Home Left

ନିରାମୟରେ ମିଳୁନି ସମସ୍ତ ପ୍ରକାର ଔଷଧ

ପଟ୍ଟାମୁଣ୍ଡାଇ,୧୧।୧୦(କଳ୍ପତରୁ ନାୟକ):  ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଚର୍ଚ୍ଚାରେ। ଉନ୍ନତମାନର ସେବା ପ୍ରଦାନ ସମସ୍ୟାକୁ ନେଇ ଅଭିଯୋଗର ତାଲିକା ଲମ୍ବା ହୋଇଚାଲିଛି। ରୋଗୀଙ୍କୁ ଔଷଧ ପ୍ରଦାନରେ ଚିକିତ୍ସାଳୟର କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉ ନ…

ବିଦ୍ୟାଳୟ ମିଶ୍ରଣ ସମସ୍ୟା ଏବେ ବି ତୁଟିନି

କେନ୍ଦ୍ରାପଡ଼ା, ୧୧।୧୦(ଜଗନ୍ନାଥ ଧଳ): ପୂର୍ବରୁ ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ ପୁଣି ଥରେ ଆଗକୁ ଆସିଛି। ଶିକ୍ଷା ବିଭାଗର ଏହି ନିଷ୍ପତ୍ତି ଅଭିଭାବକଙ୍କ ଅସନ୍ତୋଷର କାରଣ ହୋଇଥିବା ବେଳେ ସମାଧାନ ପ୍ରତିଶ୍ରୁତି ସ୍ଥାନୀୟ ଲୋକ ପ୍ରତିନିଧି ଦେଇପାରୁନାହାନ୍ତି। ଜିଲାର ୨୧୭ଟି ସ୍କୁଲରେ କମ…

ମା’ଙ୍କ ପାଇଁ ହଜିଯାଇଛି ନୀଳକଇଁ

ଯାଜପୁର,୧୧।୧୦(ହର୍ଷବର୍ଦ୍ଧନ ବେହେରା) : ପାର୍ବଣର ସାଜସଜ୍ଜା ଆରମ୍ଭ ହୋଇ ଯାଇଛି। ଶାରଦୀୟ ଦୁର୍ଗାପୂଜା ପାଇଁ ମେଢ଼ ନିର୍ମାଣ ହେବା ସହ ପ୍ରସ୍ତୁତି ଚାଲିଛି। ତେବେ ଏହି ଅବସରରେ ମାଆଙ୍କୁ ନୀଳକଇଁରେ ମଣ୍ଡିତ କରିବାର ଯେଉଁ ପରମ୍ପରା ଥିଲା ତାହା ଏବେ ଆଉ…

ମହାକାଳପଡ଼ାରେ ତୁର୍କୀ ପକ୍ଷୀ ଚାଷ ପ୍ରତି ବଢୁଛି ଚାହିଦା

ମହାକାଳପଡ଼ା,୧୦।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ତୁର୍କୀ ଚାଷ ପ୍ରତି ବେଶ୍‌ ଅନୁକୂଳ ବାତାବରଣ ରହିଛି। ବ୍ଲକର ସ୍ଥାନୀୟ ବଉଳକଣି ପଞ୍ଚାୟତର ଟାଙ୍କି ବେଲାରିର ସେକ ସୁଲେମାନ ବର୍ଷେ ପୂର୍ବେ ମୟୂରଭଞ୍ଜ-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରୁ ତୁର୍କୀ…

ପୃଥିବୀକୁ ମାଡି ଆସୁଛି ବିପଦ, କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ

ଭବିଷ୍ୟତରେ ପୃଥିବୀରେ ଏତେ ଗରମ ଅନୁଭବ ହେବ ଯେ ମଣିଷ ସେଠାରେ ରହିବା ଅସମ୍ଭବ ହୋଇଯିବ। ଏହାର ସବୁଠାରୁ ବଡ ପ୍ରଭାବ ସେହି ଅଞ୍ଚଳରେ ହେବାକୁ ଯାଉଛି, ଯେଉଁଠାରେ ବିଶ୍ୱର ଅଧାରୁ ଅଧିକ ଲୋକ ବାସ କରୁଛନ୍ତି। ଉତ୍ତର ଏବଂ ଦକ୍ଷିଣ…

ଯାଜପୁରର ଲାଇଫ୍‌ଲାଇନ୍‌ ବାଇପାସ୍‌ ରୋଡ୍‌ କାର୍ଯ୍ୟ ସରୁନି

ଯାଜପୁର ଟାଉନ,୧୧।୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଯାଜପୁର ସହରକୁ ଟ୍ରାଫିକ୍‌ ସମସ୍ୟାରୁ ମୁକ୍ତ କରିବା ସହ ବିରଜା ଓ ଅନ୍ୟ ମନ୍ଦିରକୁ ଆସୁଥିବା ଯାତ୍ରୀଙ୍କ ପଥକୁ ସୁଗମ କରିବା ପାଇଁ ସହରର ବାମ ଓ ଦକ୍ଷିଣପାର୍ଶ୍ୱରେ ୨ ବାଇପାସ ରୋଡ୍‌ ଯଥା: ବିରଜା…

ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖିଥିବା ଜଗବନ୍ଧୁ ଏବେ ଶଯ୍ୟାଶାୟୀ

ପରଜଙ୍ଗ,୧୧।୧୦: (ନିଗମାନନ୍ଦ ଦଳବେହେରା): ଇଚ୍ଛା ଥିଲା ଅଧ୍ୟାପକ ହେବେ। ରାଜମିସ୍ତ୍ରି କାମ କରୁଥିବା ବାପାଙ୍କ ଅଭାବୀ ସଂସାରର ବୋଝକୁ ସହଜ କରିଦେବେ। ସେଥିପାଇଁ ନାନା ଅଭାବ ଅସୁବିଧା ମଧ୍ୟରେ ବି ଅଧ୍ୟୟନ କ୍ଷେତ୍ରକୁ ସର୍ବଦା ଅଗ୍ରାଧିକାର ଦେଉଥିଲେ। ଏପରି କି ତାଳଚେର…

୨୦ ତାରିଖ ସୁଦ୍ଧା ନିର୍ଦ୍ଧାରଣ ହେବ ଭଡ଼ା

ତାଳଚେର,୧୧।୧୦ (ମନୋଜ ନନ୍ଦ): ତାଳଚେରରେ କୋଇଲା ପରିବହନ ଓ ଟ୍ରକ୍‌ର ଉଚିତ ଭଡ଼ାକୁ ନେଇ ସ୍ଥାନୀୟ ଉପଜିଲାପାଳ ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଏସ୍‌ଡିପିଓ…

କରୋନା ପରେ ମାନସିକ ସମସ୍ୟା ବଢିଛି

ଭଦ୍ରକ/ତିହିଡ଼ି/ବାସୁଦେବପୁର/ ବନ୍ତ/ଚାନ୍ଦବାଲି/ଧାମନଗର,୧୧।୧୦ (ସନାତନ ରାଉତ/ସଞ୍ଜିତ ବଳ/ ନାରାୟଣ ପ୍ରସାଦ ବାରିକ/ହରିନାରାୟଣ ମହାନ୍ତି/ କିଶାନ ପାତ୍ର/ଦେବେନ୍ଦ୍ର ଆନ୍ଦିଆ/ ସନ୍ତୋଷ ମହାପାତ୍ର): ଭଦ୍ରକ ଜିଲାର ୭ ବ୍ଲକ ଅଧୀନ ୨୧୮ ପଞ୍ଚାୟତରେ ୩୩୩୭ ପ୍ରକଳ୍ପ ପାଇଁ ୧୦୯ କୋଟି ଟଙ୍କା ଖର୍ଚ୍ଚ ହେବ। ‘ଆମ…

ଆଗାମୀ ଫିଲ୍ମର ଘୋଷଣା କଲେ ଆମିର

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ ତାଙ୍କର ଆଗାମୀ ଫିଲ୍ମ ଘୋଷଣା କରିଛନ୍ତି। ୨୦୨୨ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲାଲ ସିଂ ଚଢା’ ବକ୍ସ ଅଫିସରେ ଆଶାନୁଯାୟୀ ସଫଳତା ପାଇପାରିନଥିଲା। ଏହା ପରେ ଆମିର କିଛି ସମୟ ଦିନ ପାଇଁ ଅଭିନୟରୁ…

ଗଛରେ ବାନ୍ଧି ୨ ଯୁବକଙ୍କୁ ମାଡ଼

ମୋରଡ଼ା,୧୧।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଧଡ଼ାସାହି ପଞ୍ଚାୟତର ସାହାରଯୋଡ଼ି ଗାଁରେ ଛେଳି ଚୋରି ଅଭିଯୋଗରେ ୨ ଯୁବକଙ୍କୁ ଗ୍ରାମବାସୀ ଗଛରେ ବାନ୍ଧି ନିସ୍ତୁକ ମାଡ଼ମାରିବା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ସେମାନଙ୍କୁ ଉଦ୍ଧାର କରି ଥାନାରେ ଅଟକ…

ରଣକ୍ଷେତ୍ର ପାଲଟିଲା ଭଦ୍ରକ ମେଡିକାଲ ପରିସର

ଭଦ୍ରକ,୧୧।୧୦(ସନାତନ ରାଉତ): ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ମଙ୍ଗଳବାର ରାତିରେ ରଣକ୍ଷେତ୍ର ପାଲଟଛି। ଛୁରାମାଡ଼ରେ ଦୁଇଜଣ  ଆହତ ହୋଇଛନ୍ତି।  ପୋଲିସକୁ ଆକ୍ରମଣ ପରେ ଲାଠି ଚାର୍ଜ ହୋଇଛି। ଲାଠି ଚାର୍ଜପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ସୂଚନାଯୋଗ୍ୟ,  ରାତିରେ ଜମିଜମା ବିବାଦକୁ ନେଇ …

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri