ହମାସର ବିମାନ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଆମେରିକା ଖବରଦାତା
ଜେରୁଜେଲମ,୧୦।୧୦: ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲରେ ପ୍ରବେଶ କରିବା ପରେ ରାସ୍ତାରେ ଖୋଲାଖୋଲି ଭାବେ ଗୁଳି ଚଳାଇଥିଲା ଏବଂ ଏୟାର ଷ୍ଟ୍ରାଇକ ମଧ୍ୟ କରିଥିଲା ଯେଉଁଥିରେ ଏପର୍ଯ୍ୟନ୍ତ ପ୍ରାୟ ୯୦୦ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ଘଟିଲାଣି। ଏହି ଆକ୍ରମଣର ଭୟ କାରଣରୁ…
ନିର୍ଭୟରେ ବୁଲୁଛି ମହାବଳ ‘ଟି-୧୯’
ବାରିପଦା,୧୦।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ନିର୍ଭୟରେ ଚଳପ୍ରଚଳ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବନବିଭାଗ ପୋଷ୍ଟ କରିଛି। ପାଟ୍ରୋଲିଂ ସମୟରେ ରେଞ୍ଜର ଶିଶିର ବେହେରା ଏହା ଚିତ୍ର ଉତ୍ତୋଳନ କରିବା ପରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ…
ସରୁଛି ସଞ୍ଜୟ ସିଂଙ୍କ ରିମାଣ୍ଡ, ଆଜି କୋର୍ଟରେ ହେବେ ହାଜର
ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି(ଏଏପି) ଏମ୍ପି ସଞ୍ଜୟ ସିଂଙ୍କ ୫ ଦିନିଆ ଇଡି ହେପାଜତ ଆଜି ଅର୍ଥାତ୍ ମଙ୍ଗଳବାର) ଶେଷ ହେଉଛି। ଅପରାହ୍ନରେ ଇଡି ପୁଣି ଥରେ ସଞ୍ଜୟ ସିଂଙ୍କୁ ରୌଜ୍ ଏଭେନ୍ୟୁ…
ଭାରତୀୟ ବୋଲର ମାଂସ ଖାଉଥିବାରୁ ଭଲ ପ୍ରଦର୍ଶନ କରୁଛନ୍ତି: ଶାହିଦ ଆଫ୍ରିଦ
ଇସଲାମାବାଦ୍,୧୦।୧୦: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଭେଟେରାନ ଅଲରାଉଣ୍ଡର ଶାହିଦ ଆଫ୍ରିଦି ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଜଣାଶୁଣା। ଏଥର ସେ ଭାରତୀୟ ଖେଳାଳିଙ୍କ ଉପରେ ଏକ ବିବଦୀୟ ମନ୍ତବ୍ୟ ଦେଇଛନ୍ତି। ଭାରତୀୟ ବୋଲର ମାଂସ ଖାଉଥିବାରୁ ସେମାନେ ଭଲ ପ୍ରଦର୍ଶନ…
ଇଟାଲୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ରାଜନାଥ ସିଂ
ରୋମ,୧୦।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଠାରୁ ଇଟାଲୀ ଏବଂ ଫ୍ରାନ୍ସ ଗସ୍ତରେ ଆସି ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କ ଏବଂ ସାମରିକ ହାର୍ଡୱେୟାରର ମିଳିତ ବିକାଶ ପାଇଁ ଶିଳ୍ପ ସହଯୋଗ ବିଷୟରେ ଆଲୋଚନା କରିବେ। ପ୍ରଥମ ପର୍ଯ୍ୟାୟରେ ରାଜନାଥ ସିଂ…
ଗାଁରେ ମିଳୁନି କାମ, ସହରମୁହାଁ ଶ୍ରମଜୀବୀ
କେନ୍ଦୁଝର,୧୦ା୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ମହିଳା ସଶସ୍ତ୍ରୀକରଣ ପାଇଁ ବହୁ ଯୋଜନା କରୁଛନ୍ତି। କୁଶଳୀ, ଅଣକୁଶଳୀ ଆଦି ଭିତ୍ତିରେ ଘର ନିକଟରେ କାମ ଯୋଗାଇବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟବସ୍ଥା କରାଯାଉଛି। ମାତ୍ର ଗ୍ରାମାଞ୍ଚଳରେ କାମ ନ ପାଇ ବହୁ…
ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ
ଭୁବନେଶ୍ୱର,୧୦।୧୦: ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ଘଟିଛି। ମତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସେ ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳେ ତାଙ୍କର…
ଭାବୁକ କଲା ଚଳଚ୍ଚିତ୍ର ‘ଭାବାନ୍ତର’
ଭୁବନେଶ୍ୱର,୧୦।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ନାରୀ ପୁରୁଷ ମଧ୍ୟରେ ଏକ ଭିନ୍ନ ସମ୍ପର୍କର ବାସ୍ନା। ଭଲପାଇବାର ଏକ ଭିନ୍ନ ମୋଡ଼। ଶ୍ରାବଣୀ ନାମ୍ନୀ ଏକ ଝିଅଟିଏ ମିଲନ ପ୍ରେମରେ ପଡ଼ନ୍ତି। ମାତ୍ର ତାଙ୍କର ବିବାହ ହୁଏ ଶ୍ରୀତମ ସହ। ବାହାଘର ପରେ ଶ୍ରାବଣୀ ଶ୍ରୀତମଙ୍କୁ ତାଙ୍କ…
ସାନ ଫ୍ରାନ୍ସିସ୍କୋରେ ଥିବା ଚାଇନା ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ
ସାନ ଫ୍ୟାନ୍ସିସ୍କୋ,୧୦।୧୦: ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଚାଇନାର କନସୁଲେଟ ନିକଟରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ କାର ଚାଇନା ଦୂତାବାସରେ ପ୍ରବେଶ କରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ ସାନ ଫ୍ରାନ୍ସିସ୍କୋ ପୋଲିସ ସନ୍ଦିଗ୍ଧଙ୍କ…
ଦୀର୍ଘଦିନ ଶାସନରେ ରହିବା ସତ୍ତ୍ୱେ କାହିଁକି ଜାତିଗତ ଜନଗଣନା କଲାନି କଂଗ୍ରେସ: ଧର୍ମେନ୍ଦ୍ର
ଭୁବନେଶ୍ୱର, ୧୦।୧୦(ସୁନିତ୍ ମିଶ୍ର):ଜାତିଗତ ଜନଗଣନା ଆଳରେ ସୋମବାର କଂଗ୍ରେସ ସମାଜକୁ ବିଭାଜିତ କରି ରାଜନୈତିକ ରୁଟି ସେକିବା ପାଇଁ ଚେଷ୍ଟା କରିଛି। ସ୍ବାଧୀନତା ପରଠାରୁ ୟୁପିଏ-୨ ପର୍ଯ୍ୟନ୍ତ କଂଗ୍ରେସ ଜାତିଗତ ଜନଗଣନାକୁ ତୀବ୍ର ବିରୋଧ କରିଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଟୁଇଟ୍…
ସଡ଼କ ଦୁର୍ଘଟଣା ଦୂରେଇଦେଲା ୩୦ ବର୍ଷ
ରାଜନଗର, ୧୦ା୧୦ (ଭାସ୍କର ରାଉତରାୟ):ପେଟ ପୋଷିବା ପାଇଁ ୩୦ ବର୍ଷ ତଳେ ଗାଁ ଘର ଛାଡ଼ି ରାଜସ୍ଥାନ ଯାଇଥିବା କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଢୋଲମରା ଗାଁର ଯୁବକ ଯାମିନୀ ସେଠୀଙ୍କ ଖୋଜଖବର ମିଳି ନ ଥିଲା। ବର୍ଷ ବର୍ଷ…
ନୋଟିସ୍ ଦେବାକୁ ଆସି ପୋଲିସ ହଟହଟା
ପଟ୍ଟାମୁଣ୍ଡାଇ,୧୦ା୧୦ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ଶନିବାର ବଡ଼ମହନପୁର ପଞ୍ଚାୟତ କଣିପାଳ ଗାଁକୁ ୧୦୭ ଦଫା ନୋଟିସ ଦେବାକୁ ଆସି ହଟହଟା ହୋଇଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଛି। ଏପରିକି ସମନ ଦେବାକୁ ଆସି ପୋଲିସ କାହିଁକି ଲାଞ୍ଚ ମାଗୁଛନ୍ତି…
Archives


