାକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ…

ଭାଜପା ପକ୍ଷରୁ ଛତ୍ରପୁର  ବ୍ଲକ ଘେରାଉ

ଛତ୍ରପୁର,୨୨।୧୧(ସନ୍ତୋଷ ପାଢ଼ୀ, ଦିଲ୍ଲୀପ ସାମଲ ): ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଭାଜପା ପକ୍ଷରୁ ଗଞ୍ଜାମ ଜିଲା ଛତ୍ରପୁର  ବ୍ଲକ ଘେରାଉ  କରାଯାଇଛି।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା, ରାସନ କାର୍ଡରେ ଯୋଗ୍ୟ…

ନିଃସର୍ତ୍ତ କ୍ଷମା ମାଗିଲେ ଧୀରେନ୍ଦ୍ର ଶାସ୍ତ୍ରୀ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୧୧ : ଧାର୍ମିକ ପ୍ରଚାରକ ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ, ବାଗେଶ୍ୱର ନାମରେ ଜଣାଶୁଣା, ସନ୍ଥ ତୁକାରାମଙ୍କ ଉପରେ ଦେଇଥିବା ଅଭିଯୋଗ ପାଇଁ ବୁଧବାର ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି। ତାଙ୍କର ଏହି ମନ୍ତବ୍ୟ ମହାରାଷ୍ଟ୍ରର ୱାର୍କରୀ ସମ୍ପ୍ରଦାୟର ଏକ ବଡ଼…

କ୍ରିକେଟ୍‌କୁ ଅଲବିଦା କହିଲେ ବିଶ୍ୱର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ରିକେଟର: ବଖାଣିଲେ ଦୁଃଖ

ନୂଆଦିଲ୍ଲୀ,୨୨।୧୧: ଆଇସିସି ଟ୍ରାନ୍ସଜେଣ୍ଡର କ୍ରିକେଟରଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ କରିବା ପରେ ବିଶ୍ୱର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ରିକେଟର ଡାନିଏଲ ମ୍ୟାକଗେ ତାଙ୍କ ଅବସର ଘୋଷଣା କରିଛନ୍ତି। କାନାଡା ପାଇଁ ଖେଳୁଥିବା ଦୁନିଆର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ରିକେଟର ଡାନିଏଲ ମ୍ୟାକଗେ ଏହି ଆଇସିସି…

ବସ୍‌କୁ ଅପେକ୍ଷା କରିଥିବା ବେଳେ ଦ୍ରୁତ ଗତିରେ ଆସି ଚଢ଼ିଗଲା କାର

ଦିଗପହଣ୍ଡି,ପାଟପୁର,୨୨। ୧୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଗ୍ରାମ ଯାତ୍ରୀ ବିଶ୍ରାମାଗାର ସମ୍ମୁଖରେ ଏକ କାର ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ଜଣେ ଗୁରୁତର ହୋଇଥିବା ବେଳେ ୨ ମହିଳା…

ରନଓ୍ବେରୁ ବାହାରି ସମୁଦ୍ରରେ ପଶିଲା ମିଲିଟାରୀ ବିମାନ, ଦେଖନ୍ତୁ ଭିଡିଓ…

ଓ୍ବାଶିଂଟନ,୨୨।୧୧ : ବିମାନ ଦୁର୍ଘଟଣାର ଭିଡିଓ ପ୍ରତିଦିନ ଦେଖିବାକୁ ମିଳୁଛି। ଆମେରିକାରୁ ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ନୌସେନା ବିମାନ କାନୋହେ ବେ ନିକଟ ରନୱେରୁ ବାହାରି ସମୁଦ୍ର ମୁହାଁ ହେଉଥିବାର ଦେଖାଯାଉଛି। ଏହା ସୋସିଆଲ…

