Home Left

ପାଲେଷ୍ଟାଇନଙ୍କୁ ସମର୍ଥନ କଲା ସାଉଦି ଆରବ

ଜେରୁଜେଲମ,୧୦।୧୦: ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସର ଆକ୍ରମଣ ପରେ ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଉପରେ ଆକ୍ରମଣ କରୁଛି। ଏହି ସମୟରେ ଶାନ୍ତି ଆଣିବା ପାଇଁ ସାଉଦି ଆରବ ପାଲେଷ୍ଟାଇନବାସୀଙ୍କ ସହ ଛିଡା ହୋଇଛି ବୋଲି କହିଛି। ସାଉଦି କ୍ରାଉନ ପ୍ରିନ୍ସ…

୧୧ରୁ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା

ଅନୁଗୋଳ,୧୦।୧୦(ଅମିତ କୁମାର ସାମଲ): ଅନୁଗୋଳ ଫରେଷ୍ଟ ରେଞ୍ଜର ଟ୍ରେନିଂ କଲେଜ ପଡ଼ିଆରେ ଆସନ୍ତା ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲାରୁ ୧୮ଶହ ଛାତ୍ରୀଛାତ୍ରଙ୍କ ସହ ଅଫିସିଆଲ୍‌ ଯୋଗଦେବାର କାର୍ଯ୍ୟକ୍ରମ…

ଫାଇଲିନ୍‌ରେ ଲିଭି ନ ଥିଲା ଅଖଣ୍ଡ ଦୀପ

ବ୍ରହ୍ମପୁର,୧୦ା୧୦(ସ୍ମୃତି ରଞ୍ଜନ ମହାଲିକ): କମାପଲୀର ଦୁର୍ଗା ପୂଜା ୬୦ ବର୍ଷରେ ପହଞ୍ଚିଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ ଦୁର୍ଗତିନାଶିନୀଙ୍କ ଆଗମନ ପାଇଁ କମାପଲୀ ଦୂର୍ଗା ପୂଜା କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଚଳିତ ମାସ ଆରମ୍ଭରୁ କମିଟି ପକ୍ଷରୁ…

‘ଭ୍ରଷ୍ଟାଚାରରେ ଲିପ୍ତ ରହିଲେ ଯାଞ୍ଚଏଜେନ୍ସି ତା’କାମ କରିବ’, ଅମାନତୁଲ୍ଲାଙ୍କ ଘରେ ଇଡି ଚଢାଉକୁ ନେଇ ବର୍ଷିଲେ ବୀରେନ୍ଦ୍ର ସଚ୍ଚଦେବା

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଓଖଲା ବିଧାନସଭା ଆସନରୁ ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନଙ୍କ ବାସଭବନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଚଢାଉ କରିବା ପରେ ରାଜ୍ୟ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚଦେବା ତାଙ୍କ ଉପରେ ବର୍ଷିଛନ୍ତି। ଇଡି ଚଢାଉର କିଛି ସମୟ ପରେ…

ନଦୀପାଣିକୁ ରୋଷେଇ, ପିଇବାକୁ ନେଉଛନ୍ତି ଗ୍ରାମବାସୀ

ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ): ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ଭଞ୍ଜନଗର ବ୍ଲକ ଗୋହିରିବା ଗ୍ରାମବାସୀ ଦୈନନ୍ଦିନ ଲୋହରାଖଣ୍ଡି ନଦୀରୁ ପାଣି ଆଣି ରୋଷେଇ ଏବଂ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି। ନଦୀ ତଟବର୍ତ୍ତୀ ଅନେକ ଗ୍ରାମରେ ଏହିଭଳି ସମସ୍ୟା ଦେଖିବାକୁ ମିଳିଛି।…

‘ଆମେରିକୀୟ ନାଗରିକଙ୍କ ସୁରକ୍ଷା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିବୁ’, ଯୁଦ୍ଧ ମଧ୍ୟରେ ଏଫ୍‌ବିଆଇର ଚେତାବନୀ

ଓ୍ବାଶିଂଟନ,୧୦।୧୦: ଆମେରିକାର ସର୍ବୋଚ୍ଚ ଅନୁସନ୍ଧାନକାରୀ ଏଜେନ୍ସି ଏଫ୍‌ବିଆଇ ଚେତାବନୀ ଦେଇଛି ଯେ, ଆମେରିକାର ନାଗରିକଙ୍କ ଜୀବନ ପ୍ରତି କିଛି ବି ସମ୍ଭାବ୍ୟ ବିପଦର ଯାଞ୍ଚ ଏଫ୍‌ବିଆଇ କରିବ ଏବଂ ଆମେରିକାର ନାଗରିକଙ୍କୁ ବଞ୍ଚାଇବା ପାଇଁ କୌଣସି କଠୋର ପଦକ୍ଷେପ ନେବାକୁ ପଛଘୁଞ୍ଚା…

ଯୁବକଙ୍କୁ ଅପହରଣ ପରେ ହତ୍ୟା ଘଟଣା, ୪ ଗିରଫ

କୋଦଳା,୧୦।୧୦(ଅମିତ କୁମାର ପଟ୍ଟନାୟକ): କୋଦଳା ଥାନା ଅଧୀନରେ ଗତ ଶୁକ୍ରବାର କବିସୂର୍ଯ୍ୟନଗର ଥାନା କେ. ଝରିଡ଼ା ଗ୍ରାମର ଦିପୁ ପାତ୍ର(୩୨)ଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସୋମବାର ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକଙ୍କୁ…

ରାଜସ୍ଥାନରେ ଏଥର ଭାଜପା ଆସିବ ବୋଲି ଅଶୋକ ଗେହଲଟ ସ୍ବୀକାର କରିସାରିଛନ୍ତି: ପ୍ରହ୍ଲାଦ ଯୋଶୀ

ଭରତପୁର,୧୦।୧୦: ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ସହିତ ରାଜସ୍ଥାନରେ ରାଜନୀତି ସରଗରମ ହୋଇଛି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭାଜପାକୁ ଉତ୍ସାହିତ କରିବା ପାଇଁ ଭରତପୁର ଆସିଥିଲେ। ଏହି ସମୟ ମଧ୍ୟରେ ସେ ଶାସକ ଦଳ କଂଗ୍ରେସକୁ ଟାର୍ଗେଟ କରିଥିଲେ।…

ପାକିସ୍ତାନ ଉପସ୍ଥାପିକା ଫେରିଗଲେ

ନୂଆଦିଲ୍ଲୀ, ୧୦ା୧୦: ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ର ପ୍ରସାରଣ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଡିଜିଟାଲ ଟିମ୍‌ର ଅଂଶବିଶେଷ ଥିବା ଜଣେ ପାକିସ୍ତାନୀ ଉପସ୍ଥାପିକା ଜୈନାବ ଆବାସ ସୋମବାର ଭାରତ ଛାଡ଼ି ନିଜ ଦେଶକୁ ଫେରିଯାଇଛନ୍ତି। ଅତୀତର ତାଙ୍କ ଭାରତ…

‘ଯଦି ମୁଁ ରାଷ୍ଟ୍ରପତି ପଦରେ ଥାଆନ୍ତି…’,ଇସ୍ରାଏଲ ଆକ୍ରମଣକୁ ନେଇ କହିଲେ ଟ୍ରମ୍ଫ

ଓ୍ବାଶିଂଟନ,୧୦।୧୦: ଯେଉଁଠାରେ ସମସ୍ତ ଦେଶ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ନିନ୍ଦା କରୁଛନ୍ତି। ସେତେବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଇସ୍ରାଏଲ ଉପରେ ହୋଇଥିବା ଏହି ଆକ୍ରମଣ ପାଇଁ ଦାୟୀ କରିଛନ୍ତି। ସୋମବାର…

ଦିନିକିଆ ବିଶ୍ୱକପ୍‌: ଟସ୍‌ ଜିତିଲା ବାଂଲାଦେଶ

ଧର୍ମଶାଳା,୧୦।୧୦: ଏକଦିବସୀୟ ବିଶ୍ୱକପ୍ର ସପ୍ତମ ମ୍ୟାଚ ଇଂଲଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ଚାଲିଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ପରିବର୍ତ୍ତନ ସହ ବାଂଲାଦେଶ ଦଳ ପଡ଼ିଆକୁ ଓହ୍ଲାଇଛି। ଏଥି…

୧୦୦୦ କୋଟି କ୍ଲବ୍‌ରେ ‘ଯବାନ’ , ପ୍ରଶଂସା କଲେ ଅକ୍ଷୟ

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ବିଶ୍ୱବ୍ୟାପୀ ଏହି ଚଳଚ୍ଚିତ୍ର ୧୦୦୦କୋଟି ଟଙ୍କା କ୍ଲବରେ ସାମିଲ ହୋଇଛି ଏବଂ ଏହାର ରୋଜଗାର ଜାରି ରହିଛି। ଶାହରୁଖଙ୍କ ଫିଲ୍ମ ‘ଯବାନ’ କୁ ନେଇ ବର୍ତ୍ତମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri