ବେଙ୍ଗାଲୁରୁ ବାଣ ଦୋକାନରେ ନିଆଁ ଲାଗି ୧୪ ମୃତ, ଯାଞ୍ଚ ପରେ ହେବ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୮।୧୦: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଶନିବାର ଆଟିବେଲେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ବାଣ ଦୋକାନରେ ଅଗ୍ନିକାଣ୍ଡରେ ୧୪ଜଣଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ ରବିବାର ଘଟଣା ସ୍ଥଳ ପରିଦର୍ଶନ…
ବାୟୁସେନାର ୯୧ ତମ ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୮।୧୦: ଭାରତୀୟ ବାୟୁସେନା ରବିବାର ଅର୍ଥାତ୍ ଅକ୍ଟୋବର ୮ରେ ତା’ର ୯୧ ତମ ଫାଉଣ୍ଡେସନ ଡେ ବା ସ୍ଥାପନା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁସେନା ଦିବସ ଅବସରରେ ବାୟୁସେନାକୁ ଶୁଭେଚ୍ଛା ଜଣାଇ କହିଛନ୍ତି…
ଇସ୍ରାଏଲ-ହମାସ ମଧ୍ୟରେ ଏୟାର ଇଣ୍ଡିଆର ବଡ ନିଷ୍ପତ୍ତି, ତେଲ ଆଭିଭ ଯାଉଥିବା ବିମାନ ରଦ୍ଦ
ଜେରୁଜେଲମ,୮।୧୦: ଶନିବାର ଇସ୍ରାଏଲର ତେଲ ଆଭିବ ଉପରେ ହାମାସ ଆକ୍ରମଣ ପରେ ଏୟାର ଇଣ୍ଡିଆ ନୂଆଦିଲ୍ଲୀରୁ ସେଠାକୁ ଯାଉଥିବା ବିମାନକୁ ବାତିଲ କରିଦେଇଛି। ଏହି ବିମାନ ତେଲ ଆଭିଭକୁ ପାଞ୍ଚଟି ସାପ୍ତାହିକ ବିମାନ ଚଳାଚଳ କରିଥାଏ। ଏହି ବିମାନଗୁଡ଼ିକ ସୋମବାର, ମଙ୍ଗଳବାର,…
ଭାଗ୍ୟ ବଦଳାଇବ ଫୁଲ
ଅପରାଜିତା, ଯିଏ କେବେ ବି ହାରେ ନାହିଁ ବା ଯାହାର କେବେ ବି ପରାଜୟ ନାହିଁ। ସେଥିପାଇଁ ଅପରାଜିତା ଫୁଲ ପ୍ରତି ଲୋକଙ୍କର ଥାଏ ଖୁବ୍ ଆଦର। କୁହାଯାଏ, ଅପରାଜିତା ଫୁଲର ଅନ୍ୟନାମ ହେଉଛି ନୀଳକଣ୍ଠ। ମହାପ୍ରଭୁ ଶିବଙ୍କର ମଧ୍ୟ ଆଉ…
ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୧୦୩ ପ୍ରାର୍ଥୀଙ୍କ ନାମ ସ୍ଥିର କଲା କଂଗ୍ରେସ
ଭୋପାଳ,୮।୧୦: ମଧ୍ୟ ପ୍ରଦେଶ ବିଧାନ ସଭା ନିର୍ବାଚନ ପାଖେଇ ଆସୁଛି। ଏଥିପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହେଲେଣି। ଏହି କ୍ରମରେ ରବିବାର କଂଗ୍ରେସ ମଧ୍ୟ ପ୍ରଦେଶ ବିଧାନସଭାର ୧୦୩ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ କରିଛି। ସୂଚନାଯୋଗ୍ୟ, ୭…
ଉପକାରୀ କାମଧେନୁ ଗାଈ ମୂର୍ତ୍ତି
ହିନ୍ଦୁ ଧର୍ମରେ କାମଧେନୁ ନାମକ ଗାଈକୁ ବେଶ୍ ପବିତ୍ର ବୋଲି କୁହାଯାଏ; ଯାହାକୁ ସମଦ୍ରମନ୍ଥନରୁ ପ୍ରାପ୍ତ କରାଯାଇଥିଲା। ଏହି ଗାଈ ଯାହା ପାଖରେ ରହୁଥିଲା ତାଙ୍କର ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଯାଉଥିଲା। ବାସ୍ତୁଶାସ୍ତ୍ରରେ ବି ଏହି ଗାଈର ମୂର୍ତ୍ତିକୁ ଖୁବ୍ ଶୁଭ…
