ମହାକାଶ ଯାତ୍ରାରେ ମହାକାଶଚାରୀଙ୍କ ଏହି ଅଙ୍ଗ ଶରୀରରୁ ହୋଇଯାଏ ଅଲଗା…
ଓ୍ବାଶିଂଟନ,୨୮।୧୧ : ଗତ ଦଶନ୍ଧିରେ, ସମଗ୍ର ବିଶ୍ୱରେ ମହାକାଶ ଯାତ୍ରା ପାଇଁ କ୍ରେଜ ଯଥେଷ୍ଟ ବୃଦ୍ଧି ପାଇଛି। ଶିଳ୍ପପତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ମହାକାଶ ଯାତ୍ରା ପାଇଁ ନୂଆ ଦିଗ ଖୋଲିଛନ୍ତି। ତେବେ ସ୍ପେସ ଭ୍ରମଣରେ ବହୁ ଅସୁବିଧା ରହିଛି…
ବୈପାରୀଗୁଡା ଆଇଆଇସି ଗିରଫ
ଭୁବନେଶ୍ୱର,୨୮।୧୧: ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ ଗିରଫ। ବିପୁଳ ଟଙ୍କା ଧରାପଡିବା ନେଇ ଗିରଫ କରିଛି ଭିଜିଲାନ୍ସ। ସୁଶାନ୍ତଙ୍କର ମୋଟ ୩୭ଲକ୍ଷ ଟଙ୍କା ପାଇଲା ଭିଜିଲାନ୍ସ। ଗତକାଲି ୨ଲକ୍ଷ ୭୦ହଜାର ଟଙ୍କା ସହ ଧରା ପଡିଥିଲେ। ବସରେ ବୈପାରୀଗୁଡା ଆସୁଥିବା ସମୟରେ…
ଭାଇରସ ଏଚ୍୯ଏନ୍୨ ନୂଆ ନୁହେଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର ୨୮।୧୧: ଚାଇନାରେ ବ୍ୟାପୁଥିବା ନିମୋନିଆକୁ ନେଇ ରାଜ୍ୟ ସରକାର ସଚେତନ ଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଆଗୁଆ ସଚେତନ ରହିବାକୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।…
ବିଦାୟ ବେଳେ କାନ୍ଦୁଥିଲେ କନ୍ୟା, ଭିଡିଓ ଶେଷ ଯାଏ ଦେଖିଲେ…
ବର୍ତ୍ତମାନ ବିବାହ ସିଜିନ୍ ଚାଲିଛି ବିବାହର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ତେବେ ବିବାହରେ ସବୁଠାରୁ ଗୁରତ୍ୱପୂର୍ଣ୍ଣ ଅଂଶ ହେଉଛି କନ୍ୟାବିଦା। ଏହି ସମୟ ଭାବପ୍ରବଣର ସମୟ। ଏକ ଝିଅ ତାଙ୍କ ନିଜ ଲୋକଙ୍କୁ ଛାଡ଼ି ଅନ୍ୟର ଘରକୁ…
ଭିଣୋଇଙ୍କୁ ଖୁସି କରିବା ପାଇଁ ବରର ଗାଡ଼ି ପଛରେ ଲେଖା ହୋଇଥିଲା ଏମିତି କିଛି, ଭିଡିଓ ଭାଇରାଲ
ଭାରତୀୟ ବିବାହରେ ବରର ଭିଣୋଇ ଏବଂ ପିଷାଙ୍କୁ ଅଧିକ ଗୁରତ୍ୱ ଦିଆଯାଏ । କାରଣ ଦୁହେଁ ଅତି ଶୀଘ୍ର ରାଗି ଯାନ୍ତି। ତେଣୁ ବରର ଡିିମାଣ୍ଡ ପୂରଣ ହେଉ କି ନ ହେଉ, ଭିଣୋଇ ଏବଂ ପିଷାଙ୍କୁ ଅସନ୍ତୁଷ୍ଟ କରିବାକୁ କେହି…
ଆଖି ପିଛୁଳାକେ ଯୁବକରୁ ପାଲଟିଗଲେ ସୁନ୍ଦରୀ ଯୁବତୀ, ଭିଡିଓ ଦେଖିଲେ ଉଡିବ ହୋସ୍
ଆଜିକାଲିର ଯୁବପୀଢ଼ିଙ୍କ ମଧ୍ୟରେ ରିଲ୍ସକୁ ନେଇ ଭିନ୍ନ କ୍ରେଜ୍ ରହିଛି। ଏଥିପାଇଁ ଅନେକ ଭିନ୍ନ ଶୈଳୀ ଆପଣାଇଥାନ୍ତି। ଏହି କ୍ରମରେ ଏବେ କିଛି ଯୁବକ ଯୁବତୀ ବେଶରେ ସଜେଇ ହୋଇ ସମସ୍ତଙ୍କୁ ଚମକାଇଛନ୍ତି। ସେମାନଙ୍କ ରିଲ୍ସ ଦେଖିବା ପରେ ସମସ୍ତେ ଚକିତ…
ବୁମ୍ରାଙ୍କ ଇନ୍ଷ୍ଟାଗ୍ରାମ ଷ୍ଟାଟସକୁ ନେଇ ବଢିଲା ଚର୍ଚ୍ଚା: କହିଲେ, ବେଳେବେଳେ ଚୁପ୍ ରହିବା…
ମୁମ୍ବାଇ,୨୮।୧୧: ଭାରତୀୟ କ୍ରିକେଟ ଦଳର ତଥା ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ବିଶେଷ ବୋଲର ଜସପ୍ରୀତ ବୁମ୍ରା ମଙ୍ଗଳବାର ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟାଟସ୍ ପୋଷ୍ଟ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ବୁମ୍ରାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସ୍ରେ ଲେଖାଯାଇଥିଲା,…
ରଣବୀର ହେଉଛନ୍ତି ଭାରତର ଶ୍ରେଷ୍ଠ ଅଭିନେତା: ମହେଶ ବାବୁ
ବମ୍ବେ: ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ରଣବୀର କପୁର। ନଭେମ୍ବର ୨୩ରେ ରିଲିଜ ହୋଇଥିଲା ଏହାର ଟ୍ରେଲର। ଏହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ସେବେଠାରୁ ଦର୍ଶକେ ଏହାର ରିଲିଜ ଡେଟ୍କୁୁ ଅପେକ୍ଷା କରି ରହିଛନ୍ତି।…
ବିଜ୍ନେସ୍ ଦୁନିଆରେ ପାଦ ରଖିଲେ ଗୋଲଡେନ୍ ବୟ
ନୂଆଦିଲ୍ଲୀ,୨୮।୧୧:ଭାରତର ଗୋଲଡେନ୍ ବୟ ନୀରଜ ଚୋପ୍ରା ବିଜ୍ନେସ୍ ଦୁନିଆରେ ପ୍ରବେଶ କରିଛନ୍ତି। ନୀରଜ ଚୋପ୍ରା ଏକ ଓଟିଟି ଷ୍ଟାର୍ଟଅପରେ ବିନିଯୋଗ କରି ନିଜର ବ୍ୟବସାୟ ଯାତ୍ରା ଆରମ୍ଭ କରିଛନ୍ତି। ସେ ରିଜନାଲ୍ ଓଟିଟି ପ୍ଲାଟଫର୍ମ ଷ୍ଟେଜ (Stage OTT App) ରେ…
ପାନୀୟ ଜଳ ହେଉଛି ବିଷାକ୍ତ
ଯାଜପୁର/ରଗଡ଼ି,୨୮ା୧୧(ହର୍ଷବର୍ଦ୍ଧନ ବେହେରା/ଯତିଶ ମଲ୍ଲିକ): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାରୁ ନିର୍ଗତ ଫ୍ଲାଏ ଆଶ୍ରେ ଏବେ କୋରେଇ ବ୍ଲକ ମଞ୍ଜୁରୀ ମୌଜା ଅଞ୍ଚଳର ବିଭିନ୍ନ ଖାଲଖମା ପୋତା ଚାଲିଛି। ଫଳରେ ଏହା ନିକଟରେ ଥିବା ସରକାରୀ ପଲିଟେକ୍ନିକ କଲେଜ ଛାତ୍ରୀଛାତ୍ରଙ୍କ…
ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୫.୦୩୨
ବଲାଙ୍ଗୀର, ୨୭ା୧୧(ବୀରେନ୍ଦ୍ର କୁମାର ଝାଙ୍କର): କରୋନା ମହାମାରୀ ସମୟର ଅନେକ ତଥ୍ୟ ଲୋକଲୋଚନକୁ ଆସିନାହିଁ। ସେହି ତଥ୍ୟ ଜାଣିବାକୁ ଲୋକେ ଆଗ୍ରହୀ ଥିଲେ ମଧ୍ୟ ସରକାରୀ ଭାବେ ତଥ୍ୟ ଉପଲବ୍ଧ ହେଉ ନ ଥିବାରୁ ଅନେକାଂଶରେ ନିରାଶ ହେବାକୁ ପଡ଼ିଛି। ବିଶେଷକରି…
ଆଖିରେ, କାନରେ ଆଘାତ ଲାଗିଥିବା ଦେଖି ଚିନ୍ତାରେ କୋହଲିଙ୍କ ପ୍ରଶଂସକ, ଜାଣନ୍ତୁ ଏହି ଭାଇରାଲ ଫଟୋର ସତ
ନୂଆଦିଲ୍ଲୀ,୨୮।୧୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ବିରାଟ କୋହଲିଙ୍କ ଆଖି ଏବଂ ନାକରେ ଗଭୀର ଆଘାତ ଲାଗିଥିବା ଦେଖାଯାଉଛି। ନାକରେ ଏକ ବ୍ୟାଣ୍ଡେଜ ମଧ୍ୟ ଅଛି । ବିଶେଷ କଥା ହେଉଛି…
Archives


