ଖୁସି
ଟେନ୍ସନ ! ଏହି ଶବ୍ଦଟି ବୋଧହୁଏ କାହା ପାଟିରୁ ନ ଶୁଣିବା ଏବେ ଏକ ସ୍ବପ୍ନ ହୋଇଗଲାଣି। ଅଧିକାଂଶ ଯୁବବର୍ଗ କିଏ ପାଠପଢ଼ାକୁ ନେଇ ତ କିଏ ଜବ୍ ଅବା ପୁଣି କିଏ ଆର୍ଥିକ କିମ୍ବା ପାରିବାରିକ ଭଳି ବିଭିନ୍ନ ସମସ୍ୟାକୁ…
ବ୍ରିଟେନରେ ୧୦ ବର୍ଷ ପର୍ଯ୍ୟନ୍ତ ଘର ଭଡ଼ା ଦେଇ ପାରିବେନି ମୂଳ ଭାରତୀୟ…
ଲଣ୍ଡନ, ୮।୧୦: ବ୍ରିଟେନର ଜଣେ ମୂଳ ଭାରତୀୟ ୧୦ ବର୍ଷ ଘର ଭଡ଼ା ଦେଇ ପାରିବେନି। ଏନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ବାସ୍ତବରେ ମୂଳ ଭାରତୀୟ ୫୫ ବର୍ଷିୟ ଘର ମାଲିକ ନିଳେନ୍ଦୂ ଦାସ ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କ…
ଆଣ୍ଡାମାନ ସାଗରରେ ଭୂକମ୍ପ ଝଟ୍କା, ତିବ୍ରତା ୪.୩
ଆଣ୍ଡାମାନ,୮।୧୦: ଆଣ୍ଡାମାନ ସାଗରରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜୀ ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୩ ଥିବା ଜଣାପଡ଼ିଛି। ସକାଳ ୩.୨୦ରେ ୧୦ କିମି ଗଭୀରରେ ଏହି ଭୂକମ୍ପ ରେକର୍ଡ କରାଯାଇଥିଲା। ତେବେ ଗଭୀରତା…
କଂଗ୍ରେସରେ ସୁନ୍ଦରଗଡ଼ ଜିଲାର ବିଜେଡି, ସିପିଏମ୍ କର୍ମୀ
ଭୁବନେଶ୍ୱର,୮।୧୦(ଅନିଲ ଦାସ): କଂଗ୍ରେସ ଦଳର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସିି) ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରି ସୁନ୍ଦରଗଡ଼ ଜିଲା ତଲସରା ବ୍ଲକ, ନୂଆଗାଁ ବ୍ଲକ ଏବଂ ବୀରମିତ୍ରପୁର ମ୍ୟୁନିସିପାଲିଟିର…
ଟେକ୍ସଟାଇଲ ପାର୍କ ନ ଥିବାରୁ କପାଚାଷୀ ଉପକୃତ ହୋଇପାରୁନାହାନ୍ତି: ମନମୋହନ
ଭବାନୀପାଟଣା,୮।୧୦(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କଳାହାଣ୍ଡି ଜିଲା ଗସ୍ତରେ ଆସିଥିଲେ। ଶନିବାର ପୂର୍ବାହ୍ନରେ ଭବାନୀପାଟଣା ସର୍କିଟ ହାଉସଠାରେ ଜିଲା ଭାଜପା ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ମନମୋହନ କହିଛନ୍ତି, କଳାହାଣ୍ଡି ଜିଲାରେ ଅଧିକ କପା ଚାଷ…
ବିଜେଡି କର୍ମକର୍ତ୍ତାଙ୍କୁ ନୂତନ ନିଯୁକ୍ତି
ଭୁବନେଶ୍ୱର,୮।୧୦(ଅନିଲ ଦାସ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ରାୟଗଡ଼ା, ବୌଦ୍ଧ ଏବଂ ଦେବଗଡ଼ ଜିଲା କମିଟିର ବିିଭିନ୍ନ କର୍ମକର୍ତ୍ତାଙ୍କୁ ନୂତନ ନିଯୁକ୍ତି ଦିଆଯାଇଛି। ଶନିବାର ବିଜେଡି ପକ୍ଷରୁ ଏ ନେଇ ପ୍ରେସ୍…
ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜ ପାଇଁ ଭାରତ ପ୍ରସ୍ତୁତ
ଚେନ୍ନାଇ, ୮। ୧୦: ଭାରତକୁ ଦିନିକିଆ କ୍ରିକେଟ ବିଶ୍ୱକପ ଫେରିଥିବା ବେଳେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏକ ନୂତନ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଥିବା ବେଳେ ପ୍ରଥମ ମ୍ୟାଚରେ…
ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ବିଭାଗ ବିଦ୍ୟାଳୟରେ ପାଠପଢ଼ା ବନ୍ଦ
ନୂଆପଡ଼ା,୮।୧୦(ମକାରୁ ବେମାଲ)ନୂଆପଡା ଜିଲାରେ ୨୦୨୩ ଜୁନ ୧୯ରେ ଜିଲାପାଳଙ୍କ ପତ୍ରସଂଖ୍ୟା ୧୯୧୨ରେ ଜିଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନସ୍ଥ ୭୯ ଶିକ୍ଷୟିତ୍ରୀ, ଶିକ୍ଷକ ଓ ୧୯ ଜଣ ପ୍ରଧାନ ଶିକ୍ଷକଙ୍କ ବଦଳି ଆଦେଶ ହୋଇଥିଲା। ସରକାରୀ…
ଇସ୍ରାଏଲ୍-ପାଲେଷ୍ଟାଇନ୍ ବିବାଦର ଇତିହାସ
ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ବହୁ ପୁରୁଣା। ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ଯେତେବେଳେ ଜିଓନିଷ୍ଟମାନେ ଓଟ୍ଟୋମାନ୍ ନିୟନ୍ତ୍ରଣରେ ଥିବା ପାଲେଷ୍ଟାଇନ୍ରେ ଇହୁଦୀମାନଙ୍କ ପାଇଁ ନିଜସ୍ବ ରାଷ୍ଟ୍ର ପ୍ରତିଷ୍ଠା କରିବାକୁ ଚାହିଁଲେ ସେବେଠାରୁ ବିବାଦର ସୂତ୍ରପାତ ହୋଇଥିଲା। ୧୯୧୭ରେ ବ୍ରିଟିଶ…
ଛାତ୍ରୀଛାତ୍ରଙ୍କ ପାଇଁ ପ୍ରକାଶ ପାଇଲା କୋଶ୍ଚିନ ବ୍ୟାଙ୍କ
ଭୁବନେଶ୍ୱର, ୮।୧୦(ଅସମାପିକା ସାହୁ)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବା ଦ୍ୱାଦଶ ପରୀକ୍ଷା ୨୦୨୪ ଫେବୃୟାରୀ ୧୪ରୁ ଆରମ୍ଭ ହେବ। ଏଥିପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଯୁକ୍ତ୨ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା…
ଲକ୍ଷ୍ମୀଡୁଙ୍ଗୁରୀରେ ଟନେଲ ନିର୍ମାଣରେ ବିଳମ୍ବ
ସମ୍ବଲପୁର,୮ା୧୦(ଶୁଭାଶିଷ ପାଢ଼ୀ)୫୫ନଂ. ଜାତୀୟ ରାଜପଥର ସମ୍ବଲପୁର ସହର ମଧ୍ୟସ୍ଥ ଲକ୍ଷ୍ମୀଡୁଙ୍ଗୁରୀ, ରେମେଡ ଓ ପିସି ବ୍ରିଜ୍ ନିକଟରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏହିସବୁ ସ୍ଥାନକୁ ପରିବହନ ବିଭାଗ ପକ୍ଷରୁ ବ୍ଲାକ୍ସ୍ପଟ୍ ଭାବେ ଚିହ୍ନଟ କରାଯାଇଛି। ଜିଲାସ୍ତରୀୟ…
୧୧ଶହ ପୁରସ୍କାର ପାଇଁ ୨୭ ହଜାର ଗାଏବ
ରାୟଗଡ଼ା,୮ା୧୦(ଆଶିଷ ରଞ୍ଜନ ପଣ୍ଡା)ଓଡ଼ିଶାରେ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସାଇବର ସୁରକ୍ଷା ଅଭିଯାନ ଚାଲିଛି। ଗାଁ ଗାଁ ଜନସଚେତନତା ପାଇଁ ରଥ ବୁଲି ପ୍ରଚାର କରୁଛି। ତେବେ ସଚେତନତା ଅଭାବରୁ ଶନିବାର ରାୟଗଡ଼ାରେ ଏକ ସାଇବର ଠକେଇର…
Archives