ଶୁଭମନ ଗିଲ ନୁହନ୍ତି, ଏହି ଯୁବକଙ୍କୁ ଡେଟ୍‌ କରୁଛନ୍ତି ସାରା ତେନ୍ଦୁଲକର ! ଜାଣନ୍ତୁ ନାମ…

ନୂଆଦିଲ୍ଲୀ,୨୨।୧୧: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ନିଜର ଲଭ୍‌ ଲାଇଫ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ସେ ଯୁବ କ୍ରିକେଟର ଶୁଭମନ ଗିଲଙ୍କୁ ଡେଟ୍‌ କରୁଥିବା କୁହାଯାଉଥିବା ବେଳେ ଏବେ ଆଉ ଜଣେ ଯୁବକଙ୍କ ନାମ ସାମ୍ନାକୁ ଆସିଛି।…

ରୋହିତ ଆଉଟ ନା ନଟ ଆଉଟ ନେଇ ଭିଡିଓ ଭାଇରାଲ…

ଅହମଦାବାଦ,୨୨।୧୧ : ତୃତୀୟ ଥର ପାଇଁ ବିଶ୍ୱକପ ଜିତିବାର ଭାରତୀୟ ଦଳର ସ୍ବପ୍ନ ଫାଇନାଲରେ ଅଷ୍ଟ୍ରେଲିଆ ଦ୍ୱାରା ସଫଳ ହୋଇ ପାରି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶଂସକମାନେ ଭାରତୀୟ ଦଳର ପରାଜୟକୁ ଭୁଲି ପାରି ନାହାନ୍ତି। ଏବେ ସୋସିଆଲ ମିଡିଆରେ ଅନେକ…

ଭିକାରୀଙ୍କ ପାଖରେ ଆଇଫୋନ୍‌ ଦେଖି ଚମକି ପଡ଼ିଲେ ଯୁବତୀ, ପଚାରିବାରୁ କହିଲେ- ଏଇଟା କୋଉ ବଡ଼ କଥା, ଘରେ ସମସ୍ତଙ୍କର ଅଛି

ମାଗୁଛନ୍ତି ଭିକ, ହେଲେ ହାତରେ ଧରିଛନ୍ତି ହଜାର ହଜାର ଟଙ୍କାର ଆଇଫୋନ୍‌। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚାର ପରିସରକୁ ଆସିଛି। ଭିଡିଓରେ ଜଣେ ଯୁବତୀ ଭିକାରୀମାନଙ୍କ ଏକ ଦଳ ନିକଟରେ ପହଞ୍ଚି ତାଙ୍କୁ କିଛି…

ଚାଲିକି ଯାଉଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ବସ୍‌ 

ଭଦ୍ରକ,୨୨।୧୧(ସନାତନ ରାଉତ): ଭଦ୍ରକ ସହର ବନ୍ତ ଛକରେ ବୁଧବାର ବସ୍‌ ଚଢ଼ିଯିବାରୁ ଜରଙ୍କ ମୃତ୍ୟୁ ଘଟିଛି । ସୂଚନା ଯୋଗ୍ୟ, ଭଦ୍ରକ ଜିଲା ଅଗରପଡା ଥାନା ଅଧୀନ ବିସଲକଣା ଗ୍ରାମର କନକ ଦାସ (୫୫) ବସ୍‌ରେ ଆସି ବନ୍ତ ଛକରେ ବସ…

ବାଦ-ବିବାଦ ଭୁଲି କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି କରନ୍‌ ଜୋହର, ଜନ୍ମଦିନରେ କଲେ ବଡ଼ ଘୋଷଣା

ବମ୍ବେ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ଖାସ୍‌ ଦିନରେ ତାଙ୍କର ଅପ୍‌କମିଂ ଫିଲ୍ମକୁ ନେଇ ବଡ଼ ଘୋଷଣା କରାଯାଇଛି, ଯାହାକି ଅନେକଙ୍କୁ ଚକିତ କରିଛି। କାରଣ ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ କରନ ଜୋହର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri