ବଡ଼ଓଷା ଦିନ ହରିପୁର ଗାଁରେ ଫୁଟିଲା ବୋମା
ଖଲ୍ଲିକୋଟ,୨୫।୧୧: କାର୍ତ୍ତିକ ମାସର ଆଜି ଶନିବାର ବଡ଼ଓଷା। ଏନେଇ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ବେଳେ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ବୋମା ମାଡ଼ ହୋଇଛି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ଏଥିରେ ୨ଜଣ…
‘ବିଶ୍ୱ ହିନ୍ଦୁ ମୂଲ୍ୟବୋଧରୁ ପ୍ରେରଣା ନେଉ, ତାହେଲେ ଯାଇ ସ୍ଥାପନ ହେବ ବିଶ୍ୱ ଶାନ୍ତି,’ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ
ବ୍ୟାଙ୍ଗକକ,୨୫।୧୧: ହିନ୍ଦୁ ଧର୍ମ ସମ୍ବନ୍ଧରେ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ ଏକ ବଡ଼ ବୟାନ ଦେଇଛନ୍ତି। ଥାଇ ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଅଶାନ୍ତି ସହ ସଂଗ୍ରାମ କରୁଥିବା ବିଶ୍ୱ ହିନ୍ଦୁ ମୂଲ୍ୟବୋଧରୁ ଅହିଂସା, ସତ୍ୟ, ସହନଶୀଳତା ଏବଂ ସୌହାର୍ଦ୍ଦ୍ୟର…
ମୁଖ୍ୟ କବାଟ ଭାଙ୍ଗି ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
ଆଠଗଡ଼,୨୫।୧୧: କଟକ ଜିଲା ଆଠଗଡ଼ଠାରେ ଥିବା ଧବଳେଶ୍ୱରଙ୍କ ମନ୍ଦିରେ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଶୁକ୍ରବାର ପୂଜକମାନେ ମନ୍ଦିର ମୁଖ୍ୟଦ୍ୱାରରେ ଧାରଣାରେ ବସିଥିଲେ। ଯାହା ଫଳରେ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ…
ମହିଳାଙ୍କଠାରୁ ସନ୍ଦେହଜନକ ଭାବେ ଶିଶୁକନ୍ୟା ଉଦ୍ଧାର : ଅଟକ ରଖି ପଚରାଉଚରା
ଯାଜପୁରରୋଡ,୨୫ା୧୧(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ସହରର ମାକ୍ସ ଶୋ’ରୁମ୍ ନିକଟରୁ ଜଣେ ମହିଳାଙ୍କଠାରୁ ସନ୍ଦେହଜନ ଭାବେ ଜଣେ ୬ ମାସର ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଏଥିସହିତ ସମ୍ପୃକ୍ତ ମହିଳାଙ୍କୁ ପୋଲିସ…
ଗୋଟିଏ ବି ବଲ ନ ଖେଳି ମ୍ୟାଚ ଜିତିଥିଲେ ପଛରେ ବ୍ୟାଟିଂ କରିଥିବା ଦଳ
ବାଲି,୨୫।୧୧: ଅନ୍ତର୍ଜାତୀୟ କ୍ରିକେଟରେ ଆପଣ କେବେ ଏମିତି ଏକ ମ୍ୟାଚ ଦେଖିଛନ୍ତି ଯେଉଁଥିରେ ଏକ ଇନିଂସ ମଧ୍ୟ ଶେଷ ହୋଇନାହିଁ ଏବଂ ମ୍ୟାଚର ଫଳାଫଳ ଆସିଛି। ଇଣ୍ଡୋନେସିଆ ଏବଂ କାମ୍ବୋଡିଆ ମଧ୍ୟରେ ସମାନ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପ୍ରଥମେ ବ୍ୟାଟିଂ…
ଉଜୁଡ଼ିଯାଇଛି କାଜୁ ଚାଷ
ବ୍ରହ୍ମପୁର,୨୫ା୧୧(ନରସିଂହ ସାହୁ): ଗଞ୍ଜାମ ଜିଲାରେ କାଜୁ ଚାଷ ଉଜୁଡ଼ିଯାଇଛି। ଅନ୍ୟପକ୍ଷରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି କାଜୁ ଜଙ୍ଗଲ। ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନି। ଫସଲ ସୁରକ୍ଷା ପ୍ରତି ଅଣଦେଖା ଆଉ ଏକ କାରଣ। ସୂଚନାଯୋଗ୍ୟ ବ୍ରହ୍ମପୁର ଉପଖଣ୍ଡର ରଙ୍ଗେଇଲୁଣ୍ଡା, ଚିକିଟି…
ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସର ଅଧିନାୟକ ନ ହେଲେ ଏହି ୩ ଖେଳାଳିଙ୍କ ପାଖରେ ରହିଛି ସୁଯୋଗ
ନୂଆଦିଲ୍ଲୀ,୨୫।୧୧: ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟନ୍ସ ଛାଡିବାକୁ ଯାଉଛନ୍ତି। ଆଇପିଏଲରେ ଗୁଜୁରାଟ ଟାଇଟନ୍ସ ଦଳ ୨୦୨୨ରେ ଆରମ୍ଭ ହୋଇଥିଲା ଏବଂ ଏହି ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲା, କାରଣ ସେପର୍ଯ୍ୟନ୍ତ କେହି ଭାବି ନଥିଲେ…
ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ
ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଗାଡ଼ି ମାଲିକାନା ସତ୍ତ୍ୱ ପରିବର୍ତ୍ତନକୁ ନେଇ ଅଭିଯୁକ୍ତମାନେ ତାଙ୍କ ଗଳା କାଟି ହତ୍ୟା କରିବା…
ଏବେ ହାତୁଡିରେ ଭଙ୍ଗାଯିବ ସୁଡଙ୍ଗ, ରେସକ୍ୟୁ ଅପରେଶନରେ ବାଧାଯୋଗୁ…
ଉତ୍ତରକାଶୀ,୨୫।୧୧: ଦୀର୍ଘ ପ୍ରାୟ ୧୪ ଦିନ ଧରି ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ନିର୍ମାଣାଧୀନ ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ଜଣ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧ କାଳିନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତଥାପି, ଜଣେ ଶ୍ରମିକଙ୍କୁ ମଧ୍ୟ ସ୍ଥାନାନ୍ତର…
ହାର୍ଦ୍ଦିକ ପାଇବେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ରାନ୍ସଫର ଫି
ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ଆହୁରି ତିନି ମାସରୁ ଅଧିକ ସମୟ ବାକି ଅଛି। ହେଲେ ଏହାପୂର୍ବରୁ ଏହି ଲିଗ ଖୁବ ଚର୍ଚ୍ଚାରେ ରହିଛି। କାରଣ ହେଉଛି ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବା ଖବର…
ନ୍ୟୁ ବର୍ନ ବେବି ସହ ନଜର ଆସିଲେ ଜସପ୍ରୀତ ବୁମରା, ଫଟୋ ହେଉଛି ଭାଇରାଲ
ନୂଆଦିଲ୍ଲୀ,୨୫।୧୧: ନିକଟରେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମରା ପିତା ହୋଇଛନ୍ତି। ଗିଛିଦିନ ପୂର୍ବରୁ ଏହି ଦ୍ରୁତ ବୋଲରଙ୍କ ପତ୍ନୀ ସଞ୍ଜନା ଗଣେସନ ଏକ ସନ୍ତାନ ଜନ୍ମ ଦେଇଥିଲେ। ତେବେ ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ…
ଡେଭିସ କପ୍: ପାକିସ୍ତାନରେ ଖେଳିବାକୁ ମନାକଲେ ନାଗାଲ, ମୁକୁନ୍ଦ
ନୂଆଦିଲ୍ଲୀ, ୨୫ା୧୧: ଭାରତର ଦୁଇ ଟପ୍ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଓ ଶଶି କୁମାର ମୁକୁନ୍ଦ ପରବର୍ତ୍ତୀ ଡେଭିସ କପ୍ ମ୍ୟାଚ ଖେଳିବା ଲାଗି ପାକିସ୍ତାନ ଗସ୍ତ କରିବା ଲାଗି ରାଜି ନ ଥିବା ସେମାନେ ନ୍ୟାଶନାଲ ଟେନିସ ଫେଡେରେଶନ…
Archives