ଇସ୍ରାଏଲ୍ରୁ ସୁରକ୍ଷିତ ଭାବେ ଘରକୁ ଫେରୁଛନ୍ତି ନୁଶ୍ରତ
ମୁମ୍ବାଇ: ଇସ୍ରାଏଲ୍ ଉପରେ ହମାସ୍ ଆତଙ୍କବାଦୀ ଆକ୍ରମଣ କରିବାରୁ ଅନେକ ଲୋକ ମୃତାହତ ହୋଇଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଇସ୍ରାଏଲରେ ଫସି ରହିଥିବା ବଲିଉଡ୍ ଅଭିନେତ୍ରୀ ନୁଶ୍ରତ ଭାରୁଚା ଇସ୍ରାଏଲ୍ ଛାଡ଼ିଛନ୍ତି। ଖୁବ୍ଶୀଘ୍ର ସେ ଭାରତରେ ପହଞ୍ଚିବେ ବୋଲି ତାଙ୍କ ମା’…
ଇମୋଜି
ବର୍ତ୍ତମାନ କାହାକୁ ମେସେଜ୍ କରିବା ଲାଗି ଟେକ୍ସଟ୍ ବଦଳରେ ସହଜ ଏବଂ ଶୀଘ୍ର ହେଉଥିବାରୁ ଇମୋଜି ସବୁଠୁ ଅଧିକ ବ୍ୟବହାର ହେଉଛି। ଏହା ମାଧ୍ୟମରେ ମନର ଭାବ ପ୍ରକାଶ କରିବା ବି ସହଜ। ତେବେ ଜାଣିବା ଏହା ସମ୍ପର୍କରେ କିଛି ରୋଚକ…
ପେଟ ବଢ଼ୁଥିଲେ
ଏଥିପାଇଁ ବିଶେଷକରି ଜୀବନଶୈଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ ମୁଖ୍ୟତଃ ଦାୟୀ। ତେଣୁ ପେଟରେ ଚର୍ବି ନ ହେବା ଲାଗି ସନ୍ତୁଳିତ ଖାଦ୍ୟାଭ୍ୟାସ ସହିତ ଠିକ୍ ସମୟରେ ଖାଇବା, ଶୋଇବା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଖାଦ୍ୟ ତାଲିକାରେ ଫାଇବରଯୁକ୍ତ ଖାଦ୍ୟର…
ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ଗୁରୁତର
ନୟାଗଡ଼,୮ା୧୦(ଲୋକନାଥ ମିଶ୍ର): ଶିକାର ସମୟରେ ନିଜ ବନ୍ଧୁକରୁ ଗୁଳି ଫୁଟି ଜଣେ ଶିକାରୀ ଗୁରୁତର ହୋଇଛନ୍ତି। ଶିକାରୀ ଜଣକ ହେଲେ ସନ୍ନ୍ୟାସୀ ଜାନି(୪୫)। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଣୀଗୋଛା ଓ ପରେ ଦଶପଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ଉନ୍ନତି…
ଏହି ୧୧ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଭାରତୀୟ ଟିମ୍! ଜାଣନ୍ତୁ କିଏ ନେବ ଗିଲଙ୍କ ସ୍ଥାନ
ଚେନ୍ନାଇ,୮।୧୦: ଆଇସିସି ବିଶ୍ୱକପ ୨୦୨୩ରେ ଭାରତୀୟ ଦଳ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଚେନ୍ନାଇର ଏମ୍ ଚିଦାମ୍ବରମ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ତେବେ ବିଜୟରୁ ଟୁର୍ନାମେଣ୍ଟରେ ନିଜର ଯାତ୍ରା ଆରମ୍ଭ କରିବାକୁ…
ଇସ୍ରାଏଲରେ ଫସିଛନ୍ତି ଅଭିନେତ୍ରୀ ନୁଶରତ, ଯୋଗାଯୋଗ କରିପାରୁନି ଟିମ୍
ବମ୍ବେ: ବର୍ତ୍ତମାନ ଇସ୍ରାଏଲରେ ଯୁଦ୍ଧ ଚାଲିଛି। ପାଲେଷ୍ଟାଇନ୍ ସମର୍ଥକ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ବେଳେ ଏଥିରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଏସବୁ ମଧ୍ୟରେ ବଲିଉଡ୍ ଅଭିନେତ୍ରୀ ନୁଶରତ ଭାରୁଚା ମଧ୍ୟ ଇସ୍ରାଏଲରେ ଫସିଥିବା ନେଇ ଖବର…
Archives


