ମହିଳାଙ୍କ ମୃତ୍ୟୁର ତଦନ୍ତରେ ଅସନ୍ତୋଷ ଗ୍ରାମବାସୀ: ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବୁ
ଭବାନୀପାଟଣା/ଜୁନାଗଡ଼, ୨୭।୧୧(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଚିଚୈଗୁଡ଼ା ଗ୍ରାମରେ ରବିବାର ଜଣେ ବିଧବା ମହିଳାଙ୍କୁ ଘରେ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ମୃତା ମହିଳାଙ୍କ ନାମ ପଦ୍ମାବତୀ ମେହେର(୪୦)। ସେ ଘରେ…
ମଙ୍ଗଳବାର ତୃତୀୟ ଟି-୨୦: ବ୍ୟାଟିଂ ଲାଗି ସହାୟକ ହେବ ବର୍ଷାପରା କ୍ରିକେଟ ଷ୍ଟାଡିୟମ
ଗୁଆହାଟୀ,୨୭ା୧୧: ୫ ମ୍ୟାଚ ବିଶିଷ୍ଟ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ର ପ୍ରଥମ ଦୁଇ ମ୍ୟାଚ୍ ଜିତିବା ପରେ ମଙ୍ଗଳବାର ଗୁଆହାଟୀ ବର୍ଷାପରା ଷ୍ଟାଡିୟମରେ ତୃତୀୟ ମ୍ୟାଚ୍ ଖେଳିବ ଭାରତ। ଏହି ମ୍ୟାଚ୍ ଜିତି ଆଗୁଆ ସିରିଜ୍ କବ୍ଜା କରିବାକୁ ଚାହିଁବ ସୂର୍ଯ୍ୟକୁମାର…
ହ୍ରାସ ପାଉଛି କର ସଂଗ୍ରହ, ସିଗାରେଟ ଉପରୁ ବ୍ୟାନ୍ ହଟାଇବେ ନ୍ୟୁଜିଲାଣ୍ଡ ସରକାର
ନୂଆଦିଲ୍ଲୀ,୨୭।୧୧: ବିଶ୍ୱର ପ୍ରଥମ ଦେଶ ଭାବେ ସିଗାରେଟ ବ୍ୟାନ୍ କରିଥିବା ନ୍ୟୁଜିଲାଣ୍ଡ ସରକାର ଏହି ପ୍ରତିବନ୍ଧକକୁ ହଟାଇବାକୁ ଯାଉଛନ୍ତି। ଦେଶରେ କର ସଂଗ୍ରହ ହ୍ରାସ ପାଉଥିବା ଚିନ୍ତା ଦର୍ଶାଇ ନୂତନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେଶରେ ଥିବା ଜସିଣ୍ଡା ଜାକିଣ୍ଡା…
ଅହମ୍ମଦାବାଦରେ ଚମକୁଛି ରାୟଗଡ଼ାର‘ଲାଉ ତୁମ୍ବା କ୍ରାଫ୍ଟ’
ରାୟଗଡା,୨୭।୧୧(ଭାଗ୍ୟଶ୍ରୀ ମିଶ୍ର): ଗୁଜୁରାଟର ଅହମ୍ମଦାବାଦ ସାବରମତି ଆଶ୍ରମ ନିକଟରେ ସାରସ ମେଳା ନାମରେ ସର୍ବଭାରତୀୟସ୍ତରୀୟ ହସ୍ତଶିଳ୍ପ ମେଳା ଚଳିତ ନଭେମ୍ବର ୨୪ତାରିଖରୁ ଆରମ୍ଭ ହୋଇଛି। ଏଥିରେ ଦେଶର ପ୍ରତ୍ୟେକ ରାଜ୍ୟରୁ ସୁନାମଧନ୍ୟ ହସ୍ତଶିଳ୍ପୀଙ୍କୁ ଆମନ୍ତ୍ରିତ କରାଯାଇଛି। ଓଡିଶାର ରାୟଗଡା ଜିଲାର ପ୍ରସିଦ୍ଧ…
ଦେଶୀ ଯୋଗାଡ଼ରେ ଗରମ ହେଉଛି ପାଣି, ଲୋକେ କୁହନ୍ତି ଆସିବ ନାହିଁ ବିଜୁଳି ବିଲ୍
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥି ମଧ୍ୟରେ କେତେକ ଦେଶୀ ଯୋଗାଡ଼ ମଧ୍ୟ ରହିଛି। ଯାହାକୁ ବ୍ୟବହାର କରି ଅନେକ ଲୋକ ଉପକୃତ ହୋଇପାରିବେ। ବର୍ତ୍ତମାନ ଇଣ୍ଟରନେଟ୍ରେ ଏକ ଭିଡିଓ ଭାଇରାଲ ହେଉଛି।…
କରୋନା ପରେ ନିମୋନିଆକୁ ନେଇ ବଢିଲା ଚିନ୍ତା
ବ୍ରହ୍ମପୁର,୨୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): କରୋନା ପରେ ଏବେ ଚୀନରେ ପିଲାମାନେ ନିମୋନିଆ ଆକ୍ରାନ୍ତ ହେଉଥିବାରୁ ଚାରିଆଡେ ଚିନ୍ତା ବଢିଛି। ଭାରତ ସରକାର ରାଜ୍ୟଗୁଡିକୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ…
ମୋଦିଙ୍କୁ ନେଇ ଟିଏମ୍ସି ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, କ୍ରାଶ୍ ନ ହୋଇଯାଉ ତେଜସ୍ ବିମାନ
ନୂଆଦିଲ୍ଲୀ,୨୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଜସ୍ ବିମାନ ଚଳାଇବାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶାନ୍ତନୁ ସେନ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଶାନ୍ତନୁ କହିଛନ୍ତି, ମୁଁ ଟିକେ ଭୟଭୀତ ଅନୁଭବ କରୁଛି। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ…
ବିଜେଡିରେ ଯୋଗଦେବା ପରେ ମା’ ତାରାତାରିଣୀଙ୍କ ଆଶିଷ ନେଲେ ଭି.କେ ପାଣ୍ଡିଆନ
ପୁରୁଷୋତ୍ତମପୁର,୨୭।୧୧(ସିମାଞ୍ଚଳ ମିଶ୍ର): ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଜଦରେ ସାମିଲ ହୋଇଛନ୍ତି। ବିଜେଡିରେ ଯୋଗ ଦେବା ପରେ ସେ ପ୍ରଥମକରି ଗଞ୍ଜାମ ଜିଲାର ପ୍ରତ୍ୟକ୍ଷ ଆରାଧ୍ୟ ଇଷ୍ଟଦେବୀ ମା’…
ଆସୁଛି ଆଉ ଏକ ବଡ଼ ପ୍ରତିବନ୍ଧକ: ଉତ୍ତରକାଶୀରେ ବର୍ଷା ସାଙ୍ଗକୁ ତୁଷାରପାତ ସମ୍ଭାବନା, ୟେଲୋ ୱାର୍ନିଂ ଜାରି
ଉତ୍ତରକାଶୀ,୨୭ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଥିବା ସିଲ୍କ୍ୟାରା ଟନେଲରେ ୪୧ ଶ୍ରମିକ ୧୬ ଦିନ ହେଲା ଫସି ରହିଛନ୍ତି। ହେଲେ ସେମାନଙ୍କୁ ବାହାର କରିବା ସମ୍ଭବ ହୋଇପାରି ନାହିଁ। ଏହି ପରିପ୍ରେକ୍ଷୀରେ ରବିବାରଠାରୁ ପାହାଡ଼ ଉପରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଛି।…
ଭାଜପା ସହ ମେଣ୍ଟ କରିବାକୁ ଚାହୁଁଥିଲେ କେସିଆର୍: ମୋଦି
ହାଇଦ୍ରାବାଦ୍,୨୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ବଡ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଭାଜପା ସହ ମେଣ୍ଟ କରିବାକୁ ଚାହୁଁଥିଲେ, କିନ୍ତୁ ଆମେ ଏହା କରିବାକୁ ଦେଇ ନାହୁଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେଲଙ୍ଗାନାର ମହାବୁବାଦ୍ରେ…
ଆଇପିଏଲ ଅକ୍ସନ ଦିନ ସବୁଠାରୁ ଅଧିକ ବିଜି ରହିବ କେକେଆର
ନୂଆଦିଲ୍ଲୀ,୨୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଇପିଏଲ ୨୦୨୪ପାଇଁ ସମସ୍ତ ୧୦ଟି ରିଟେଂଶନ ଏବଂ ରିଲିଜ ଲିଷ୍ଟ ପ୍ରକାଶ ପାଇଛି। ଏହା ପରେ, ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ପରବର୍ତ୍ତୀ ନିଲାମ ପାଇଁ କେତେ ଫ୍ରାଞ୍ଚାଇଜ…
‘କାନ୍ତାରା ଚାପ୍ଟର-୧’ର ଜବରଦସ୍ତ ଟିଜର୍ ରିଲିଜ୍
ଫିଲ୍ମ ‘କାନ୍ତାରା’ର ଜବରଦସ୍ତ ସଫଳତା ପରେ ନିର୍ମାତାମାନେ ଏହାର ପରବର୍ତ୍ତୀ ପାର୍ଟ କାନ୍ତାରା ଚାପ୍ଟର-୧ ପରଦାକୁ ଆଣିବାକୁ ଯାଉଛନ୍ତି। ନିକଟରେ ଏହି ଫିଲ୍ମ ଘୋଷଣା କରାଯାଇଥିଲା। ଆଜି ଏହାର ପ୍ରଥମ ଲୁକ ଏବଂ ଟିଜର ରିଲିଜ ହୋଇଛି। ଏହି ଟିଜରରେ ଅଭିନେତା…
Archives


